Numbers 4 - WEB (Oriya)
1 Yahweh spoke to Moses and to Aaron, saying,ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,
2 "Take a census of the sons of Kohath from among the sons of Levi, by their families, by their fathers' houses,ତୁମ୍ଭମାନେେ ଲବେୀର ସନ୍ତାନଗଣ ମଧ୍ଯରୁ କହାତ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ପୁରୁଷମାନଙ୍କୁ ଗଣନା କର।
3 from thirty years old and upward even until fifty years old, all who enter into the service, to do the work in the Tent of Meeting.ତିରିଶ ବର୍ଷଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ, ଯେଉଁମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିବାକୁ ୟୋଗ୍ଯ ସମାନଙ୍କେୁ ଗଣନା କର।
4 This is the service of the sons of Kohath in the Tent of Meeting, the most holy things.ସମାଗମ ତମ୍ବୁ ରେ ମହାପବିତ୍ର ଦ୍ରବ୍ଯାଦିର ଯତ୍ନ ନବୋ କହାତ ପରିବାରବର୍ଗର କାର୍ୟ୍ଯ ଅଟେ।
5 When the camp moves forward, Aaron shall go in, and his sons, and they shall take down the veil of the screen, and cover the ark of the Testimony with it,ଯେତବେେଳେ ଛାଉଣୀ ସ୍ଥାନାନ୍ତର କରିବାର ସମୟ ହୁଏ, ତାଙ୍କର ପୁତ୍ରଗଣ ପରଦା ରେ ପବିତ୍ର ନିଯମ ସିନ୍ଦୁକକୁ ଢାଙ୍କିବେ।
6 and shall put a covering of sealskin on it, and shall spread over it a cloth all of blue, and shall put in its poles.ସମାନେେ ପୁନର୍ବାର ତାହାକୁ ଶିଶୁକ ଚର୍ମର ଆଚ୍ଛାଦନ କରିବେ ଓ ତହିଁ ଉପରେ ସମ୍ପୂର୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦବେେ, ତା'ପରେ ସମାନେେ ପବିତ୍ର ସିନ୍ଦୁକ ବହନ କରିବାର ସାଙ୍ଗି ଲଗାଇବେ।
7 On the table of show bread they shall spread a blue cloth, and put on it the dishes, the spoons, the bowls, and the cups with which to pour out; and the continual bread shall be on it.ଏହାପରେ ସମାନେେ ପବିତ୍ର ମଜେ ଉପରେ ନୀଳବର୍ଣ୍ଣର ଏକ ବସ୍ତ୍ର ବିଛାଇବା ଉଚିତ୍ ଏବଂ ତାହା ଉପରେ ଥାଳୀ, ଚାମଚ, ପାତ୍ର ଜାର୍ ପଯେ ନବୈେଦ୍ଯ ରଖିବା ଉଚିତ୍। ଦର୍ଶନୀଯ ରୋଟୀ ସବୁବେଳେ ସେଥି ରେ ରଖିବା ଉଚିତ୍।
8 They shall spread on them a scarlet cloth, and cover the same with a covering of sealskin, and shall put in its poles.ତା'ପରେ ସେ ସମସ୍ତ ଉପରେ ସମାନେେ ଏକ ସିନ୍ଦୁରବର୍ଣ୍ଣ ବସ୍ତ୍ର ବିଛାଇବେ ଏବଂ ତା'ପରେ ଶିଶୁକଚର୍ମ ରେ ଆଚ୍ଛାଦନ କରିବେ। ତା'ପରେ ସମାନେେ ସହେି ସାଙ୍ଗି କଡା ଭିତ ରେ ପୁରାଇବେ।
9 They shall take a blue cloth, and cover the lampstand of the light, and its lamps, and its snuffers, and its snuff dishes, and all its oil vessels, with which they minister to it.ଏହାପରେ ସମାନେେ ଏକ ନୀଳବର୍ଣ୍ଣ ବସ୍ତ୍ର ନଇେ ଆ ଲୋକର ଦ୍ବପରୂଖା, ତାହାର ପ୍ରଦୀପ, ତାହାର ଅଗାଂରଧାନୀ ଏବଂ ସମସ୍ତ ତୈଳପାତ୍ରକୁ ଆଛାଦନ କରିବା ଉଚିତ୍।
10 They shall put it and all its vessels within a covering of sealskin, and shall put it on the frame.ପୁଣି ସମାନେେ ତାକୁ ଓ ତହିଁର ସମସ୍ତ ସରଞ୍ଜାମ ଏକ ଶିଶୁକଚର୍ମର ମଧିଅରେ ରଖିବେ ଏବଂ ତାହାକୁ ଗୋଟିଏ ଖୁଣ୍ଟ ରେ ରଖିବେ।
11 On the golden altar they shall spread a blue cloth, and cover it with a covering of sealskin, and shall put in its poles.ପୁଣି ସମାନେେ ସ୍ବର୍ଣ୍ଣମଯ ବଦେି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକଚର୍ମ ରେ ଢାଙ୍କିବେ ଏବଂ କଡା ମଧିଅରେ ସାଙ୍ଗୀ ପୁରାଇବେ।
12 They shall take all the vessels of ministry, with which they minister in the sanctuary, and put them in a blue cloth, and cover them with a covering of sealskin, and shall put them on the frame.ତା'ପରେ ସମାନେେ ସବୋର୍ଥକ ସମସ୍ତ ପବିତ୍ର ପାତ୍ର ନଇେ ନୀଳବର୍ଣ୍ଣ ବସ୍ତ୍ର ମଧିଅରେ ଗୁଡାଇ ରଖିବେ। ସମାନେେ ତାହାକୁ ଶିଶୁକଚର୍ମର ଆଛାଦନ କରିବେ ଏବଂ ତା'ପରେ ତାହାକୁ ଗୋଟିଏ ଖୁଣ୍ଟ ରେ ରଖିବେ।
13 They shall take away the ashes from the altar, and spread a purple cloth on it.ପୁଣି ସମାନେେ ୟଜ୍ଞବଦେୀରୁ ଭସ୍ମ କାଢି ନଇେ ତହିଁ ଉପରେ ବାଇଗଣି ରଗଂର ବସ୍ତ୍ର ବିଛାଇବେ।
14 They shall put on it all its vessels, with which they minister about it, the fire pans, the flesh hooks, the shovels, and the basins; all the vessels of the altar; and they shall spread on it a covering of sealskin, and put in its poles.ଆଉ ତା'ଉପରେ ସମାନେେ ଅଙ୍ଗାରଧାନୀ, ତସଲା, କଣ୍ଟା କୋଦାଳ, ଗହୀରା ପାତ୍ର ପ୍ରଭୃତି ୟଜ୍ଞବଦେୀ ରେ ସବୋର୍ଥକ ସମସ୍ତ ପାତ୍ର ରଖିବେ। ତହୁଁ ସମାନେେ ତାଉପରେ ଶିଶୁକଚର୍ମର ଆଚ୍ଛାଦନ ଦବେେ ଏବଂ କଡା ମଧିଅରେ ସାଙ୍ଗି ଲଗାଇବେ।
15 "When Aaron and his sons have finished covering the sanctuary, and all the furniture of the sanctuary, as the camp moves forward; after that, the sons of Kohath shall come to carry it: but they shall not touch the sanctuary, lest they die. These things are the burden of the sons of Kohath in the Tent of Meeting.ଏହି ରୂପେ ଯେତବେେଳେ ଛାଉଣୀ ଅଗ୍ରସର ହବୋ ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ରସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ଯ ଢାଙ୍କି ଦବେେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସମାନେେ ନିଶ୍ଚଯ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ ନ ହେଲେ ସମାନେ ମୁତ୍ଯୁବରଣ କରିବେ। ପବିତ୍ର ତମ୍ବୁ ରେ ଏହାହିଁ କହାତ ପୁତ୍ରଗଣର କର୍ତ୍ତବ୍ଯ ହବେ।
16 "The charge of Eleazar the son of Aaron the priest shall be the oil for the light, the sweet incense, the continual meal offering, and the anointing oil, the charge of all the tabernacle, and of all that is in it, the sanctuary, and its furnishings."ଆଉ ସମସ୍ତ ଆବାସର, ତତ୍ତ୍ବାବଧାନ ସହେି ପବିତ୍ର ତମ୍ବୁ ଏବଂ ତନ୍ମଧ୍ଯସ୍ଥିତ ସମସ୍ତ ପବିତ୍ରସ୍ଥାନ ଏବଂ ସମସ୍ତ ଦ୍ରବ୍ଯ ଅର୍ଥାତ୍ ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ଯ, ନିତ୍ଯଭକ୍ଷ୍ଯ ନବୈେଦ୍ଯ ଓ ଅଭିଷକୋର୍ଥକ ତୈଳ, ଏହି ସବୁର ତତ୍ତ୍ବାବଧାନ କାର୍ୟ୍ଯ ହାରୋଣର ପୁତ୍ର ଇଲିଯାସର ଯାଜକର ହବେ।
17 Yahweh spoke to Moses and to Aaron, saying,ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,
18 "Don't cut off the tribe of the families of the Kohathites from among the Levites;ତୁମ୍ଭମାନେେ ଲବେୀୟମାନଙ୍କ ମଧ୍ଯରୁ କହାତ ବଂଶୀଯ ଗୋଷ୍ଠୀକି ଅଲଗା କରିଦିଅ ନାହିଁ।
19 but thus do to them, that they may live, and not die, when they approach to the most holy things: Aaron and his sons shall go in, and appoint them everyone to his service and to his burden;ମାତ୍ର ସମାନେେ ମହାପବିତ୍ର ସ୍ଥାନ ରେ ଥିବା ବସ୍ତ୍ରର ନିକଟବର୍ତ୍ତୀ ହେଲା ବେଳେ ଯେପରି ନ ମରନ୍ତି, ଏଥିପାଇଁ ତୁମ୍ଭେ ମାନେ ସମାନଙ୍କେ ପ୍ରତି ଏହିପରି କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତର ୟାଇ ସମାନଙ୍କେର ପ୍ରେତ୍ୟକକ ଜଣକୁ ଆପଣା ଆପଣା ସବୋ ରେ ଓ ଭାର ବହନ ରେ ନିୟୁକ୍ତି କରିବେ।
20 but they shall not go in to see the sanctuary even for a moment, lest they die."ସମାନେେ ପବିତ୍ର ବସ୍ତ୍ରକୁ ଦେଖିବା ଉଚିତ୍ ନୁହେଁ, ସମାନେେ ଯେତବେେଳେ ୟିବା ପାଇଁ ସଜାଡୁଛନ୍ତି। କାରଣ ଯଦି ସମାନେେ ତାହା କରନ୍ତି, ତବେେ ସମାନେେ ମରିଯିବେ।
21 Yahweh spoke to Moses, saying,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
22 "Take a census of the sons of Gershon also, by their fathers' houses, by their families; ସମାନଙ୍କେର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗେର୍ଶୋନ ପରିବାରକୁ ଗଣନା କର।
23 from thirty years old and upward until fifty years old shall you number them; all who enter in to wait on the service, to do the work in the Tent of Meeting.ଯେଉଁମାନେ ତିରିଶ ବର୍ଷଠାରୁ ପଚାଶବର୍ଷ ମଧିଅରେ ଓ ସମାଗମ ତମ୍ବୁ ରେ ସବୋ କରି ପାରିବେ, ସମାନଙ୍କେୁ ଗଣନା କର।
24 This is the service of the families of the Gershonites, in serving and in bearing burdens: ସବୋ କରିବା ଓ ଭାର ବହିବା କାର୍ୟ୍ଯ ମଧିଅରେ ଗେର୍ଶୋନ ବଂଶର ସବୋ ଏହି।
25 they shall carry the curtains of the tabernacle, and the Tent of Meeting, its covering, and the covering of sealskin that is above on it, and the screen for the door of the Tent of Meeting,ସମାନେେ ପବିତ୍ର ତମ୍ବୁର ପରଦା ସକଳ, ତହିଁର ଆଚ୍ଛାଦନ, ତହିଁର ଉପରିସ୍ଥିତ ଶିଶୁକଚର୍ମର ଛାତ ଓ ସମାଗମ ତମ୍ବୁର ପ୍ରବେଶ ଦ୍ବାରର ଆଚ୍ଛାଦନ ବସ୍ତ୍ର ବହନ କରିବେ।
26 and the hangings of the court, and the screen for the door of the gate of the court, which is by the tabernacle and around the altar, and their cords, and all the instruments of their service, and whatever shall be done with them. Therein shall they serve.ଆଉ ପ୍ରାଙ୍ଗଣର ପରଦା ଯାହା ପବିତ୍ର ତମ୍ବୁକୁ ଆଚ୍ଛାଦନ କରେ ଏବଂ ୟଜ୍ଞବଦେୀ, ପ୍ରବେଶ ଫାଟକର ପରଦା ତହିଁର ରଜ୍ଜୁ ଓ ତହିଁର ସବୋର୍ଥକ ସମସ୍ତ ଦ୍ରବ୍ଯ ବହନ କରିବେ ଓ ସହେି ସବୁ ରେ ଯେଉଁ କାର୍ୟ୍ଯ କରିବାକୁ ହୁଏ ତାହାସବୁ କରିବା ଉଚିତ୍।
27 At the commandment of Aaron and his sons shall be all the service of the sons of the Gershonites, in all their burden, and in all their service; and you shall appoint to them in charge all their burden.ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ନିର୍ବ୍ଦେଶ ଅନୁସାରେ ଗେର୍ଶୋନର ଲୋକମାନେ ନିଜ ନିଜର କାର୍ୟ୍ଯ ଓ ସବୋ ସମ୍ବନ୍ଧୀଯ ସମସ୍ତ କର୍ମ କରିବା ଉଚିତ୍। ତୁମ୍ଭେ ସମାନଙ୍କେୁ, ଯାହାସବୁ ଦାଯୀତ୍ବ ବହନ କରନ୍ତି ସହେି କାର୍ୟ୍ଯ ଭାର ଦବୋ ଉଚିତ୍।
28 This is the service of the families of the sons of the Gershonites in the Tent of Meeting: and their charge shall be under the hand of Ithamar the son of Aaron the priest.ସମାଗମ ତମ୍ବୁ ରେ ଗେର୍ଶୋନୀଯ ପରିବାରବର୍ଗ ଏହି ସବୋ ଦାଆୟାଏ। ଇଥାମର ଯାଜକ ହାରୋଣଙ୍କ ପୁତ୍ର ସମାନଙ୍କେ ଉପରେ ପର୍ୟ୍ଯବେକ୍ଷଣ କରିବେ।
29 "As for the sons of Merari, you shall number them by their families, by their fathers' houses;ତୁମ୍ଭେ ମରାରି ସନ୍ତାନଗଣର ପିରିବାରବର୍ଗ ଓ ପିତୃଗୃହ ଅନୁସାରେ ସମାନଙ୍କେୁ ଗଣନା କରିବ।
30 from thirty years old and upward even to fifty years old shall you number them, everyone who enters on the service, to do the work of the Tent of Meeting.ତିରିଶ ବର୍ଷଠାରୁ ପଚାଶ ବର୍ଷ ପର୍ୟ୍ଯନ୍ତ ବଯସ୍କ ଯେଉଁ ମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିପାରିବେ, ସମାନଙ୍କେୁ ଗଣନା କରିବ।
31 This is the charge of their burden, according to all their service in the Tent of Meeting: the tabernacle's boards, its bars, its pillars, its sockets,ଏହି ଦାଯିତ୍ବ ସମାନେେ ବହନ କରିପାରିବେ, ସମାନେେ ସମାଗମ ତମ୍ବୁର କାଠପଟା ସବୁ, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗିସକଳ ବହନ କରିବା ଉଚିତ୍।
32 and the pillars of the court around it, and their sockets, and their pins, and their cords, with all their instruments, and with all their service: and by name you shall appoint the instruments of the charge of their burden.ସମାନେେ ପ୍ରାଙ୍ଗଣର ବାଡର ଖମ୍ବକୁ, ସଗେୁଡିକର ଭିତ୍ତିକୁ, ସଗେୁଡିକର ଖିଲକୁ, ସଗେୁଡିକର ରଜ୍ଜକୁ, ତାହା ସହିତ ସଂୟୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ନିର୍ଦ୍ଧିଷ୍ଟ କାର୍ୟ୍ଯଭାର ବହନ କରିବାକୁ ଦବୋ ଉଚିତ୍।
33 This is the service of the families of the sons of Merari, according to all their service, in the Tent of Meeting, under the hand of Ithamar the son of Aaron the priest."ସମାଗମ ତମ୍ବୁ ରେ ମରାରି ସନ୍ତାନମାନଙ୍କ ବଂଶର ସମସ୍ତ ସବୋ ସମ୍ବନ୍ଧୀଯ ଏହି କାର୍ୟ୍ଯ; ଏସବୁ ହାରୋଣ ଯାଜକର ପୁତ୍ର ଈଥାମରର ଦଖାେ ରଖାେ କରିବାର ଦାଯିତ୍ବ ହବେ।
34 Moses and Aaron and the princes of the congregation numbered the sons of the Kohathites by their families, and by their fathers' houses,ଅନନ୍ତର ମାଶାେ, ହାରୋଣ ଓ ଇଶ୍ରାୟେଲର ନେତାଗଣ କାହାତୀଯ ଲୋକମାନଙ୍କୁ ସମାନଙ୍କେର ପରିବାର ଓ ପିତୃଗୃହ ଅନୁସାରେ ଗଣନା କଲେ,
35 from thirty years old and upward even to fifty years old, everyone who entered into the service, for work in the Tent of Meeting.ତିରିଶ ବର୍ଷ ଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ କର୍ମ କରିବା ନିମନ୍ତେ ସବେକ ଶେଣ୍ରୀଭୁକ୍ତ ହବେେ, ସମାନଙ୍କେୁ ଗଣନା କଲେ।
36 Those who were numbered of them by their families were two thousand seven hundred fifty.ଏହି କର୍ମପାଇଁ ଯୋଗ୍ଯ କାହାତୀଯ ବଂଶର ଲୋକମାନଙ୍କ ସଂଖ୍ଯା 2,750 ହେଲା।
37 These are those who were numbered of the families of the Kohathites, all who served in the Tent of Meeting, whom Moses and Aaron numbered according to the commandment of Yahweh by Moses.ଏହିମାନେ କାହାତୀଯ ବଂଶର ଲୋକ ଯେଉଁମାନେ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ନିୟୁକ୍ତି ହେଲେ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଓ ହାରୋଣ ସମାନଙ୍କେୁ ଗଣନା କଲେ।
38 Those who were numbered of the sons of Gershon, their families, and by their fathers' houses,ଆଉ ମଧ୍ଯ ଗେର୍ଶୋନ ବଂଶ ସନ୍ତାନଗଣର ଆପଣା ଆପଣା ପିତୃଗୃହ ଓ ବଂଶ ଅନୁସାରେ ଗଣା ହେଲେ।
39 from thirty years old and upward even to fifty years old, everyone who entered into the service, for work in the Tent of Meeting,ତିରିଶ ବର୍ଷ ବଯସ୍କଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ କର୍ମ କରିବା ନିମନ୍ତେ ସବେକ ଶେଣ୍ରୀଭୁକ୍ତ ହେଲେ ସମାନଙ୍କେୁ ଗଣା ଗଲା।
40 even those who were numbered of them, by their families, by their fathers' houses, were two thousand six hundred thirty.ଗେର୍ଶୋନ ବଂଶ ରେ ପିତୃଗୃହ ଅନୁସାରେ ଗଣନା କରାୟିବାରୁ ସମାନଙ୍କେ ସଂଖ୍ଯା 2,630 ହେଲା।
41 These are those who were numbered of the families of the sons of Gershon, all who served in the Tent of Meeting, whom Moses and Aaron numbered according to the commandment of Yahweh.ଏମାନେ ଗେର୍ଶୋନ ସନ୍ତାନଗଣର ପରିବାରବର୍ଗ ରେ ଗଣ୍ଯ ହେଲେ ଓ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ନିୟୁକ୍ତି ହେଲେ, ମାଶାେ ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଏମାନଙ୍କୁ ଗଣନା କଲେ।
42 Those who were numbered of the families of the sons of Merari, by their families, by their fathers' houses,ଆଉ ମଧ୍ଯ ମରାରି ବଂଶ ମଧିଅରେ ଲୋକମାନେ ନିଜ ନିଜ ବଂଶ ଓ ପିତୃଗୃହ ଅନୁସାରେ ଗଣା ଗଲେ।
43 from thirty years old and upward even to fifty years old, everyone who entered into the service, for work in the Tent of Meeting,ତିରିଶ ବର୍ଷ ବଯସ୍କଠାରୁ ପଚାଶବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ କର୍ମ କରିବା ନିମନ୍ତେ ସବେକ ଶେଣ୍ରୀଭୁକ୍ତ ହେଲେ, ସମାନେେ ଗଣ୍ଯ ହେଲେ।
44 even those who were numbered of them by their families, were three thousand two hundred.ସମାନେେ ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣା ୟିବାରୁ ସମାନଙ୍କେ ସଂଖ୍ଯା 3,200 ହେଲା।
45 These are those who were numbered of the families of the sons of Merari, whom Moses and Aaron numbered according to the commandment of Yahweh by Moses.ଏମାନେ ମରାରି ସନ୍ତାନଗଣର ବଂଶ ରେ ଗଣ୍ଯ ହାଇେଥିବା ଲୋକ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଓ ହାରୋଣ ଏମାନଙ୍କୁ ଗଣନା କଲେ।
46 All those who were numbered of the Levites, whom Moses and Aaron and the princes of Israel numbered, by their families, and by their fathers' houses,ତେଣୁ ମାଶାେ, ହାରୋଣ ଓ ଇଶ୍ରାୟେଲର ଅଧିପତିଗଣ ଲବେୀୟମାନଙ୍କୁ ସମାନଙ୍କେର ପରିବାରବର୍ଗ ଓ ପିତୃଗୃହ ଅନୁସାରେ ଗଣନା କଲେ।
47 from thirty years old and upward even to fifty years old, everyone who entered in to do the work of service, and the work of bearing burdens in the Tent of Meeting,ତିରିଶ ବର୍ଷ ବଯସ୍କଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ଓ ଭାର ବହିବା କର୍ମ ରେ ନୀୟୁକ୍ତ ହେଲେ, ସମାନେେ ସମସ୍ତେ ଗଣା ଗଲେ।
48 even those who were numbered of them, were eight thousand five hundred eighty.ସମାନଙ୍କେ ସଂଖ୍ଯା 8,580 ହେଲା।
49 According to the commandment of Yahweh they were numbered by Moses, everyone according to his service, and according to his burden. Thus were they numbered by him, as Yahweh commanded Moses.ମାଶାଙ୍କେୁ ସଦାପ୍ରଭୁ ଯେଉଁ ଅନୁସାରେ ଆଜ୍ଞା ଦଇେଥିଲେ, ସହେିପରି ଭାବରେ ସେ ସମାନଙ୍କେର ସବୋ ଓ ଭାର ବହିବା ଅର୍ଥ ଅନୁସାରେ ଗଣ୍ଯ ହେଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାଙ୍କେ ଦ୍ବାରା ଏହା କରାଗଲା।
Oriya Bible