Numbers 14

fullscreen39 ଆଉ ମାଶାେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏହିକଥା କହିଲେ, ତହିଁରେ ଲୋକମାନେ ଅତିଶଯ ବିଳାପ କଲେ।

fullscreen40 ତହୁଁ ସମାନେେ ଅତି ପ୍ରାତଃକାଳରୁ ଉଠି ପର୍ବତ ଶୃଙ୍ଗ ଉପରକୁ ୟିବାକୁ ବାହାରି ସମାନେେ କହିଲେ, ଦେଖ ଆମ୍ଭମାନେେ ଏଠା ରେ ଅଛୁ, ସଦାପ୍ରଭୁ ଯେଉଁ ସ୍ଥାନ ବିଷଯ ରେ ପ୍ରତିଜ୍ଞା କରିଥିଲେ, ସହେି ସ୍ଥାନକୁ ୟିବା, କାରଣ ଆମ୍ଭମାନେେ ପାପ କରିଅଛୁ।

fullscreen41 ତହିଁରେ ମାଶାେ କହିଲେ, ଏତେ ତୁମ୍ଭମାନେେ କି କାରଣରୁ ସଦାପ୍ରଭୁଙ୍କ ଆଜ୍ଞା ଲଘଂନ କରୁଅଛ? ତୁମ୍ଭମାନଙ୍କର ଏହ କର୍ମ ସଫଳ ହବେନାହିଁ।

fullscreen42 ତୁମ୍ଭମାନେେ ଉପରକୁ ୟାଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ନାହାଁନ୍ତି। ତେଣୁ ତୁମ୍ଭେ ଅକ୍ଲେଶ ରେ ଶତୃମାନଙ୍କଦ୍ବାରା ପରାସ୍ତ ହବେ।

fullscreen43 ଯେ ହତେୁ ଅମାଲକେୀଯ ଓ କିଣାନୀଯ ଲୋକମାନେ ସଠାେରେ ଅଛନ୍ତି, ତୁମ୍ଭମାନେେ ଖଡ୍ଗ ରେ ନିହିତ ହବେ। ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ବାସଠାରୁ ବିମୁଖ ହବୋରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହବେେ ନାହିଁ।

fullscreen44 ତଥାପି ସମାନେେ ପର୍ବତ ଶୃଙ୍ଗ ଉପରକୁ ୟିବାକୁ ହୁଃସାହସ କଲେ। ମାତ୍ର ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ଓ ମାଶାେ ସମାନଙ୍କେ ସହିତ ଗଲେ ନାହିଁ।

39 And Moses told these sayings unto all the children of Israel: and the people mourned greatly.

40 And they rose up early in the morning, and gat them up into the top of the mountain, saying, Lo, we be here, and will go up unto the place which the Lord hath promised: for we have sinned.

41 And Moses said, Wherefore now do ye transgress the commandment of the Lord? but it shall not prosper.

42 Go not up, for the Lord is not among you; that ye be not smitten before your enemies.

43 For the Amalekites and the Canaanites are there before you, and ye shall fall by the sword: because ye are turned away from the Lord, therefore the Lord will not be with you.

44 But they presumed to go up unto the hill top: nevertheless the ark of the covenant of the Lord, and Moses, departed not out of the camp.

Numbers 14 in Tamil and English

39 ଆଉ ମାଶାେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏହିକଥା କହିଲେ, ତହିଁରେ ଲୋକମାନେ ଅତିଶଯ ବିଳାପ କଲେ।
And Moses told these sayings unto all the children of Israel: and the people mourned greatly.

40 ତହୁଁ ସମାନେେ ଅତି ପ୍ରାତଃକାଳରୁ ଉଠି ପର୍ବତ ଶୃଙ୍ଗ ଉପରକୁ ୟିବାକୁ ବାହାରି ସମାନେେ କହିଲେ, ଦେଖ ଆମ୍ଭମାନେେ ଏଠା ରେ ଅଛୁ, ସଦାପ୍ରଭୁ ଯେଉଁ ସ୍ଥାନ ବିଷଯ ରେ ପ୍ରତିଜ୍ଞା କରିଥିଲେ, ସହେି ସ୍ଥାନକୁ ୟିବା, କାରଣ ଆମ୍ଭମାନେେ ପାପ କରିଅଛୁ।
And they rose up early in the morning, and gat them up into the top of the mountain, saying, Lo, we be here, and will go up unto the place which the Lord hath promised: for we have sinned.

41 ତହିଁରେ ମାଶାେ କହିଲେ, ଏତେ ତୁମ୍ଭମାନେେ କି କାରଣରୁ ସଦାପ୍ରଭୁଙ୍କ ଆଜ୍ଞା ଲଘଂନ କରୁଅଛ? ତୁମ୍ଭମାନଙ୍କର ଏହ କର୍ମ ସଫଳ ହବେନାହିଁ।
And Moses said, Wherefore now do ye transgress the commandment of the Lord? but it shall not prosper.

42 ତୁମ୍ଭମାନେେ ଉପରକୁ ୟାଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ନାହାଁନ୍ତି। ତେଣୁ ତୁମ୍ଭେ ଅକ୍ଲେଶ ରେ ଶତୃମାନଙ୍କଦ୍ବାରା ପରାସ୍ତ ହବେ।
Go not up, for the Lord is not among you; that ye be not smitten before your enemies.

43 ଯେ ହତେୁ ଅମାଲକେୀଯ ଓ କିଣାନୀଯ ଲୋକମାନେ ସଠାେରେ ଅଛନ୍ତି, ତୁମ୍ଭମାନେେ ଖଡ୍ଗ ରେ ନିହିତ ହବେ। ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ବାସଠାରୁ ବିମୁଖ ହବୋରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହବେେ ନାହିଁ।
For the Amalekites and the Canaanites are there before you, and ye shall fall by the sword: because ye are turned away from the Lord, therefore the Lord will not be with you.

44 ତଥାପି ସମାନେେ ପର୍ବତ ଶୃଙ୍ଗ ଉପରକୁ ୟିବାକୁ ହୁଃସାହସ କଲେ। ମାତ୍ର ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ଓ ମାଶାେ ସମାନଙ୍କେ ସହିତ ଗଲେ ନାହିଁ।
But they presumed to go up unto the hill top: nevertheless the ark of the covenant of the Lord, and Moses, departed not out of the camp.