Leviticus 23 - WBT (Oriya)
1 And the LORD spoke to Moses, saying,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
2 Speak to the children of Israel, and say to them, Concerning the feasts of the LORD, which ye shall proclaim to be holy convocations, even these are my feasts.ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ସଦାପ୍ରଭୁଙ୍କର ଯେଉଁସବୁ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘାଷେଣା କରିବ, ଆମ୍ଭର ସେସମସ୍ତ ପର୍ବ ଏହି।
3 Six days shall work be done: but the seventh day is the sabbath of rest, a holy convocation: ye shall do no work in it: it is the sabbath of the LORD in all your dwellings.ଛଅଦିନ କାମ କରାୟିବ, ମାତ୍ର ସପ୍ତମଦିନ ବିଶ୍ରାମଦିନ। ଅର୍ଥାତ୍ ପବିତ୍ର ଶଭା ହବେ। ତୁମ୍ଭମାନେେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନ ରେ ସଦାପ୍ରବୁଙ୍କ ଉଦ୍ଦେଶ୍ଯ ରେ ବିଶ୍ରାମଦିନ ହବେ।
4 These are the feasts of the LORD, holy convocations, which ye shall proclaim in their seasons.ଏଗୁଡିକ ସଦାପ୍ରଭୁଙ୍କ ନିରୂପିତ ପର୍ବ। ତୁମ୍ଭମାନେେ ସହେି ନିରୂପିତ ଦିନ ରେ ପବିତ୍ର ସଭା ଘାଷେଣା କରିବ।
5 In the fourteenth day of the first month at evening is the LORD'S passover.ପ୍ରଥମ ମାସ ରେ, ମାସର ଚତୁର୍ଦ୍ଦଶ ଦିନ ରେ ସନ୍ଧ୍ଯା ବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିସ୍ତାରପର୍ବ ହବେ।
6 And on the fifteenth day of the same month is the feast of unleavened bread to the LORD, seven days ye must eat unleavened bread.ପୁଣି ସହେି ମାସର ପଞ୍ଚଦଶ ଦିନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତାଡିଶୂନ୍ଯ ରୋଟୀର ପର୍ବ ହବେ। ତୁମ୍ଭମାନେେ ସାତଦିନ ପର୍ୟ୍ଯନ୍ତ ତାଡିଶୂନ୍ଯ ରୋଟୀ ଭୋଜନ କରିବ।
7 In the first day ye shall have a holy convocation: ye shall do no servile work in it.ପର୍ବର ପ୍ରଥମ ଦିନ ରେ ତୁମ୍ଭମାନଙ୍କର ପବିତ୍ର ସଭା ହବେ। ସଦେିନ ତୁମ୍ଭମାନେେ କୌଣସି ବ୍ଯବସାଯ କର୍ମ କରିବ ନାହିଁ।
8 But ye shall offer an offering made by fire to the LORD seven days: in the seventh day is a holy convocation, ye shall do no servile work in it.ମାତ୍ର ତୁମ୍ଭମାନେେ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ଉତ୍ସର୍ଗ କରିବା ଉଚିତ୍। ସପ୍ତମ ଦିନ ରେ ବିଶଷେ ସଭା ହବେ। ତୁମ୍ଭମାନେେ ସଦେିନ କୌଣସି ବ୍ଯବସାଯ କିମ୍ବା କୌଣସି ଚିରାଚରିତ କର୍ମ କରିବା ଉଚିତ୍ ନୁହେଁ।
9 And the LORD spoke to Moses, saying,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
10 Speak to the children of Israel, and say to them, When ye shall have come into the land which I give to you, and shall reap the harvest thereof, then ye shall bring a sheaf of the first-fruits of your harvest to the priest:ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦବେୁ ତୁମ୍ଭମାନେେ ସେ ଦେଶ ରେ ପ୍ରବେଶ କରିବ। ଯେତବେେଳେ ତୁମ୍ଭମାନେେ ଶସ୍ଯ କାଟିବ, ସେତବେେଳେ ପ୍ରଥମ କଟା ଶସ୍ଯରୁ ଏକବିଡା ଯାଜକ ନିକଟକୁ ଆଣିବ।
11 And he shall wave the sheaf before the LORD, to be accepted for you: on the morrow after the sabbath the priest shall wave it.ତହିଁରେ ସବୁଦିନ ପାଇଁ ତୁମ୍ଭମାନଙ୍କ ପକ୍ଷ ରେ ଗ୍ରାହ୍ଯ ହବୋ ନିମନ୍ତେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ସହେି ବିଡା ଟକେିବ। ବିଶ୍ରାମ ଦିନ ପରେ ସେ ଏହାକୁ ଝୁଲାଇବା ଉଚିତ୍।
12 And ye shall offer, that day when ye wave the sheaf, a he-lamb without blemish of the first year for a burnt-offering to the LORD.ପୁଣି ଯେଉଁଦିନ ତୁମ୍ଭମାନେେ ସହେି ବିଡା ଦୋଳାଇବ ସହେିଦିନ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ନିମନ୍ତେ ଏକ ବର୍ଷୀଯ ନିଖୁଣ ମଷେବତ୍ସ ଗୋଟିଏ ଉତ୍ସର୍ଗ କରିବ।
13 And the meat-offering thereof shall be two tenth-parts of fine flour mingled with oil, an offering made by fire to the LORD for a sweet savor: and the drink-offering thereof shall be of wine, the fourth part of a hin.ପୁଣି ଐଫାର ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ସହେିଦିନ ଶସ୍ଯ ନବୈେଦ୍ଯ ରୂପେ ଉତ୍ସର୍ଗ କରାୟିବା ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବାସିତ ନବୈେଦ୍ଯ ହବେ, ଆଉ ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ତହିଁର ପଯେ ନବୈେଦ୍ଯ ରୂପେ ଉତ୍ସର୍ଗ କରାୟିବ।
14 And ye shall eat neither bread, nor parched corn, nor green ears, until the same day that ye have brought an offering to your God: It shall be a statute for ever throughout your generations in all your dwellings.ତୁମ୍ଭମାନେେ ଯେଉଁ ପର୍ୟ୍ଯନ୍ତ ନୂତନ ଶସ୍ଯର ନବୈେଦ୍ଯ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ନ ଆଣିଛ ସପେର୍ୟ୍ଯନ୍ତ ତୁମ୍ଭମାନେେ ରୋଟୀ, କି ଭଜା ଶସ୍ଯ କି ଫଳ ଖାଇବ ନାହିଁ। ତୁମ୍ଭମାନଙ୍କର ସମସ୍ତ ନିବାସସ୍ଥାନ ରେ ଏହା ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା ହବେ।
15 And ye shall count to you from the morrow after the sabbath, from the day that ye brought the sheaf of the wave-offering; seven sabbaths shall be complete:ଅନନ୍ତର ସହେି ବିଶ୍ରାମବାର ପରଦିନଠାରୁ ଯେଉଁଦିନ ଦୋଳନୀଯ ନବୈେଦ୍ଯରୂପେ ବିଡା ଆଣିଲ ସହେିଦିନଠାରୁ ପୂର୍ଣ ସାତ ସପ୍ତାହ ଗଣନା କରିବ।
16 Even to the morrow after the seventh sabbath shall ye number fifty days; and ye shall offer a new meat-offering to the LORD.ଏହିରୂପେ ତୁମ୍ଭେ ବିଶ୍ରାମଦିନ ପରେ ସପ୍ତମ ଦିନଠାରୁ, ପଚାଶ ଦିନ ଗଣନା କରିବା ଉଚିତ୍। ଆଉ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନୂତନ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍।
17 Ye shall bring out of your habitations two wave-loaves of two tenth-parts: they shall be of fine flour, they shall be baked with leaven, they are the first-fruits to the LORD.ତୁମ୍ଭମାନେେ ନିଜ ନିଜ ଘରୁ ଦୋଳନୀଯ ନବୈେଦ୍ଯାର୍ଥେ ଏକ ଐଫାର ଦୁଇ ଦଶମାଂଶର ଦୁଇ ରୋଟୀ ଆଣିବ। ତାହା ସରୁ ମଇଦା ରେ ପ୍ରସ୍ତୁତ ହବେ ଓ ତାଡି ରେ ପାକ କରାୟିବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଥମଜାତ ଉପହାର ହବେ।
18 And ye shall offer with the bread seven lambs without blemish of the first year, and one young bullock, and two rams: they shall be for a burnt-offering to the LORD, with their meat-offering, and their drink offerings, even an offering made by fire of a sweet savor to the LORD.ପୁଣି ତୁମ୍ଭମାନେେ ସହେି ରୋଟୀ ସହିତ ଏକବର୍ଷୀଯ ସାତଟି ନିଖୁଣ ମଷେବତ୍ସ, ଗୋଟିଏ ବୃଷଭ ଓ ଦୁଇଟି ମଷେ ବଳିଦାନ କରିବା ଉଚିତ୍। ତାହା ସଦାପ୍ରଭୁଙ୍କୁ ହାମବେଳି ହବେ। ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ସହିତ ଏହା ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ହବେ।
19 Then ye shall sacrifice one kid of the goats for a sin-offering, and two lambs of the first year for a sacrifice of peace-offerings.ତା'ପରେ ତୁମ୍ଭମାନେେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳି ନିମନ୍ତେ ଦୁଇଟି ଏକ ବର୍ଷୀଯ ମଷେବତ୍ସ ଉତ୍ସର୍ଗ କରିବ।
20 And the priest shall wave them with the bread of the first-fruits for a wave-offering before the LORD, with the two lambs: they shall be holy to the LORD for the priest.ପୁଣି ଯାଜକ ପ୍ରଥମଜାତ ଫଳର ରୋଟୀ ସହିତ ଦୁଇ ମଷେବତ୍ସ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯରୂପେ ଦୋଳାଇବ। ତାହାସବୁ ଯାଜକ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।
21 And ye shall proclaim on the same day, that it may be a holy convocation to you: ye shall do no servile work in it. it shall be a statute for ever in all your dwellings throughout your generations.ଠିକ୍ ସହେିଦିନ ତୁମ୍ଭମାନେେ ଏକ ପବିତ୍ର ସଭା ପାଇଁ ଘାଷେଣା କରିବ। ସହେି ଦିନ କୌଣସି ବ୍ଯବସାଯ କର୍ମ କରିବ ନାହିଁ। ଏହା ତୁମ୍ଭମାନଙ୍କ ସମସ୍ତ ଗୃହ ରେ ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବିଧି ହବେ।
22 And when ye reap the harvest of your land, thou shalt not make clean riddance of the corners of thy field when thou reapest, neither shalt thou gather any gleaning of thy harvest: thou shalt leave them to the poor, and to the stranger: I am the LORD your God.ଆଉ ତୁମ୍ଭମାନେେ ଶସ୍ଯ କାଟିଲା ବେଳେ, କ୍ଷେତ୍ରରୁ ସମସ୍ତ ଶସ୍ଯ ନିଃଶଷେ କରି କାଟିବ ନାହିଁ। ଆଉ ତଳେ ପଡିଥିବା ଶସ୍ଯକୁ ସାଉଁଟିବ ନାହିଁ। ତୁମ୍ଭମାନେେ ସେସବୁ ଦୁଃଖୀ ଓ ବିଦେଶୀମାନଙ୍କ ପାଇଁ ଛାଡିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।
23 And the LORD spoke to Moses, saying,ପୁଣି ସଦାପ୍ରଭୁ ମାଶାଙ୍କେୁ କହିଲେ,
24 Speak to the children of Israel, saying, In the seventh month, in the first day of the month, shall ye have a sabbath, a memorial of blowing of trumpets, a holy convocation.ଇଶ୍ରାୟେଲର ସନ୍ତାନଗଣଙ୍କୁ ତୁମ୍ଭେ କୁହ, ସପ୍ତମ ମାସର ପ୍ରଥମ ଦିନ ରେ ତୁମ୍ଭମାନଙ୍କର ମହାବିଶ୍ରାମ, ତୂରୀଧ୍ଯନି ଦ୍ବାରା ସ୍ମରଣାର୍ଥକ ପବିତ୍ର ସଭା ହବେ।
25 Ye shall do no servile work in it; but ye shall offer an offering made by fire to the LORD.ତୁମ୍ଭମାନେେ ସହେି ଦିନ କୌଣସି ବ୍ଯବସାଯିକ କିମ୍ବା କୌଣସି କର୍ମ କରିବା ଉଚିତ୍ ନୁହେଁ। ମାତ୍ର ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବ।
26 And the LORD spoke to Moses, saying,ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
27 Also on the tenth day of this seventh month there shall be a day of atonement; it shall be a holy convocation to you, and ye shall afflict your souls, and offer an offering made by fire to the LORD. ସହେି ସପ୍ତମ ମାସର ଦଶମ ଦିନ ଅବଶ୍ଯ ପାପରୁ ପ୍ରାଯଶ୍ଚିତ୍ତର ଦିନ ହବେ। ସଦେିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବୋ ଉଚିତ୍। ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍।
28 And ye shall do no work in that same day; for it is a day of atonement, to make an atonement for you before the LORD your God.ସହେିଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବ ନାହିଁ। କାରଣ ଏହା ପ୍ରାଯଶ୍ଚିତ୍ତର ଦିନ। ସଦେିନ ଯାଜକ ସଦାପ୍ରଭୁଙ୍କ ସମ୍ମୁଖକୁ ୟାଇ ତୁମ୍ଭମାନଙ୍କର ପ୍ରାଯଶ୍ଚିତ୍ତ କରିବ।
29 For whatever soul it may be that shall not be afflicted in that same day, he shall be cut off from among his people. ଯବେେ କୌଣସି ଲୋକ ସହେିଦନି ଉପବାସ କରିବାକୁ ବିରତ ହୁଏ, ତବେେ ସେ ତା'ର ଲୋକମାନଙ୍କଠାରୁ ପୃଥକ୍ ରହିବ।
30 And whatever soul it may be that doeth any work in that same day, the same soul will I destroy from among his people.ଯଦି କୌଣସି ପ୍ରାଣୀ ସହେିଦିନ କୌଣସି କର୍ମ କରେ ତବେେ ଆମ୍ଭେ ତାହା ଲୋକମାନଙ୍କ ମଧିଅରେ ତାକୁ ବିନାଶ କରିବୁ।
31 Ye shall do no manner of work. It shall be a statute for ever throughout your generations in all your dwellings.ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ ସଦେିନ କରିବ ନାହିଁ। ଏହା ତୁମ୍ଭମାନଙ୍କର ସମସ୍ତ ଗୃହ ରେ ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା ଅଟେ।
32 It shall be to you a sabbath of rest, and ye shall afflict your souls in the ninth day of the month at evening: from evening to evening shall ye celebrate your sabbath.ସହେି ଦିନ ତୁମ୍ଭମାନଙ୍କର ସ୍ବତନ୍ତ୍ର ବିଶ୍ରାମଦିନ ହବେ। ତୁମ୍ଭମାନେେ କୌଣସି ଖାଦ୍ୟ ଖାଇବ ନାହିଁ। ମାସର ନବମ ଦିନର ସନ୍ଧ୍ଯାକାଳ ରେ, ଏକ ସନ୍ଧ୍ଯାଠାରୁ ଆର ସନ୍ଧ୍ଯା ପର୍ୟ୍ଯନ୍ତ ତୁମ୍ଭମାନେେ ନିଜ ନିଜର ବିଶ୍ରାମ ଦିନ ପାଳନ କରିବ।
33 And the LORD spoke to Moses, saying,ପୁମି ସଦାପ୍ରଭୁ ମାଶାଙ୍କେୁ କହିଲେ,
34 Speak to the children of Israel, saying, The fifteenth day of this seventh month shall be the feast of tabernacles for seven days to the LORD.ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ, ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପତ୍ରକୁଟୀର ପର୍ବ ପାଳିତ ହବେ।
35 On the first day shall be a holy convocation: ye shall do no servile work in it.ପ୍ରଥମ ଦିନ ରେ ପବିତ୍ର ସଭା ହବେ, ତୁମ୍ଭମାନେେ କୌଣସି ବ୍ଯବସାଯିକ କର୍ମ କରିବ ନାହିଁ।
36 Seven days ye shall offer an offering made by fire to the LORD: on the eighth day shall be a holy convocation to you, and ye shall offer an offering made by fire to the LORD: it is a solemn assembly; and ye shall do no servile work in it.ସାତଦିନ ୟାଏ ତୁମ୍ଭମାନେେ ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନ ରେ ତୁମ୍ଭମାନଙ୍କର ପବିତ୍ର ସଭା ହବୋ ଉଚିତ୍ ଓ ତୁମ୍ଭମାନେେ ସଦାପ୍ରଭୁଙ୍କ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭମାନେେ କୌଣସି ବ୍ଯବସାଯିକ କର୍ମ କରିବା ଉଚିତ୍ ନୁହେଁ।
37 These are the feasts of the LORD, which ye shall proclaim to be holy convocations, to offer an offering made by fire to the LORD, a burnt-offering, and a meat-offering, a sacrifice, and drink-offerings, every thing upon its day:ଏହିସବୁ ସଦାପ୍ରଭୁଙ୍କର ପାଇଁ ସ୍ବତନ୍ତ୍ର ପର୍ବ, ଯାହା ତୁମ୍ଭେ ପବିତ୍ର ସଭାପରି ପ୍ରକାଶ କରିଥାଅ, ସହେିଥି ରେ ତୁମ୍ଭମାନେେ ପ୍ରେତ୍ୟକକ ପର୍ବର ନିରୂପିତ ଦିନ ରେ ସଦାପ୍ରଭୁଙ୍କୁ ନବୈେଦ୍ଯ, ହାମବେଳି, ଶସ୍ଯ ନବୈେଦ୍ଯ, ବଳିଦାନ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ଏହା ତୁମ୍ଭମାନେେ ପବିତ୍ର ସଭା ରେ ଘାଷେଣା କରିବା ଉଚିତ୍
38 Beside the sabbaths of the LORD, and beside your gifts, and beside all your vows, and beside all your free-will-offerings, which ye give to the LORD.ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ରାମଦିନ ଛଡା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଦାନ ଛଡା ତୁମ୍ଭମାନଙ୍କର ସକଳ ମାନତ ଛଡା ଓ ତୁମ୍ଭମାନଙ୍କ ସ୍ବେଚ୍ଛାଦତ୍ତ ସକଳ ନବୈେଦ୍ଯ ଛଡା ଏହିସବୁ ପର୍ବ ପାଳନ କରିବ।
39 Also in the fifteenth day of the seventh month, when ye have gathered in the fruit of the land, ye shall keep a feast to the LORD seven days: on the first day shall be a sabbath, and on the eighth day shall be a sabbath.ସପ୍ତମ ମାସର ପଞ୍ଚଦଶ ଦିନ ଯେତବେେଳେ ତୁମ୍ଭମାନେେ ଭୂମିରୁ ଶସ୍ଯ ସଂଗ୍ରହ କରିସାରିବ ତୁମ୍ଭମାନେେ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଅବଶ୍ଯ ପର୍ବ ପାଳନ କରିବ। ପ୍ରଥମ ଦିନ ସ୍ବତନ୍ତ୍ର ବିଶ୍ରାମଦିନ ହବେ ଓ ଅଷ୍ଟମ ଦିନ ସ୍ବତନ୍ତ୍ର ବିଶ୍ରାମଦିନ ହବେ।
40 And ye shall take you on the first day the boughs of goodly trees, branches of palm-trees, and the boughs of thick trees, and willows of the brook; and ye shall rejoice before the LORD your God seven days.ଆଉ ତମ୍ଭମାନେେ ପ୍ରଥମ ଦିନ ରେ ଉତ୍ତମ ବୃକ୍ଷର ଫଳ, ବାତାପି ଗଛର ଗୋଟିଏ ପ୍ରକାର ଖଜୁର୍ର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀ ତୀରସ୍ଥ ବାଇସୀ ବୃକ୍ଷ ଘନେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ସମ୍ମୁଖ ରେ ସାତ ଦିନ ୟାଏ ଆନନ୍ଦ କରିବ।
41 And ye shall keep it a feast to the LORD seven days in the year. It shall be a statute for ever in your generations; ye shall celebrate it in the seventh month.ପୁଣି ତୁମ୍ଭମାନେେ ପ୍ରତିବର୍ଷ ସାତ ଦିନ ଧରି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସହେି ପର୍ବ ପାଳନ କରିବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା, ତୁମ୍ଭମାନେେ ସପ୍ତମ ମାସ ରେ ତାହା ପାଳନ କରିବ।
42 Ye shall dwell in booths seven days: all that are Israelites born shall dwell in booths:ତୁମ୍ଭମାନେେ ସାତଦିନ ପତ୍ର କୁଟୀର ରେ ରହିବ। ଇଶ୍ରାୟେଲ ବଂଶଧର ସମସ୍ତେ ପତ୍ର କୁଟୀର ରେ ବାସ କରିବେ।
43 That your generations may know that I made the children of Israel to dwell in booths, when I brought them out of the land of Egypt: I am the LORD your God.ଆମ୍ଭେ ଇଶ୍ରୀଯଲେ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସମାନଙ୍କେ ପତ୍ର କୁଟୀର ରେ ବାସ କରାଇଥିଲୁ ଏହା ତୁମ୍ଭମାନଙ୍କ ଭବିଷ୍ଯତ ବଂଶଧର ଜାଣିପାରିବେ। ଆମ୍ଭେ ସଦାପ୍ରଭୁ ତମ୍ଭମାନଙ୍କର ପରମେଶ୍ବର ଅଟୁ।
44 And Moses declared to the children of Israel the feasts of the LORD.ତହୁଁ ମାଶାେ ଇଶ୍ରାୟେଲ ସନ୍ତାନଗଣଙ୍କୁ ସଦାପ୍ରଭୁଙ୍କ ସମ୍ମାନାର୍ଥେ ସ୍ଥାପିତ ସମସ୍ତ ପର୍ବ ବିଷଯ ରେ କହିଲେ।
Oriya Bible