Bible

Numbers 3 - ASV (Oriya)

1 Now these are the generations of Aaron and Moses in the day that Jehovah spake with Moses in mount Sinai.ସହେିଦିନ ସୀନଯ ପର୍ବତ ରେ ସଦାପ୍ରଭୁ ମାଶାଙ୍କେ ସଙ୍ଗେ କଥା ହେଲେ, ହାରୋଣ ଓ ମାଶାଙ୍କେର ବଂଶାବଳୀ ଏହି।

2 And these are the names of the sons of Aaron: Nadab the first-born, and Abihu, Eleazar, and Ithamar.ହାରୋଣଙ୍କର ଚାରିପୁତ୍ର ମଧିଅରେ ପ୍ରଥମଜାତ ନାଦବ, ତା'ପରେ ଆବୀହୂ, ଇଲିଯାସର ଓ ଇଥାମର।

3 These are the names of the sons of Aaron, the priests that were anointed, whom he consecrated to minister in the priest's office.ଏହା ହେଉଛି ହାରୋଣଙ୍କର ପୁତ୍ରମାନଙ୍କର ନାମ, ଯେଉଁ ମାନେ ଯାଜକରୂପେ ଅଭିଷିକ୍ତ ହାଇେଥିଲେ ଓ

4 And Nadab and Abihu died before Jehovah, when they offered strange fire before Jehovah, in the wilderness of Sinai, and they had no children; and Eleazar and Ithamar ministered in the priest's office in the presence of Aaron their father.ମାତ୍ର ନାଦବ ଓ ଆବୀହୂ ସୀନଯ ପ୍ରାନ୍ତର ରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ଯାଗ କଲେ। ସମାନଙ୍କେର ପୁତ୍ର ନଥିଲା; ଏଣୁ ଇଲିଯାସର ଓ ଇଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତି ରେ ଯାଜକକର୍ମ କଲେ।

5 And Jehovah spake unto Moses, saying,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

6 Bring the tribe of Levi near, and set them before Aaron the priest, that they may minister unto him.ତୁମ୍ଭେ ଲବେୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖ ରେ ଉପସ୍ଥିତ କରାଅ, ସମାନେେ ତାହାର ସବୋ କରିବେ।

7 And they shall keep his charge, and the charge of the whole congregation before the tent of meeting, to do the service of the tabernacle.ସମାନଙ୍କେର ସମାଗମ ତମ୍ବୁ ନିକଟରେ ରକ୍ଷକ ହବେେ। ସମଗ୍ର ଇଶ୍ରାୟେଲ ସମାଜ ପାଇଁ ସମାନେେ ମଧ୍ଯ ପବିତ୍ର ଛାଉଣୀର କାର୍ୟ୍ଯ କରିବେ।

8 And they shall keep all the furniture of the tent of meeting, and the charge of the children of Israel, to do the service of the tabernacle.ପୁଣି ସମାନେେ ସମାଗମ ତମ୍ବୁର ସବୋକାର୍ୟ୍ଯ କରିବା ସମୟରେ ସମାଗମ ତମ୍ବୁର ସମସ୍ତ ଦ୍ରବ୍ଯର ରକ୍ଷା କରିବେ ଓ ଇଶ୍ରାୟେଲ ଲୋକମାନଙ୍କର ସବୋ କରିବେ।

9 And thou shalt give the Levites unto Aaron and to his sons: they are wholly given unto him on the behalf of the children of Israel.ଆଉ ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣ ହସ୍ତ ରେ ଲବେୀୟମାନଙ୍କୁ ଦବେ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଉପହାର ରୂପେ ଇଶ୍ରାୟେଲ ଲୋକମାନଙ୍କ ପକ୍ଷରୁ ସମାନଙ୍କେୁ ଦିଆଗଲା।

10 And thou shalt appoint Aaron and his sons, and they shall keep their priesthood: and the stranger that cometh nigh shall be put to death.ପୁଣି ତୁମ୍ଭେ ହାରୋଣ, ତା'ର ପୁତ୍ରଗଣଙ୍କୁ ଯାଜକରୂପେ ନିୟୁକ୍ତି କରିବ। ସମାନେେ ଯାଜକରୂପେ ସବୋ କାର୍ୟ୍ଯ କରିବେ। ଯଦି କୌଣସି ବିଦେଶୀ ପାଖକୁ ଆ ସେ, ତାକୁ ଆଇନ ସଙ୍ଗତ କାର୍ୟ୍ଯ କରିବ।

11 And Jehovah spake unto Moses, saying,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

12 And I, behold, I have taken the Levites from among the children of Israel instead of all the first-born that openeth the womb among the children of Israel; and the Levites shall be mine:ମୁଁ ତୁମ୍ଭକୁ କହିଥିଲି ଇଶ୍ରାୟେଲର ପ୍ରେତ୍ୟକକ ବଂଶର ପ୍ରଥମ ଜାତ ମାରେ ସବେକ ହବେ। ବର୍ତ୍ତମାନ ଲବେୀୟମାନେ ମାରେ ଅଧିକୃତ, ତେଣୁ ଇଶ୍ରାୟେଲୀୟମାନଙ୍କ ପ୍ରଥମ ଜାତ ପରିବର୍ତେ ଲବେୀୟମାନେ ମାରେ ହବେେ।

13 for all the first-born are mine; on the day that I smote all the first-born in the land of Egypt I hallowed unto me all the first-born in Israel, both man and beast; mine they shall be: I am Jehovah.ଯେତବେେଳେ ତୁମ୍ଭମାନେେ ମିଶର ରେ ଥିଲ, ସେତବେେଳେ ମୁଁ ମିଶରୀଯମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ଯା କରିଥିଲି। ଇଶ୍ରାୟେଲ ରେ ସମସ୍ତ ମନୁଷ୍ଯ ଓ ପଶୁର ପ୍ରଥମଜାତକୁ ମାେ ପାଇଁ ପବିତ୍ର କଲି। ସମାନେେ ସମସ୍ତେ ମାରେ ଅଧିକୃତ। ମୁଁ ସଦାପ୍ରଭୁ ଅଟେ।

14 And Jehovah spake unto Moses in the wilderness of Sinai, saying,ଅନନ୍ତର ସଦାପ୍ରଭୁ ସୀନଯ ମରୁଭୂମିରେ ମାଶାଙ୍କେୁ ପୁଣି କହିଲେ,

15 Number the children of Levi by their fathers' houses, by their families: every male from a month old and upward shalt thou number them. ଲବେୀୟମାନଙ୍କୁ ସମାନଙ୍କେର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗଣନା କର। ତୁମ୍ଭେ ସମସ୍ତ ପୁରୁଷ ଓ ଏକ ମାସରୁ ଅଧିକ ବଯସ୍କ ବାଳକମାନଙ୍କୁ ଗଣନା କରିବା ଉଚିତ୍।

16 And Moses numbered them according to the word of Jehovah, as he was commanded.ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମସ୍ତଙ୍କୁ ଗଣନା କଲେ।

17 And these were the sons of Levi by their names: Gershon, and Kohath, and Merari.ଲବେୀର ତିନିପୁତ୍ର ଥିଲେ ଓ ସମାନଙ୍କେର ନାମ ହେଲା ଗେର୍ଶୋନ,କାହାତ୍ ଓ ମରାରି।

18 And these are the names of the sons of Gershon by their families: Libni and Shimei.ଗେର୍ଶୋନ ପରିବାରବର୍ଗର ନାମ ଲାବନି ଓ ଶିମିଯି।

19 And the sons of Kohath by their families: Amram, and Izhar, Hebron, and Uzziel.ପୁଣି ଆପଣା ବଂଶ ଅନୁସାରେ କାହାତର ପରିବାରବର୍ଗର ନାମ ଅମ୍ରମ, ୟିଷହର, ହିବ୍ରୋଣ ଓ ଉଷୀଯଲେ।

20 And the sons of Merari by their families: Mahli and Mushi. These are the families of the Levites according to their fathers' houses.ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି।

21 Of Gershon was the family of the Libnites, and the family of the Shimeites: these are the families of the Gershonites.ଗେର୍ଶୋନଠାରୁ ଲିବନି ବଂଶ ଓ ଶିମିଯିର ବଂଶ ଉତ୍ପନ୍ନ ହେଲେ, ଏମାନେ ଗେର୍ଶୋନୀଯ ବଂଶ।

22 Those that were numbered of them, according to the number of all the males, from a month old and upward, even those that were numbered of them were seven thousand and five hundred.ଏମାନଙ୍କ ମଧିଅରେ ଓ ଏକମାସରୁ ଅଧିକ ବଯସ୍କ ବାଳକ ଗଣନା ଅନୁସାରେ 7,500 ହେଲେ।

23 The families of the Gershonites shall encamp behind the tabernacle westward.ଗେର୍ଶୋନୀଯ ପରିବାରବର୍ଗ ପଶ୍ଚିମ ଦିଗ ରେ ପବିତ୍ର ତମ୍ବୁର ପଶ୍ଚାତ ଭାଗ ରେ ଛାଉଣୀ ସ୍ଥାପନ କରିବେ।

24 And the prince of the fathers' house of the Gershonites shall be Eliasaph the son of Lael.ପୁଣି ଲାଯଲରେ ପୁତ୍ର ଇଲୀଯାସଫ ଗେର୍ଶୋନୀଯ ପରିବାରବର୍ଗର ଅଧିପତି ଥିଲା।

25 And the charge of the sons of Gershon in the tent of meeting shall be the tabernacle, and the Tent, the covering thereof, and the screen for the door of the tent of meeting,ସମାଗମ ତମ୍ବୁ ରେ ଗେର୍ଶୋନର ପରିବାରର କର୍ତ୍ତବ୍ଯ ଥିଲା, ପବିତ୍ର ତମ୍ବୁର ଛାତ ଏବଂ ସମାଗମ ତମ୍ବୁର ଫାଟକର ଆଛାଦନ କନାର ଯତ୍ନ ନବୋ।

26 and the hangings of the court, and the screen for the door of the court, which is by the tabernacle, and by the altar round about, and the cords of it for all the service thereof.ସମାନେେ ପବିତ୍ର ତମ୍ବୁର ପ୍ରାଙ୍ଗଣ ରେ ଓ ବଦେୀ ରେ ଥିବା ପରଦାର, ପ୍ରାଙ୍ଗଣର ପ୍ରବେଶ ଫାଟକର ଏବଂ ସମସ୍ତ ରଜ୍ଜୁର ଯତ୍ନ ନେଲେ।

27 And of Kohath was the family of the Amramites, and the family of the Izharites, and the family of the Hebronites, and the family of the Uzzielites: these are the families of the Kohathites.ପୁଣି କହାତ୍ଠାରୁ ଅମ୍ରମୀଯ ବଂଶ ୟିଷ୍ହରୀଯ ବଂଶ, ଦିବ୍ରୋଣୀଯ ବଂଶ ଓ ଉଷୀଯଲେୀଯ ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀଯ ବଂଶ ହେଲେ।

28 According to the number of all the males, from a month old and upward, there were eight thousand and six hundred, keeping the charge of the sanctuary.ଏକ ମାସରୁ ଅଧିକ ବଯସ୍କ ପୁରୁଷମାନଙ୍କର ସଂଖ୍ଯା କହାତୀଯ ପରିବାରବର୍ଗର 8,300 ଓ ସମାନେେ ପବିତ୍ର ସ୍ଥାନର ରକ୍ଷକ ରୂପେ ନିୟୁକ୍ତ ହେଲେ।

29 The families of the sons of Kohath shall encamp on the side of the tabernacle southward.କହାତୀଯ ସନ୍ତାନମାନଙ୍କ ବଂଶ ଦକ୍ଷିଣ ଦିଗ ରେ ପବିତ୍ର ତମ୍ବୁ ନିକଟରେ ଛାଉଣୀ ସ୍ଥାପନ କରିବେ।

30 And the prince of the fathers' house of the families of the Kohathites shall be Elizaphan the son of Uzziel.ଇଲୀପାପନ୍ ଉଷୀଯଲରେ ପୁତ୍ର କହାତୀଯ ପରିବାରବର୍ଗର ଅଧିପତି ହବେ।

31 And their charge shall be the ark, and the table, and the candlestick, and the altars, and the vessels of the sanctuary wherewith they minister, and the screen, and all the service thereof.ପବିତ୍ର ସିନ୍ଦୂକ, ମଜେ,ଦୀପରୁଖା, ୟଜ୍ଞବଦେୀ, ପବିତ୍ରସ୍ଥାନର ସବୋ ସମ୍ବନ୍ଧୀଯ ସକଳପାତ୍ର, ଏବଂ ପରଦା ସମାନଙ୍କେର ଦାଯ୍ବିତ୍ବ ରେ ରହିବ।

32 And Eleazar the son of Aaron the priest shall be prince of the princes of the Levites, `and have' the oversight of them that keep the charge of the sanctuary.ଯାଜକ ହାରୋଣର ପୁତ୍ର ଇଲିଯାସର ସମସ୍ତଙ୍କ ମଧିଅରେ ପ୍ରଧାନ ଲବେୀୟମାନଙ୍କର ଅଧିପତି। ସେ ଯେଉଁମାନେ ପବିତ୍ର ବିଷଯର କାର୍ୟ୍ଯ କରନ୍ତି ସମାନଙ୍କେର ତତ୍ତ୍ବାବଧାନ କରିବ।

33 Of Merari was the family of the Mahlites, and the family of the Mushites: these are the families of Merari.ମହଲୀଯ ପରିବାରବର୍ଗ ଏବଂ ମୂଶୀଯ ପରିବାରବର୍ଗ ମରାରୀଯଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀଯ ପରିବାର ଅନ୍ତଭୁର୍କ୍ତ।

34 And those that were numbered of them, according to the number of all the males, from a month old and upward, were six thousand and two hundred.ପୁଣି ଏମାନଙ୍କ ମଧିଅରେ ଏକ ମାସରୁ ଅଧିକ ବଯସ୍କ ପୁରୁଷମାନଙ୍କ ଗଣନା ଅନୁସାରେ 6,200 ଲୋକ ହେଲେ।

35 And the prince of the fathers' house of the families of Merari was Zuriel the son of Abihail: they shall encamp on the side of the tabernacle northward.ଆଉ ଅବୀହଯଲର ପୁତ୍ର ସୂରୀଯଲେ ମରାରି ପରିବାରବର୍ଗର ଅଧିପତି। ସମାନେେ ଉତ୍ତର ଦିଗ ରେ ଆବାସ ନିକଟରେ ଛାଉଣୀ ସ୍ଥାପନ କରିବେ।

36 And the appointed charge of the sons of Merari shall be the boards of the tabernacle, and the bars thereof, and the pillars thereof, and the sockets thereof, and all the instruments thereof, and all the service thereof,ମରାରି ପରିବାରର ସଭ୍ଯମାନେ କାଠପଟାଗୁଡିକ, ଅର୍ଗଳଗୁଡିକ, ସ୍ତମ୍ଭସମସ୍ତ, ଭିତ୍ତିସମସ୍ତ ଏବଂ ଅନ୍ୟସମସ୍ତ ସାମଗ୍ରୀ ଏବଂ ଏହି ସମ୍ବନ୍ଧୀଯ କାର୍ୟ୍ଯର ଦାଯିତ୍ବ ବହନ କରିବେ।

37 and the pillars of the court round about, and their sockets, and their pins, and their cords.ସମାନେେ ମଧ୍ଯ ସ୍ତମ୍ଭ, ଭିତ୍ତିମୂଳ, ଖିଲ ଏବଂ ରଜ୍ଜୁ ଯାହା ପ୍ରାଙ୍ଗଣ ରେ ବ୍ଯବହାର ହୁଏ ଏହି ସମସ୍ତର ଦାଯିତ୍ବ ନବେେ।

38 And those that encamp before the tabernacle eastward, before the tent of meeting toward the sunrising, shall be Moses, and Aaron and his sons, keeping the charge of the sanctuary for the charge of the children of Israel; and the stranger that cometh nigh shall be put to death.ମାଶାେ, ହାରୋଣ ଓ ତାହାର ପୁତ୍ରଗଣ ଆବାସର ତମ୍ବୁସବୁ ପବିତ୍ର ତମ୍ବୁର ପୂର୍ବଦିଗ ସମ୍ମୁଖ ରେ ଛାଉଣୀ ସ୍ଥାପନ କରିବେ। ସମାନେେ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ପବିତ୍ରସ୍ଥାନର ରକ୍ଷା କରିବେ। ଯଦି କୌଣସି ବିଦେଶୀ ଏହା ପାଖକୁ ୟାଏ, ତାକୁ ମୁତ୍ଯୁଦଣ୍ତ ଦିଆୟିବ।

39 All that were numbered of the Levites, whom Moses and Aaron numbered at the commandment of Jehovah, by their families, all the males from a month old and upward, were twenty and two thousand.ମାଶାେ ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ରେ ଲବେୀୟମାନଙ୍କୁ ଗଣନା କଲେ। ଲବେୀୟମାନଙ୍କ ବଂଶ ଅନୁସାରେ ଏକ ମାସରୁ ଅଧିକ ବଯସ୍କ ସମସ୍ତ ପୁରୁଷମାନଙ୍କ ସଂଖ୍ଯା 2,200 ହେଲେ।

40 And Jehovah said unto Moses, Number all the first-born males of the children of Israel from a month old and upward, and take the number of their names.ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଇଶ୍ରାୟେଲର ପ୍ରଥମଜାତ ପୁରୁଷ ଲୋକମାନଙ୍କର ଏକ ମାସର ଅଧିକ ବଯସ୍କ ସମସ୍ତ ଗଣନା କର ଓ ସମାନଙ୍କେର ନାମ ତାଲିକା କର।

41 And thou shalt take the Levites for me (I am Jehovah) instead of all the first-born among the children of Israel; and the cattle of the Levites instead of all the firstlings among the cattle of the children of Israel:ମୁଁ ସଦାପ୍ରଭୁ, ମୁଁ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ଲୋକ ବଦଳ ରେ ଲବେୀୟମାନଙ୍କୁ ଗ୍ରହଣ କରିବୁ। ପୁଣି ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ପ୍ରଥମଜାତ ପଶୁ ବଦଳ ରେ ଲବେୀୟମାନଙ୍କର ପଶୁ ଗ୍ରହଣ କରିବି।

42 and Moses numbered, as Jehovah commanded him, all the first-born among the children of Israel.ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ମାଶାେ ଇଶ୍ରାୟେଲର ଲୋକ ମଧିଅରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ।

43 And all the first-born males according to the number of names, from a month old and upward, of those that were numbered of them, were twenty and two thousand two hundred and threescore and thirteen.ପୁଣି ଏକ ମାସରୁ ଅଧିକ ବଯସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ ସଂଖ୍ଯା ନୁସା ରେ ସମାନଙ୍କେର ସଂଖ୍ଯା 22,273 ହେଲା।

44 And Jehovah spake unto Moses, saying,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

45 Take the Levites instead of all the first-born among the children of Israel, and the cattle of the Levites instead of their cattle; and the Levites shall be mine: I am Jehovah.ତୁମ୍ଭେ ସମସ୍ତ ଲବେୀୟ ଏବଂ ତାଙ୍କର ସମସ୍ତ ପଶୁ ଇଶ୍ରାୟେଲର ପ୍ରଥମଜାତ ଏବଂ ଇଶ୍ରାୟେଲର ପଶୁମାନଙ୍କ ପ୍ରଥମ ଜାତ ବଦଳ ରେ ଗ୍ରହଣ କର। ଆଉ ଲବେୀୟମାନେ ମାରେ ହବେେ, ମୁଁ ସଦାପ୍ରଭୁ ଅଟେ।

46 And for the redemption of the two hundred and threescore and thirteen of the first-born of the children of Israel, that are over and above `the number of' the Levites,ଇଶ୍ରାୟେଲ ରେ ଲବେୀୟମାନଙ୍କଠାରୁ 273 ଅଧିକ ପ୍ରଥମ ଜାତ ପୁରୁଷ ଅଛନ୍ତି, ଏହି ଅଧିକ ପ୍ରଥମଜାତ ପୁରୁଷଗଣ ନିଶ୍ଚଯ ମୁକୁଳା ଯିବେ।

47 thou shalt take five shekels apiece by the poll; after the shekel of the sanctuary shalt thou take them (the shekel is twenty gerahs):ପବିତ୍ରସ୍ଥାନର ଶକେଲ ଅନୁସାରେ ତୁମ୍ଭେ ମୁଣ୍ତ ପିଛା ପାଞ୍ଚ ଶକେଲ ନବେ। କୋଡିଏ ଗରୋ ରେ ଏକ ଶକେଲ।

48 and thou shalt give the money, wherewith the odd number of them is redeemed, unto Aaron and to his sons.ସହେି 273 ଅଧିକ ପ୍ରଥମଜାତ ପୁରୁଷଙ୍କର ମୁକୁଳାଇବା ନିମନ୍ତେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କୁ ମୂଲ୍ଯ ଦିଅ।'

49 And Moses took the redemption-money from them that were over and above them that were redeemed by the Levites;ତେଣୁ ମାଶାେ ସହେି ପ୍ରଥମଜାତ ପୁରୁଷମାନଙ୍କୁ ମୁକୁଳାଇବା ନିମନ୍ତେ ମୁଦ୍ରା ଏକତ୍ର କଲେ।

50 from the first-born of the children of Israel took he the money, a thousand three hundred and threescore and five `shekels', after the shekel of the sanctuary:ଇଶ୍ରାୟେଲର ପୁତ୍ରଗଣ ପ୍ରଥମଜାତ ଲୋକମାନଙ୍କଠାରୁ ସେ ସହେି ମୂଲ୍ଯ ନେଲେ; ସେ ପବିତ୍ରସ୍ଥାନର ଶକେଲ ଅନୁସାରେ 1,365 ଶକେଲ ନେଲେ।

51 and Moses gave the redemption-money unto Aaron and to his sons, according to the word of Jehovah, as Jehovah commanded Moses.ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ସହେି ମୁକ୍ତି ମୁଲ୍ଯ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦେଲେ।

Oriya Bible