Micah 6

fullscreen6 ଆମ୍ଭମାନେେ କ'ଣ ଆଣି ସଦାପ୍ରଭୁଙ୍କୁ ଭଟେିବା? କ'ଣ କରି ଆମ୍ଭେ ଉର୍ଦ୍ଧ୍ବସ୍ଥ ପରମେଶ୍ବରଙ୍କୁ ପ୍ରଣାମ କରିବା? କ'ଣ ହାମବେଳି ଓ ଏକବର୍ଷୀଯ ଗୋବତ୍ସ ନଇେ ଆମ୍ଭେ ସଦାପ୍ରଭୁଙ୍କୁ ଭଟେି ଦବୋ?

fullscreen7 ହଜାର ହଜାର ମଷେ ରେ କି ଅଯୁତ ତୈଳର ନଦୀ ରେ ସଦାପ୍ରଭୁ କ'ଣ ଆନନ୍ଦିତ ହବେେ? ମାରେ ଅପରାଧ ପାଇଁ କ'ଣ ମାରେ ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ବରୂପ ଦବେି? ମାରେ ଶରୀରର ଫଳ ସ୍ବରୂପ ସନ୍ତାନକୁ ମାରେ ପାପ ପାଇଁ କ'ଣ ପରିଶାଧେ କରିବି?

fullscreen8 ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହାହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ଯତା ଓ କରୁଣାକୁ ଭଲ ପାଅ, ପରମେଶ୍ବରଙ୍କ ସହିତ ନମ୍ରତାର ସହିତ ବାସ କର।

6 Wherewith shall I come before the Lord, and bow myself before the high God? shall I come before him with burnt offerings, with calves of a year old?

7 Will the Lord be pleased with thousands of rams, or with ten thousands of rivers of oil? shall I give my firstborn for my transgression, the fruit of my body for the sin of my soul?

8 He hath shewed thee, O man, what is good; and what doth the Lord require of thee, but to do justly, and to love mercy, and to walk humbly with thy God?

Micah 6 in Tamil and English

6 ଆମ୍ଭମାନେେ କ'ଣ ଆଣି ସଦାପ୍ରଭୁଙ୍କୁ ଭଟେିବା? କ'ଣ କରି ଆମ୍ଭେ ଉର୍ଦ୍ଧ୍ବସ୍ଥ ପରମେଶ୍ବରଙ୍କୁ ପ୍ରଣାମ କରିବା? କ'ଣ ହାମବେଳି ଓ ଏକବର୍ଷୀଯ ଗୋବତ୍ସ ନଇେ ଆମ୍ଭେ ସଦାପ୍ରଭୁଙ୍କୁ ଭଟେି ଦବୋ?
Wherewith shall I come before the Lord, and bow myself before the high God? shall I come before him with burnt offerings, with calves of a year old?

7 ହଜାର ହଜାର ମଷେ ରେ କି ଅଯୁତ ତୈଳର ନଦୀ ରେ ସଦାପ୍ରଭୁ କ'ଣ ଆନନ୍ଦିତ ହବେେ? ମାରେ ଅପରାଧ ପାଇଁ କ'ଣ ମାରେ ପ୍ରଥମ ସନ୍ତାନକୁ ପ୍ରତିଦାନ ସ୍ବରୂପ ଦବେି? ମାରେ ଶରୀରର ଫଳ ସ୍ବରୂପ ସନ୍ତାନକୁ ମାରେ ପାପ ପାଇଁ କ'ଣ ପରିଶାଧେ କରିବି?
Will the Lord be pleased with thousands of rams, or with ten thousands of rivers of oil? shall I give my firstborn for my transgression, the fruit of my body for the sin of my soul?

8 ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହାହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ଯତା ଓ କରୁଣାକୁ ଭଲ ପାଅ, ପରମେଶ୍ବରଙ୍କ ସହିତ ନମ୍ରତାର ସହିତ ବାସ କର।
He hath shewed thee, O man, what is good; and what doth the Lord require of thee, but to do justly, and to love mercy, and to walk humbly with thy God?