Leviticus 25:9 in Oriya

Oriya Oriya Bible Leviticus Leviticus 25 Leviticus 25:9

Leviticus 25:9
ତହୁଁ ସପ୍ତମ ମାସର ଦଶମ ଦିନ ରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ, ପ୍ରଯଶ୍ଚିତ ଦିନ ରେ ତୁମ୍ଭମାନେେ ନିଜର ସମଗ୍ର ଦେଶ ରେ ତୂରୀ ବଜାଇବ।

Leviticus 25:8Leviticus 25Leviticus 25:10

Leviticus 25:9 in Other Translations

King James Version (KJV)
Then shalt thou cause the trumpet of the jubilee to sound on the tenth day of the seventh month, in the day of atonement shall ye make the trumpet sound throughout all your land.

American Standard Version (ASV)
Then shalt thou send abroad the loud trumpet on the tenth day of the seventh month; in the day of atonement shall ye send abroad the trumpet throughout all your land.

Bible in Basic English (BBE)
Then let the loud horn be sounded far and wide on the tenth day of the seventh month; on the day of taking away sin let the horn be sounded through all your land.

Darby English Bible (DBY)
Then shalt thou cause the loud sound of the trumpet to go forth in the seventh month, on the tenth of the month; on the day of atonement shall ye cause the trumpet to go forth throughout your land.

Webster's Bible (WBT)
Then shalt thou cause the trumpet of the jubilee to sound, on the tenth day of the seventh month, in the day of atonement shall ye make the trumpet sound throughout all your land.

World English Bible (WEB)
Then you shall sound the loud trumpet on the tenth day of the seventh month. On the Day of Atonement you shall sound the trumpet throughout all your land.

Young's Literal Translation (YLT)
and thou hast caused a trumpet of shouting to pass over in the seventh month, in the tenth of the month; in the day of the atonements ye do cause a trumpet to pass over through all your land;

Then
shalt
thou
cause
the
trumpet
וְהַֽעֲבַרְתָּ֞wĕhaʿăbartāveh-ha-uh-vahr-TA
jubile
the
of
שׁוֹפַ֤רšôparshoh-FAHR
to
sound
תְּרוּעָה֙tĕrûʿāhteh-roo-AH
on
the
tenth
בַּחֹ֣דֶשׁbaḥōdešba-HOH-desh
seventh
the
of
day
הַשְּׁבִעִ֔יhaššĕbiʿîha-sheh-vee-EE
month,
בֶּֽעָשׂ֖וֹרbeʿāśôrbeh-ah-SORE
day
the
in
לַחֹ֑דֶשׁlaḥōdešla-HOH-desh
of
atonement
בְּיוֹם֙bĕyômbeh-YOME
trumpet
the
make
ye
shall
הַכִּפֻּרִ֔יםhakkippurîmha-kee-poo-REEM
sound
תַּֽעֲבִ֥ירוּtaʿăbîrûta-uh-VEE-roo
throughout
all
שׁוֹפָ֖רšôpārshoh-FAHR
your
land.
בְּכָלbĕkālbeh-HAHL
אַרְצְכֶֽם׃ʾarṣĕkemar-tseh-HEM

Cross Reference

Leviticus 23:24
ଇଶ୍ରାୟେଲର ସନ୍ତାନଗଣଙ୍କୁ ତୁମ୍ଭେ କୁହ, ସପ୍ତମ ମାସର ପ୍ରଥମ ଦିନ ରେ ତୁମ୍ଭମାନଙ୍କର ମହାବିଶ୍ରାମ, ତୂରୀଧ୍ଯନି ଦ୍ବାରା ସ୍ମରଣାର୍ଥକ ପବିତ୍ର ସଭା ହବେ।

Leviticus 23:27
ସହେି ସପ୍ତମ ମାସର ଦଶମ ଦିନ ଅବଶ୍ଯ ପାପରୁ ପ୍ରାଯଶ୍ଚିତ୍ତର ଦିନ ହବେ। ସଦେିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବୋ ଉଚିତ୍। ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍।

1 Thessalonians 1:8
ମାକିଦନିଆ ଓ ଆଖାଯା ରେ ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ ହାଇେଥିଲା। ପ୍ରେତ୍ୟକକ ସ୍ଥାନ ରେ ପରମେଶ୍ବରଙ୍କଠା ରେ ତୁମ୍ଭ ବିଶ୍ବାସ ପରିଚିତ ହାଇେଛି। ଅତଏବ ତୁମ୍ଭମାନଙ୍କ ବିଶ୍ବାସ ବିଷୟ ରେ ଆମ୍ଭର କିଛି କହିବାର ଆବଶ୍ଯକ ନାହିଁ।

2 Corinthians 5:19
ମାେ କହିବା କଥା ଯେ, ପରମେଶ୍ବର ଖ୍ରୀଷ୍ଟଙ୍କ ହତେୁ ଲୋକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର ଲୋକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କବଳେ ସତେିକି ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ, ଲୋକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର ଦଇେଛନ୍ତି। ସେଥିପାଇଁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବେ କାମ କରୁଛୁ।

Romans 15:19
ସମାନେେ ଆଶ୍ଚର୍ୟ୍ଯ କର୍ମ ଓ ଅଭୂତ ଘଟଣା ମାଧ୍ଯମ ରେ ପବିତ୍ର ଆତ୍ମାଙ୍କର ଶକ୍ତି ରେ ପରମେଶ୍ବରଙ୍କୁ ମାନିଛନ୍ତି। ମୁଁ ୟିରୂଶାଲମ ଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳ ରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମାରେ ସହେି କାର୍ୟ୍ଯ ସମାପ୍ତ କଲି।

Romans 10:18
କିନ୍ତୁ ମୁଁ ପଗ୍ଭରୁଛି: କଣ ଲୋକେ ସୁସମାଗ୍ଭର ଶୁଣି ନାହାନ୍ତି? ହଁ ସମାନେେ ଶୁଣିଛନ୍ତି। ଶାସ୍ତ୍ର କୁ ହେ:

Acts 13:38
ତେଣୁ ଭାଇମାନେ, ତୁମ୍ଭମାନଙ୍କର ଜାଣିବା ଉଚିତ ଯେ, କବଳେ ଏହି ଜଣଙ୍କ ଦ୍ବାରା ହିଁ ତୁମ୍ଭମାନଙ୍କର ସମସ୍ତ ପାପ କ୍ଷମା ହାଇପୋ ରେ।

Psalm 89:15
ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ସମାନେେ ତୁମ୍ଭର ଦୟାର ଆ ଲୋକରେ ବଞ୍ଚନ୍ତି।

Numbers 36:4
ଯେତବେେଳେ ମହୋଲ୍ଲାସ-ଉତ୍ସବ ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ପାଳନ କରାୟିବ, ସମାନଙ୍କେର ସମ୍ପତ୍ତି ଅଧିକାର ସମାନେେ ବିବାହ କରିଥିବା ପରିବାରକୁ ଚାଲିୟିବ। ଏହି ପ୍ରକା ରେ ସମାନଙ୍କେର ସମ୍ପତ୍ତି ଅଧିକାର ଆମ୍ଭମାନଙ୍କ ପରିବାରରୁ ନିଆୟିବ।

Numbers 10:10
ଆଉ ମଧ୍ଯ ତୁମ୍ଭମାନଙ୍କ ଆନନ୍ଦ ଦିନ ରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭ ରେ ତୁମ୍ଭମାନେେ ଆପଣାମାନଙ୍କ ହାମବେଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ବରଙ୍କ ସମ୍ମୁଖ ରେ ସ୍ମରଣାର୍ଥେ କରାୟିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

Leviticus 27:24
ମହୋଲ୍ଲାସ-ଉତ୍ସବ ବର୍ଷ ରେ ସହେି କ୍ଷେତ୍ର ପ୍ରକୃତ ଜମି ମାଲିକ ନିକଟକୁ ଫରେିୟିବ।

Leviticus 27:17
ଯଦି ଜଣେ ମନୁଷ୍ଯ ମହୋଲ୍ଲାସ-ଉତ୍ସବ ବର୍ଷ ରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତବେେ ଯାଜକର ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ସ୍ଥିର ହବେ।

Leviticus 25:10
ପୁଣି ତୁମ୍ଭେ ପଚାଶତମ ବର୍ଷକୁ ପବିତ୍ରରୂପେ ବିବଚେନା କରିବ। ସମୁଦାଯ ଦେଶ ରେ ପ୍ରେତ୍ୟକକ ବାସିନ୍ଦାମାନଙ୍କ ପ୍ରତି ମୁକ୍ତି ଘାଷେଣା କରିବ। ତାହା ତୁମ୍ଭମାନଙ୍କ ନିମନ୍ତେ ୟୋବଲେ (ମହୋଲ୍ଲାସ ଉତ୍ସବ) ହବେ। ତୁମ୍ଭମାନେେ ସମସ୍ତେ ନିଜ ନିଜର ସମ୍ପତ୍ତି ନିକଟକୁ ଫରେିୟିବ ଓ ପ୍ରେତ୍ୟକକ ନିଜ ନିଜ ବଂଶ ନିକଟକୁ ଫରେିୟିବ।

Leviticus 16:30
କାରଣ ସହେି ଦିନ ରେ ତୁମ୍ଭମାନଙ୍କୁ ଶୁଚି କରିବା ନିମନ୍ତେ ତୁମ୍ଭମାନଙ୍କ ପାଇଁ ପ୍ରାଯଶ୍ଚିତ କରାୟିବ। ତୁମ୍ଭମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ନିଜ ନିଜର ସକଳ ପାପରୁ ପରିଷ୍କୃତ ହବେ।

Leviticus 16:20
ଏହି ପ୍ରକା ରେ ସେ ମହାପବିତ୍ରସ୍ଥାନ, ସମାଗମ ତମ୍ବୁ ଓ ୟଜ୍ଞବଦେୀ ନିମନ୍ତେ ପ୍ରାଯଶ୍ଚିତ କରିସାରିଲା ଉତ୍ତା ରେ ସହେି ଜୀଅନ୍ତା ଛାଗକୁ ଆଣିବ।