Leviticus 25:18 ଆମ୍ଭର ବ୍ଯବସ୍ଥା ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନ ସକଳ ମାନିବ ଓ ପାଳନ କରିବ। ତାହା ହେଲେ ତୁମ୍ଭମାନେେ ଦେଶ ରେ ନିର୍ଭୟ ରେ ବାସ କରିପାରିବ।
Leviticus 25:18 in Other Translations
King James Version (KJV) Wherefore ye shall do my statutes, and keep my judgments, and do them; and ye shall dwell in the land in safety.
American Standard Version (ASV) Wherefore ye shall do my statutes, and keep mine ordinances and do them; and ye shall dwell in the land in safety.
Bible in Basic English (BBE) So keep my rules and my decisions and do them, and you will be safe in your land.
Darby English Bible (DBY) And ye shall do my statutes, and observe mine ordinances and do them: thus shall ye dwell in your land securely.
Webster's Bible (WBT) Wherefore ye shall do my statutes, and keep my judgments, and do them; and ye shall dwell in the land in safety.
World English Bible (WEB) "'Therefore you shall do my statutes, and keep my ordinances and do them; and you shall dwell in the land in safety.
Young's Literal Translation (YLT) `And ye have done My statutes, and My judgments ye keep, and have done them, and ye have dwelt on the land confidently,
Read Full Chapter :
Leviticus 25
Cross Reference
ଦିତୀୟ ବିବରଣ 12:10
କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଯେଉଁ ଦେଶ ତୁମ୍ଭମାନଙ୍କୁ ଅଧିକାର କରାଇବେ, ସଠାେକକ୍ସ୍ଟ ତୁମ୍ଭମାନେେ ଯେତବେେଳେ ୟର୍ଦ୍ଦନ ପାର ହାଇେ ୟିବ ଓ ସଠାେରେ ପହଞ୍ଚିବ। ସେ ତୁମ୍ଭମାନଙ୍କ ଚତକ୍ସ୍ଟର୍ଦ୍ଦିଗସ୍ତ ସମସ୍ତ ଶତୃଗଣଠାରକ୍ସ୍ଟ ତୁମ୍ଭମାନଙ୍କୁ ବିଶ୍ରାମ ଦବେେ, ଏବଂ ତୁମ୍ଭମାନେେ ନିର୍ଭୟ ରେ ବାସ କରିବ।
ଯିରିମିୟ 23:6
ସହେି ଉତ୍ତମ ରାଜତ୍ବ କାଳ ରେ ଶାଖା 'ଉତ୍ପନ୍ନ' ହାଇେ ଯିହୁଦା ପରିତ୍ରାଣ ପାଇବ ଓ ଇଶ୍ରାୟେଲ ନିରାପଦ ରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମ ରେ ସେ ବିଖ୍ଯାତ ହବେେ।
ଗୀତସଂହିତା 4:8
ମୁଁ ବିଛଣାରେ ଶାନ୍ତିରେ ଶଯନ କରେ, କାରଣ ହେ ସଦାପ୍ରଭୁ ତୁମ୍ଭେ ମାେତେ ରକ୍ଷାକରି ନିରାପଦରେ ଶାଇେବାକୁ ସୁଯୋଗ ଦଇେଛ।
ହିତୋପଦେଶ 1:33
ମାତ୍ର ଯେଉଁ ଲୋକ ମାରେ ବାକ୍ଯ ମାନି ଚଳେ। ସେ ନିରାପଦ ରେ ବାସ କରିବ, ତା'ର ଅମଙ୍ଗଳ ହବେ ନାହିଁ।
ଦିତୀୟ ବିବରଣ 33:28
ତେଣୁ ଇଶ୍ରାୟେଲୀୟମାନେ ନିରାପଦ ରେ ବାସ କରିପାରିବେ। ୟାକକ୍ସ୍ଟବର ନିର୍ଝର ଏକାକୀ ଶସ୍ଯ ଓ ଦ୍ରାକ୍ଷାରସ ମଯ ଦେଶ ରେ ବାସ କଲା। ତାଙ୍କର ଆକାଶ ଶିଶିର ଝରାଏ।
ଗୀତସଂହିତା 103:18
ଯେଉଁମାନେ ତାଙ୍କର ନିଯମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଚାଲନ୍ତି, ସହେିମାନଙ୍କ ପ୍ରତି ପରମେଶ୍ବର ଉତ୍ତମ।
ଯିରିମିୟ 7:3
ଇଶ୍ରାୟେଲର ପରମେଶ୍ବର ସୈନ୍ଯାଧିପତି ସଦାପ୍ରଭୁ ଏହିକଥା କହନ୍ତି, 'ତୁମ୍ଭମାନେେ ନିଜ ନିଜ ଆଚରଣ ବଦଳାଇ ଉତ୍ତମ କାର୍ୟ୍ଯ କର। ତାହା ହେଲେ ଆମ୍ଭେ ତୁମ୍ଭମାନଙ୍କୁ ଏହି ସ୍ଥାନ ରେ ବାସ କରାଇବା।
ଯିରିମିୟ 25:5
ସହେି ଭବିଷ୍ଯଦବକ୍ତାଗଣ କହିଲେ, ତୁମ୍ଭମାନେେ ପ୍ରେତ୍ୟକକ ଆପଣା ଆପଣା କୁପଥରୁ ଓ ଆପଣା ଆପଣା ଦୁଷ୍ଟ ଆଚରଣରୁ ଫରେ। ତାହା ହେଲେ ସଦାପ୍ରଭୁ ପୁରାତନ କାଳରୁ ଚିରଦିନ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଯେଉଁ ଦେଶ ଦଇେଅଛନ୍ତି, ତାହା ମଧିଅରେ ତୁମ୍ଭମାନେେ ବାସ କରିବ।
ଲେବୀୟ ପୁସ୍ତକ 19:37
ଏଣୁ ତୁମ୍ଭମାନେେ ମାରେ ସମସ୍ତ ବ୍ଯବସ୍ଥା ଓ ସମସ୍ତ ବିଧି ମାନ୍ଯକରି ପାଳନ କରିବ। ଚିରଦିନ ମୁଁ ସଦାପ୍ରଭୁ ଅଟେ।
ଯିହିଜିକଲ 33:24
ହେ ମନୁଷ୍ଯ ପୁତ୍ର, ଯେଉଁମାନେ ଇଶ୍ରାୟେଲ ଦେଶର ସହେି ଧ୍ବଂସପ୍ରାପ୍ତ ସ୍ଥାନ ରେ ବାସ କରନ୍ତି, ସମାନେେ କହୁଅଛନ୍ତି, 'ଅବ୍ରହାମ ଏକମାତ୍ର ଜଣେ ବ୍ଯକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭମାନେେ ଅନକେ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।'
ଯିହିଜିକଲ 33:29
ସମାନେେ ଏପରି ଘୃଣ୍ଯ ଓ ମନ୍ଦକର୍ମ କରିଅଛନ୍ତି ଯେ ଆମ୍ଭେ ଦେଶକୁ ଧ୍ବଂସିତ ଓ ଶୂନ୍ଯସ୍ଥାନ କରାଇବା। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ ତାହା ସମାନେେ ଜାଣିବେ।
ଯିହିଜିକଲ 34:25
ଏବଂ ମୁଁ ସମାନଙ୍କେ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ଯ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦବେି। ତାହା ହେଲେ ସମାନେେ ନିରାପଦ ରେ ମରୁଭୂମିରେ ବାସ କରିବେ ଓ ବଣ ରେ ଶଯନ କରିବେ।
ଯିହିଜିକଲ 36:24
ପରମେଶ୍ବର କହନ୍ତି, ମୁଁ ଜାତିମାନଙ୍କ ମଧ୍ଯରୁ ତୁମ୍ଭମାନଙ୍କୁ ନଇେ ଆସିବି ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭ ନିଜ ଦେଶକୁ ଆଣିବି
ଯିରିମିୟ 33:16
ସହେି ସମୟରେ ସେ ଯିହୁଦା ପରିତ୍ରାଣ ପାଇବ ଓ ୟିରୁଶାଲମ ନିରାପଦ ରେ ବାସ କରିବ। ଆଉ 'ସଦାପ୍ରଭୁ ଆମ୍ଭମାନଙ୍କର ପରିଚାଳକ ହବେେ, ସଦାପ୍ରଭୁ ଆମ୍ଭର ନ୍ଯାଯବାନ।'
ଲେବୀୟ ପୁସ୍ତକ 26:3
ତୁମ୍ଭେ ଯଦି ତାହା କର, ତବେେ ମାରେ କରୁଣା ଦୃଷ୍ଟି ପାଇବ। ଦରକାର ଅନୁସାରେ ତୁମ୍ଭେ ବୃଷ୍ଟି ପାଇବ। ଆମ୍ଭର ସମସ୍ତ ବ୍ଯବସ୍ଥା ଓ ଆଜ୍ଞା ପାଳନ କର ଓ ମାନି ଚଳ।
ଦିତୀୟ ବିବରଣ 28:1
ବର୍ତ୍ତମାନ ତୁମ୍ଭମାନେେ ଯଦି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସ୍ବର ଶକ୍ସ୍ଟଣ ଏବଂ ସମସ୍ତ ଆଜ୍ଞା ପାଳନ କର, ଯାହା ମୁ ଆଜି ତୁମ୍ଭକୁ କହକ୍ସ୍ଟଅଛି, ତବେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ପୃଥିବୀର ଅନ୍ୟ ଜାତିଗଣ ଅପେକ୍ଷା ବହକ୍ସ୍ଟ ଉଚ୍ଚ ରେ ରଖିବେ।
ଦିତୀୟ ବିବରଣ 33:12
ମାଶାେ ବିନ୍ଯାମୀନଙ୍କ ବିଷଯ ରେ କହିଲେ, ସଦାପ୍ରଭୁଙ୍କର ପ୍ରିଯ ଲୋକେ ବିନ୍ଯାମୀନଙ୍କ ନିକଟରେ ନିର୍ଭୟ ରେ ବାସ କରିବ। ସେ ସର୍ବଦା ତାଙ୍କୁ ଆବୋରି ରଖନ୍ତି ଓ ସେ ତାହାର କାନ୍ଧଦ୍ବଯ ମଧିଅରେ ବାସ କରନ୍ତି।