Luke 1
46 ତା'ପରେ ମରିୟମ କହିଲେ,
47 ମାରେ ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି। ମାରହେୃଦୟ ଆନନ୍ଦ ରେ ପରିପୂର୍ଣ୍ଣ। କାରଣ ପରମେଶ୍ବର ମାରେ ଉଦ୍ଧାର କର୍ତ୍ତା।
48 ମାରେ କିଛି ମହତ୍ତ୍ବ ନାହିଁ, କିନ୍ତୁ ପରମେଶ୍ବର ମାେ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ। ଆଜିଠାରୁ ସମସ୍ତେ ମାେତେ ସବୁ ଧନ୍ଯ କହିବେ।
49 କାରଣ ସର୍ବଶକ୍ତିମାନ ପରମେଶ୍ବର ମାେ ପାଇଁ ମହାନ୍ କାର୍ୟ୍ଯ ସବୁ କରିଛନ୍ତି। ତାହାଙ୍କର ନାମ ପବିତ୍ର ହେଉ।
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେ ସମାନଙ୍କେୁ ସଦାସର୍ବଦା ଦୟା କରନ୍ତି।
51 ସେ ତାହାଙ୍କର ବାହୁର ଶକ୍ତି ଦଖାଇେଛନ୍ତି। ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସମାନଙ୍କେର ସମସ୍ତ ଯୋଜନା ଧ୍ବଂସ କରି ଦେଲେ।
52 ପରମେଶ୍ବର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦଇେ ତୃପ୍ତ କଲେ କିନ୍ତୁ ଧନୀ ଓ ସ୍ବାର୍ଥପର ଲୋକଙ୍କୁ ଖାଲି ହାତ ରେ ଫରୋଇ ଦେଲେ।
54 ତାହାଙ୍କର ସବୋ କରିବାପାଇଁ ସେ ନିଜେ ବାଛିଥିବା ଇଶ୍ରାୟେଲର ଲୋକମାନଙ୍କୁ ସାହାୟ୍ଯ କଲେ। ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦଖାଇବୋ ପାଇଁ ଦଇେଥିବା ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।
56 ମରିୟମ ପ୍ରାୟ ତିନିମାସ ପର୍ୟ୍ଯନ୍ତ ଏଲୀଶାବେଥଙ୍କ ପାଖ ରେ ରହିବା ପରେ ନିଜେ ଘରକୁ ଫରେିଗଲେ।
46 And Mary said, My soul doth magnify the Lord,
47 And my spirit hath rejoiced in God my Saviour.
48 For he hath regarded the low estate of his handmaiden: for, behold, from henceforth all generations shall call me blessed.
49 For he that is mighty hath done to me great things; and holy is his name.
50 And his mercy is on them that fear him from generation to generation.
51 He hath shewed strength with his arm; he hath scattered the proud in the imagination of their hearts.
52 He hath put down the mighty from their seats, and exalted them of low degree.
53 He hath filled the hungry with good things; and the rich he hath sent empty away.
54 He hath holpen his servant Israel, in remembrance of his mercy;
55 As he spake to our fathers, to Abraham, and to his seed for ever.
56 And Mary abode with her about three months, and returned to her own house.
Luke 1 in Tamil and English
46 ତା'ପରେ ମରିୟମ କହିଲେ,
And Mary said, My soul doth magnify the Lord,
47 ମାରେ ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି। ମାରହେୃଦୟ ଆନନ୍ଦ ରେ ପରିପୂର୍ଣ୍ଣ। କାରଣ ପରମେଶ୍ବର ମାରେ ଉଦ୍ଧାର କର୍ତ୍ତା।
And my spirit hath rejoiced in God my Saviour.
48 ମାରେ କିଛି ମହତ୍ତ୍ବ ନାହିଁ, କିନ୍ତୁ ପରମେଶ୍ବର ମାେ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ। ଆଜିଠାରୁ ସମସ୍ତେ ମାେତେ ସବୁ ଧନ୍ଯ କହିବେ।
For he hath regarded the low estate of his handmaiden: for, behold, from henceforth all generations shall call me blessed.
49 କାରଣ ସର୍ବଶକ୍ତିମାନ ପରମେଶ୍ବର ମାେ ପାଇଁ ମହାନ୍ କାର୍ୟ୍ଯ ସବୁ କରିଛନ୍ତି। ତାହାଙ୍କର ନାମ ପବିତ୍ର ହେଉ।
For he that is mighty hath done to me great things; and holy is his name.
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେ ସମାନଙ୍କେୁ ସଦାସର୍ବଦା ଦୟା କରନ୍ତି।
And his mercy is on them that fear him from generation to generation.
51 ସେ ତାହାଙ୍କର ବାହୁର ଶକ୍ତି ଦଖାଇେଛନ୍ତି। ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସମାନଙ୍କେର ସମସ୍ତ ଯୋଜନା ଧ୍ବଂସ କରି ଦେଲେ।
He hath shewed strength with his arm; he hath scattered the proud in the imagination of their hearts.
52 ପରମେଶ୍ବର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
He hath put down the mighty from their seats, and exalted them of low degree.
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦଇେ ତୃପ୍ତ କଲେ କିନ୍ତୁ ଧନୀ ଓ ସ୍ବାର୍ଥପର ଲୋକଙ୍କୁ ଖାଲି ହାତ ରେ ଫରୋଇ ଦେଲେ।
He hath filled the hungry with good things; and the rich he hath sent empty away.
54 ତାହାଙ୍କର ସବୋ କରିବାପାଇଁ ସେ ନିଜେ ବାଛିଥିବା ଇଶ୍ରାୟେଲର ଲୋକମାନଙ୍କୁ ସାହାୟ୍ଯ କଲେ। ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
He hath holpen his servant Israel, in remembrance of his mercy;
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦଖାଇବୋ ପାଇଁ ଦଇେଥିବା ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।
As he spake to our fathers, to Abraham, and to his seed for ever.
56 ମରିୟମ ପ୍ରାୟ ତିନିମାସ ପର୍ୟ୍ଯନ୍ତ ଏଲୀଶାବେଥଙ୍କ ପାଖ ରେ ରହିବା ପରେ ନିଜେ ଘରକୁ ଫରେିଗଲେ।
And Mary abode with her about three months, and returned to her own house.