Mark 4

fullscreen26 ଯୀଶୁ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ, ଜମି ରେ ବୀଜ ବୁଣୁଥିବା ଲୋକଟିଏ ଭଳି।

fullscreen27 ବୀଜରୁ ଅଙ୍କୁର ବାହାରି ଦିନରାତି ବଢିବାକୁ ଲାଗେ। ସହେି ଲୋକ ଦିନ ରେ ଚଇେଁଥାଉ କି ରାତି ରେ ଶାଇେଥାଉ, ସେଥି ରେ କିଛି ଯାଏ ଆ ସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢି ଚାଲୁଥାଏ। ସହେ ଲୋକ ଜାଣିପା ରେ ନାହିଁ ଯେ ଅଙ୍କୁରଟି କିପରି ବଢୁଛି।

fullscreen28 କାହାରି ସାହାୟ୍ଯ ବିନା ଭୂମି ଆପେ ଆପେ ଶସ୍ଯ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା ପରେ କେଣ୍ଡା ହୁଏ। ତା'ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ଯ ହୁଏ,

fullscreen29 ଯେତବେେଳେ ଶସ୍ଯ ପାଚିଯାଏ, ସେତବେେଳେ ସହେି ଲୋକ ଦାଆ ନଇେ ତାକୁ କାଟେ। କାରଣ ଏହାହିଁ ଅମଳ କରିବାର ଉପୟୁକ୍ତ ସମୟ।

fullscreen30 ସେ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ ସଂପର୍କ ରେ କ'ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ଯମ ରେ ଏହା ବୁଝାଇବି?

fullscreen31 ପରମେଶ୍ବରଙ୍କ ରାଜ୍ଯ ଗୋଟିଏ ସୋରି। ଦାନା ଭଳି। ଏହି ସୋରି। ଦାନା, ତୁମ୍ଭେ ଜମି ରେ ବୁଣୁଥିବା ବୀଜଗୁଡିକ ଭିତ ରେ ସବୁଠାରୁ ଛଟେ।

fullscreen32 କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢି ତୁମ୍ଭ ବଗିଚାର ଅନ୍ୟ ଗଛମାନଙ୍କ ଭିତ ରେ ସବୁଠାରୁ ବଡ ହାଇଯୋଏ। ତା'ର ଶାଖା ଗୁଡିକ ବଡ ହାଇଯୋଏ। ପକ୍ଷୀମାନେ ଆସି ତା ଛାଇ ରେ ବସା ବାନ୍ଧି ରହନ୍ତି।

fullscreen33 ଯୀଶୁ ଏହି ଭଳି ଅନକେ ଦୃଷ୍ଟାନ୍ତ ମାଧ୍ଯମ ରେ ସମାନଙ୍କେୁ ଉପଦେଶ ପ୍ରଦାନ କରୁଥିଲେ। ସମାନଙ୍କେର ବୁଝି ପାରିବା କ୍ଷମତା ଅନୁସାରେ ଯୀଶୁ ସମାନଙ୍କେୁ କହୁଥିଲେ।

fullscreen34 ଯୀଶୁ ଲୋକଙ୍କୁ ଉପଦେଶ ଦଲୋ ବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରଯୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ଯମାନେ ଏକୁଟିଆ ଥିବା ବେଳେ, ଯୀଶୁ ସମାନଙ୍କେୁ ସବୁଗୁଡିକର ଅର୍ଥ ସ୍ପଷ୍ଟ ଭାବରେ ବୁଝଇେ ଦେଉଥିଲେ।

fullscreen35 ସହେିଦିନ ସନ୍ଧ୍ଯା ବେଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଚାଲ, ଆର ପଟକୁ ୟିବା।

fullscreen36 ତେଣୁ ସମାନେେ ସବୁ ଲୋକଙ୍କୁ ସଠାେରେ ଛାଡି ଦେଲେ। ଯେଉଁ ଡଙ୍ଗା ରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ଯମାନେ ମଧ୍ଯ ଯାଇ ସେଥି ରେ ବସିଲେ। ସଠାେରେ ଅନ୍ୟ ଡଙ୍ଗାଗୁଡିକ ମଧ୍ଯ ଥିଲା।

fullscreen37 ତା'ପରେ ହ୍ରଦ ରେ ଗୋଟିଏ ଭୟଙ୍କର ଝଡ ସୃଷ୍ଟି ହେଲା। ଡଙ୍ଗା ଆଡକୁ ଢେଉ ମାଡି ଆସିଲା। ଡଙ୍ଗା ରେ ପାଣି ପ୍ରାୟ ଭର୍ତ୍ତି ହାଇଗେଲା।

fullscreen38 ଯୀଶୁ ଡଙ୍ଗା ଭିତ ରେ ପଛ ମଙ୍ଗ ରେ ଗୋଟିଏ ତକିଆ ରେ ମୁଣ୍ଡ ଦଇେ ଶାଇେ ପଡିଥିଲେ। ତାହାଙ୍କ ଶିଷ୍ଯମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସମାନେେ କହିଲେ, ଗୁରୁ, ତୁମ୍ଭେ କ'ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡିୟିବା।

fullscreen39 ଯୀଶୁ ଉଠି ପଡିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, ଶାନ୍ତ ହୁଅ, ସ୍ଥିର ହୁଅ। ତା'ପରେ ଝଡ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା।

fullscreen40 ତା'ପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେେ କାହିଁକି ଭୟ କରୁଛ? ଏ ପର୍ୟ୍ଯନ୍ତ କ'ଣ ତୁମ୍ଭମାନଙ୍କର ବିଶ୍ବାସ ହାଇନୋହିଁ?

fullscreen41 ସମାନେେ କିନ୍ତୁ ବହୁତ ଡରି ଯାଇଥିଲେ। ସମାନେେ ନିଜ ଭିତ ରେ ପଚରା ଉଚରା ହେଲେ, ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ଯ ତାହାଙ୍କୁ ମାନୁଛନ୍ତି।

26 And he said, So is the kingdom of God, as if a man should cast seed into the ground;

27 And should sleep, and rise night and day, and the seed should spring and grow up, he knoweth not how.

28 For the earth bringeth forth fruit of herself; first the blade, then the ear, after that the full corn in the ear.

29 But when the fruit is brought forth, immediately he putteth in the sickle, because the harvest is come.

30 And he said, Whereunto shall we liken the kingdom of God? or with what comparison shall we compare it?

31 It is like a grain of mustard seed, which, when it is sown in the earth, is less than all the seeds that be in the earth:

32 But when it is sown, it groweth up, and becometh greater than all herbs, and shooteth out great branches; so that the fowls of the air may lodge under the shadow of it.

33 And with many such parables spake he the word unto them, as they were able to hear it.

34 But without a parable spake he not unto them: and when they were alone, he expounded all things to his disciples.

35 And the same day, when the even was come, he saith unto them, Let us pass over unto the other side.

36 And when they had sent away the multitude, they took him even as he was in the ship. And there were also with him other little ships.

37 And there arose a great storm of wind, and the waves beat into the ship, so that it was now full.

38 And he was in the hinder part of the ship, asleep on a pillow: and they awake him, and say unto him, Master, carest thou not that we perish?

39 And he arose, and rebuked the wind, and said unto the sea, Peace, be still. And the wind ceased, and there was a great calm.

40 And he said unto them, Why are ye so fearful? how is it that ye have no faith?

41 And they feared exceedingly, and said one to another, What manner of man is this, that even the wind and the sea obey him?

Mark 4 in Tamil and English

26 ଯୀଶୁ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ, ଜମି ରେ ବୀଜ ବୁଣୁଥିବା ଲୋକଟିଏ ଭଳି।
And he said, So is the kingdom of God, as if a man should cast seed into the ground;

27 ବୀଜରୁ ଅଙ୍କୁର ବାହାରି ଦିନରାତି ବଢିବାକୁ ଲାଗେ। ସହେି ଲୋକ ଦିନ ରେ ଚଇେଁଥାଉ କି ରାତି ରେ ଶାଇେଥାଉ, ସେଥି ରେ କିଛି ଯାଏ ଆ ସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢି ଚାଲୁଥାଏ। ସହେ ଲୋକ ଜାଣିପା ରେ ନାହିଁ ଯେ ଅଙ୍କୁରଟି କିପରି ବଢୁଛି।
And should sleep, and rise night and day, and the seed should spring and grow up, he knoweth not how.

28 କାହାରି ସାହାୟ୍ଯ ବିନା ଭୂମି ଆପେ ଆପେ ଶସ୍ଯ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା ପରେ କେଣ୍ଡା ହୁଏ। ତା'ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ଯ ହୁଏ,
For the earth bringeth forth fruit of herself; first the blade, then the ear, after that the full corn in the ear.

29 ଯେତବେେଳେ ଶସ୍ଯ ପାଚିଯାଏ, ସେତବେେଳେ ସହେି ଲୋକ ଦାଆ ନଇେ ତାକୁ କାଟେ। କାରଣ ଏହାହିଁ ଅମଳ କରିବାର ଉପୟୁକ୍ତ ସମୟ।
But when the fruit is brought forth, immediately he putteth in the sickle, because the harvest is come.

30 ସେ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ ସଂପର୍କ ରେ କ'ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ଯମ ରେ ଏହା ବୁଝାଇବି?
And he said, Whereunto shall we liken the kingdom of God? or with what comparison shall we compare it?

31 ପରମେଶ୍ବରଙ୍କ ରାଜ୍ଯ ଗୋଟିଏ ସୋରି। ଦାନା ଭଳି। ଏହି ସୋରି। ଦାନା, ତୁମ୍ଭେ ଜମି ରେ ବୁଣୁଥିବା ବୀଜଗୁଡିକ ଭିତ ରେ ସବୁଠାରୁ ଛଟେ।
It is like a grain of mustard seed, which, when it is sown in the earth, is less than all the seeds that be in the earth:

32 କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢି ତୁମ୍ଭ ବଗିଚାର ଅନ୍ୟ ଗଛମାନଙ୍କ ଭିତ ରେ ସବୁଠାରୁ ବଡ ହାଇଯୋଏ। ତା'ର ଶାଖା ଗୁଡିକ ବଡ ହାଇଯୋଏ। ପକ୍ଷୀମାନେ ଆସି ତା ଛାଇ ରେ ବସା ବାନ୍ଧି ରହନ୍ତି।
But when it is sown, it groweth up, and becometh greater than all herbs, and shooteth out great branches; so that the fowls of the air may lodge under the shadow of it.

33 ଯୀଶୁ ଏହି ଭଳି ଅନକେ ଦୃଷ୍ଟାନ୍ତ ମାଧ୍ଯମ ରେ ସମାନଙ୍କେୁ ଉପଦେଶ ପ୍ରଦାନ କରୁଥିଲେ। ସମାନଙ୍କେର ବୁଝି ପାରିବା କ୍ଷମତା ଅନୁସାରେ ଯୀଶୁ ସମାନଙ୍କେୁ କହୁଥିଲେ।
And with many such parables spake he the word unto them, as they were able to hear it.

34 ଯୀଶୁ ଲୋକଙ୍କୁ ଉପଦେଶ ଦଲୋ ବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରଯୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ଯମାନେ ଏକୁଟିଆ ଥିବା ବେଳେ, ଯୀଶୁ ସମାନଙ୍କେୁ ସବୁଗୁଡିକର ଅର୍ଥ ସ୍ପଷ୍ଟ ଭାବରେ ବୁଝଇେ ଦେଉଥିଲେ।
But without a parable spake he not unto them: and when they were alone, he expounded all things to his disciples.

35 ସହେିଦିନ ସନ୍ଧ୍ଯା ବେଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଚାଲ, ଆର ପଟକୁ ୟିବା।
And the same day, when the even was come, he saith unto them, Let us pass over unto the other side.

36 ତେଣୁ ସମାନେେ ସବୁ ଲୋକଙ୍କୁ ସଠାେରେ ଛାଡି ଦେଲେ। ଯେଉଁ ଡଙ୍ଗା ରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ଯମାନେ ମଧ୍ଯ ଯାଇ ସେଥି ରେ ବସିଲେ। ସଠାେରେ ଅନ୍ୟ ଡଙ୍ଗାଗୁଡିକ ମଧ୍ଯ ଥିଲା।
And when they had sent away the multitude, they took him even as he was in the ship. And there were also with him other little ships.

37 ତା'ପରେ ହ୍ରଦ ରେ ଗୋଟିଏ ଭୟଙ୍କର ଝଡ ସୃଷ୍ଟି ହେଲା। ଡଙ୍ଗା ଆଡକୁ ଢେଉ ମାଡି ଆସିଲା। ଡଙ୍ଗା ରେ ପାଣି ପ୍ରାୟ ଭର୍ତ୍ତି ହାଇଗେଲା।
And there arose a great storm of wind, and the waves beat into the ship, so that it was now full.

38 ଯୀଶୁ ଡଙ୍ଗା ଭିତ ରେ ପଛ ମଙ୍ଗ ରେ ଗୋଟିଏ ତକିଆ ରେ ମୁଣ୍ଡ ଦଇେ ଶାଇେ ପଡିଥିଲେ। ତାହାଙ୍କ ଶିଷ୍ଯମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସମାନେେ କହିଲେ, ଗୁରୁ, ତୁମ୍ଭେ କ'ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡିୟିବା।
And he was in the hinder part of the ship, asleep on a pillow: and they awake him, and say unto him, Master, carest thou not that we perish?

39 ଯୀଶୁ ଉଠି ପଡିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, ଶାନ୍ତ ହୁଅ, ସ୍ଥିର ହୁଅ। ତା'ପରେ ଝଡ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା।
And he arose, and rebuked the wind, and said unto the sea, Peace, be still. And the wind ceased, and there was a great calm.

40 ତା'ପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ତୁମ୍ଭମାନେେ କାହିଁକି ଭୟ କରୁଛ? ଏ ପର୍ୟ୍ଯନ୍ତ କ'ଣ ତୁମ୍ଭମାନଙ୍କର ବିଶ୍ବାସ ହାଇନୋହିଁ?
And he said unto them, Why are ye so fearful? how is it that ye have no faith?

41 ସମାନେେ କିନ୍ତୁ ବହୁତ ଡରି ଯାଇଥିଲେ। ସମାନେେ ନିଜ ଭିତ ରେ ପଚରା ଉଚରା ହେଲେ, ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ଯ ତାହାଙ୍କୁ ମାନୁଛନ୍ତି।
And they feared exceedingly, and said one to another, What manner of man is this, that even the wind and the sea obey him?