Numbers 27

fullscreen1 ଯୋଷଫଙ୍କେ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର , ମାଖୀରର ପ୍ରପୌତ୍ର ଗିଲିଯଦ, ଗିଲିଯଦର ପୌତ୍ର ହଫରେ ଓ ହଫରେର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚଟି କନ୍ଯା ଥିଲେ। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତର୍ସା।

fullscreen2 ଏହି ପାଞ୍ଚଜଣ ମାଶାେ, ଇଲିଯାସର ଯାଜକ, ଅଧିପତି ଓସମସ୍ତ ମଣ୍ତଳୀ ସମ୍ମୁଖ ରେ ସମାଗମ ତମ୍ବୁ ଦ୍ବାର ରେ ଠିଆ ହାଇେ କହିଲେ,

fullscreen3 ଆମ୍ଭମାନଙ୍କ ପିତା ମରୁଭୂମିରେ ମୃତ୍ଯୁବରଣ କଲେ। ତାଙ୍କର ନିଜ ପାପ ନିମନ୍ତେ ସେ ମୃତ୍ଯୁବରଣ କଲେ। ସହେିମାନଙ୍କ ମଧ୍ଯରୁ ଜଣେ ନଥିଲେ, ଯେଉଁମାନେ କୋରହ ଦଳ ରେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନତେୃତ୍ବ ନଇେଥିଲେ। ତାଙ୍କର ପୁତ୍ର ନଥିଲା।

fullscreen4 ଆମ୍ଭମାନଙ୍କ ପିତାଙ୍କର ନାମ ଲୋପ ପାଇୟିବ, ଯେ ହତେୁ ତାଙ୍କର କୌଣସି ପୁତ୍ର ନଥିଲେ। ତେଣୁ ଆମ୍ଭ ପିତୃବଂଶୀଯ ଭାଇମାନଙ୍କ ସହିତ ଆମ୍ଭମାନଙ୍କୁ ଭୂମି ଦିଅ।

fullscreen5 ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଇଁ ନିବଦନେ କଲେ।

fullscreen6 ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ,

fullscreen7 ସଲଫାଦର କନ୍ଯାଗଣ ଯଥାର୍ଥ ଅଛନ୍ତି। ତୁମ୍ଭେ ସମାନଙ୍କେ ପିତୃବଂଶୀଯ ଭାତୃଗଣ ମଧିଅରେ ଅବଶ୍ଯ ସମାନଙ୍କେୁ ପୈତୃକ ଅଧିକାର ଦବେ। ତେଣୁ ସମାନଙ୍କେୁ ତାହା ଦିଅ, ଯାହା ସମାନଙ୍କେର ପିତା ପାଇଥାନ୍ତେ।

fullscreen8 ଆଉ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ଏହି ବିଧି ପ୍ରଚଳନ କର, 'ଯଦି କୌଣସି ଲୋକର ପୁତ୍ର ନଥାଇ ମୃତ୍ଯୁବରଣ କରେ, ତବେେ ତାହାର ଅଧିକାର ତା'ର କନ୍ଯା ଗ୍ରହଣ କରିବ।

fullscreen9 ଯଦି ତାହାର କନ୍ଯା ବା ପୁତ୍ର ନଥାଏ ତବେେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦବେ।

fullscreen10 ପୁଣି ଯଦି ତାହାର ଭାଇ ନଥାଏ ତବେେ ତାହାର ଅଧିକାର ତା'ର ପିତାର ଭାଇମାନଙ୍କୁ ଦବେ।

fullscreen11 ଆଉ ଯବେେ ତା'ର ପିତାର ଭାଇମାନେ ନଥାନ୍ତି, ତବେେ ତାହାର ପରିବାର ମଧ୍ଯରୁ ଏବଂ ନିକଟ ସଂପର୍କୀଯ ଜ୍ଞାତିକୁ ତାହାର ଅଧିକାର ଦବେ। ଏହା ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ବିଚାରବିଧି ହବେ। ଆଉ ସଦାପ୍ରଭୁ ମାଶାଙ୍କେୁ ଏହି ଆଜ୍ଞା ହେଲେ।'

1 Then came the daughters of Zelophehad, the son of Hepher, the son of Gilead, the son of Machir, the son of Manasseh, of the families of Manasseh the son of Joseph: and these are the names of his daughters; Mahlah, Noah, and Hoglah, and Milcah, and Tirzah.

2 And they stood before Moses, and before Eleazar the priest, and before the princes and all the congregation, by the door of the tabernacle of the congregation, saying,

3 Our father died in the wilderness, and he was not in the company of them that gathered themselves together against the Lord in the company of Korah; but died in his own sin, and had no sons.

4 Why should the name of our father be done away from among his family, because he hath no son? Give unto us therefore a possession among the brethren of our father.

5 And Moses brought their cause before the Lord.

6 And the Lord spake unto Moses, saying,

7 The daughters of Zelophehad speak right: thou shalt surely give them a possession of an inheritance among their father’s brethren; and thou shalt cause the inheritance of their father to pass unto them.

8 And thou shalt speak unto the children of Israel, saying, If a man die, and have no son, then ye shall cause his inheritance to pass unto his daughter.

9 And if he have no daughter, then ye shall give his inheritance unto his brethren.

10 And if he have no brethren, then ye shall give his inheritance unto his father’s brethren.

11 And if his father have no brethren, then ye shall give his inheritance unto his kinsman that is next to him of his family, and he shall possess it: and it shall be unto the children of Israel a statute of judgment, as the Lord commanded Moses.

Numbers 27 in Tamil and English

1 ଯୋଷଫଙ୍କେ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର , ମାଖୀରର ପ୍ରପୌତ୍ର ଗିଲିଯଦ, ଗିଲିଯଦର ପୌତ୍ର ହଫରେ ଓ ହଫରେର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚଟି କନ୍ଯା ଥିଲେ। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତର୍ସା।
Then came the daughters of Zelophehad, the son of Hepher, the son of Gilead, the son of Machir, the son of Manasseh, of the families of Manasseh the son of Joseph: and these are the names of his daughters; Mahlah, Noah, and Hoglah, and Milcah, and Tirzah.

2 ଏହି ପାଞ୍ଚଜଣ ମାଶାେ, ଇଲିଯାସର ଯାଜକ, ଅଧିପତି ଓସମସ୍ତ ମଣ୍ତଳୀ ସମ୍ମୁଖ ରେ ସମାଗମ ତମ୍ବୁ ଦ୍ବାର ରେ ଠିଆ ହାଇେ କହିଲେ,
And they stood before Moses, and before Eleazar the priest, and before the princes and all the congregation, by the door of the tabernacle of the congregation, saying,

3 ଆମ୍ଭମାନଙ୍କ ପିତା ମରୁଭୂମିରେ ମୃତ୍ଯୁବରଣ କଲେ। ତାଙ୍କର ନିଜ ପାପ ନିମନ୍ତେ ସେ ମୃତ୍ଯୁବରଣ କଲେ। ସହେିମାନଙ୍କ ମଧ୍ଯରୁ ଜଣେ ନଥିଲେ, ଯେଉଁମାନେ କୋରହ ଦଳ ରେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନତେୃତ୍ବ ନଇେଥିଲେ। ତାଙ୍କର ପୁତ୍ର ନଥିଲା।
Our father died in the wilderness, and he was not in the company of them that gathered themselves together against the Lord in the company of Korah; but died in his own sin, and had no sons.

4 ଆମ୍ଭମାନଙ୍କ ପିତାଙ୍କର ନାମ ଲୋପ ପାଇୟିବ, ଯେ ହତେୁ ତାଙ୍କର କୌଣସି ପୁତ୍ର ନଥିଲେ। ତେଣୁ ଆମ୍ଭ ପିତୃବଂଶୀଯ ଭାଇମାନଙ୍କ ସହିତ ଆମ୍ଭମାନଙ୍କୁ ଭୂମି ଦିଅ।
Why should the name of our father be done away from among his family, because he hath no son? Give unto us therefore a possession among the brethren of our father.

5 ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଇଁ ନିବଦନେ କଲେ।
And Moses brought their cause before the Lord.

6 ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ,
And the Lord spake unto Moses, saying,

7 ସଲଫାଦର କନ୍ଯାଗଣ ଯଥାର୍ଥ ଅଛନ୍ତି। ତୁମ୍ଭେ ସମାନଙ୍କେ ପିତୃବଂଶୀଯ ଭାତୃଗଣ ମଧିଅରେ ଅବଶ୍ଯ ସମାନଙ୍କେୁ ପୈତୃକ ଅଧିକାର ଦବେ। ତେଣୁ ସମାନଙ୍କେୁ ତାହା ଦିଅ, ଯାହା ସମାନଙ୍କେର ପିତା ପାଇଥାନ୍ତେ।
The daughters of Zelophehad speak right: thou shalt surely give them a possession of an inheritance among their father’s brethren; and thou shalt cause the inheritance of their father to pass unto them.

8 ଆଉ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ଏହି ବିଧି ପ୍ରଚଳନ କର, 'ଯଦି କୌଣସି ଲୋକର ପୁତ୍ର ନଥାଇ ମୃତ୍ଯୁବରଣ କରେ, ତବେେ ତାହାର ଅଧିକାର ତା'ର କନ୍ଯା ଗ୍ରହଣ କରିବ।
And thou shalt speak unto the children of Israel, saying, If a man die, and have no son, then ye shall cause his inheritance to pass unto his daughter.

9 ଯଦି ତାହାର କନ୍ଯା ବା ପୁତ୍ର ନଥାଏ ତବେେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦବେ।
And if he have no daughter, then ye shall give his inheritance unto his brethren.

10 ପୁଣି ଯଦି ତାହାର ଭାଇ ନଥାଏ ତବେେ ତାହାର ଅଧିକାର ତା'ର ପିତାର ଭାଇମାନଙ୍କୁ ଦବେ।
And if he have no brethren, then ye shall give his inheritance unto his father’s brethren.

11 ଆଉ ଯବେେ ତା'ର ପିତାର ଭାଇମାନେ ନଥାନ୍ତି, ତବେେ ତାହାର ପରିବାର ମଧ୍ଯରୁ ଏବଂ ନିକଟ ସଂପର୍କୀଯ ଜ୍ଞାତିକୁ ତାହାର ଅଧିକାର ଦବେ। ଏହା ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ବିଚାରବିଧି ହବେ। ଆଉ ସଦାପ୍ରଭୁ ମାଶାଙ୍କେୁ ଏହି ଆଜ୍ଞା ହେଲେ।'
And if his father have no brethren, then ye shall give his inheritance unto his kinsman that is next to him of his family, and he shall possess it: and it shall be unto the children of Israel a statute of judgment, as the Lord commanded Moses.