Matthew 16 - WEB (Oriya)
1 The Pharisees and Sadducees came, and testing him, asked him to show them a sign from heaven.ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସିଲେ। ସମାନେେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସମାନେେ ଯୀଶୁଙ୍କ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋକୁ କହିଲେ, କାରଣ ଯୀଶୁ ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋ ଫଳ ରେ ପ୍ରମାଣିତ ହାଇେ ପାରିବ ଯେ ସେ ପରମେଶ୍ବରଙ୍କ ପାଖରୁ ଆସିଛନ୍ତି।
2 But he answered them, "When it is evening, you say, 'It will be fair weather, for the sky is red.'ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ ସୂର୍ୟ୍ଯାସ୍ତ ସମୟରେ ଆକାଶକୁ ଲାଲରଙ୍ଗ ହାଇେଥିବାର ଦେଖିଲେ କୁହ ଯେ ପାଗ ଭଲ ରହିବ।
3 In the morning, 'It will be foul weather today, for the sky is red and threatening.' Hypocrites! You know how to discern the appearance of the sky, but you can't discern the signs of the times!ତୁମ୍ଭମାନେେ ସୂର୍ େଯ୍ଯାଦୟ ସମୟରେ ଆକାଶକୁ ଲାଲ ରଙ୍ଗର ଓ ମେଘୁଆ ଥିବାର ଦେଖିଲେ କୁହ ଯେ ଆଜି ଝଡ଼ ହବେ। ଏଗୁଡିକ ପାଗର ଲକ୍ଷଣ। ତୁମ୍ଭେ ଏହି ଲକ୍ଷଣଗୁଡିକ ଆକାଶ ରେ ଦେଖ ଓ ସଗେୁଡିକର ଅର୍ଥ ବୁଝ। ସହେିଭଳି ତୁମ୍ଭେ ବର୍ତ୍ତମାନ ଘଟୁଥିବା ଘଟଣାଗୁଡିକୁ ଦେଖୁଛ। ଏଗୁଡିକ ମଧ୍ଯ ଏପ୍ରକାର ଲକ୍ଷଣ। କିନ୍ତୁ ଏଗୁଡିକର ଅର୍ଥ ବୁଝିବାକୁ ତୁମ୍ଭେ ସମର୍ଥ ହାଇେ ପାରୁନ।
4 An evil and adulterous generation seeks after a sign, and there will be no sign given to it, except the sign of the prophet Jonah." He left them, and departed.ମନ୍ଦ ଓ ପାପୀ ଲୋକ ହିଁ ପ୍ରମାଣ ଚିହ୍ନ ସ୍ବରୂପ ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖିବାକୁ ଚାହାଁନ୍ତୁ। ଏଭଳି ଲୋକଙ୍କୁ ୟୂନୁସଙ୍କ ଚ଼ିହ୍ନ ବ୍ଯତୀତ ଅନ୍ୟ କୌଣସି ଚ଼ିହ୍ନ ଦିଆୟିବ ନାହିଁ। ତାପରେ ଯୀଶୁ ସମାନଙ୍କେୁ ସଠାେରେ ଛାଡ଼ି ଚ଼ାଲିଗଲେ।
5 The disciples came to the other side and had forgotten to take bread.ଯୀଶୁଙ୍କ ଶିଷ୍ଯମାନେ ହ୍ରଦର ଅପର ପାଶର୍ବକୁ ଗଲେ। କିନ୍ତୁ ସମାନେେ ସାଙ୍ଗ ରେ ରୋଟୀ ନବୋକୁ ଭୁଲିଗଲେ।
6 Jesus said to them, "Take heed and beware of the yeast of the Pharisees and Sadducees."ଯୀଶୁ ସମାନଙ୍କେୁ କହିଲେ, ସାବଧାନ ରୁହ। ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରରୁ ତୁମ୍ଭମାନଙ୍କୁ ରକ୍ଷା କର।
7 They reasoned among themselves, saying, "We brought no bread."ଶିଷ୍ଯମାନେ ନିଜ ନିଜ ଭିତ ରେ ଏହାର ଅର୍ଥ ବିଷୟ ରେ ଆଲୋଚନା କଲେ। ସମାନେେ କହିଲେ, ବୋଧହୁଏ ଆମ୍ଭେ ରୋଟୀ ନ ଆଣିଥିବାରୁ ସେ ଏପରି କହିଲେ।
8 Jesus, perceiving it, said, "Why do you reason among yourselves, you of little faith, 'because you have brought no bread?'ସମାନେେ ଯାହା କୁହା କୁହି ହେଉଥିଲେ ଯୀଶୁ ତାହା ଜାଣି ପାରିଲେ। ସେ କହିଲେ, ତୁମ୍ଭେ ରୋଟୀ ନଥିବା କଥା କାହିଁକି ତୁମ୍ଭ ଭିତ ରେ କୁହାକୁହି ହେଉଛ? ତୁମ୍ଭର ବିଶ୍ବାସ ଅଳ୍ପ।
9 Don't you yet perceive, neither remember the five loaves for the five thousand, and how many baskets you took up?ଏବେ ସୁଦ୍ଧା ତୁମ୍ଭେ କ'ଣ ବୁଝି ପାରୁନ? ପାଞ୍ଚଟି ରୋଟୀକୁ ପାଞ୍ଚ ହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇ ସାରିବା ପରେ ବଳକା ଅଂଶତକ ତୁମ୍ଭେ ଅନକେ ଟୋକଇେ ରେ ଭର୍ତ୍ତି କରିଥିଲ।
10 Nor the seven loaves for the four thousand, and how many baskets you took up?ସାତଟେି ରୋଟୀକୁ ଚାରିହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇସାରିବା ପରେ ବଳକା ଅଂଶତକ ଅନକେ ଟୋକଇେ ରେ ଭର୍ତ୍ତି କରିଥିବା ବିଷୟ ରେ କହୁ ନଥିଲି?
11 How is it that you don't perceive that I didn't speak to you concerning bread? But beware of the yeast of the Pharisees and Sadducees."ତୁମ୍ଭେ ତାହା କାହିଁକି ବୁଝି ପାରୁନ? ମୁଁ ତୁମ୍ଭକୁ ସାବଧାନ ରହିବାକୁ ଏବଂ ଫାରୂଶୀ ଓ ସାଦ୍ଦୂକୀମାନଙ୍କର କୁପ୍ରଭାବରୁ ଦୂର ରେ ରହିବାକୁ କହୁଛି।
12 Then they understood that he didn't tell them to beware of the yeast of bread, but of the teaching of the Pharisees and Sadducees.ତା'ପରେ ସମାନେେ ଯୀଶୁଙ୍କ କଥାର ଅର୍ଥ ବୁଝିଗଲେ। ରୋଟୀ ରେ ବ୍ଯବହାର କରା ଯାଉଥିବା ଖମୀରର କୁପ୍ରଭାବରୁ ସାବଧାନ ରହିବା ବିଷୟ ରେ ଯୀଶୁ କହୁନଥିଲେ। ମାତ୍ର ଫାରୂଶୀ ଓ ସାଦ୍ଦୂକୀମାନଙ୍କର ଉପଦେଶଠାରୁ ସାବଧାନ ରହିବାକୁ ସେ ସମାନଙ୍କେୁ କହୁଥିଲେ।
13 Now when Jesus came into the parts of Caesarea Philippi, he asked his disciples, saying, "Who do men say that I, the Son of Man, am?"ଯୀଶୁ କାଇସରିଯା ଫିଲିପ୍ପୀ ଅଞ୍ଚଳକୁ ଆସିବା ପରେ ଶିଷ୍ଯମାନଙ୍କୁ କହିଲେ, ମୁଁ ହେଉଛି ମନୁଷ୍ଯପୁତ୍ର ମୁଁ କିଏ ବୋଲି ଲୋକେ ମାେ ବିଷୟ ରେ କ'ଣ କହୁଛନ୍ତି?
14 They said, "Some say John the Baptizer, some, Elijah, and others, Jeremiah, or one of the prophets."ଶିଷ୍ଯମାନେ ଉତ୍ତର ଦେଲେ, କେତକେ ଆପଣଙ୍କୁ ବାପ୍ତିଜକ ଯୋହନ ବୋଲି କହୁଛନ୍ତି ତ କେତକେ ଏଲିୟ ବୋଲି କହୁଛନ୍ତି। ଅନ୍ୟମାନେ ଆପଣଙ୍କୁ ୟିରିମିୟ ବା ଭବିଷ୍ଯଦ୍ବକ୍ତା ମାନଙ୍କ ମଧ୍ଯରୁ ଜଣେ ବୋଲି କହୁଛନ୍ତି।
15 He said to them, "But who do you say that I am?"ଯୀଶୁ କହିଲେ, ମୁଁ କିଏ ବୋଲି ତୁମ୍ଭେ କ'ଣ କହୁଛ?
16 Simon Peter answered, "You are the Christ, the Son of the living God."ଶିମାନେ ପିତର ଉତ୍ତର ଦେଲେ, ଆପଣ ହେଉଛନ୍ତି ଖ୍ରୀଷ୍ଟ। ଜୀବନ୍ତ ପରମେଶ୍ବରଙ୍କ ପୁତ୍ର।
17 Jesus answered him, "Blessed are you, Simon Bar Jonah, for flesh and blood has not revealed this to you, but my Father who is in heaven.ଉତ୍ତର ରେ ଯୀଶୁ କହିଲେ, ହେ ଶିମାନେ! ୟୂନସଙ୍କ ପୁତ୍ର! ତୁମ୍ଭେ ଧନ୍ଯ! ଏକଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମାେ ସ୍ବର୍ଗୀୟ ପିତା ତୁମ୍ଭକୁ ଏକଥା ଶିଖାଇଛନ୍ତି।
18 I also tell you that you are Peter,{Peter's name, Petros in Greek, is the word for a specific rock or stone.} and on this rock{Greek, petra, a rock mass or bedrock.} I will build my assembly, and the gates of Hades will not prevail against it.ମୁଁ ମଧ୍ଯ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମାରେ ମଣ୍ଡଳୀ ତୋଳିବି। ମୃତ୍ଯୁଶକ୍ତି ମାରେ ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହାଇପୋରିବ ନାହିଁ।
19 I will give to you the keys of the Kingdom of Heaven, and whatever you bind on earth will be bound in heaven; and whatever you release on earth will be released in heaven."ସ୍ବର୍ଗରାଜ୍ଯର ଚାବିଗୁଡ଼ିକ ମୁଁ ତୁମ୍ଭକୁ ଦବେି। ତେଣୁ ଏ ପୃଥିବୀ ରେ ଯେତବେେଳେ ତୁମ୍ଭେ ନ୍ଯାୟବିଗ୍ଭର କରିବ, ସହେି ନ୍ଯାୟ ବିଗ୍ଭର ପରମେଶ୍ବରଙ୍କର ନ୍ଯାୟ ବିଗ୍ଭର ହବେ। ଏ ପୃଥିବୀ ରେ ଯେତବେେଳେ ତୁମ୍ଭେ କ୍ଷମା ଦବେ, ସହେି କ୍ଷମା ପରମେଶ୍ବରଙ୍କର କ୍ଷମା ହବେ।
20 Then he charged the disciples that they should tell no one that he is Jesus the Christ.ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, ସେ ଯେ ଖ୍ରୀଷ୍ଟ ଅଟନ୍ତି କାହାକୁ ନ କହିବା ପାଇଁ।
21 From that time, Jesus began to show his disciples that he must go to Jerusalem and suffer many things from the elders, chief priests, and scribes, and be killed, and the third day be raised up.ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ୟିରୂଶାଲମକୁ ଯିବେ। ସଠାେରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ବାରା ସେ ଅନକେ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ଯୁରୁ ତୃତୀୟ ଦିନ ପୁନର୍ଜୀବିତ ହବେେ।
22 Peter took him aside, and began to rebuke him, saying, "Far be it from you, Lord! This will never be done to you."ତା'ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, ହେ ପ୍ରଭୁ! ପରମେଶ୍ବର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନଘଟୁ।
23 But he turned, and said to Peter, "Get behind me, Satan! You are a stumbling-block to me, for you are not setting your mind on the things of God, but on the things of men."ଯୀଶୁ ବୁଲିପଡି ପିତରଙ୍କୁ କହିଲେ, ଶୟତାନ! ମାେ ପାଖରୁ ଚାଲିଯାଅ। ତୁମ୍ଭେ ମାେ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ବରଙ୍କ ନିୟମକୁ ଖାତିର୍ କରୁନାହଁ। ଲୋକମାନେ ଯାହାକୁ ସହତ୍ତ୍ବପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭମାନେେ ମଧ୍ଯ ସହେିଭଳି ଭାବୁଛ।
24 Then Jesus said to his disciples, "If anyone desires to come after me, let him deny himself, and take up his cross, and follow me.ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଯଦି କହେି ଲୋକ ମାରେ ଅନୁସରଣ କରିବାକୁ ଇଚ୍ଛା କରୁଛି ତବେେ ସେ ନିଜ ବିଷୟ ରେ ଭୂଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କୃଶ ବହନ କରୁ। ତା'ପରେ ସେ ମାରେ ଅନୁସରଣ କରିବା ଉଚିତ।
25 For whoever desires to save his life will lose it, and whoever will lose his life for my sake will find it.ଯେଉଁ ଲୋକ ତା ନିଜ ଜୀବନ ରକ୍ଷା କରିବାକୁ ଚାହୁଁଥିବ, ସେ ଏହାକୁ ହ ରଇେ ବସିବ। ମାେ ପାଇଁ ଜୀବନ ଦେଉଥିବା ପ୍ରେତ୍ୟକକ ଲୋକ ଏହାକୁ ରକ୍ଷା କରିବ।
26 For what will it profit a man, if he gains the whole world, and forfeits his life? Or what will a man give in exchange for his life?ଯଦି ଜଣେ ଲୋକ ନିଜ ଆତ୍ମାକୁ ହ ରଇେ ସାରା ସଂସାର ପାଏ, ତବେେ ସେଥି ରେ ତାହାର କି ଲାଭ ହବେ? ନିଜର ଆତ୍ମାକୁ ଥରେ ହ ରଇେ ପୁଣି ଥରେ କିଣିବା ପାଇଁ କହେି କବେେ ହେଲେ । ୟଥେଷ୍ଟ ଧନ ଦଇେ ପାରିବନାହିଁ।
27 For the Son of Man will come in the glory of his Father with his angels, and then he will render to everyone according to his deeds.ମନୁଷ୍ଯପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ବର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ଯପୁତ୍ର ପ୍ରେତ୍ୟକକ ଲୋକକୁ ତାର କର୍ମ ଅନୁସାରେ ଫଳ ଦବେେ।
28 Most assuredly I tell you, there are some standing here who will in no way taste of death, until they see the Son of Man coming in his Kingdom."ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ କେତକେ ଲୋକ ଠିଆ ହାଇେଛନ୍ତି, ଯେଉଁମାନେ ସମାନଙ୍କେ ମୃତ୍ଯୁ ପୂର୍ବରୁ ମନୁଷ୍ଯ ପୁତ୍ରଙ୍କୁ ତାହାଙ୍କ ରାଜ୍ଯ ସହିତ ଆସୁଥିବାର ଦେଖିବେ।
Oriya Bible