Leviticus 2 - KJV (Oriya)
1 And when any will offer a meat offering unto the LORD, his offering shall be of fine flour; and he shall pour oil upon it, and put frankincense thereon:ଆଉ କହେି ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଶସ୍ଯ ନବୈେଦ୍ଯ ଆଣିଲେ, ତାହା ଅତି ସୂକ୍ଷ୍ମ ମଇଦା ରେ ନବୈେଦ୍ଯ ହବେ। ପୁଣି ସେଥି ରେ ସେ ତୈଳ ଢାଳିବ ଓ ତା'ଉପରେ ଲୋବାନି ରଖିବ।
2 And he shall bring it to Aaron's sons the priests: and he shall take thereout his handful of the flour thereof, and of the oil thereof, with all the frankincense thereof; and the priest shall burn the memorial of it upon the altar, to be an offering made by fire, of a sweet savor unto the LORD:ପୁଣି ତାକୁ ହାରୋଣର ଯାଜକ ପୁତ୍ରମାନଙ୍କ ନିକଟକୁ ଆଣିବ। ଯାଜକ ସେଥିରୁ ମୁଠିଏ ସରୁ ମଇଦା, କିଛି ତୈଳ ଓ ସମସ୍ତ କପୂର୍ର ନବେ। ତା'ପରେ ଯାଜକ ଏହି ସ୍ମାରକ ଅଂଶ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନବୈେଦ୍ଯ ଅଟେ।
3 And the remnant of the meat offering shall be Aaron's and his sons': it is a thing most holy of the offerings of the LORD made by fire.ଏହି ଶସ୍ଯ ନବୈେଦ୍ଯର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହବେ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆୟାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।
4 And if thou bring an oblation of a meat offering baked in the oven, it shall be unleavened cakes of fine flour mingled with oil, or unleavened wafers anointed with oil.ଆଉ ଯଦି କହେି ତୁନ୍ଦୁର ରେ ପକ୍ବ କରି ଶସ୍ଯ-ନବୈେଦ୍ଯ ଦିଏ, ତବେେ ତାହା ତାଡିଶୁନ୍ଯ ରୋଟୀ ଓ ତୈଳର ଛଣା ୟାଇଥିବା ସରୁ ମଇଦାର ପିଠା କିମ୍ବା ତୈଳାକ୍ତ ସରୁଚକୁଳୀ ହବେ।
5 And if thy oblation be a meat offering baked in a pan, it shall be of fine flour unleavened, mingled with oil.ପୁଣି ଯଦି ନବୈେଦ୍ଯ କରଇେ ରେ ସକୋ ହାଇେଥିବା ପିଠା ହୁଏ, ତବେେ ଏହା ନିଶ୍ଚିତ ତାଡିଶୂନ୍ଯ ସରୁ ମଇଦାରୁ ତିଆରି ହାଇେ ତୈଳ ରେ ଭଜା ହାଇେ ତିଆରି ହାଇେଥିବ।
6 Thou shalt part it in pieces, and pour oil thereon: it is a meat offering.ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତା'ଉପରେ ତୈଳ ଢାଳିବ, ତାହା ହିଁ ଶସ୍ଯ ନବୈେଦ୍ଯ ହବେ।
7 And if thy oblation be a meat offering baked in the frying pan, it shall be made of fine flour with oil.ଯଦି ତୁମ୍ଭେ କରଇେ ରେ ରୋଷଇେ ହାଇେ ଶକୋ ୟାଇଥିବା ଶସ୍ଯ ଦିଅ, ତବେେ ତାହା ନିଶ୍ଚିତ ତଲେ ରେ ଭଜା ୟାଇଥିବ ଓ ସରୁ ମଇଦା ରେ ହାଇେ କରଇେ ରେ ପରସା ୟାଇଥିବ।
8 And thou shalt bring the meat offering that is made of these things unto the LORD: and when it is presented unto the priest, he shall bring it unto the altar.ତୁମ୍ଭେ ଏହିସବୁ ଦ୍ରବ୍ଯ ରେ ପ୍ରସ୍ତୁତି ଶସ୍ଯ ନବୈେଦ୍ଯ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ଆଉ ତାହା ଯାଜକକୁ ଦବେ ଓ ଯାଜକ ତାକୁ ନଇେ ୟଜ୍ଞବଦେୀ ଉପରେ ରଖିବ।
9 And the priest shall take from the meat offering a memorial thereof, and shall burn it upon the altar: it is an offering made by fire, of a sweet savor unto the LORD.ପୁଣି ଯାଜକ ସହେି ଭଜା ଶସ୍ଯରୁ କିଛି ଅଂଶ ନବୋ ଉଚିତ୍ ଓ ୟଜ୍ଞବଦେୀ ଉପରେ ଏହି ସ୍ମରଣାର୍ଥକ ଅଂଶ ଦଗ୍ଧ କରିବା ଉଚିତ୍। ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନବୈେଦ୍ଯ ଅଟେ।
10 And that which is left of the meat offering shall be Aaron's and his sons': it is a thing most holy of the offerings of the LORD made by fire.ସହେି ଶସ୍ଯ-ନବୈେଦ୍ଯର ଅବଶିଷ୍ଟ ଅଂଶ ହାରୋଣ ଓ ତାହାର ପୁତ୍ରଗଣର ହବେ। ଏହି ଅବଶିଷ୍ଟାଂଶ ଯାହା ସଦାପ୍ରଭୁଙ୍କ ଉପହାରରୁ ନିଆୟାଏ ମହାପବିତ୍ର ଅଟେ।
11 No meat offering, which ye shall bring unto the LORD, shall be made with leaven: for ye shall burn no leaven, nor any honey, in any offering of the LORD made by fire.ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେ କୌଣସି ଶସ୍ଯ-ନବୈେଦ୍ଯ ଆଣିବ, ତାହା ତାଡିଶୂନ୍ଯ ହବୋ ଉଚିତ୍। ତୁମ୍ବମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ରୂପେ ତାଡି କି ମଧୁ କବେେ ଦଗ୍ଧ କରିବା ଉଚିତ୍ ନୁହେଁ।
12 As for the oblation of the firstfruits, ye shall offer them unto the LORD: but they shall not be burnt on the altar for a sweet savor.ତୁମ୍ଭମାନେେ ପ୍ରଥମଜାତ ଫଳର ନବୈେଦ୍ଯ ରୂପେ ତାଡି କି ମଧୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିଶ୍ଚିତ ଉତ୍ସର୍ଗ କରିପାର, କିନ୍ତୁ ଏହା ସଦାପ୍ରଭୁଙ୍କୁ ଗୋଟିଏ ମଧୁର ସୁଗନ୍ଧି ଉପହାର ହବେ। ଏହାକୁ ୟଜ୍ଞବଦେୀ ଉପରକୁ ନିଆ ୟାଇ ପାରିବ ନାହିଁ।
13 And every oblation of thy meat offering shalt thou season with salt; neither shalt thou suffer the salt of the covenant of thy God to be lacking from thy meat offering: with all thine offerings thou shalt offer salt.ତୁମ୍ଭେ ସମସ୍ତ ଶସ୍ଯ ନବୈେଦ୍ଯ ରେ ଲବଣ ମିଶାଇବ, ଯାହା ତୁମ୍ଭେ ଉତ୍ସର୍ଗ କର। ପୁଣି ପରମେଶ୍ବରଙ୍କ ଚୁକ୍ତି ରୂପକ ଲବଣକୁ ଶସ୍ଯ ନବୈେଦ୍ଯ ରେ ଦବେ। ଆଉ ତୁମ୍ଭର ସମସ୍ତ ନବୈେଦ୍ଯ ସହିତ ଲବଣ ଏକ ଅଂଶ ହବେ।
14 And if thou offer a meat offering of thy firstfruits unto the LORD, thou shalt offer for the meat offering of thy firstfruits green ears of corn dried by the fire, even corn beaten out of full ears.ପୁଣି ଯବେେ ତୁମ୍ଭେ ତୁମ୍ଭର ପ୍ରଥମଜାତ ଶସ୍ଯ ନବୈେଦ୍ଯ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କର, ତବେେ ତୁମ୍ଭ ପ୍ରଥମଜାତ ଶସ୍ଯ ନବୈେଦ୍ଯ ରୂପେ ଅଗ୍ନି ରେ ଭଜା ତାଜା ଶସ୍ଯ ଉତ୍ସର୍ଗ କରିବ।
15 And thou shalt put oil upon it, and lay frankincense thereon: it is a meat offering.ପୁଣି ତାହା ଉପରେ ତୈଳ ଦବେ ଓ ଲୋବାନି ରଖିବ। ତାହା ଶସ୍ଯ ନବୈେଦ୍ଯ ହବେ।
16 And the priest shall burn the memorial of it, part of the beaten corn thereof, and part of the oil thereof, with all the frankincense thereof: it is an offering made by fire unto the LORD.ତା'ପରେ କିଛି ମର୍ଦ୍ଦିତ ଶସ୍ଯ, କିଛି ତୈଳ ଓ ସମସ୍ତ ଲୋବାନି ଗୋଟିଏ ସ୍ମରାଣାର୍ଥକ ଅଂଶ ରୂପେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ପ୍ରତି ଗୋଟିଏ ଉପହାର ଅଟେ।
Oriya Bible