Base Word
שְׁבִיעִי
Short Definitionseventh
Long Definitionseventh
Derivationor שְׁבִעִי; ordinal from H7657
International Phonetic Alphabetʃɛ̆.bɪi̯ˈʕɪi̯
IPA modʃɛ̆.viːˈʕiː
Syllablešĕbîʿî
Dictionsheh-bee-EE
Diction Modsheh-vee-EE
Usageseventh (time)
Part of speecha

Genesis 2:2
ସପ୍ତମ ଦିନ ରେ, ପରମେଶ୍ବର ସୃଷ୍ଟିର ପ୍ରେତ୍ୟକକ କାର୍ୟ୍ଯ ଜିନିଷକୁ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନ ରେ ପରମେଶ୍ବର ଆପଣାର ସମସ୍ତ କାର୍ୟ୍ଯରୁ ବିଶ୍ରାମ ନେଲେ।

Genesis 2:2
ସପ୍ତମ ଦିନ ରେ, ପରମେଶ୍ବର ସୃଷ୍ଟିର ପ୍ରେତ୍ୟକକ କାର୍ୟ୍ଯ ଜିନିଷକୁ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନ ରେ ପରମେଶ୍ବର ଆପଣାର ସମସ୍ତ କାର୍ୟ୍ଯରୁ ବିଶ୍ରାମ ନେଲେ।

Genesis 2:3
ତା'ପରେ ପରମେଶ୍ବର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ବର ସମସ୍ତ ଜିନିଷ ସୃଷ୍ଟି କରିସାରିଲା ପରେ ବିଶ୍ରାମ ନେଲେ।

Genesis 8:4
ଏହାପରେ ସପ୍ତଦଶ ମାସର ସପ୍ତଦଶ ଦିନ ରେ ଆରାରଟ ପର୍ବତ ଉପରେ ଜାହାଜ ଲାଗି ରହିଲା।

Exodus 12:15
ଏହି ଉତ୍ସବ ରେ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ସାତଦିନ ପର୍ୟ୍ଯନ୍ତ ଖାଇବ। ବିଶଷେତଃ ପ୍ରଥମ ଦିନ ରେ ତୁମ୍ଭ ଗୃହରୁ ତାଡି ଦୂର ରେ ରଖିବ। ଏହି ସାତଦିନ ମଧିଅରେ ତୁମ୍ଭମାନେେ କହେି ତାଡି ଖାଇବ ନାହିଁ। ଯଦି କହେି ତାଡି ଭୋଜନ କରେ ତବେେ ସେ ତା'ର ଲୋକମାନଙ୍କ ମଧ୍ଯରୁ ବିଛିନ୍ନ ହବେ।

Exodus 12:16
ଏହି ପର୍ବର ପ୍ରଥମ ଦିନ ଓ ଶଷେ ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହବେ। ତୁମ୍ଭମାନେେ ସହେି ଦିନ କିଛି କରିବା ଉଚିତ ନୁହେଁ। କବଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଖାଦ୍ୟ ପ୍ରସ୍ତୁତ କରିବ।

Exodus 13:6
ସାତଦିନ ୟାଏ ତାଡୀଶୂନ୍ଯ ରୋଟୀ ଖାଇବ। ଏବଂ ସପ୍ତମଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତାଙ୍କର ସମ୍ମାନାର୍ଥେ ଏକ ବଡ ଭୋଜିର ଆଯୋଜନ କରିବ।

Exodus 16:26
ତୁମ୍ଭମାନେେ ଛଅଦିନ ତାହା ସଂଗ୍ରହ କରିବ, ମାତ୍ର ଶନିବାର ଦିନ ବିଶ୍ରାମବାର ଅଟେ। ତହିଁରେ କିଛି ମିଳିବ ନାହିଁ।

Exodus 16:27
ତଥାପି ସପ୍ତମ ଦିବସ ରେ ମଧ୍ଯ କହେି କହେି ଖାଦ୍ୟ ଖାଜେିବାକୁ ଗଲେ, ସମାନେେ କିଛି ପାଇଲେ ନାହିଁ।

Exodus 16:29
ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦବୋ ହତେୁ ଷଷ୍ଠ ଦିନ ରେ ଦୁଇ ଦିନର ଖାଦ୍ୟ ଦିଅନ୍ତି। ତୁମ୍ଭମାନେେ ପ୍ରେତ୍ୟକକ ବିଶ୍ରାମ ଦିନ ରେ ନିଜ ନିଜ ସ୍ଥାନରୁ ବାହାରକୁ ନୟାଇ ନିଜ ନିଜ ସ୍ଥାନ ରେ ଥାଅ।

Occurences : 97

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்