Numbers 20 - WBT (Oriya)
1 Then came the children of Israel, even the whole congregation, into the desert of Zin in the first month; and the people abode in Kadesh; and Miriam died there, and was buried there.ଇଶ୍ରାୟେଲର ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସ ରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସମାନେେ କାଦେଶ ରେ ବାସ କଲେ। ମରିଯମ ସହେି ସ୍ଥାନ ରେ ମୃତ୍ଯୁବରଣ କଲେ ଓ ତାଙ୍କୁ ସଠାେରେ କବର ଦିଆଗଲା।
2 And there was no water for the congregation: and they assembled themselves against Moses and against Aaron.ସହେି ସ୍ଥାନ ରେ ଲୋକମାନଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତହୁଁ ଲୋକମାନେ ମାଶାେ ଓ ହାରୋଣଙ୍କ ବିରୁଦ୍ଧ ରେ ଏକତ୍ରୀତ ହେଲେ।
3 And the people chid with Moses, and spoke, saying, O that we had died when our brethren died before the LORD!ସହେି ଲୋକମାନେ ମାଶାଙ୍କେ ସହିତ ବିବାଦ କରି କହିଲେ, ହାୟ! ଆମ୍ଭମାନେେ ଆମ୍ଭ ଭାଇମାନଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖ ରେ ପେଛ ମରିଥାନ୍ତୁ।
4 And why have ye brought the congregation of the LORD into this wilderness, that we and our cattle should die there?ତୁମ୍ଭମାନେେ କାହିଁକି ସଦାପ୍ରଭୁଙ୍କ ସମାଜକୁ ଏହି ମରୁଭୂମିକୁ ଆଣିଲ? ତୁମ୍ଭେ ଚାହୁଁଛ ଯେପରିକି ଆମ୍ଭମାନେେ ଓ ଆମ୍ଭମାନଙ୍କର ପଶୁମାନେ ଏଠା ରେ ମରିବୁ?
5 And why have ye conducted us from Egypt, to bring us to this evil place? it is no place of seed, or of figs, or of vines, or of pomegranates; neither is there any water to drink.ତୁମ୍ଭମାନେେ କାହିଁକି ମିଶର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଏହି କଦର୍ୟ୍ଯ ସ୍ଥାନକୁ ଆଣିଲ? ଏଠା ରେ ଶସ୍ଯ, ଡିମ୍ବିରି, ଦ୍ରାକ୍ଷା କିମ୍ବା ଡାଳିମ୍ବ କିଛି ନାହିଁ, ପିଇବାକୁ ମଧ୍ଯ ପାଣି ନାହିଁ।
6 And Moses and Aaron went from the presence of the assembly to the door of the tabernacle of the congregation, and they fell upon their faces: and the glory of the LORD appeared to them.ଏଥି ରେ ମାଶାେ ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ ତମ୍ବୁର ଦ୍ବାରକୁ ୟାଇ ମୁହଁ ମାଡି ପଡିଲେ। ତହୁଁ ସଦାପ୍ରଭୁଙ୍କ ମହିମା ସମାନଙ୍କେ ପ୍ରତି ପ୍ରକାଶିତ ହେଲା।
7 And the LORD spoke to Moses, saying,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
8 Take the rod, and convene thou the assembly, thou, and Aaron thy brother, and speak ye to the rock before their eyes; and it shall give forth its water, and thou shalt bring forth to them water out of the rock: so thou shalt give drink to the congregation and their beasts.ତୁମ୍ଭେ ଆଶାବାଡି ନିଅ, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ସମସ୍ତ ମଣ୍ତଳୀକି ଏକତ୍ର କରିବା ଉଚିତ୍। ଆଉ ତୁମ୍ଭମାନେେ ସମାନଙ୍କେ ସମ୍ମୁଖ ରେ ସହେି ଶୈଳକୁ ଜଳ ଦବୋ ପାଇଁ ଆଜ୍ଞା ଦିଅ। ତହିଁରେ ସହେି ଶୈଳରୁ ଜଳ ବାହାର କରି ଲୋକମାନଙ୍କୁ ଓ ସମାନଙ୍କେର ପଶୁଗଣଙ୍କୁ ଜଳ ପାନ କରାଇବ।
9 And Moses took the rod from before the LORD, as he commanded him.ତହୁଁ ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ତାଙ୍କ ସମ୍ମୁଖ ରେ ପଡିଥିବା ଆଶାବାଡି ନେଲେ।
10 And Moses and Aaron assembled the congregation before the rock, and he said to them, Hear now, ye rebels; must we fetch you water out of this rock?ପୁଣି ମାଶାେ ଓ ହାରୋଣ ସହେି ଶୈଳ ସମ୍ମୁଖ ରେ ସମଗ୍ର ମଣ୍ତଳୀକୁ ଏକତ୍ର କଲେ। ସମାନଙ୍କେୁ କହିଲେ, ହେ ବିଦ୍ରୋହୀଗଣ, ଦେଖ, ଆମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଏହି ଶୈଳରୁ ଜଳ ବାହାର କରିବୁ।
11 And Moses lifted his hand, and with his rod he smote the rock twice: and the water came out abundantly, and the congregation drank, and their beasts also.ଏହାପରେ ମାଶାେ ହସ୍ତ ଉତ୍ତୋଳନ କରି ଆପଣା ଆଶାବାଡି ରେ ସହେି ଶୈଳକୁ ଦୁଇଥର ଆଘାତ କଲେ। ଶୈଳରୁ ପ୍ରଚୁର ଜଳ ବାହାରିଲା। ତହୁଁ ମଣ୍ତଳୀ ଓ ସମାନଙ୍କେର ପଶୁଗଣ ଜଳପାନ କଲେ।
12 And the LORD spoke to Moses and Aaron, Because ye believed me not, to sanctify me in the eyes of the children of Israel, therefore ye shall not bring this congregation into the land which I have given them.ଏଥି ରେ ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ, ତୁମ୍ଭମାନେେ ଲୋକମାନଙ୍କ ସମ୍ମୁଖ ରେ ମାଠାେ ରେ ବିଶ୍ବାସ କଲ ନାହିଁ ଏବଂ ଲୋକମାନଙ୍କ ଆଗ ରେ ମାେତେ ପବିତ୍ର ରୂପେ ସମ୍ମାନ ଦେଲେ ନାହିଁ। ଏଣୁ ତୁମ୍ଭମାନେେ ଏହିସବୁ ଲୋକମାନଙ୍କୁ ସହେି ଦେଶ ଭିତରକୁ ନବେ ନାହିଁ, ଯାହା ମୁଁ ସମାନଙ୍କେୁ ଦଇେଛି।
13 This is the water of Meribah; because the children of Israel strove with the LORD, and he was sanctified in them.ଏହି ସ୍ଥାନକୁ ମରୀବାଃ-ଜଳ ବୋଲି କୁହାଗଲା, କାରଣ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କ ସହ ବିବାଦ କଲେ ଏବଂ ସମାନଙ୍କେ ମଧିଅରେ ପବିତ୍ରରୂପେ ମାନ୍ଯ ହେଲେ।
14 And Moses sent messengers from Kadesh to the king of Edom, Thus saith thy brother Israel, Thou knowest all the travail that hath befallen us:ଅନନ୍ତର ମାଶାେ କାଦେଶରୁ ଇଦୋମୀଯ ରାଜା ନିକଟକୁ ଦୂତମାନଙ୍କ ଦ୍ବାରା କହି ପଠାଇଲେ, ତୁମ୍ଭର ଭ୍ରାତା ଇଶ୍ରାୟେଲ କହିଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେଉଁସବୁ କ୍ଲେଶ ଘଟି ଅଛି ଜାଣ।
15 How our fathers went down into Egypt, and we have dwelt in Egypt a long time; and the Egyptians afflicted us, and our fathers:ବହୁ ବର୍ଷପୂର୍ବେ ଆମ୍ଭର ପୂର୍ବପୁରୁଷ କିପରି ମିଶରକୁ ଗଲେ ଓ ମିଶର ରେ ଦୀର୍ଘକାଳ ବାସ କଲେ ଓ ମିଶରୀଯମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଯେଉଁ କୁବ୍ଯବହାର କଲେ, ତାହା ତୁମ୍ଭେ ଜାଣ।
16 And when we cried to the LORD, he heard our voice, and sent an angel, and hath brought us forth from Egypt: and behold, we are in Kadesh, a city in the uttermost of thy border:ସେତବେେଳେ ଆମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସାହାୟ୍ଯ ପାଇଁ ବିଳାଶ କଲୁ ଓ ସେ ଆମ୍ଭର ପ୍ରାର୍ଥନା ଶୁଣିଲେ। ସେ ଏକ ଦୂତ ପଠାଇ ମିଶରରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ। ବର୍ତ୍ତମାନ ଆମ୍ଭେ ତୁମ୍ଭ ଦେଶର ସୀମାସ୍ଥିତ କାଦେଶ ନଗର ରେ ଅଛୁ।
17 Let us pass, I pray thee, through thy country: we will not pass through the fields, or through the vineyards, neither will we drink of the water of the wells: we will go by the king's high-way, we will not turn to the right hand nor to the left, until we have passed thy borders.ଆମ୍ଭେ ବିନଯ କରୁ ଅଛୁ, ଦୟାକରି ତୁମ୍ଭ ଦେଶ ଦଇେ ଆମ୍ଭମାନଙ୍କୁ ୟିବାକୁ ଦିଅ। ଆମ୍ଭମାନେେ ତୁମ୍ଭ ଶସ୍ଯକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଦଇେ ୟିବୁ ନାହିଁ, କିମ୍ବା ତୁମ୍ଭର କୂଅରୁ ଜଳପାନ କରିବୁ ନାହିଁ। ଆମ୍ଭମାନେେ କବଳେ ରାଜପଥ ଦଇେ ଗମନ କରିବୁ। ତୁମ୍ଭ ଦେଶର ସୀମା ଅତିକ୍ରମ କରିବା ପର୍ୟ୍ଯନ୍ତ ଦକ୍ଷିଣ କିମ୍ବା ବାମକୁ ୟିବୁ ନାହିଁ।
18 And Edom said to him, Thou shalt not pass by me, lest I come out against thee with the sword.ପୁଣି ଇଦୋମ କହିଲେ, ତୁମ୍ଭମାନେେ ଆମ୍ଭ ଦେଶ ମଧ୍ଯ ଦଇୟିବେ ନାହିଁ, ଗଲେ ଆମ୍ଭେ ଖଡ୍ଗ ନଇେ ତୁମ୍ଭ ବିରୁଦ୍ଧ ରେ ଲଢିବା।
19 And the children of Israel said to him, We will go by the highway: and if I and my cattle drink of thy water, then I will pay for it: I will only, without doing any thing else, go through on my feet.ଇଶ୍ରାୟେଲର ଲୋକମାନେ କହିଲେ, ଆମ୍ଭମାନେେ କବଳେ ତୁମ୍ଭ ସଡକ ଦଇେ ୟିବୁ। ଯଦି ଆମ୍ଭମାନେେ କିମ୍ବା ଆମ୍ଭମାନଙ୍କ ପଶୁ ଜଳ ପାନ କରିବୁ, ତବେେ ଆମ୍ଭେ ତହିଁର ମୂଲ୍ଯ ଦବେୁ, ଆମ୍ଭମାନେେ କବଳେ ତୁମ୍ଭ ଦେଶ ଦଇେ ପାଦ ରେ ୟିବୁ। ଆମ୍ଭମାନେେ ଆଉକିଛି କରିବୁ ନାହିଁ।
20 And he said, Thou shalt not go through. And Edom came out against him with many people, and with a strong hand.ମାତ୍ର ଇଦୋମ ପୁନର୍ବାର ଉତ୍ତର ଦେଲେ, ନା! ତା'ପରେ ଇଦୋମ ଏକ ଶକ୍ତିଶାଳୀ ସୈନ୍ଯବାହିନୀ ନଇେ ଇଶ୍ରାୟେଲ ବିରୁଦ୍ଧ ରେ ଲଢିବାକୁ ବାହାରିଲେ।
21 Thus Edom refused to give Israel passage through his border: wherefore Israel turned away from him.ଏହିପରି ଇଦୋମ ଇଶ୍ରାୟେଲକୁ ଆପଣା ସୀମା ନଇେ ୟିବାର ଅନୁମତି ଦେଲେ ନାହିଁ। ତେଣୁ ଇଶ୍ରାୟେଲ ତାଙ୍କ ନିକଟରୁ ଫରେିୟାଇ ଅନ୍ୟ ବାଟରେ ଗଲେ।
22 And the children of Israel, even the whole congregation, journeyed from Kadesh, and came to mount Hor.ସମସ୍ତ ଇଶ୍ରାୟେଲର ଲୋକମାନେ କାଦେଶରୁ ହାରେ ପର୍ବତକୁ ୟାତ୍ରା କଲେ।
23 And the LORD spoke to Moses and Aaron in mount Hor, by the coast of the land of Edom, saying,ହାରେ ପର୍ବତ ଇଦୋମ ଦେଶର ସୀମା ନିକଟରେ ଅବସ୍ଥିତ। ସେତବେେଳେ ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,
24 Aaron shall be gathered to his people: for he shall not enter into the land which I have given to the children of Israel, because ye rebelled against my word at the water of Meribah.ହାରୋଣର ଏହା ମୃତ୍ଯୁ ସମୟ ଓ ସେ ତା'ର ପୂର୍ବପୁରୁଷଙ୍କ ନିକଟକୁ ୟିବ। ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛ, ସହେି ଦେଶ ରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମାେ ବିରୁଦ୍ଧ ରେ ବିଦ୍ରୋହ କଲ।
25 Take Aaron and Eleazar his son, and bring them up to mount Hor:ତୁମ୍ଭେ ହାରୋଣଙ୍କୁ ଓ ତାହାର ପୁତ୍ର ଇଲିଯାସରକୁ ହାରେ ପର୍ବତ ଉପରକୁ ନଇୟୋଅ।
26 And strip Aaron of his garments, and put them upon Eleazar his son: and Aaron shall be gathered to his people, and shall die there.ତୁମ୍ଭେ ହାରୋଣଠାରୁ ବସ୍ତ୍ର କାଢିନବୋ ଉଚିତ୍ ଓ ତା'ର ପୁତ୍ର ଇଲିଯାସରକୁ ସଗେୁଡିକ ପିନ୍ଧାଇ ଦବୋ ଉଚିତ୍। ସେ ପର୍ବତ ଉପରେ ମରିବ ଓ ତାଙ୍କର ପୂର୍ବପୁରୁଷଙ୍କ ନିକଟକୁ ୟିବ।
27 And Moses did as the LORD commanded: and they ascended mount Hor in the sight of all the congregation.ତହୁଁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମାଶାେ ହାରୋଣ ଓ ଇଲିଯାଶର ଇଶ୍ରାୟେଲର ସମସ୍ତ ମଣ୍ତଳୀଙ୍କ ସମ୍ମୁଖ ରେ ହାରେ ପର୍ବତକୁ ଉଠିଲେ।
28 And Moses stripped Aaron of his garments, and put them upon Eleazar his son; and Aaron died there on the top of the mount: and Moses and Eleazar came down from the mount.ମାଶାେ ହାରୋଣଙ୍କ ପବିତ୍ର ବସ୍ତ୍ର କାଢିଲେ ଓ ସଗେୁଡିକ ଇଲିଯାସରକୁ ପିନ୍ଧାଇଲେ। ତା'ପରେ ହାରୋଣ ପର୍ବତ ଉପରେ ମଲେ ଓ ତବେେ ମାଶାେ ଓ ଇଲିଯାସର ପର୍ବତରୁ ତଳକୁ ଓହ୍ଲାଇ ଆସିଲେ।
29 And when all the congregation saw that Aaron was dead, they mourned for Aaron thirty days, even all the house of Israel.ଇଶ୍ରାୟେଲର ସମସ୍ତ ମଣ୍ତଳୀ ହାରୋଣଙ୍କ ମୃତ୍ଯୁ ଜାଣିଲେ। ତେଣୁ ପ୍ରେତ୍ୟକକ ଇଶ୍ରାୟେଲୀୟ ତିରିଶ ଦିନ ପର୍ୟ୍ଯନ୍ତ ହାରୋଣଙ୍କ ନିମନ୍ତେ ଶୋକ ଦିବସ ପାଳନ କଲେ।
Oriya Bible