Matthew 4
1 ତା'ପରେ ସହେି ପବିତ୍ର ଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢାଇ ନାଇଗଲେ। ଶୟତାନ ଦ୍ବାରା ପରୀକ୍ଷୀତ ହବୋପାଇଁ ତାହଙ୍କୁ ସଠାେକୁ ନିଆଯାଥିଲା।
2 ଯୀଶୁ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ ଭୋକ ଲାଗୁଥିଲା।
3 ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, ତୁମ୍ଭେ ଯଦି ପରମେଶ୍ବରଙ୍କ ପୁତ୍ର, ତବେେ ଏହି ପଥରଗୁଡିକୁ ରୋଟୀ ହାଇେ ୟିବାପାଇଁ କୁହ।
4 ଯୀଶୁ ଉତ୍ତର ରେ କହିଲେ, ଶାସ୍ତ୍ର ରେ ଏହା ଲଖାେଅଛି, 'ମଣିଷକୁ କବଳେ ଖାଦ୍ୟ ରେ ବଞ୍ଚିବ ନାହିଁ, କିନ୍ତୁ ତା'ର ଜୀବନ ପରମେଶ୍ବରଙ୍କ ମହଁରୁ ବାହାରି ଥିବା ପ୍ରେତ୍ୟକକ ବାକ୍ଯ ରେ ହିଁ ବଞ୍ଚିବ।' ଦ୍ବିତୀୟ ବିବରଣ 8:3
5 ତା'ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ୟିରୂଶାଲମକୁ ନଇଗେଲା। ସେ ଯୀଶୁଙ୍କକୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନ ରେ ରଖିଲା।
6 ଶୟତାନ କହିଲା, ଯଦି ତୁମ୍ଭେ ପରମାଶ୍ବରଙ୍କ ପୁତ୍ର, ତବେେ ତଳକୁ ଡଇେଁପଡ। କାରଣ ଶାସ୍ତ୍ର ରେ ଲଖାେଅଛ:
7 ଯୀଶୁ ତାହାକୁ ଉତ୍ତର ଦେଲେ, ଶାସ୍ତ୍ର ଏକଥା ମଧ୍ଯ କୁ ହେ:
8 ତାପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନାଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ଯ ଓ ସଗେୁଡିକର ଐଶ୍ବର୍ୟ୍ଯ ଦଖାଇେଲା.
9 ଶୟତାନ ଯୀଶୁଙ୍କୁ କହିଲା, ଯଦି ତୁମ୍ଭେ ପାଦତଳେ ପଡି ମାେତେ ପ୍ରଣାମ କରିବ, ତବେେ ତୁମ୍ଭକୁ ମୁଁ ଏସବୁ ଦଇେ ଦବେି।
10 ଯୀଶୁ ତାକୁ କହିଲେ, ଶୟତାନ, ମାେ ପାଖରୁ ଦୂରହୁଅ। କାରଣ ଶାସ୍ତ୍ର ରେ ଲଖାେଅଛି:
11 ତେଣୁ ଶୟତାନ ତାହାଙ୍କୁ ଛାଡି ଗ୍ଭଲିଗଲା, ଏବଂ ତା'ପରେ ସ୍ବର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।
1 Then was Jesus led up of the Spirit into the wilderness to be tempted of the devil.
2 And when he had fasted forty days and forty nights, he was afterward an hungred.
3 And when the tempter came to him, he said, If thou be the Son of God, command that these stones be made bread.
4 But he answered and said, It is written, Man shall not live by bread alone, but by every word that proceedeth out of the mouth of God.
5 Then the devil taketh him up into the holy city, and setteth him on a pinnacle of the temple,
6 And saith unto him, If thou be the Son of God, cast thyself down: for it is written, He shall give his angels charge concerning thee: and in their hands they shall bear thee up, lest at any time thou dash thy foot against a stone.
7 Jesus said unto him, It is written again, Thou shalt not tempt the Lord thy God.
8 Again, the devil taketh him up into an exceeding high mountain, and sheweth him all the kingdoms of the world, and the glory of them;
9 And saith unto him, All these things will I give thee, if thou wilt fall down and worship me.
10 Then saith Jesus unto him, Get thee hence, Satan: for it is written, Thou shalt worship the Lord thy God, and him only shalt thou serve.
11 Then the devil leaveth him, and, behold, angels came and ministered unto him.
Matthew 4 in Tamil and English
1 ତା'ପରେ ସହେି ପବିତ୍ର ଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢାଇ ନାଇଗଲେ। ଶୟତାନ ଦ୍ବାରା ପରୀକ୍ଷୀତ ହବୋପାଇଁ ତାହଙ୍କୁ ସଠାେକୁ ନିଆଯାଥିଲା।
Then was Jesus led up of the Spirit into the wilderness to be tempted of the devil.
2 ଯୀଶୁ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ ଭୋକ ଲାଗୁଥିଲା।
And when he had fasted forty days and forty nights, he was afterward an hungred.
3 ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, ତୁମ୍ଭେ ଯଦି ପରମେଶ୍ବରଙ୍କ ପୁତ୍ର, ତବେେ ଏହି ପଥରଗୁଡିକୁ ରୋଟୀ ହାଇେ ୟିବାପାଇଁ କୁହ।
And when the tempter came to him, he said, If thou be the Son of God, command that these stones be made bread.
4 ଯୀଶୁ ଉତ୍ତର ରେ କହିଲେ, ଶାସ୍ତ୍ର ରେ ଏହା ଲଖାେଅଛି, 'ମଣିଷକୁ କବଳେ ଖାଦ୍ୟ ରେ ବଞ୍ଚିବ ନାହିଁ, କିନ୍ତୁ ତା'ର ଜୀବନ ପରମେଶ୍ବରଙ୍କ ମହଁରୁ ବାହାରି ଥିବା ପ୍ରେତ୍ୟକକ ବାକ୍ଯ ରେ ହିଁ ବଞ୍ଚିବ।' ଦ୍ବିତୀୟ ବିବରଣ 8:3
But he answered and said, It is written, Man shall not live by bread alone, but by every word that proceedeth out of the mouth of God.
5 ତା'ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ୟିରୂଶାଲମକୁ ନଇଗେଲା। ସେ ଯୀଶୁଙ୍କକୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନ ରେ ରଖିଲା।
Then the devil taketh him up into the holy city, and setteth him on a pinnacle of the temple,
6 ଶୟତାନ କହିଲା, ଯଦି ତୁମ୍ଭେ ପରମାଶ୍ବରଙ୍କ ପୁତ୍ର, ତବେେ ତଳକୁ ଡଇେଁପଡ। କାରଣ ଶାସ୍ତ୍ର ରେ ଲଖାେଅଛ:
And saith unto him, If thou be the Son of God, cast thyself down: for it is written, He shall give his angels charge concerning thee: and in their hands they shall bear thee up, lest at any time thou dash thy foot against a stone.
7 ଯୀଶୁ ତାହାକୁ ଉତ୍ତର ଦେଲେ, ଶାସ୍ତ୍ର ଏକଥା ମଧ୍ଯ କୁ ହେ:
Jesus said unto him, It is written again, Thou shalt not tempt the Lord thy God.
8 ତାପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନାଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ଯ ଓ ସଗେୁଡିକର ଐଶ୍ବର୍ୟ୍ଯ ଦଖାଇେଲା.
Again, the devil taketh him up into an exceeding high mountain, and sheweth him all the kingdoms of the world, and the glory of them;
9 ଶୟତାନ ଯୀଶୁଙ୍କୁ କହିଲା, ଯଦି ତୁମ୍ଭେ ପାଦତଳେ ପଡି ମାେତେ ପ୍ରଣାମ କରିବ, ତବେେ ତୁମ୍ଭକୁ ମୁଁ ଏସବୁ ଦଇେ ଦବେି।
And saith unto him, All these things will I give thee, if thou wilt fall down and worship me.
10 ଯୀଶୁ ତାକୁ କହିଲେ, ଶୟତାନ, ମାେ ପାଖରୁ ଦୂରହୁଅ। କାରଣ ଶାସ୍ତ୍ର ରେ ଲଖାେଅଛି:
Then saith Jesus unto him, Get thee hence, Satan: for it is written, Thou shalt worship the Lord thy God, and him only shalt thou serve.
11 ତେଣୁ ଶୟତାନ ତାହାଙ୍କୁ ଛାଡି ଗ୍ଭଲିଗଲା, ଏବଂ ତା'ପରେ ସ୍ବର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।
Then the devil leaveth him, and, behold, angels came and ministered unto him.