Bible

Numbers 3 - BBE (Oriya)

1 Now these are the generations of Aaron and Moses, in the day when the word of the Lord came to Moses on Mount Sinai.ସହେିଦିନ ସୀନଯ ପର୍ବତ ରେ ସଦାପ୍ରଭୁ ମାଶାଙ୍କେ ସଙ୍ଗେ କଥା ହେଲେ, ହାରୋଣ ଓ ମାଶାଙ୍କେର ବଂଶାବଳୀ ଏହି।

2 These are the names of the sons of Aaron: Nadab the oldest, and Abihu, Eleazar, and Ithamar.ହାରୋଣଙ୍କର ଚାରିପୁତ୍ର ମଧିଅରେ ପ୍ରଥମଜାତ ନାଦବ, ତା'ପରେ ଆବୀହୂ, ଇଲିଯାସର ଓ ଇଥାମର।

3 These are the names of the sons of Aaron, the priests, on whom the holy oil was put, who were marked out as priests.ଏହା ହେଉଛି ହାରୋଣଙ୍କର ପୁତ୍ରମାନଙ୍କର ନାମ, ଯେଉଁ ମାନେ ଯାଜକରୂପେ ଅଭିଷିକ୍ତ ହାଇେଥିଲେ ଓ

4 And Nadab and Abihu were put to death before the Lord when they made an offering of strange fire before the Lord, in the waste land of Sinai, and they had no children: and Eleazar and Ithamar did the work of priests before Aaron their father.ମାତ୍ର ନାଦବ ଓ ଆବୀହୂ ସୀନଯ ପ୍ରାନ୍ତର ରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ଯାଗ କଲେ। ସମାନଙ୍କେର ପୁତ୍ର ନଥିଲା; ଏଣୁ ଇଲିଯାସର ଓ ଇଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତି ରେ ଯାଜକକର୍ମ କଲେ।

5 And the Lord said to Moses,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

6 Make the tribe of Levi come near, and put them before Aaron the priest, to be his helpers,ତୁମ୍ଭେ ଲବେୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖ ରେ ଉପସ୍ଥିତ କରାଅ, ସମାନେେ ତାହାର ସବୋ କରିବେ।

7 In order that they may be responsible to him and to all Israel for the care of the Tent of meeting, and to do the work of the House;ସମାନଙ୍କେର ସମାଗମ ତମ୍ବୁ ନିକଟରେ ରକ୍ଷକ ହବେେ। ସମଗ୍ର ଇଶ୍ରାୟେଲ ସମାଜ ପାଇଁ ସମାନେେ ମଧ୍ଯ ପବିତ୍ର ଛାଉଣୀର କାର୍ୟ୍ଯ କରିବେ।

8 And they will have the care of all the vessels of the Tent of meeting, and will do for the children of Israel all the necessary work of the House.ପୁଣି ସମାନେେ ସମାଗମ ତମ୍ବୁର ସବୋକାର୍ୟ୍ଯ କରିବା ସମୟରେ ସମାଗମ ତମ୍ବୁର ସମସ୍ତ ଦ୍ରବ୍ଯର ରକ୍ଷା କରିବେ ଓ ଇଶ୍ରାୟେଲ ଲୋକମାନଙ୍କର ସବୋ କରିବେ।

9 Give the Levites to Aaron and his sons; so that they may be his without question from among the children of Israel.ଆଉ ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣ ହସ୍ତ ରେ ଲବେୀୟମାନଙ୍କୁ ଦବେ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଉପହାର ରୂପେ ଇଶ୍ରାୟେଲ ଲୋକମାନଙ୍କ ପକ୍ଷରୁ ସମାନଙ୍କେୁ ଦିଆଗଲା।

10 And give orders that Aaron and his sons are to keep their place as priests; any strange person who comes near is to be put to death.ପୁଣି ତୁମ୍ଭେ ହାରୋଣ, ତା'ର ପୁତ୍ରଗଣଙ୍କୁ ଯାଜକରୂପେ ନିୟୁକ୍ତି କରିବ। ସମାନେେ ଯାଜକରୂପେ ସବୋ କାର୍ୟ୍ଯ କରିବେ। ଯଦି କୌଣସି ବିଦେଶୀ ପାଖକୁ ଆ ସେ, ତାକୁ ଆଇନ ସଙ୍ଗତ କାର୍ୟ୍ଯ କରିବ।

11 And the Lord said to Moses,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

12 See, I have taken the Levites out of the children of Israel to be mine in place of the first sons of the children of Israel;ମୁଁ ତୁମ୍ଭକୁ କହିଥିଲି ଇଶ୍ରାୟେଲର ପ୍ରେତ୍ୟକକ ବଂଶର ପ୍ରଥମ ଜାତ ମାରେ ସବେକ ହବେ। ବର୍ତ୍ତମାନ ଲବେୀୟମାନେ ମାରେ ଅଧିକୃତ, ତେଣୁ ଇଶ୍ରାୟେଲୀୟମାନଙ୍କ ପ୍ରଥମ ଜାତ ପରିବର୍ତେ ଲବେୀୟମାନେ ମାରେ ହବେେ।

13 For all the first sons are mine; on the day when I put to death all the first sons in the land of Egypt, I took for myself every first male birth of man and beast. They are mine; I am the Lord.ଯେତବେେଳେ ତୁମ୍ଭମାନେେ ମିଶର ରେ ଥିଲ, ସେତବେେଳେ ମୁଁ ମିଶରୀଯମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ଯା କରିଥିଲି। ଇଶ୍ରାୟେଲ ରେ ସମସ୍ତ ମନୁଷ୍ଯ ଓ ପଶୁର ପ୍ରଥମଜାତକୁ ମାେ ପାଇଁ ପବିତ୍ର କଲି। ସମାନେେ ସମସ୍ତେ ମାରେ ଅଧିକୃତ। ମୁଁ ସଦାପ୍ରଭୁ ଅଟେ।

14 And the Lord said to Moses in the waste land of Sinai,ଅନନ୍ତର ସଦାପ୍ରଭୁ ସୀନଯ ମରୁଭୂମିରେ ମାଶାଙ୍କେୁ ପୁଣି କହିଲେ,

15 Let all the children of Levi be numbered by their families and their fathers' houses; let every male of a month old and over be numbered. ଲବେୀୟମାନଙ୍କୁ ସମାନଙ୍କେର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗଣନା କର। ତୁମ୍ଭେ ସମସ୍ତ ପୁରୁଷ ଓ ଏକ ମାସରୁ ଅଧିକ ବଯସ୍କ ବାଳକମାନଙ୍କୁ ଗଣନା କରିବା ଉଚିତ୍।

16 So Moses did as the Lord said, numbering them as he had been ordered.ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମସ୍ତଙ୍କୁ ଗଣନା କଲେ।

17 These were the sons of Levi by name: Gershon and Kohath and Merari.ଲବେୀର ତିନିପୁତ୍ର ଥିଲେ ଓ ସମାନଙ୍କେର ନାମ ହେଲା ଗେର୍ଶୋନ,କାହାତ୍ ଓ ମରାରି।

18 And these are the names of the sons of Gershon, by their families: Libni and Shimei.ଗେର୍ଶୋନ ପରିବାରବର୍ଗର ନାମ ଲାବନି ଓ ଶିମିଯି।

19 And the sons of Kohath, by their families: Amram and Izhar and Hebron and Uzziel.ପୁଣି ଆପଣା ବଂଶ ଅନୁସାରେ କାହାତର ପରିବାରବର୍ଗର ନାମ ଅମ୍ରମ, ୟିଷହର, ହିବ୍ରୋଣ ଓ ଉଷୀଯଲେ।

20 And the sons of Merari by their families: Mahli and Mushi. These are the families of the Levites in the order of their fathers' houses.ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି।

21 From Gershon come the Libnites and the Shimeites; these are the families of the Gershonites.ଗେର୍ଶୋନଠାରୁ ଲିବନି ବଂଶ ଓ ଶିମିଯିର ବଂଶ ଉତ୍ପନ୍ନ ହେଲେ, ଏମାନେ ଗେର୍ଶୋନୀଯ ବଂଶ।

22 Those who were numbered of them, the males from one month old and over, were seven thousand, five hundred.ଏମାନଙ୍କ ମଧିଅରେ ଓ ଏକମାସରୁ ଅଧିକ ବଯସ୍କ ବାଳକ ଗଣନା ଅନୁସାରେ 7,500 ହେଲେ।

23 The tents of the Gershonites are to be placed at the back of the House, to the west.ଗେର୍ଶୋନୀଯ ପରିବାରବର୍ଗ ପଶ୍ଚିମ ଦିଗ ରେ ପବିତ୍ର ତମ୍ବୁର ପଶ୍ଚାତ ଭାଗ ରେ ଛାଉଣୀ ସ୍ଥାପନ କରିବେ।

24 The chief of the Gershonites is Eliasaph, the son of Lael.ପୁଣି ଲାଯଲରେ ପୁତ୍ର ଇଲୀଯାସଫ ଗେର୍ଶୋନୀଯ ପରିବାରବର୍ଗର ଅଧିପତି ଥିଲା।

25 In the Tent of meeting, the Gershonites are to have the care of the House, and the Tent with its cover, and the veil for the door of the Tent of meeting,ସମାଗମ ତମ୍ବୁ ରେ ଗେର୍ଶୋନର ପରିବାରର କର୍ତ୍ତବ୍ଯ ଥିଲା, ପବିତ୍ର ତମ୍ବୁର ଛାତ ଏବଂ ସମାଗମ ତମ୍ବୁର ଫାଟକର ଆଛାଦନ କନାର ଯତ୍ନ ନବୋ।

26 And the hangings for the open space round the House and the altar, and the curtain for its doorway, and all the cords needed for its use.ସମାନେେ ପବିତ୍ର ତମ୍ବୁର ପ୍ରାଙ୍ଗଣ ରେ ଓ ବଦେୀ ରେ ଥିବା ପରଦାର, ପ୍ରାଙ୍ଗଣର ପ୍ରବେଶ ଫାଟକର ଏବଂ ସମସ୍ତ ରଜ୍ଜୁର ଯତ୍ନ ନେଲେ।

27 From Kohath come the Amramites and the Izharites and the Hebronites and the Uzzielites; these are the families of the Kohathites.ପୁଣି କହାତ୍ଠାରୁ ଅମ୍ରମୀଯ ବଂଶ ୟିଷ୍ହରୀଯ ବଂଶ, ଦିବ୍ରୋଣୀଯ ବଂଶ ଓ ଉଷୀଯଲେୀଯ ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀଯ ବଂଶ ହେଲେ।

28 Those who were numbered of them, the males from one month old and over, were eight thousand, six hundred, who were responsible for the care of the holy place.ଏକ ମାସରୁ ଅଧିକ ବଯସ୍କ ପୁରୁଷମାନଙ୍କର ସଂଖ୍ଯା କହାତୀଯ ପରିବାରବର୍ଗର 8,300 ଓ ସମାନେେ ପବିତ୍ର ସ୍ଥାନର ରକ୍ଷକ ରୂପେ ନିୟୁକ୍ତ ହେଲେ।

29 The tents of the Kohathites are to be placed on the south side of the House.କହାତୀଯ ସନ୍ତାନମାନଙ୍କ ବଂଶ ଦକ୍ଷିଣ ଦିଗ ରେ ପବିତ୍ର ତମ୍ବୁ ନିକଟରେ ଛାଉଣୀ ସ୍ଥାପନ କରିବେ।

30 Their chief is Elizaphan, the son of Uzziel.ଇଲୀପାପନ୍ ଉଷୀଯଲରେ ପୁତ୍ର କହାତୀଯ ପରିବାରବର୍ଗର ଅଧିପତି ହବେ।

31 In their care are the ark, and the table, and the lights, and the altars, and all the vessels used in the holy place, and the veil, and all they are used for.ପବିତ୍ର ସିନ୍ଦୂକ, ମଜେ,ଦୀପରୁଖା, ୟଜ୍ଞବଦେୀ, ପବିତ୍ରସ୍ଥାନର ସବୋ ସମ୍ବନ୍ଧୀଯ ସକଳପାତ୍ର, ଏବଂ ପରଦା ସମାନଙ୍କେର ଦାଯ୍ବିତ୍ବ ରେ ରହିବ।

32 Eleazar, the son of Aaron the priest, will be head over all the Levites and overseer of those responsible for the care of the holy place.ଯାଜକ ହାରୋଣର ପୁତ୍ର ଇଲିଯାସର ସମସ୍ତଙ୍କ ମଧିଅରେ ପ୍ରଧାନ ଲବେୀୟମାନଙ୍କର ଅଧିପତି। ସେ ଯେଉଁମାନେ ପବିତ୍ର ବିଷଯର କାର୍ୟ୍ଯ କରନ୍ତି ସମାନଙ୍କେର ତତ୍ତ୍ବାବଧାନ କରିବ।

33 From Merari come the Mahlites and the Mushites; these are the families of Merari.ମହଲୀଯ ପରିବାରବର୍ଗ ଏବଂ ମୂଶୀଯ ପରିବାରବର୍ଗ ମରାରୀଯଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀଯ ପରିବାର ଅନ୍ତଭୁର୍କ୍ତ।

34 Those who were numbered of them, the males of a month old and over, were six thousand, two hundred.ପୁଣି ଏମାନଙ୍କ ମଧିଅରେ ଏକ ମାସରୁ ଅଧିକ ବଯସ୍କ ପୁରୁଷମାନଙ୍କ ଗଣନା ଅନୁସାରେ 6,200 ଲୋକ ହେଲେ।

35 The chief of the families of Merari was Zuriel, the son of Abihail: their tents are to be placed on the north side of the House.ଆଉ ଅବୀହଯଲର ପୁତ୍ର ସୂରୀଯଲେ ମରାରି ପରିବାରବର୍ଗର ଅଧିପତି। ସମାନେେ ଉତ୍ତର ଦିଗ ରେ ଆବାସ ନିକଟରେ ଛାଉଣୀ ସ୍ଥାପନ କରିବେ।

36 And in their care are to be all the boards of the Tent, with their rods and pillars and bases, and all the instruments, and all they are used for,ମରାରି ପରିବାରର ସଭ୍ଯମାନେ କାଠପଟାଗୁଡିକ, ଅର୍ଗଳଗୁଡିକ, ସ୍ତମ୍ଭସମସ୍ତ, ଭିତ୍ତିସମସ୍ତ ଏବଂ ଅନ୍ୟସମସ୍ତ ସାମଗ୍ରୀ ଏବଂ ଏହି ସମ୍ବନ୍ଧୀଯ କାର୍ୟ୍ଯର ଦାଯିତ୍ବ ବହନ କରିବେ।

37 And the pillars of the open space round it, with their bases and nails and cords.ସମାନେେ ମଧ୍ଯ ସ୍ତମ୍ଭ, ଭିତ୍ତିମୂଳ, ଖିଲ ଏବଂ ରଜ୍ଜୁ ଯାହା ପ୍ରାଙ୍ଗଣ ରେ ବ୍ଯବହାର ହୁଏ ଏହି ସମସ୍ତର ଦାଯିତ୍ବ ନବେେ।

38 And those whose tents are to be placed on the east side of the House in front of the Tent of meeting, looking to the dawn, are Moses and Aaron and his sons, who will do the work of the holy place for the children of Israel; and any strange person who comes near will be put to death.ମାଶାେ, ହାରୋଣ ଓ ତାହାର ପୁତ୍ରଗଣ ଆବାସର ତମ୍ବୁସବୁ ପବିତ୍ର ତମ୍ବୁର ପୂର୍ବଦିଗ ସମ୍ମୁଖ ରେ ଛାଉଣୀ ସ୍ଥାପନ କରିବେ। ସମାନେେ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ପବିତ୍ରସ୍ଥାନର ରକ୍ଷା କରିବେ। ଯଦି କୌଣସି ବିଦେଶୀ ଏହା ପାଖକୁ ୟାଏ, ତାକୁ ମୁତ୍ଯୁଦଣ୍ତ ଦିଆୟିବ।

39 All the Levites numbered by Moses and Aaron at the order of the Lord, all the males of one month old and over numbered in the order of their families, were twenty-two thousand.ମାଶାେ ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ରେ ଲବେୀୟମାନଙ୍କୁ ଗଣନା କଲେ। ଲବେୀୟମାନଙ୍କ ବଂଶ ଅନୁସାରେ ଏକ ମାସରୁ ଅଧିକ ବଯସ୍କ ସମସ୍ତ ପୁରୁଷମାନଙ୍କ ସଂଖ୍ଯା 2,200 ହେଲେ।

40 And the Lord said to Moses, Let all the first male children be numbered, and take the number of their names.ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଇଶ୍ରାୟେଲର ପ୍ରଥମଜାତ ପୁରୁଷ ଲୋକମାନଙ୍କର ଏକ ମାସର ଅଧିକ ବଯସ୍କ ସମସ୍ତ ଗଣନା କର ଓ ସମାନଙ୍କେର ନାମ ତାଲିକା କର।

41 And give to me the Levites (I am the Lord) in place of the first sons of the children of Israel; and the cattle of the Levites in place of the first births among the cattle of the children of Israel.ମୁଁ ସଦାପ୍ରଭୁ, ମୁଁ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ଲୋକ ବଦଳ ରେ ଲବେୀୟମାନଙ୍କୁ ଗ୍ରହଣ କରିବୁ। ପୁଣି ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ପଶୁ ବଦଳ ରେ ଲବେୀୟମାନଙ୍କର ପଶୁ ଗ୍ରହଣ କରିବି।

42 So Moses had all the first sons among the children of Israel numbered, as the Lord said to him.ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ମାଶାେ ଇଶ୍ରାୟେଲର ଲୋକ ମଧିଅରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ।

43 Every first son from a month old and over was numbered by name, and the number came to twenty-two thousand, two hundred and seventy-three.ପୁଣି ଏକ ମାସରୁ ଅଧିକ ବଯସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ ସଂଖ୍ଯା ନୁସା ରେ ସମାନଙ୍କେର ସଂଖ୍ଯା 22,273 ହେଲା।

44 And the Lord said to Moses,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

45 Take the Levites in place of all the first sons of the children of Israel, and the cattle of the Levites in place of their cattle; the Levites are to be mine; I am the Lord.ତୁମ୍ଭେ ସମସ୍ତ ଲବେୀୟ ଏବଂ ତାଙ୍କର ସମସ୍ତ ପଶୁ ଇଶ୍ରାୟେଲର ପ୍ରଥମଜାତ ଏବଂ ଇଶ୍ରାୟେଲର ପଶୁମାନଙ୍କ ପ୍ରଥମ ଜାତ ବଦଳ ରେ ଗ୍ରହଣ କର। ଆଉ ଲବେୀୟମାନେ ମାରେ ହବେେ, ମୁଁ ସଦାପ୍ରଭୁ ଅଟେ।

46 And the price you have to give for the two hundred and seventy-three first sons of the children of Israel which are in addition to the number of the Levites,ଇଶ୍ରାୟେଲ ରେ ଲବେୀୟମାନଙ୍କଠାରୁ 273 ଅଧିକ ପ୍ରଥମ ଜାତ ପୁରୁଷ ଅଛନ୍ତି, ଏହି ଅଧିକ ପ୍ରଥମଜାତ ପୁରୁଷଗଣ ନିଶ୍ଚଯ ମୁକୁଳା ଯିବେ।

47 Will be five shekels for every one, by the scale of the holy place (the shekel is twenty gerahs);ପବିତ୍ରସ୍ଥାନର ଶକେଲ ଅନୁସାରେ ତୁମ୍ଭେ ମୁଣ୍ତ ପିଛା ପାଞ୍ଚ ଶକେଲ ନବେ। କୋଡିଏ ଗରୋ ରେ ଏକ ଶକେଲ।

48 And this money, the price of those over the number of the Levites, is to be given to Aaron and his sons.ସହେି 273 ଅଧିକ ପ୍ରଥମଜାତ ପୁରୁଷଙ୍କର ମୁକୁଳାଇବା ନିମନ୍ତେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ମୂଲ୍ଯ ଦିଅ।'

49 So Moses took the money, the price of those whose place had not been taken by the Levites;ତେଣୁ ମାଶାେ ସହେି ପ୍ରଥମଜାତ ପୁରୁଷମାନଙ୍କୁ ମୁକୁଳାଇବା ନିମନ୍ତେ ମୁଦ୍ରା ଏକତ୍ର କଲେ।

50 From the first sons of Israel he took it, a thousand, three hundred and sixty-five shekels, by the scale of the holy place;ଇଶ୍ରାୟେଲର ପୁତ୍ରଗଣ ପ୍ରଥମଜାତ ଲୋକମାନଙ୍କଠାରୁ ସେ ସହେି ମୂଲ୍ଯ ନେଲେ; ସେ ପବିତ୍ରସ୍ଥାନର ଶକେଲ ଅନୁସାରେ 1,365 ଶକେଲ ନେଲେ।

51 And he gave the money to Aaron and his sons, as the Lord had said.ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ସହେି ମୁକ୍ତି ମୁଲ୍ଯ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦେଲେ।

Oriya Bible