Leviticus 25:6 Image in Oriya

ଯଦିଓ ଭୂମି ପାଇଁ ବିଶ୍ରାମ ଅଟେ, ତୁମ୍ଭମାନଙ୍କ ପାଇଁ ଖାଦ୍ୟର ଅଭାବ ହବେ ନାହିଁ। ତୁମ୍ଭ ଦାସମାନଙ୍କର, ତୁମ୍ଭ ବର୍ତ୍ତନଜୀବୀମାନଙ୍କର ଓ ତୁମ୍ଭ ସହବାସୀ ବିଦେଶୀମାନଙ୍କର ଭକ୍ଷ୍ଯର ଅଭାବ ହବେ ନାହିଁ। ତେଣୁ ତୁମ୍ଭମାନଙ୍କର କାହାରି ଖାଦ୍ୟର ଅଭାବ ରହିବ ନାହିଁ।

ଯଦିଓଭୂମିପାଇଁବିଶ୍ରାମଅଟେ,ତୁମ୍ଭମାନଙ୍କପାଇଁଖାଦ୍ୟରଅଭାବହବେନାହିଁ।ତୁମ୍ଭଦାସମାନଙ୍କର,ତୁମ୍ଭବର୍ତ୍ତନଜୀବୀମାନଙ୍କରତୁମ୍ଭସହବାସୀବିଦେଶୀମାନଙ୍କରଭକ୍ଷ୍ଯରଅଭାବହବେନାହିଁ।ତେଣୁତୁମ୍ଭମାନଙ୍କରକାହାରିଖାଦ୍ୟରଅଭାବରହିବନାହିଁ।
Click consecutive words to select a phrase. Click again to deselect.

Leviticus 25:6 Picture in Oriya