Matthew 5
27 ତୁମ୍ଭମାନେେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, 'ବ୍ଯଭିଗ୍ଭର କରନାହିଁ।'
28 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କହେି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା ସହିତ ବ୍ଯଭିଗ୍ଭର କରିବା ପାଇଁ ଗ୍ଭ ହେଁ, ତବେେ ସେ ନିଜ ମନ ଭତ ରେ ସହେି ସ୍ତ୍ରୀ ସହିତ ବ୍ଯଭିଗ୍ଭର କରି ସାରିଲାଣି।
29 ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର
30 ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗି ଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କ ରେ ପଡିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହାଇଯେିବା ଭଲ।
31 ଏକଥା ମଧ୍ଯ କୁହାୟାଇଛି ଯେ, ' ଯେଉଁ ଲୋକ ତାର ପତ୍ନୀକୁ ଛାଡପତ୍ର ଦିଏ, ସେ ତା ପତ୍ନୀକୁ ଛାଡପତ୍ର ପାଇଁ ଲିଖିତ ରୁପରେ ଗୋଟିଏ ସୂଚନା ଦବେ।'
32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କହେି ନିଜର ପତ୍ନୀକୁ ଛାଡପତ୍ର ଦିଏ, ସେ ତାହାକୁ ବ୍ଯଭିଗ୍ଭର ଦୋଷ ରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ଯକ୍ତି ସହିତ ୟୌନ ସଂପର୍କ ରଖିଥାଏ, ତବେେ କବଳେ ସେ ତାହାକୁ ଛାଡପତ୍ର ଦଇେ ପାରିବ। ଯଦି କୌଣସି ଲୋକ ଛାଡପତ୍ର ପାଇଥିବା ସହେି ପତ୍ନୀକୁ ବିବାହ କରେ ତବେେ ସେ ମଧ୍ଯ ବ୍ଯଭିଗ୍ଭର ପାପରେ ଦୋଷୀ ହୁଏ।
27 Ye have heard that it was said by them of old time, Thou shalt not commit adultery:
28 But I say unto you, That whosoever looketh on a woman to lust after her hath committed adultery with her already in his heart.
29 And if thy right eye offend thee, pluck it out, and cast it from thee: for it is profitable for thee that one of thy members should perish, and not that thy whole body should be cast into hell.
30 And if thy right hand offend thee, cut it off, and cast it from thee: for it is profitable for thee that one of thy members should perish, and not that thy whole body should be cast into hell.
31 It hath been said, Whosoever shall put away his wife, let him give her a writing of divorcement:
32 But I say unto you, That whosoever shall put away his wife, saving for the cause of fornication, causeth her to commit adultery: and whosoever shall marry her that is divorced committeth adultery.
Matthew 5 in Tamil and English
27 ତୁମ୍ଭମାନେେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, 'ବ୍ଯଭିଗ୍ଭର କରନାହିଁ।'
Ye have heard that it was said by them of old time, Thou shalt not commit adultery:
28 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କହେି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା ସହିତ ବ୍ଯଭିଗ୍ଭର କରିବା ପାଇଁ ଗ୍ଭ ହେଁ, ତବେେ ସେ ନିଜ ମନ ଭତ ରେ ସହେି ସ୍ତ୍ରୀ ସହିତ ବ୍ଯଭିଗ୍ଭର କରି ସାରିଲାଣି।
But I say unto you, That whosoever looketh on a woman to lust after her hath committed adultery with her already in his heart.
29 ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର
And if thy right eye offend thee, pluck it out, and cast it from thee: for it is profitable for thee that one of thy members should perish, and not that thy whole body should be cast into hell.
30 ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗି ଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କ ରେ ପଡିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହାଇଯେିବା ଭଲ।
And if thy right hand offend thee, cut it off, and cast it from thee: for it is profitable for thee that one of thy members should perish, and not that thy whole body should be cast into hell.
31 ଏକଥା ମଧ୍ଯ କୁହାୟାଇଛି ଯେ, ' ଯେଉଁ ଲୋକ ତାର ପତ୍ନୀକୁ ଛାଡପତ୍ର ଦିଏ, ସେ ତା ପତ୍ନୀକୁ ଛାଡପତ୍ର ପାଇଁ ଲିଖିତ ରୁପରେ ଗୋଟିଏ ସୂଚନା ଦବେ।'
It hath been said, Whosoever shall put away his wife, let him give her a writing of divorcement:
32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କହେି ନିଜର ପତ୍ନୀକୁ ଛାଡପତ୍ର ଦିଏ, ସେ ତାହାକୁ ବ୍ଯଭିଗ୍ଭର ଦୋଷ ରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ଯକ୍ତି ସହିତ ୟୌନ ସଂପର୍କ ରଖିଥାଏ, ତବେେ କବଳେ ସେ ତାହାକୁ ଛାଡପତ୍ର ଦଇେ ପାରିବ। ଯଦି କୌଣସି ଲୋକ ଛାଡପତ୍ର ପାଇଥିବା ସହେି ପତ୍ନୀକୁ ବିବାହ କରେ ତବେେ ସେ ମଧ୍ଯ ବ୍ଯଭିଗ୍ଭର ପାପରେ ଦୋଷୀ ହୁଏ।
But I say unto you, That whosoever shall put away his wife, saving for the cause of fornication, causeth her to commit adultery: and whosoever shall marry her that is divorced committeth adultery.