Matthew 4 - DBY (Oriya)
1 Then Jesus was carried up into the wilderness by the Spirit to be tempted of the devil:ତା'ପରେ ସହେି ପବିତ୍ର ଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢାଇ ନାଇଗଲେ। ଶୟତାନ ଦ୍ବାରା ପରୀକ୍ଷୀତ ହବୋପାଇଁ ତାହଙ୍କୁ ସଠାେକୁ ନିଆଯାଥିଲା।
2 and having fasted forty days and forty nights, afterwards he hungered.ଯୀଶୁ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ ଭୋକ ଲାଗୁଥିଲା।
3 And the tempter coming up to him said, If thou be Son of God, speak, that these stones may become loaves of bread.ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, ତୁମ୍ଭେ ଯଦି ପରମେଶ୍ବରଙ୍କ ପୁତ୍ର, ତବେେ ଏହି ପଥରଗୁଡିକୁ ରୋଟୀ ହାଇେ ୟିବାପାଇଁ କୁହ।
4 But he answering said, It is written, Man shall not live by bread alone, but by every word which goes out through God's mouth.ଯୀଶୁ ଉତ୍ତର ରେ କହିଲେ, ଶାସ୍ତ୍ର ରେ ଏହା ଲଖାେଅଛି, 'ମଣିଷକୁ କବଳେ ଖାଦ୍ୟ ରେ ବଞ୍ଚିବ ନାହିଁ, କିନ୍ତୁ ତା'ର ଜୀବନ ପରମେଶ୍ବରଙ୍କ ମହଁରୁ ବାହାରି ଥିବା ପ୍ରେତ୍ୟକକ ବାକ୍ଯ ରେ ହିଁ ବଞ୍ଚିବ।' ଦ୍ବିତୀୟ ବିବରଣ 8:3
5 Then the devil takes him to the holy city, and sets him upon the edge of the temple,ତା'ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ୟିରୂଶାଲମକୁ ନଇଗେଲା। ସେ ଯୀଶୁଙ୍କକୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନ ରେ ରଖିଲା।
6 and says to him, If thou be Son of God cast thyself down; for it is written, He shall give charge to his angels concerning thee, and on [their] hands shall they bear thee, lest in anywise thou strike thy foot against a stone.ଶୟତାନ କହିଲା, ଯଦି ତୁମ୍ଭେ ପରମାଶ୍ବରଙ୍କ ପୁତ୍ର, ତବେେ ତଳକୁ ଡଇେଁପଡ। କାରଣ ଶାସ୍ତ୍ର ରେ ଲଖାେଅଛ:
7 Jesus said to him, It is again written, Thou shalt not tempt [the] Lord thy God.ଯୀଶୁ ତାହାକୁ ଉତ୍ତର ଦେଲେ, ଶାସ୍ତ୍ର ଏକଥା ମଧ୍ଯ କୁ ହେ:
8 Again the devil takes him to a very high mountain, and shews him all the kingdoms of the world, and their glory,ତାପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନାଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ଯ ଓ ସଗେୁଡିକର ଐଶ୍ବର୍ୟ୍ଯ ଦଖାଇେଲା.
9 and says to him, All these things will I give thee if, falling down, thou wilt do me homage.ଶୟତାନ ଯୀଶୁଙ୍କୁ କହିଲା, ଯଦି ତୁମ୍ଭେ ପାଦତଳେ ପଡି ମାେତେ ପ୍ରଣାମ କରିବ, ତବେେ ତୁମ୍ଭକୁ ମୁଁ ଏସବୁ ଦଇେ ଦବେି।
10 Then says Jesus to him, Get thee away, Satan, for it is written, Thou shalt do homage to [the] Lord thy God, and him alone shalt thou serve.ଯୀଶୁ ତାକୁ କହିଲେ, ଶୟତାନ, ମାେ ପାଖରୁ ଦୂରହୁଅ। କାରଣ ଶାସ୍ତ୍ର ରେ ଲଖାେଅଛି:
11 Then the devil leaves him, and behold, angels came and ministered to him.ତେଣୁ ଶୟତାନ ତାହାଙ୍କୁ ଛାଡି ଗ୍ଭଲିଗଲା, ଏବଂ ତା'ପରେ ସ୍ବର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।
12 But having heard that John was delivered up, he departed into Galilee:ଯୋହନ କାରାଗାର ରେ ବନ୍ଦୀ ହାଇେଥିବା ଖବର ଯୀଶୁ ଶଣିଲେ। ତେଣୁ ଯୀଶୁ ଗାଲିଲୀକୁ ଫରେିଗଲେ।
13 and having left Nazareth, he went and dwelt at Capernaum, which is on the sea-side in the borders of Zabulon and Nepthalim,ଯୀଶୁ କିନ୍ତୁ ନାଜରିତ ରେ ରହିଲେ ନାହିଁ। ସେ ଗାଲିଲୀ ହ୍ରଦ କୂଳ ରେ କଫର୍ନାହୂମ ସହର ରେ ବାସ କଲେ। କଫର୍ନାହୂମ ସବୂଲୂନ ଓ ନପ୍ତାଲିର ପାଖ ଅଞ୍ଚଳ ରେ ଅବସ୍ଥିତ।
14 that that might be fulfilled which was spoken through Esaias the prophet, saying,ଭବଷ୍ଯଦ୍ବକ୍ତା ୟିଶାଇୟଙ୍କ ମାଧ୍ଯମ ରେ ପ୍ରଭୁ ପରମେଶ୍ବର ଯାହା କହିଥିଲେ, ତାହା ପୂର୍ଣ୍ଣ ହବୋ ପାଇଁ ଯୀଶୁ ଏଭଳି କରିଥିଲେ।
15 Land of Zabulon and land of Nepthalim, way of [the] sea beyond the Jordan, Galilee of the nations:ସବୂଲୂନ ଓ ନପ୍ତାଲୀ ପ୍ରଦେଶ, ସମୁଦ୍ର ରାସ୍ତାର ନିକଟସ୍ଥ ୟର୍ଦ୍ଦନ ନଦୀର ପରପାରିସ୍ଥ ଗାଲୀଲୀର ଏକ ଅଣଯିହୂଦୀ ପ୍ରଦେଶ।
16 -- the people sitting in darkness has seen a great light, and to those sitting in [the] country and shadow of death, to them has light sprung up.ଯେଉଁଲୋକମାନେ ଅନ୍ଧାର ରେ ରହୁଥିଲେ, ସମାନେେ ଏକ ମହାନ ଜ୍ଯୋତି ଦେଖିଲେ। କବର ଭଳି ଅନ୍ଧକାରମୟ ପ୍ରଦେଶ ରେ ଯେଉଁମାନେ ରହୁଥିଲେ, ସମାନଙ୍କେ ଉପରେ ଜ୍ଯୋତିର ଉଦୟ ହେଲା।ୟିଶାଇୟ 9:1-2
17 From that time began Jesus to preach and to say, Repent, for the kingdom of the heavens has drawn nigh.ସହେି ଦିନଠାରୁ ଯୀଶୁ ପ୍ରଗ୍ଭର କରିବା ଆରମ୍ଭ କରି ଦେଲେ। ସେ କହିଲେ, ହୃଦୟ ପରିବର୍ତ୍ତନ କର, କାରଣ ସ୍ବର୍ଗରାଜ୍ଯ ନିକଟ ହାଇଗେଲାଣି।
18 And walking by the sea of Galilee, he saw two brothers, Simon called Peter, and Andrew his brother, casting a net into the sea, for they were fishers;ଯୀଶୁ ଗାଲୀଲୀ ହ୍ରଦ ପାଖ ଦଇେ ଯାଉଥିଲେ। ସେ (ପିତର ନାମ ରେ ଖ୍ଯାତ) ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦାଖିଲେ। ସମାନେେ ହ୍ରଦ ରେ ଜାଲ ପକାଉଥିଲେ। ସମାନେେ, ବ୍ଯବସାୟ ରେ କେଉଟ ଥିଲେ।
19 and he says to them, Come after me, and I will make you fishers of men.ଯୀଶୁ ସମାନଙ୍କେୁ କହିଲେ, ଆସ, ମାେତେ ଅନୁସରଣ କର। ମୁଁ ତୁମ୍ଭକୁ ଏକ ଭିନ୍ନ ପ୍ରକାରର କେଉଟ କରିବି। ମାଛ ନ ଧରି ମଣିଷମାନଙ୍କୁ ତୁମ୍ଭେ ଏକତ୍ର ସଂଗ୍ରହ କରିବ।
20 And they, having left their trawl-nets, immediately followed him.ସମାନେେ ସଙ୍ଗେ ସଙ୍ଗେ ତାହାଙ୍କ ଜାଲ ଛାଡିଦଇେ ଯୀଶୁଙ୍କୁ ଅନୁସରଣ କଲେ।
21 And going on thence he saw other two brothers, James the [son] of Zebedee and John his brother, in the ship with Zebedee their father, mending their trawl-nets, and he called them;ଯୀଶୁ ସଠାରୁେ ଆଗକୁ ଚାଲିଲେ। ସେ ଦେଖିଲେ ଯେ ଜବଦେୀଙ୍କ ପୁଅ ଯାକୁବ ଓ ଯୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସମାନଙ୍କେୁ ଡାକିଲେ।
22 and they, having left the ship and their father, immediately followed him.ସମାନେେ ସଙ୍ଗେ ସଙ୍ଗେ ତାହାଙ୍କ ବାପାଙ୍କୁ ଓ ଡଙ୍କାକୁ ଛାଡି ଦଇେ ଯୀଶୁଙ୍କୁ ଅନୁସରଣ କଲେ.
23 And [Jesus] went round the whole [of] Galilee, teaching in their synagogues, and preaching the glad tidings of the kingdom, and healing every disease and every bodily weakness among the people.ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।
24 And his fame went out into the whole [of] Syria, and they brought to him all that were ill, suffering under various diseases and pains, and those possessed by demons, and lunatics, and paralytics; and he healed them.ସମଗ୍ର ସୁରିଯା ଦେଶ ରେ ତାହାଙ୍କର ସମାଗ୍ଭର ବ୍ଯାପିଗଲା। ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡା ରେ ଭୋଗୁଥିଲେ, ଯାଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛା ରୋଗୀ ଓ ପକ୍ଷଘାତ ରୋଗୀ ଥିଲେ, ସମାନେେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସମାନଙ୍କେୁ ସୁସ୍ଥ କରି ଦେଲେ।
25 And great crowds followed him from Galilee, and Decapolis, and Jerusalem, and Judaea, and beyond the Jordan.ତେଣୁ ଗାଲିଲୀ, ଦକୋପଲି, ୟିରୂଶାଲମ, ଯୀହୂଦା ଓ ୟର୍ଦ୍ଦନ ନଦୀର ଆର ପାରିର ବହୁଲୋକ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲେ।
Oriya Bible