Bible

Leviticus 8 - WBT (Oriya)

1 And the LORD spoke to Moses, saying,ସଦାପ୍ରଭୁ ମାଶାଙ୍କେୁ କହିଲେ,

2 Take Aaron and his sons with him, and the garments, and the anointing oil, and a bullock for the sin-offering, and two rams, and a basket of unleavened bread;ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷକୋର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମଷେଛୁଆ ଓ ତାଡିଶୂନ୍ଯ ରୋଟୀର ଡାଲା ଏକତ୍ରୀତ କର।

3 And assemble thou all the congregation to the door of the tabernacle of the congregation.ପୁଣି ସମାଗମ ତମ୍ବୁ ଦ୍ବାରା ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।

4 And Moses did as the LORD commanded him; and the assembly was gathered to the door of the tabernacle of the congregation.ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ସବୁ କଲେ, ସମାଗମ ତମ୍ବୁ ନିକଟରେ ସମଗ୍ର ମଣ୍ଡଳୀ ଏକତ୍ରୀତ ହେଲେ।

5 And Moses said to the congregation, This is the thing which the LORD commanded to be done.ପୁଣି ମାଶାେ ମଣ୍ଡଳୀକୁ କହିଲେ, ଯାହାସବୁ କରିବାକୁ ସଦାପ୍ରଭୁ ଆଦେଶ ଦଇେଛନ୍ତି, ସଗେୁଡିକ ହେଉଛି ଏହି।

6 And Moses brought Aaron and his sons, and washed them with water.ତା'ପରେ ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳ ରେ ସ୍ନାନ କରାଇଲେ।

7 And he put upon him the coat, and girded him with the girdle, and clothed him with the robe, and put the ephod upon him, and he girded him with the curious girdle of the ephod, and bound it to him with it.ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟୀ ରେ ତାଙ୍କର ବେଲ୍ଟ ବାନ୍ଧିଲେ, ତାଙ୍କୁ ଚୋଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେଲ୍ଟ ରେ ବାନ୍ଧିଲେ।

8 And he put the breast-plate upon him: also he put in the breast-plate the Urim and the Thummim.ସେ ହାରୋଣଙ୍କୁ ବୁକପଟା ଦେଲେ, ଆଉ ବୁକପଟା ରେ ଊରୀମ୍ ଓ ତୁମ୍ମୀମ୍ ରଖିଲେ।

9 And he put the miter upon his head; also upon the miter, even upon his front, did he put the golden plate, the holy crown; as the LORD commanded Moses.ପୁଣି ତାଙ୍କ ମସ୍ତକରେ ପଗଡି ରଖିଲେ, ପଗଡି ସମ୍ମୁଖ ରେ ସ୍ବର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଆନୁସା ରେ ଏହା କଲେ।

10 And Moses took the anointing oil, and anointed the tabernacle and all that was in it, and sanctified them.ଅନନ୍ତର ମାଶାେ ଅଭିଷକୋର୍ଥକ ତୈଳ ନଇେ ପବିତ୍ର ତମ୍ବୁ ଓ ତହିଁ ମଧିଅରେ ଥିବା ସମସ୍ତ ବସ୍ତୁ ଉପରେ ସିଞ୍ଚନ କରି ସେସବୁକୁ ପବିତ୍ର କଲେ।

11 And he sprinkled part of it upon the altar seven times, and anointed the altar and all its vessels, both the laver and its foot, to sanctify them.ତା'ପରେ ସେ ଅଭିଷକୋର୍ଥକ ତୈଳ ପାଇଁ ରଖାୟିଇଥିବା ତୈଳ ନେଲେ ଏବଂ ଏହା ୟଜ୍ଞବଦେୀ ଉପରେ ସାତଥର ଛିଞ୍ଚିଲେ। ସେ ୟଜ୍ଞବଦେୀ, ତା'ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ରୂଖା ଅନ୍ଯାନ୍ଯ ବସ୍ତୁକୁ ପବିତ୍ର କରିବାକୁ ଅଭିଷକେ କଲେ।

12 And he poured of the anointing oil upon Aaron's head, and anointed him, to sanctify him.ଏହାପରେ ସେ ହାରୋଣଙ୍କ ମସ୍ତକରେ କିଛି ଅଭିଷକୋର୍ଥକ ତୈଳ ଢାଳି ତାଙ୍କୁ ମଧ୍ଯ ପବିତ୍ର କଲେ।

13 And Moses brought Aaron's sons, and put coats upon them, and girded them with girdles, and put bonnets upon them; as the LORD commanded Moses.ତା'ପରେ ମାଶାେ ହାରୋଣଙ୍କ ପୁତ୍ରଗଣଙ୍କୁ ଆଣି ସମାନଙ୍କେୁ ଜାମା ପିନ୍ଧାଇଲେ, କଟୀ ରେ ସମାନଙ୍କେର କଟୀବନ୍ଧନୀ ବାନ୍ଧିଲେ ଓ ସମାନଙ୍କେୁ ଶିରୋଭୂଷଣ ରେ ଭୂଷିତ କଲେ। ମାଶାେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।

14 And he brought the bullock for the sin-offering: and Aaron and his sons laid their hands upon the head of the bullock for the sin-offering.ତା'ପରେ ମାଶାେ ପାପାର୍ଥକ ବଳିର ଗୋବତ୍ସ ଆଣିଲେ। ତା'ପରେ ହାରୋଣ ଓ ତାଙ୍କର ପୁତ୍ରଗଣ ସହେି ପାପାର୍ଥକ ବଳିର ଗୋବତ୍ସ ମସ୍ତକ ଉପରେ ହସ୍ତ ରଖିଲେ।

15 And he slew it; and Moses took the blood, and put it upon the horns of the altar round about with his finger, and purified the altar, and poured the blood at the bottom of the altar, and sanctified it, to make reconciliation upon it.ତତ୍ପରେ ମାଶାେ ତାକୁ ବଧ କଲେ ଓ ସହେି ରକ୍ତ ନଇେ ଅଙ୍ଗୁଳି ଦ୍ବାରା ୟଜ୍ଞବଦେୀର ଚାରିଆଡେ ଶିଙ୍ଗ ଉପରେ ଦଇେ ୟଜ୍ଞବଦେୀକି ପାପ ମୁକ୍ତ କଲେ। ଆଉ ୟଜ୍ଞବଦେୀ ମୂଳ ରେ ସହେି ରକ୍ତକୁ ଢାଳି ଦେଲେ। ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ପାଇଁ ସେ ଏହାକୁ ପବିତ୍ର କଲେ।

16 And he took all the fat that was upon the inwards, and the caul above the liver, and the two kidneys, and their fat, and Moses burned it upon the altar.ଅନନ୍ତର ମାଶାେ ଅନ୍ତ ଚତୁଃପାଶର୍‌ବସ୍ଥ ସମସ୍ତ ମଦେ, ୟକୃତ ଉପରିସ୍ଥ ଅନ୍ତପ୍ଲାବକ, ଦୁଇ ଗୁରୁଦା ଓ ତାହାର ମଦେ ନଇେ ୟଜ୍ଞବଦେୀ ଉପରେ ଦଗ୍ଧ କଲେ।

17 But the bullock, and his hide, his flesh, and his dung, he burnt with fire without the camp; as the LORD commanded Moses.ମାନ୍ତ ସେ ଚର୍ମ, ମାଂସ ଓ ଗୋମଯ ନଇେ ଛାଉଣୀର ବାହା ରେ ଦଗ୍ଧ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଏହା କଲେ।

18 And he brought the ram for the burnt-offering: and Aaron and his sons laid their hands upon the head of the ram.ତା'ପରେ ସେ ହାମବେଳି ପାଇଁ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକରେ ହସ୍ତ ରଖିଲେ।

19 And he killed it; and Moses sprinkled the blood upon the altar round about.ତା'ପରେ ମାଶାେ ମଷେଟିକୁ ବଧ କଲେ ଓ ତା'ର ରକ୍ତ ନଇେ ୟଜ୍ଞବଦେୀର ଚାରିଆଡେ ଛିଞ୍ଚିଲେ।

20 And he cut the ram into pieces; and Moses burnt the head, and the pieces, and the fat.ଆଉ ସେ ମଷେକୁ ଖଣ୍ଡ ଖଣ୍ଡ କରି କାଟିଲେ, ମାଶାେ ତାହାର ମସ୍ତକ, ସମସ୍ତ ମାଂସ ଖଣ୍ଡ ଓ ମଦେ ଦଗ୍ଧ କଲେ। ସେ ତାହାର ଅନ୍ତ ଓ ନଳି ଗୋଡ ଜଳ ରେ ଧୌତ କଲେ। ତା'ପରେ ୟଜ୍ଞବଦେୀ ଉପରେ ମାଶାେ ସମସ୍ତ ମଷେକୁ ଦଗ୍ଧ କଲେ।

21 And he washed the inwards and the legs in water; and Moses burnt the whole ram upon the altar: it was a burnt-sacrifice for a sweet savor, and an offering made by fire to the LORD; as the LORD commanded Moses.ଏହାଥିଲା ସଦାପ୍ରଭୁଙ୍କ ପାଇଁ ହାମବେଳି ଓ ସଦାପ୍ରଭୁଙ୍କର ଏକ ସୁବାସିତ ନବୈେଦ୍ଯ। ମାଶାେ ଠିକ୍ ତାହା କଲେ, ଯାହା ସଦାପ୍ରଭୁ ତାଙ୍କୁ ଆଜ୍ଞା ଦଇେଥିଲେ।

22 And he brought the other ram, the ram of consecration: and Aaron and his sons laid their hands upon the head of the ram.ଅନନ୍ତର ସେ ଅନ୍ୟ ମଷେ ଅର୍ଥାତ୍ ପଦ ନି ଯୋଗାର୍ଥକ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକ ଉପରେ ହସ୍ତ ରଖିଲେ।

23 And he slew it; and Moses took of its blood, and put it upon the tip of Aaron's right ear, and upon the thumb of his right hand, and upon the great toe of his right foot.ତା'ପରେ ମାଶାେ ମଷେକୁ ବଧ କଲେ ଓ ତାହାର କିଛି ରକ୍ତ ନଇେ ହାରୋଣର ଦକ୍ଷିଣ କର୍ଣ୍ଣ ଗହ୍ବର ରେ ଓ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ହାରୋଣର ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ।

24 And he brought Aaron's sons, and Moses put of the blood upon the tip of their right ear, and upon the thumbs of their right hands, and upon the great toes of their right feet: and Moses sprinkled the blood upon the altar round about.ଏହାପରେ ସେ ହାରୋଣର ପୁତ୍ରଗଣଙ୍କୁ ଆଣିଲେ। ତହୁଁ ମାଶାେ ସହେି ରକ୍ତରୁ କିଛି ନଇେ ସମାନଙ୍କେ ଦକ୍ଷିଣ କର୍ଣ୍ଣ ପ୍ରାନ୍ତ ରେ ଓ ସମାନଙ୍କେ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ସମାନଙ୍କେ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ, ଆଉ ମାଶାେ ୟଜ୍ଞବଦେୀର ଉପରେ ଚାରିଆଡେ ରକ୍ତ ସିଞ୍ଚନ କଲେ।

25 And he took the fat, and the rump, and all the fat that was upon the inwards, and the caul above the liver, and the two kidneys, and their fat, and the right shoulder:ପୁଣି ସେ ମଦେ ଓ ମଦମେଯ ଲାଙ୍ଗୁଳ, ଅନ୍ତ ଉପରିସ୍ଥିତ ସକଳ ମଦେ, ୟକୃତର ଉପରିସ୍ଥିତ ଚଟୁଆ ନେଲେ।

26 And out of the basket of unleavened bread, that was before the LORD, he took one unleavened cake, and a cake of oiled bread, and one wafer, and put them on the fat, and upon the right shoulder:ଆଉ ସେ ତାଡିଶୁନ୍ଯ ରୋଟୀ, ଯାହା ସଦାପ୍ରଭୁଙ୍କ ସମ୍ମୁଖ ରେ ନିତ୍ଯ ରଖାଯାଉଥିଲା ତାହା ନେଲେ ଓ ତୈଳ ପକ୍ବ ରୋଟୀର ଗୋଟିଏ ପିଠା ଓ ଗୋଟିଏ ତାଡିଶୂନ୍ଯ ରୋଟୀ ଓ ଡାହାଣ ଚଟୁଆ ଓ ମଦେ ଉପରେ ଥୋଇଲେ।

27 And he put all upon Aaron's hands, and upon his sons' hands, and waved them for a wave-offering before the LORD.ତହୁଁ ସେ ହାରୋଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତ ରେ ସହେିସବୁ ଦଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ଦୋଳାଇଲେ।

28 And Moses took them from off their hands, and burnt them on the altar upon the burnt-offering: they were consecrations for a sweet savor: it is an offering made by fire to the LORD.ଏହାପରେ ମାଶାେ ସମାନଙ୍କେ ହସ୍ତରୁ ସେସବୁ ନଇେ ୟଜ୍ଞବଦେୀସ୍ଥିତ ହାମବେଳି ଉପରେ ଦଗ୍ଧ କଲେ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଯାଜକ ରୂପେ ନିୟୁକ୍ତି ଉପଲକ୍ଷେ ଏହା ଏକ ନବୈେଦ୍ଯ ଥିଲା, ଏହା ସଦାପ୍ରଭୁଙ୍କ ପାଇ ଏକ ସୁବାସିତ ନବୈେଦ୍ଯ।

29 And Moses took the breast, and waved it for a wave-offering before the LORD: for of the ram of consecration it was Moses's part; as the LORD commanded Moses.ଆଉ ମାଶାେ ବକ୍ଷ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ଦୋଳାଇଲେ। ପଦ ନି ଯୋଗର୍ଥକ ମଷେର ଏହି ଅଂଶ ମାଶାଙ୍କେର ହେଲା। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଏହା କଲେ।

30 And Moses took of the anointing oil, and of the blood which was upon the altar, and sprinkled it upon Aaron, and upon his garments, and upon his sons, and upon his sons' garments with him; and sanctified Aaron, and his garments, and his sons, and his sons' garments with him.ଅନନ୍ତର ମାଶାେ ଅଭିଷକୋର୍ଥକ ତୈଳରୁ ଓ ୟଜ୍ଞବଦେୀ ଉପରିସ୍ଥ ରକ୍ତରୁ କିଛି ନଇେ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ। ପୁଣି ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସମାନଙ୍କେ ବସ୍ତ୍ର ଉପରେ ତାହା ସିଞ୍ଚନ କଲେ। ଆଉ ହାରୋଣଙ୍କୁ ଓ ତାଙ୍କର ସମସ୍ତ ବସ୍ତ୍ରକୁ ପବିତ୍ର କଲେ।

31 And Moses said to Aaron and to his sons, Boil the flesh at the door of the tabernacle of the congregation; and there eat it with the bread that is in the basket of consecrations, as I commanded, saying, Aaron and his sons shall eat it.ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, ସମାଗମ ତମ୍ବୁ ସମ୍ମୁଖ ରେ ମାଂସ ରାନ୍ଧ। ତୁମ୍ଭମାନେେ ମଧ୍ଯ ତାହା ସଠାେରେ ଭୋଜନ କରିବ।' ନି ଯୋଗର୍ଥକ ଡାଲା ରେ ଥିବା ରୋଟୀ ନଇେ ଏକାଠି ଭୋଜନ କର।

32 And that which remaineth of the flesh and of the bread shall ye burn with fire.ଯାହା ମାଂସ ଓ ରୋଟୀ ଅବଶିଷ୍ଟ ରହିବ ତାକୁ ଅଗ୍ନି ରେ ଦଗ୍ଧ କରିବ।

33 And ye shall not go out of the door of the tabernacle of the congregation in seven days, until the days of your consecration shall be at an end: for seven days shall he consecrate you.ଆଉ ପଦ ଅଭିଷକେ ଉତ୍ସବ ସାଦଦିନ ଧରି ଚାଲିବ। ତୁମ୍ଭମାନେେ ଏହି ସାତଦିନ ୟାଏ ସମାଗମ ତମ୍ବୁ ଦ୍ବାରରୁ ବାହାରକୁ ୟିବ ନାହିଁ। କାରଣ ପୌରହିତ୍ଯ ନିଶ୍ଚଯ ସାତଦିନ ୟାଏଁ ଚାଲିବ।

34 As he hath done this day, so the LORD hath commanded to do, to make an atonement for you.ଆଜି ଯାହାସବୁ କରାଗଲା, ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାଯଶ୍ଚିତ କରିବାକୁ ସେସବୁ ଆଜ୍ଞା ଦଇେଛନ୍ତି।

35 Therefore shall ye abide at the door of the tabernacle of the congregation day and night seven days, and keep the charge of the LORD, that ye die not: for so I am commanded.ତୁମ୍ଭମାନେେ ସାତଦିନ ଧରି ଦିବାରାତ୍ର ସମାଗମ ତମ୍ବୁ ଦ୍ବାର ରେ ରହିବ। ତାହା ହେଲେ ତୁମ୍ଭମାନେେ ସଦାପ୍ରଭୁଙ୍କ ଦ୍ବାରା ରକ୍ଷା ପାଇବ। ଏହା ପାଳନ ନକଲେ ତୁମ୍ଭମାନେେ ମୃତ୍ଯୁବରଣ କରିବ କାରଣ ସଦାପ୍ରଭୁ ମାେତେ ଏହି ଆଜ୍ଞା ଦଇେଛନ୍ତି।

36 So Aaron and his sons did all things which the LORD commanded by the hand of Moses.ତେଣୁ ସଦାପ୍ରଭୁ ମାଶାଙ୍କେୁ ଯେଉଁ ଆଜ୍ଞା ଦଇେଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେସବୁ କଥା ପାଳନ କଲେ।

Oriya Bible