Matthew 7 - WEB (Oriya)
1 "Don't judge, so that you won't be judged.ଅନ୍ୟର ବିଚାର କରନାହିଁ। ତା' ହେଲେ ପରମେଶ୍ବର ତୁମ୍ଭର ବିଚାର କରିବେ ନାହିଁ।
2 For with whatever judgment you judge, you will be judged; and with whatever measure you measure, it will be measured to you.ତୁମ୍ଭେ ଅନ୍ୟର ବିଚାର କଲେ ଠିକ୍ ସହେିଭଳି ତୁମ୍ଭର ବି ବିଚାର କରାୟିବ। ତୂମ୍ଭେ ଅନ୍ୟକୁ ଯେଉଁଥି ରେ ତଉଲିବ ପରମେଶ୍ବର ତୁମ୍ଭକୁ ସହେିଥି ରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆୟିବ।
3 Why do you see the speck that is in your brother's eye, but don't consider the beam that is in your own eye?ତୁମ୍ଭେ ତୁମ୍ଭ ଭାଇ ଆଖି ରେ ପଡିଥିବା କାଠଗୁଣ୍ଡଟି ପ୍ରତି କାହିଁକି ନଜର ଦେଉଛ କିନ୍ତୁ ତୁମ୍ଭ ନିଜ ଆଖି ରେ ପଡିଥିବା କାଠଗୁଣ୍ଡଟି ଦେଖିପାରୁନାହଁ?
4 Or how will you tell your brother, 'Let me remove the speck from your eye;' and behold, the beam is in your own eye?ତୁମ୍ଭ ନିଜ ଆଖି ରେ କାଠଗୁଣ୍ଡଟି ପଡିଥିବା ବେଳେ ତୁମ୍ଭେ ତୁମ୍ଭର ଭାଇକୁ କିପରି କହିପାରୁଛ ଯେ, ଦଖାେଅ, ମୁଁ ତୁମ୍ଭ ଆଖିରୁ କାଠଗୁଣ୍ଡଟି କାଢି ଦବେି!
5 You hypocrite! First remove the beam out of your own eye, and then you can see clearly to remove the speck out of your brother's eye.ରେ କପଟୀ, ଆଗ ନିଜ ଆଖିରୁ କାଠଗୁଣ୍ଡଟି ବାହାର କର। ତା' ହେଲେ ତୁମ୍ଭେ ନିଜେ ଠିକ୍ ଭାବରେ ଦେଖି ପାରିବ ଓ ତାପରେ ତୁମ୍ଭେ ତୁମ୍ଭ ଭାଇର ଆଖିରୁ କାଠଗୁଣ୍ଡଟି କାଢି ଆଣି ପାରିବ।
6 "Don't give that which is holy to the dogs, neither throw your pearls before the pigs, lest perhaps they trample them under their feet, and turn and tear you to pieces.'କୁକୁରମାନଙ୍କୁ ପବିତ୍ର ବସ୍ତୁ ଦିଅନାହିଁ, କାରଣ ସମାନେେ ବୁଲି ପଡି ତୁମ୍ଭକୁ କାମୁଡି ପାରନ୍ତି। ଘୁଷୁରିମାନଙ୍କ ଆଗ ରେ ନିଜର ମାେତି ପକାଅ ନାହିଁ, କାରଣ ସମାନେେ ମାେତିକୁ ଗୋଡ ରେ ଦଳି ଦଇେ ଗ୍ଭଲିଯିବେ।
7 "Ask, and it will be given you. Seek, and you will find. Knock, and it will be opened for you.ମାଗ ସେଥି ରେ ପରମେଶ୍ବର ତାହା ତୁମ୍ଭକୁ ଦବେେ। ଖାଜେ ଏବଂ ତୁମ୍ଭେ ପାଇବ। ଦ୍ବାର ରେ ଠକ୍ ଠକ୍ କର ଓ ତାହା ତୁମ୍ଭପାଇଁ ଖାଲିୟିବେ।
8 For everyone who asks receives. He who seeks finds. To him who knocks it will be opened.କାରଣ ଯେଉଁଲୋକ ମାଗୁଥାଏ, ସେ ପାଏ। ଯେଉଁଲୋକ ଖାଜେୁଥାଏ, ସେ ପାଏ ଓ ଯାଉଁ ଲୋକ ଦ୍ବାର ଠକ୍ ଠକ୍ କରୁଥାଏ, ତା ପାଇଁ କବାଟ ଲିଯାଏ।
9 Or who is there among you, who, if his son asks him for bread, will give him a stone?'ତୁମ୍ଭର କାହାର ପୁଅଟିଏ ଅଛି କି? ଯଦି ତୁମ୍ଭ ପୁଅ ରୋଟୀ ଖଣ୍ଡିଏ ମାଗେ ତୁମ୍ଭେ କଣ ତାକୁ ପଥରଟିଏ ଦବେ।
10 Or if he asks for a fish, who will give him a serpent?ପୁଅ ମାଛଟିଏ ମାଗିଲେ, ତୁମ୍ଭେ କ'ଣ ତାକୁ ସାପଟିଏ ଦବେ? ନା! ତୁମ୍ଭେ ଦବନୋହିଁ?
11 If you then, being evil, know how to give good gifts to your children, how much more will your Father who is in heaven give good things to those who ask him!ଏପରିକି ତୁମ୍ଭେ ମନ୍ଦ ଲୋକ ହାଇେ ମଧ୍ଯ ପିଲାମାନଙ୍କୁ କିଭଳି ଭଲ ଉପହାର ଦବୋକୁ ହୁଏ, ତାହା ତୁମ୍ଭେ ଜାଣ। ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ଦବେେ!
12 Therefore whatever you desire for men to do to you, you shall also do to them; for this is the law and the prophets.ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଚାହୁଁଛ, ତୁମ୍ଭେ ନିଜେ ସମାନଙ୍କେ ପାଇଁ ସହେିଭଳି କର। ଏହା ହିଁ ମାଶାଙ୍କେ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।
13 "Enter in by the narrow gate; for wide is the gate and broad is the way that leads to destruction, and many are those who enter in by it.ସ୍ବର୍ଗ ପଥରେ କଢାଇ ନେଉଥିବା ଅଣଓସାରିଆ ଫାଟକ ଦଇେ ପ୍ରବେଶ କର। କାରଣ ଓସାରିଆ ଫାଟକ ଓ ପଶସ୍ତ ରାସ୍ତା ନର୍କ ଆଡକୁ ଯାଏ। ବହୁତ ଲୋକ ସହେି ରାସ୍ତା ରେ ଯାଆନ୍ତି।
14 How{TR reads "Because" instead of "How"} narrow is the gate, and restricted is the way that leads to life! Few are those who find it.ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ େଛାଟ। ବାସ୍ତବ ଜୀବନ ଆଡକୁ ୟିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖାଜେି ପାଆନ୍ତି।
15 "Beware of false prophets, who come to you in sheep's clothing, but inwardly are ravening wolves.ଭଣ୍ଡ ଭବିଷ୍ଯଦ୍ବକ୍ତାଙ୍କଠାରୁ ଦୂର ରେ ରୁହ। ସମାନେେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କନ୍ତୁ ସମାନେେ ପ୍ରକୃତ ରେ ହିଂସ୍ର ଗଧିଆ ଭଳି ଅଟନ୍ତି।
16 By their fruits you will know them. Do you gather grapes from thorns, or figs from thistles?ତୁମ୍ଭେ ତାହାଙ୍କୁ ସମାନଙ୍କେର କାର୍ୟ୍ଯରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡମ୍ବିରି ଫଳ ଫଳେ ନାହିଁ, ସହେିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନଥାଏ।
17 Even so, every good tree produces good fruit; but the corrupt tree produces evil fruit.ପ୍ରେତ୍ୟକକ ଭଲ ଗଛ ରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛ ରେ ମନ୍ଦ ଫଳ ଫଳେ,
18 A good tree can't produce evil fruit, neither can a corrupt tree produce good fruit.ଗୋଟିଏ ଭଲ ଗଛ ରେ ମନ୍ଦ ଫଳି ପାରିବନାହିଁ। କି ଗୋଟିଏ ମନ୍ଦ ଗଛ ରେ ଭଲ ଫଳ ଫଳି ପାରିବନାହିଁ।
19 Every tree that doesn't grow good fruit is cut down, and thrown into the fire.ଯେଉଁ ଗଛ ରେ ଭଲ ଫଳ ଫଳେ ନାହିଁ, ତାହାକୁ କାଟି ଦିଆଯାଏ।
20 Therefore, by their fruits you will know them.ତେଣୁ ମୁଁ ପୁଣିଥରେ କହୁଛି ଯେ ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ୟ୍ଯରୁ ଚିହ୍ନି ପାରିବ।
21 Not everyone who says to me, 'Lord, Lord,' will enter into the Kingdom of Heaven; but he who does the will of my Father who is in heaven.ମାେତେ 'ପ୍ରଭୁ' 'ପ୍ରଭୁ' କହୁଥିବା ପ୍ରେତ୍ୟକକ ଲୋକ ସ୍ବର୍ଗରାଜ୍ଯ ରେ ପ୍ରବେଶ କରିବେ ନାହିଁ। ଯେଉଁ ଲୋକ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଇଚ୍ଛା ଅନୁଯାଯୀ କାମ କରେ, ସହେି ବ୍ଯକ୍ତି କବଳେ ସଠାେରେ ପ୍ରବେଶ କରିବ।
22 Many will tell me in that day, 'Lord, Lord, didn't we prophesy in your name, in your name cast out demons, and in your name do many mighty works?'ସହେି ଶଷେ ଦିନ ରେ ଅନକେ ଲୋକ ମାେତେ ପଚାରିବେ, 'ପ୍ରଭୁ, ଆମ୍ଭେ କ'ଣ ତୁମ୍ଭ ନାମ ରେ ଭବିଷ୍ଯଦ୍ବାଣୀ କରି ନଥିଲୁ? ତୁମ୍ଭ ନାମ ରେ କ'ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦଇେ ନଥିଲୁ? ଆମ୍ଭେ କ'ଣ ତୁମ୍ଭ ନାମ ରେ ଅନକେ ଆଶ୍ଚର୍ୟ୍ଯଜନକ କାମ କରି ନଥିଲୁ?
23 Then I will tell them, 'I never knew you. Depart from me, you who work iniquity.'ତବେେ ମୁଁ ସମାନଙ୍କେୁ ଖାେଲାଖାଲିେ ଭାବରେ କହିବି ଯେ, 'ମୁଁ ତୁମ୍ଭକୁ ଆଦୌ ଜାଣିନି। ଆ ରେ କୁକର୍ମୀମାନେ, ମାେ ପାଖରୁ ଚାଲିଯାଅ।'
24 "Everyone therefore who hears these words of mine, and does them, I will liken him to a wise man, who built his house on a rock. ତେଣୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ଯକ୍ତିଭଳି।
25 The rain came down, the floods came, and the winds blew, and beat on that house; and it didn't fall, for it was founded on the rock.ବର୍ଷା ହେଲା, ବଢି ମାଡି ଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦଲୋ, କିନ୍ତୁ ତଥାପି ସେ ଘର ଭାଙ୍ଗିଲା ନାହିଁ। କାରଣ ତାର ମୂଳଦୁଆ ପଥର ଉପରେ ରହିଥଲା।
26 Everyone who hears these words of mine, and doesn't do them will be like a foolish man, who built his house on the sand.କିନ୍ତୁ ଯେଉଁ ଲୋକ ମାରେ ଏହି କଥାଗୁଡିକ ଶୁଣେ, କିନ୍ତୁ ସଗେୁଡିକୁ ମାନି ଚଳନୋହିଁ, ସେ ବାଲି ଉପରେ ଘର ତୋଳିଥିବା ଗୋଟିଏ ମୂର୍ଖ ବ୍ଯକ୍ତି ଭଳି।
27 The rain came down, the floods came, and the winds blew, and beat on that house; and it fell--and great was its fall."ବର୍ଷା ହେଲା, ବଢି ମାଡିଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦଲୋ ଏବଂ ସହେି ଘରଟି ପୁରାପୂରି ଭାଙ୍ଗି ପଡିଲା।
28 It happened, when Jesus had finished saying these things, that the multitudes were astonished at his teaching,ଯୀଶୁଙ୍କ ଏହି ସବୁ କଥା କହିବା ଶଷେ ହେଲା। ତାହାଙ୍କ ଉପଦେଶ ଶୁଣି ଜମା ହାଇେଥିବା ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ।
29 for he taught them with authority, and not like the scribes.କାରଣ ସେ ସମାନଙ୍କେୁ ସମାନଙ୍କେର ଧର୍ମ-ଶାସ୍ତ୍ରୀଙ୍କ ଭଳି ଉପଦେଶ ନଦଇେ ଅଧିକାର ଥିବା ଜଣେ ଲୋକ ଭଳି ଉପଦେଶ ଦେଉଥିଲେ।
Oriya Bible