Numbers 10 - DBY (Oriya)
1 And Jehovah spoke to Moses, saying,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
2 Make thee two trumpets of silver; of beaten work shalt thou make them; and they shall serve for the calling together of the assembly, and for the journeying of the camps.ରୂପାର ଦୁଇଟି ତୂରୀ ନିର୍ମାଣ କର ଓ ତାହା ପିଟା ରୂପା ରେ ନିର୍ମିତ ହବେ। ତୁମ୍ଭେ ଲୋକମାନଙ୍କୁ ଏକତ୍ରୀତ କରିବା ପାଇଁ ଓ ସଗେୁଡିକୁ ୟାତ୍ରାରମ୍ଭ ରେ ବ୍ଯବହାର କରିବ।
3 And when they shall blow with them, the whole assembly shall gather to thee at the entrance of the tent of meeting.ସମାନେେ ଯେତବେେଳେ ଦୁଇଟି ତୁରୀ ବଜାଇବେ ସମସ୍ତ ଲୋକମାନେ ସମାଗମ ତମ୍ବୁ ରେ ତୁମ୍ଭ ନିକଟରେ ଏକତ୍ରୀତ ହବୋ ଉଚିତ୍।
4 And if they blow with one, then the princes, the heads of the thousands of Israel, shall gather unto thee.ଯଦି ସମାନେେ ଏକ ତୂରୀ ବଜାଇବେ ତବେେ ପରିବାରବର୍ଗର ଅଧିପତିମାନେ ତିମ୍ଭ ନିକଟରେ ଏକତ୍ରୀତ ହବୋ ଉଚିତ୍।
5 And when ye blow an alarm, the camps that lie eastward shall set forward.ଯଦି ତୁମ୍ଭମାନେେ ତୂରୀକୁ ଅଧା ବଜାଅ, ପୂର୍ବ ଦିଗସ୍ଥିତ ଛୀଉଣୀର ଲୋକମାନେ ୟାତ୍ରା କରିବା ଉଚିତ୍।
6 And when ye blow an alarm the second time, the camps that lie southward shall set forward; they shall blow an alarm on their setting forward.ପୁଣି ତୁମ୍ଭମାନେେ ଦ୍ବିତୀୟଥର ତୂରୀ ଅଧା ବଜାଇଲେ ଦକ୍ଷିଣ ଦିଗସ୍ଥିତ ଛାଉଣୀର ଲୋକମାନେ ୟାତ୍ରା କରିବେ। ଏହି କ୍ରମ ରେ ସମାନେେ ଲୋକମାନଙ୍କର ୟାତ୍ରା ନିମନ୍ତେ ରଣତୂରୀ ବଜାଇବେ।
7 And when the congregation is to be gathered together, ye shall blow, but ye shall not blow an alarm:ଲୋକମାନଙ୍କୁ ଏକତ୍ରୀତ କରିବା ସମୟରେ ତୁମ୍ଭମାନେେ ଲଗାତର ଅଧା ସ୍ବର ନୁହଁ, ଦୀର୍ଘସ୍ବର କରି ତୂରୀ ବଜାଇବ।
8 the sons of Aaron, the priests, shall blow with the trumpets; and they shall be to you for an everlasting statute throughout your generations.କବଳେ ହାରୋଣର ପୁତ୍ର ଯାଜକମାନେ ଏହି ଦୁଇ ତୂରୀ ବଜାଇବେ। ଆଉ ଏହି ବିଧି ତୁମ୍ଭମାନଙ୍କ ପ୍ରତି ପୁରୁଷାନୁକ୍ରମେ ଅନନ୍ତକୀଳୀନ ହବେ।
9 And if ye go to war in your land against the enemy that oppresseth you, then ye shall blow an alarm with the trumpets; and ye shall be remembered before Jehovah your God, and ye shall be saved from your enemies.ଆଉ ଯେଉଁ ସମୟରେ ତୁମ୍ଭମାନେେ ଆପଣା ଦେଶ ରେ ଶତୃମାନଙ୍କ ୟୁଦ୍ଧ କରିବାକୁ ଯାଉଛି, ତୁମ୍ଭମାନେେ ତୂରୀ ରେ ରଣବାଦ୍ଯ ବଜାଇବା ଉଚିତ୍। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭଙ୍କୁ ମନେ କରିବେ ଓ ତୁମ୍ଭମାନଙ୍କୁ ଆପଣା ଶତୃଗଣ ଠାରୁ ରକ୍ଷା କରିବେ।
10 And in the day of your gladness, and in your set feasts, and in your new moons, ye shall blow with the trumpets over your burnt-offerings and over your sacrifices of peace-offering; and they shall be to you for a memorial before your God: I am Jehovah your God.ଆଉ ମଧ୍ଯ ତୁମ୍ଭମାନଙ୍କ ଆନନ୍ଦ ଦିନ ରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭ ରେ ତୁମ୍ଭମାନେେ ଆପଣାମାନଙ୍କ ହାମବେଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ବରଙ୍କ ସମ୍ମୁଖ ରେ ସ୍ମରଣାର୍ଥେ କରାୟିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।
11 And it came to pass in the second year, in the second month, on the twentieth of the month, that the cloud was taken up from off the tabernacle of the testimony.ଆଉ ଦ୍ବିତୀୟ ବର୍ଷର ଦ୍ବିତୀୟ ମାସର ବିଂଶତମ ଦିନ ରେ ସହେି ମେଘ ସାକ୍ଷ୍ଯରୂପ ପବିତ୍ର ତମ୍ବୁ ଉପରୁ ନିଆଗଲା।
12 And the children of Israel set forward according to their journeys out of the wilderness of Sinai; and the cloud stood still in the wilderness of Paran.ତହୁଁ ଇଶ୍ରାୟେଲର ଲୋକମାନେ ସନୀଯ ମରୁଭୂମିରୁ ୟାତ୍ରା ଆରମ୍ଭ କଲେ, ପୁଣି ସହେି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା।
13 And they first took their journey, according to the commandment of Jehovah through Moses.ଆଉ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସମାନେେ ପ୍ରଥମ ଥର ୟାତ୍ରା କଲେ।
14 The standard of the camp of the children of Judah set forward first according to their hosts, and over his host was Nahshon the son of Amminadab;ପ୍ରଥମେ ଯିହୁଦା ଗୋଷ୍ଠୀର ଧ୍ବଜା ଆଗେ ଆଗେ ଗତିକଲା; ଆଉ ଅମ୍ମୀନାଦବର ପୁତ୍ର ନ ହଶାେନ ସମାନଙ୍କେର ଅଧିନାଯକ ଥିଲେ।
15 and over the host of the tribe of the children of Issachar was Nethaneel the son of Zuar;ଆଉ ସୂଯାରର ପୁତ୍ର ନଥନଲେୋ ଇଷାଖର ଗୋଷ୍ଠୀର ସନୋଧ୍ଯକ୍ଷ ଥିଲେ।
16 and over the host of the tribe of the children of Zebulun was Eliab the son of Helon.ତା'ପରେ ସବୂଲୂନ ସନ୍ତାନଗଣର ବଂଶ ୟାତ୍ରାକଲେ ଓ ହେଲୋନ୍ ର ପୁତ୍ର ଇଲୀଯାବ୍ ତାଙ୍କର ଅଧ୍ଯକ୍ଷ ଥିଲେ।
17 And the tabernacle was taken down; and the sons of Gershon and the sons of Merari set forward bearing the tabernacle.ପବିତ୍ର ତମ୍ବୁ ତଳକୁ ନିଆଗଲା। ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ବହନ କରି ଅଗ୍ରସର ହେଲେ।
18 And the standard of the camp of Reuben set forward according to their hosts, and over his host was Elizur the son of Shedeur;ତା'ପରେ ରୁବନେ ଗୋଷ୍ଠୀର ବିଭାଗର ଧ୍ବଜା ଚଳିଲା। ପୁଣି ଶଦଯରେର ପୁତ୍ର ଇଲୀଷୂର ସମାନଙ୍କେର ଅଧିନାଯକ ଥିଲେ।
19 and over the host of the tribe of the children of Simeon was Shelumiel the son of Zurishaddai;ତା'ପରେ ଆସିଲେଶିମିଯୋନ ସନ୍ତାନଗଣର ବଂଶ ଓ ସୂରୀ ଶବ୍ଦଯର ପୁତ୍ର ଶଲୁମୀଯଲେ ସମାନଙ୍କେର ଅଧିନାଯକ ଥିଲେ।
20 and over the host of the tribe of the children of Gad was Eliasaph the son of Deuel.ତା'ପରେ ଗାଦର ଗୋଷ୍ଠୀ ଆସିଲେ ଓ ଦ୍ଯୁଯଲରେ ପୁତ୍ର ଇଲୀଯାସଫ୍ ସମାନଙ୍କେର ଅଧିନାଯକ ଥିଲେ।
21 And the Kohathites set forward bearing the sanctuary: and [the others] set up the tabernacle whilst they came.ତା'ପରେ କହାତୀଯଙ୍କ ପରିବାର ପବିତ୍ରସ୍ଥାନର ଭାର ବହନକରି ସହେି ପବିତ୍ର ତମ୍ବୁ ସ୍ଥାପନ କରିଥିଲେ। କହାତୀଯ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ପବିତ୍ର ତମ୍ବୁ ସ୍ଥାପନ କରିଥିଲେ।
22 And the standard of the camp of the children of Ephraim set forward according to their hosts, and over his host was Elishama the son of Ammihud;ଏଥିଉତ୍ତା ରେ ଇଫ୍ରଯିମ ଗୋଷ୍ଠୀର ବିଭାଗର ଧ୍ବଜା ଚଳିଲା। ଅମ୍ମୀହୂଦର ପୁତ୍ର ଇଲୀଶାମା ସମାନଙ୍କେ ସୈନ୍ଯର ଅଧିନାଯକ ଥିଲେ।
23 and over the host of the tribe of the children of Manasseh was Gamaliel the son of Pedahzur;ତା'ପରେ ଆସିଲେ ମନଃଶି ଲୋକମାନଙ୍କର ବଂଶ ଓ ସମାନଙ୍କେର ଅଧିନାଯକ ଥିଲେ ପଦାହସୂରର ପୁତ୍ର ଗମଲୀଯଲେ।
24 and over the host of the tribe of the children of Benjamin was Abidan the son of Gideoni.ତତ୍ପରେ ବିନ୍ଯାମୀନ ଗୋଷ୍ଠୀ ଆସିଲେ ଓ ଗିଦିଯୋନିର ପୁତ୍ର ଅବୀଦାନ ସମାନଙ୍କେର ଅଧିନାଯକ ଥିଲେ।
25 And the standard of the camp of the children of Dan set forward, the rear-guard of all the camps according to their hosts, and over his host was Ahiezer the son of Ammishaddai;ଦାନ ଗୋଷ୍ଠୀର ବିଭାଗର ଧ୍ବଜା ପରେ ଚାଳିତ ହେଲା। ସମାନେେ ପଶ୍ଚାତ୍ଭାଗର ପ୍ରହରୀ ଥିଲେ। ଆଉ ଅମ୍ମୀଶବ୍ଦଯର ପୁତ୍ର ଅହୀଯଷେ ସମାନଙ୍କେର ଅଧିନାଯକ ଥିଲେ।
26 and over the host of the tribe of the children of Asher was Pagiel the son of Ocran;ତା'ପରେ ଆସିଲେ ଆଶରେ ଲୋକମାନଙ୍କର ବଂଶ ଓ ଅକ୍ରଣର ପୁତ୍ର ପଗୀଯଲେ ତାଙ୍କର ସନୋଧ୍ଯକ୍ଷ ଥିଲେ।
27 and over the host of the tribe of the children of Naphtali was Ahira the son of Enan.ତଦୁପରି ଅଗ୍ରସର ହେଲେ ନପ୍ତାଲି ଲୋକମାନଙ୍କର ବଂଶ ଐନନର ପୁତ୍ର ଅହୀର ସମାନଙ୍କେର ଅଗ୍ରଭାଗ ରେ ଥିଲେ।
28 These were the settings forward of the children of Israel according to their hosts: so did they set forward.ଏହି କ୍ରମ ରେ ଇଶ୍ରାୟେଲ ଲୋକମାନଙ୍କର ୟାତ୍ରା ସମାନଙ୍କେର ବର୍ଗ ଅନୁସାରେ ହେଲା ଓ ସମାନେେ ଅଗ୍ରସର ହେଲେ।
29 And Moses said to Hobab, the son of Reuel the Midianite, Moses' father-in-law, We are journeying to the place of which Jehovah said, I will give it unto you: come with us, and we will do thee good; for Jehovah has spoken good concerning Israel.ତା'ପରେ ମାଶାେ ଆପଣା ଶ୍ବଶୁର ମିଦିଯନୀଯ ରୁଯଲରେ ପୁତ୍ର ହୋବବକୁ କହିଲେ, ଆମ୍ଭମାନେେ ସହେି ସ୍ଥାନକୁ ୟାଯଅଛୁ, ଯାହା ସଦାପ୍ରଭୁ କହିଥିଲେ, ସେ ଆମ୍ଭମାନଙ୍କୁ ଦବେେ, ଆମ୍ଭମାନଙ୍କ ସାଙ୍ଗ ରେ ଆସ। ଆମ୍ଭମାନେେ ତୁମ୍ଭର ମଗଂଳ କରିବା। କାରଣ ସଦାପ୍ରଭୁ ଇଶ୍ରାୟେଲ ବିଷଯ ରେ ମଙ୍ଗଳ ପ୍ରତିଜ୍ଞା କରିଛନ୍ତି।
30 And he said to him, I will not go; but to mine own land, and to my kindred will I go.କିନ୍ତୁ ହୋବବ କହିଲା, ମୁଁ ତୁମ୍ଭମାନଙ୍କ ସହିତ ଯାଉ ନାହିଁ। ମୁଁ ମାରେ ନିଜ ଦେଶକୁ ଓ ଆପଣା ଲୋକମାନଙ୍କ ନିକଟକୁ ଫରେିୟିବ।
31 And he said, Leave me not, I pray thee, because thou knowest where we are to encamp in the wilderness, and thou wilt be to us for eyes.ତା'ପରେ ମାଶାେ କହିଲେ, ବିନଯ କରୁଅଛି, ତୁମ୍ଭେ ଆମ୍ଭମାନଙ୍କୁ ଛାଡ ନାହିଁ, ମରୁଭୂମି ମଧିଅରେ ଆମ୍ଭର ଛାଉଣୀ ସ୍ଥାପନ କରିବାକୁ କେଉଁ ସ୍ଥାନ ସର୍ବୋତ୍ତମ, ତାହା ତୁମ୍ଭେ ସର୍ବୋତ୍ତମ ଜାଣ। ତେଣୁ ତୁମ୍ଭେ ଆମ୍ଭର ପଥ ପ୍ରଦର୍ଶକ ହବେ।
32 And it shall be, if thou come with us, that whatever good Jehovah doeth unto us, so will we do to thee.ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ୟିବ, ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେ କୌଣସି ଉତ୍ତମ ଜିନିଷ ଦବେେ, ତାହା ଆମ୍ଭମାନେେ ତୁମ୍ଭ ସହିତ ବାଣ୍ଟ କରିବୁ।
33 And they set forward from the mountain of Jehovah [and went] three days' journey; and the ark of the covenant of Jehovah went before them in the three days' journey, to search out a resting-place for them.ସମାନେେ ସଦାପ୍ରଭୁଙ୍କ ପର୍ବତରୁ ତିନିଦିନର ପଥ ଅତିକ୍ରମ କଲେ, ପୁଣି ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ସମାନଙ୍କେ ନିମନ୍ତେ ବିଶ୍ରାମସ୍ଥାନ ଅନ୍ବଷେଣ କରିବା ପାଇଁ ସମାନଙ୍କେ ଆଗ ରେ ତିନିଦିନର ପଥ ଗଲା।
34 And the cloud of Jehovah was over them by day when they set forward out of the camp.ପ୍ରତିଦିନ ସଦାପ୍ରଭୁଙ୍କର ମେଘ ସମାନଙ୍କେୁ ବାଟ କଢାଇଲେ, ଯେତବେେଳେ ସମାନେେ ସମାନଙ୍କେର ଛାଉଣୀରୁ ୟାତ୍ରାରମ୍ଭ କଲେ।
35 And it came to pass when the ark set forward, that Moses said, Rise up, Jehovah, and let thine enemies be scattered; And let them that hate thee flee before thy face.ପୁଣି ପବିତ୍ର ସିନ୍ଦୁକ ଅଗ୍ରସର ହବୋ ବେଳେ ମାଶାେ କହନ୍ତି,
36 And when it rested, he said, Return, Jehovah, unto the myriads of the thousands of Israel.ଆଉ ପବିତ୍ର ସିନ୍ଦୁକ ଅଟକି ଗଲା ବେଳେ ମାଶାେ କହନ୍ତି,
Oriya Bible