Bible

Luke 19 - YLT (Oriya)

1 And having entered, he was passing through Jericho,ଯୀଶୁ ଯିରୀହାେ ନଗର ଦଇେ ଯାଉଥିଲେ।

2 and lo, a man, by name called Zaccheus, and he was a chief tax-gatherer, and he was rich,ଯୀରୀହୋ ରେ ଜଖିୟ ବୋଲି ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଆଦାୟକାରୀ ଥିଲେ ଓ ସେ ବହୁତ ଧନୀ ଥିଲେ।

3 and he was seeking to see Jesus, who he is, and was not able for the multitude, because in stature he was small,ସେ ଯୀଶୁଙ୍କୁ ଦେଖିବାକୁ ଚାହୁଁଥିଲେ। ଆହୁରି ମଧ୍ଯ ଅନକେ ଲୋକ ଯୀଶୁଙ୍କୁ ଦେଖିବାକୁ ଚାହୁଁଥିଲେ। ଜଖିୟ ଏତେ ବାଙ୍ଗରା ଥିଲେ ଯେ, ଲୋକଙ୍କ ଭିତ ରେ ଥାଇ ଯୀଶୁଙ୍କୁ ଦେଖି ପାରିବା ସମ୍ଭବ ନଥିଲା।

4 and having run forward before, he went up on a sycamore, that he may see him, because through that `way' he was about to pass by.ତେଣୁ ଯେଉଁବାଟେ ଯୀଶୁ ଆସିବେ ବୋଲି ସେ ଜାଣିଥିଲେ, ସଭେଳି ଗୋଟିଏ ସ୍ଥାନକୁ ସେ ଦୌଡିଗଲେ। ଯୀଶୁଙ୍କୁ ଦେଖି ପାରିବା ପାଇଁ ସେ ଗୋଟିଏ ଡିମ୍ବିରି ଗଛ ରେ ଚଢିଗଲେ।

5 And as Jesus came up to the place, having looked up, he saw him, and said unto him, `Zaccheus, having hastened, come down, for to-day in thy house it behoveth me to remain;'ଯୀଶୁ ସହେି ସ୍ଥାନକୁ ଆସିଲେ। ସେ ଉପରକୁ ଚାହିଁଲେ, ସେ ଜଖିୟଙ୍କୁ ଗଛ ଉପରେ ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, ଜଖିୟ! ଶୀଘ୍ର ତଳକୁ ଆସ, ମୁଁ ଆଜି ନିଶ୍ଚୟ ତୁମ୍ଭ ଘ ରେ ରହିବି।

6 and he having hastened did come down, and did receive him rejoicing;ତା'ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ଯନ୍ତ ଖୁସି ରେ ସେ ଯୀଶୁଙ୍କୁ ନିଜ ଘ ରେ ସ୍ବାଗତ କଲେ।

7 and having seen `it', they were all murmuring, saying -- `With a sinful man he went in to lodge!'ସମସ୍ତେ ଏକଥା ଦେଖିଲେ। ସମାନେେ ଅଭିଯୋଗ କରିବାକୁ ଆରମ୍ଭ କଲେ, ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।

8 And Zaccheus having stood, said unto the Lord, `Lo, the half of my goods, sir, I give to the poor, and if of any one anything I did take by false accusation, I give back fourfold.'ଜଖିୟ ପ୍ରଭୁଙ୍କୁ କହିଲେ, ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମାେ ଧନର ଅଧା ଗରିବଙ୍କୁ ବାଣ୍ଟି ଦବେି। ମୁଁ ଯଦି କାହାରିକୁ ଠକିଥାଏ, ତବେେ ସହେି ଲୋକକୁ ଚାରିଗୁଣ ଧନ ଫରୋଇ ଦବେି।

9 And Jesus said unto him -- `To-day salvation did come to this house, inasmuch as he also is a son of Abraham;ଯୀଶୁ କହିଲେ, ଏ ଲୋକଟି ପ୍ରକୃତ ରେ ଜଣେ ଭଲ ମଣିଷ। ସେ ଅବ୍ରହାମଙ୍କର ଉପୟୁକ୍ତ ସନ୍ତାନ। ତେଣୁ ଆଜି ସେ ନିଜ ପାପରୁ ଉଦ୍ଧାର ପାଇଗଲେ।

10 for the Son of Man came to seek and to save the lost.'ମନୁଷ୍ଯପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖାଜେିବାକୁ ଓ ସମାନଙ୍କେୁ ରକ୍ଷା କରିବାକୁ ଆସିଛନ୍ତି।

11 And while they are hearing these things, having added he spake a simile, because of his being nigh to Jerusalem, and of their thinking that the reign of God is about presently to be made manifest.ଯୀଶୁ ୟିରୂଶାଲମର ପାଖାପାଖି ଆସିଗଲେ। କେତକେ ଲୋକ ଭବିଲେ ଯେ ପରମେଶ୍ବରଙ୍କ ରାଜ୍ଯ ଶୀଘ୍ର ଆସିୟିବ।

12 He said therefore, `A certain man of birth went on to a far country, to take to himself a kingdom, and to return,ଲୋକମାନେ ଏହି କଥା ଭାବୁଥିବା ଯୀଶୁ ଜାଣି ପାରିଲେ। ତେଣୁ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: ଜଣେ ଅତି ମାନ୍ଯଗଣ୍ଯ ବ୍ଯକ୍ତି ରାଜା ହବୋ ପାଇଁ କୌଣସି ଏକ ଦ୍ବର ରାଜ୍ଯକୁ ୟିବାକୁ ପ୍ରସ୍ତୁତ ହେଉଥିଲେ। ତା'ପରେ ସେ ଫରେିଆସି ନିଜ ଲୋକମାନଙ୍କ ଉପରେ ଶାସନ କରିବାକୁ ଯୋଜନା କଲେ।

13 and having called ten servants of his own, he gave to them ten pounds, and said unto them, Do business -- till I come;ସେ ନିଜର ଦଶ ଜଣ ଚାକରଙ୍କୁ ଡାକିଲେ। ସେ ପ୍ରେତ୍ୟକକ ଚାକରଙ୍କୁ ଗୋଟିଏ ଗୋଟିଏ ଟଙ୍କା ଥଳି ଦେଲେ। ସେ କହିଲେ, 'ମୁଁ ଫରେିବା ପର୍ୟ୍ଯନ୍ତ ଏହି ଟଙ୍କା ରେ ବ୍ଯବସାୟ କର।'

14 and his citizens were hating him, and did send an embassy after him, saying, We do not wish this one to reign over us.ସହେି ବ୍ଯକ୍ତିଙ୍କୁ ସେ ରାଜ୍ଯର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସମାନେେ ତାହାଙ୍କ ପଛ ରେ ଦଳେ ଲୋକଙ୍କୁ ସଠାେକୁ ପଠାଇଲେ। ସଠାେକୁ ଯାଇ ଏହି ଦଳର ଲୋକମାନେ କହିଲେ, 'ଆମ୍ଭେ ଚାହୁଁନା ଯେ, ସହେି ବ୍ଯକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।'

15 `And it came to pass, on his coming back, having taken the kingdom, that he commanded these servants to be called to him, to whom he gave the money, that he might know what any one had done in business.ତଥାପି ସେ ରାଜା ହାଇଗେଲେ। ତା'ପରେ ସେ ଘରକୁ ଫରେି ଆସିଲେ। ତା'ପରେ ସେ କହିଲେ, ' ଯେଉଁ ଚାକରମାନଙ୍କୁ ମୁଁ ମାରେଟଙ୍କା ଦଇେଥିଲି ସମାନଙ୍କେୁ ଡାକ, ମୁଁ ଜାଣିବାକୁ ଚାହୁଁଛି ଯେ, ସହେି ଟଙ୍କା ରେ ସମାନେେ ଆଉ କେତେ ଅଧିକ ଲାଭ କରିଛନ୍ତି।'

16 `And the first came near, saying, Sir, thy pound did gain ten pounds;ପ୍ରଥମେ ଚାକର ଜଣକ ଆସି କହିଲା, 'ଆଜ୍ଞା, ଆପଣ ମାେତେ ଦଇେଥିବା ଟଙ୍କା ଥଳିଟିକୁ ବ୍ଯବହାର କରି ମୁଁ ଦଶ ଥଳି ଅଧିକ ଟଙ୍କା ଅର୍ଜନ କରିଛି।'

17 and he said to him, Well done, good servant, because in a very little thou didst become faithful, be having authority over ten cities.ରାଜା ଚାକରମାନଙ୍କୁ କହିଲେ, ବହୁତ ଭଲ କଥା। ତୁମ୍ଭେ ଜଣେ ଭଲ ଚାକର। ତୁମ୍ଭକୁ େଛାଟ େଛାଟ ବିଷୟ ରେ ବିଶ୍ବାସ କରାଯାଇ ପାରିବ ବୋଲି ମୁଁ ଜାଣୁଛି। ତେଣୁ ମୁଁ ତୁମ୍ଭକୁ ମାରେ ଦଶଟି ନଗର ଶାସନକରିବାକୁ ଦବେି।'

18 `And the second came, saying, Sir, thy pound made five pounds;ଦ୍ବିତୀୟ ଚାକରଟି ଆସିଲା ଓ କହିଲା, 'ଆଜ୍ଞା, ଆପଣ ଦଇେଥିବା ଟଙ୍କାଥଳିକୁ ବ୍ଯବହାର କରି ପାଞ୍ଚଥଳି ଟଙ୍କା ଅର୍ଜ୍ବନ କରିଛି।'

19 and he said also to this one, And thou, become thou over five cities.ରାଜା ସହେି ଚାକରଟିକୁ କହିଲେ, 'ତୁମ୍ଭେ ପାଞ୍ଚଟି ନଗର ଉପରେ ଶାସନ କରିବ।'

20 `And another came, saying, Sir, lo, thy pound, that I had lying away in a napkin;ତା'ପରେ ଅନ୍ୟ ଚାକରଟି ଭିତରକୁ ଆସିଲା। ସେ ରାଜାଙ୍କୁ କହିଲା, 'ଆଜ୍ଞା, ଏହି ଆପଣଙ୍କ ଟଙ୍କା ଥଳି। ମୁଁ ଖଣ୍ଡେ କନା ରେ ଏହାକୁ ଗୁଡାଇ ରଖିଥିଲି।

21 for I was afraid of thee, because thou art an austere man; thou takest up what thou didst not lay down, and reapest what thou didst not sow.ଆପଣ ଜଣେ କଠାେର ବ୍ଯକ୍ତି ହାଇେଥିବାରୁ ମୁଁ ଆପଣଙ୍କୁ ଭୟ କରିଥିଲି। ଏପରିକି ଆପଣ ନିଜେ ଅର୍ଜ୍ବନ କରି ନଥିବା ଟଙ୍କା ନଇେଥା'ନ୍ତି ଓ ନିଜେ ଉତ୍ପନ୍ନ କରି ନଥିବା ଖାଦ୍ୟଶସ୍ଯ ସଂଗ୍ରହ କରିଥା'ନ୍ତି।'

22 `And he saith to him, Out of thy mouth I will judge thee, evil servant: thou knewest that I am an austere man, taking up what I did not lay down, and reaping what I did not sow!ତା'ପରେ ରାଜା ସହେି ଚାକରକୁ କହିଲେ, 'ତୁମ୍ଭେ ଜଣେ ଦୁଷ୍ଟ ଚାକର। ତୁମ୍ଭେ ମାେ ପ୍ରତି ବ୍ଯବହାର କରିଥିବା ଭାଷା ରେ ମୁଁ ତୁମ୍ଭରି ବିଚାର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠାେର ବ୍ଯକ୍ତି। ପୁଣି କହିଛ ଯେ ମୁଁ ଅର୍ଜ୍ବନ ନକରି ଟଙ୍କା ନିଏ ଓ ଉତ୍ପନ୍ନ ନକରି ମଧ୍ଯ ଖାଦ୍ୟଶସ୍ଯ ସଂଗ୍ରହ କରେ।'

23 and wherefore didst thou not give my money to the bank, and I, having come, with interest might have received it?ଯଦି ଏକଥା ସତ୍ଯ, ତବେେ ତୁମ୍ଭେ ମାେ ଟଙ୍କା ବ୍ଯାଙ୍କ ରେ ଜମା ରଖିପାରିଥା'ନ୍ତତା' ହେଲେ ମୁଁ ଫରେି ଆସିଲା ବଳକେୁ ମାେ ଟଙ୍କା ରେ କିଛି ସୁଧ ଅର୍ଜ୍ଜନ କରାଯାଇ ପାରିଥାଆନ୍ତା ା

24 `And to those standing by he said, Take from him the pound, and give to him having the ten pounds --ସଠାେରେ ରହି ଏସବୁ ଦେଖୁଥିବା ଲୋକମାନଙ୍କୁ ରାଜା କହିଲେ, 'ଏ ଚାକର ପାଖରୁ ଟଙ୍କା ଥଳିଟି ନଇେ ଯାଇ ଦଶ ଥଳି ଟଙ୍କା ଅର୍ଜନ କରିଥିବା ଚାକରକୁ ଦଇଦେିଅ।

25 (and they said to him, Sir, he hath ten pounds) --ଲୋକମାନେ ରାଜାଙ୍କୁ କହିଲେ, କିନ୍ତୁ ଆଜ୍ଞା, ସେ ଚାକରଟି ପାଖ ରେ ତ ଆଗରୁ ଦଶଥଳି ଟଙ୍କା ଅଛି।'

26 for I say to you, that to every one having shall be given, and from him not having, also what he hath shall be taken from him,ରାଜା କହିଲେ, 'ଯଦି ଜଣେ ବ୍ଯକ୍ତି ତା' ପାଖ ରେ ଯାହା ଅଛି ତାହାର ବ୍ଯବହାର କରେ ତବେେ ସେ ଆହୁରି ଅଧିକ ପାଇବ। କିନ୍ତୁ ଯେଉଁ ବ୍ଯକ୍ତି ତା ପାଖ ରେ ଯେତିକି ଅଛି, ତାହା ବ୍ଯବହାର କରନେି ତା'ଠାରୁ ତାହା ମଧ୍ଯ ଛଡଇେ ନିଆୟିବ।

27 but those my enemies, who did not wish me to reign over them, bring hither and slay before me.'ବର୍ତ୍ତମାନ ମାରେଶତୃମାନେ କାହାଁନ୍ତି? ମୁଁ ସମାନଙ୍କେର ରାଜା ନହୁଏ ବୋଲି ଯେଉଁମାନେ ଚାହୁଁଥିଲେ। ସମାନେେ କାହାଁନ୍ତି? ମାେ ଶତୃମାନଙ୍କୁ ଏଠାକୁ ଆଣ। ସମାନଙ୍କେୁ ମାେ ଆଖି ଆଗ ରେ ମାରିଦିଅ।'

28 And having said these things, he went on before, going up to Jerusalem.ଯୀଶୁ ଏସବୁ କହିସାରିବା ପରେ ୟିରୂଶାଲମ ଆଡକୁ ଯାତ୍ରା ଆରମ୍ଭ କଲେ।

29 And it came to pass, as he came nigh to Bethphage and Bethany, unto the mount called of the Olives, he sent two of his disciples,ଜୀତ ପର୍ବତ ପାଖ ବେଥ୍ଫାଗୀ ଓ ବେଥନିଆ ନଗର ପାଖକୁ ଯୀଶୁ ଆସିଗଲେ। ଯୀଶୁ ନିଜର ଦୁଇ ଜଣ ଶିଷ୍ଯଙ୍କୁ ଏହା କହି ପଠାଇଲେ,

30 having said, Go away to the village over-against, in which, entering into, ye shall find a colt bound, on which no one of men did ever sit, having loosed it, bring `it';ଆଗ ରେ ଯେଉଁ ଗାଁ ଦଖାଯାେଉଛି, ସଠାେକୁ ଯାଅ। ତୁମ୍ଭମାନେେ ଗାଁ ରେ ପଶିବା ମାତ୍ ରେ ସଠାେରେ ଗୋଟିଏ ଗଧଛୁଆ ବନ୍ଧା ହାଇେଥିବାର ଦେଖିବ। ସହେି ଗଧ ଉପରେ କହେି କବେେ ହେଲେ ଚଢି ନଥିବେ। ତାକୁ ଖାଲିେ ଦଇେ ମାେ ପାଖକୁ ଆଣିବ।

31 and if any one doth question you, Wherefore do ye loose `it'? thus ye shall say to him -- The Lord hath need of it.'ଯଦି କଣସି ଲୋକ ତୁମ୍ଭକୁ ପଚା ରେ ଯେ ତୁମ୍ଭମାନେେ ଗଧଟିକୁ କାହିଁକି ନଇେ ଯାଉଛ, ତବେେ ତୁମ୍ଭମାନେେ କହିବ ଯେ ପ୍ରଭୁଙ୍କର ଏଇଟି ଦରକାର ଅଛି।'

32 And those sent, having gone away, found according as he said to them,ଦୁଇ ଜଣ ଶିଷ୍ଯ ସହେି ଗାଁକୁ ଗଲେ, ଯୀଶୁ ସମାନଙ୍କେୁ ଯଭେଳି କହିଥିଲେ, ଠିକ୍ ସହେି ଅନୁସାରେ ସମାନେେ ଗଧଟିକୁ ପାଇଗଲେ।

33 and while they are loosing the colt, its owners said unto them, `Why loose ye the colt?'ଶିଷ୍ଯମାନେ ଗଧଟିକୁ ଫିଟାଉଥିବା ସମୟରେ ଗଧଟିର ମାଲିକମାନେ ବାହାରି ଆସିଲେ। ସମାନେେ ଶିଷ୍ଯମାନଙ୍କୁ ପଚାରିଲେ, ତୁମ୍ଭମାନେେ ଗଧଟିକୁ କାହିଁକି ଫିଟାଉଛ?

34 and they said, `The Lord hath need of it;'ଶିଷ୍ଯମାନେ କହିଲେ, ଏହାଠା ରେ ପ୍ରଭୁଙ୍କର ଦରକାର ଅଛି।

35 and they brought it unto Jesus, and having cast their garments upon the colt, they did set Jesus upon it.ତା'ପରେ ଶିଷ୍ଯମାନେ ଗଧଟିକୁ ଯୀଶୁଙ୍କ ପାଖକୁ ଆଣିଲେ। ସମାନେେ ଗଧ ପିଠି ଉପରେ ସମାନଙ୍କେର ଲୁଗା ପକଇେଲେ। ତା'ପରେ ସମାନେେ ଯୀଶୁଙ୍କୁ ଗଧ ଉପରେ ବସାଇଲେ।

36 And as he is going, they were spreading their garments in the way,ଯୀଶୁ ଗଧ ଉପରେ ବସି ୟିରୂଶାଲମ ଆଡକୁ ଯାତ୍ରା କଲେ। ଲୋକମାନେ ଯୀଶୁଙ୍କ ଆଗ ରେ ରାସ୍ତା ଉପରେ ନିଜ ନିଜ ଲୁଗା ବିଛାଇ ଦେଲେ।

37 and as he is coming nigh now, at the descent of the mount of the Olives, the whole multitude of the disciples began rejoicing to praise God with a great voice for all the mighty works they had seen,ଯୀଶୁ ୟିରୂଶାଲମର ପାଖ ହାଇେ ଆସୁଥିଲେ, ସେ ଜୀତପର୍ବତର ପାଦ ଦେଶ ନିକଟରେ ପହନ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ଯଦଳ ଖୁସି ଥିଲେ। ସମାନେେ ଉଚ୍ଚସ୍ବର ରେ ପରମେଶ୍ବରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସମାନେେ ଯେଉଁ ସବୁ ଶକ୍ତିର କାର୍ୟ୍ଯମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ବରଙ୍କ ସ୍ତୁତିଗାନ କଲେ। ସମାନେେ କହିଲେ,

38 saying, `blessed `is' he who is coming, a king in the name of the Lord; peace in heaven, and glory in the highest.'ସ୍ବାଗତ କରି କହିଲେ:

39 And certain of the Pharisees from the multitude said unto him, `Teacher, rebuke thy disciples;'ଜନଗହଳି ରେ କେତେ ଜଣ ରହିଥିବା ଫାରୂଶୀ ଯୀଶୁଙ୍କୁ କହିଲେ, ଗୁରୁ, ତୁମ୍ଭର ଶିଷ୍ଯମାନଙ୍କୁ ଏ ସବୁ କଥା ନ କହିବାକୁ କୁହ।

40 and he answering said to them, `I say to you, that, if these shall be silent, the stones will cry out!'କିନ୍ତୁ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଛି, ଏସବୁ କଥା ନିଶ୍ଚୟ କୁହାୟିବ। ଯଦି ମାରେ ଶିଷ୍ଯମାନେ ଏସବୁ କଥା ନକୁହନ୍ତି। ତାହା ହେଲେ ଏ ପଥର ସବୁ ପାଟି କରି ତାହାସବୁ କହିବେ।

41 And when he came nigh, having seen the city, he wept over it,ଯୀଶୁ ୟିରୁଶାଲମ ପାଖ ରେ ପହନ୍ଚିଲେ। ଯୀଶୁ ୟିରୁଶାଲମ ନଗରକୁ ଦେଖି ତା'ପାଇଁ କାନ୍ଦି ପକାଇଲେ।

42 saying -- `If thou didst know, even thou, at least in this thy day, the things for thy peace; but now they were hid from thine eyes.ଯୀଶୁ ୟିରୁଶାଲମକୁ କହିଲେ, ତୁମ୍ଭକୁ କିପରି ଶାନ୍ତି ମିଳିପାରିବ, ତାହା ତୁମ୍ଭମାନେେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭମାନେେ ଜାଣି ପାରିବନାହିଁ। କାରଣ ତାାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି।

43 `Because days shall come upon thee, and thine enemies shall cast around thee a rampart, and compass thee round, and press thee on every side,ତୁମ୍ଭ ସକାେଶ ଏପରି ସମୟ ଆସୁଛି। ଯେତବେେଳେ କି ତୁମ୍ଭର ଶତୃମାନେ ତୁମ୍ଭ ଚାରିପଟେ ଗୋଟିଏ ପାଚରେୀ ତିଆରି କରି ଦବେେ। ତୁମ୍ଭ ଶତୃମାନେ ତୁମ୍ଭକୁ ଫରେିଯାଇ ଅବ ରୋଧ କରିବେ।

44 and lay thee low, and thy children within thee, and they shall not leave in thee a stone upon a stone, because thou didst not know the time of thy inspection.'ସମାନେେ ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ନଷ୍ଟ କରି ଦବେେ। ତୁମ୍ଭ କୋଠଗୁଡିକର ଗୋଟିଏ ହେଲେ ପଥର ଅନ୍ୟ ପଥରଟି ଉପରେ ସମାନେେ ରେଖଇ ଦବେେ ନାହିଁ। ଏସବୁ ଘଟିବ। କାରଣ ତୁମ୍ଭକୁ ଉଦ୍ଧାର କରିବା ପାଇଁ ପରମେଶ୍ବର ଯେତବେେଳେ ଆସିଥିଲେ, ସେ ସମୟଟିକୁ ତୁମ୍ଭେ ଚିହ୍ନି ପାରିଲ ନାହିଁ।

45 And having entered into the temple, he began to cast forth those selling in it, and those buying,ଯୀଶୁ ମନ୍ଦିର ଭିତରକୁ ଗଲେ। ସେ ମନ୍ଦିର ପରିସର ଭିତ ରେ କିଣା ବିକା କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ।

46 saying to them, `It hath been written, My house is a house of prayer -- but ye made it a den of robbers.'ଯୀଶୁ କହିଲେ, ଶାସ୍ତ୍ର ରେ ଲଖାେଅଛି: 'ମାେ ଗୃହ ପ୍ରାର୍ଥନାଗୃହ ହବେ।' କିନ୍ତୁ ତୁମ୍ଭମାନେେ ଏହାକୁ ଚୋରମାନଙ୍କ ଆଡ୍ଡାସ୍ଥଳି କରି ଦଇେଛ।'

47 And he was teaching daily in the temple, but the chief priests and the scribes were seeking to destroy him -- also the chiefs of the people --ଯୀଶୁ ପ୍ରତିଦିନ ମନ୍ଦିର ରେ ଉପଦେଶ ଦେଉଥିଲେ। ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନ ରେ ମାରି ଦବୋକୁ ଚାହୁଁଥିଲେ।

48 and they were not finding what they shall do, for all the people were hanging on him, hearing him.କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ଯାନ ଦଇେ ଶୁଣୁଥିଲେ। ସମାନେେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ'ଣ କରିବେ ବୋଲି କିଛି ସ୍ଥିର କରିପାରୁ ନଥିଲେ।

Oriya Bible