Lamentations 4:20 ରାଜା ଆମ୍ଭମାନଙ୍କ ପାଇଁ ମୁଖ୍ଯ ଥିଲେ ଓ ସେ ଆମ୍ଭର ନାସାର ନିଃଶ୍ବାସସ୍ବରୂପ ଥିଲେ। ଆମ୍ଭମାନେେ କହୁଥିଲୁ, ତାଙ୍କର ଛାଯାତଳେ ଆମ୍ଭମାନେେ ବଞ୍ଚିବା ଓ ସେ ଗୋଷ୍ଠୀଯମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ। ମାତ୍ର ସଦାପ୍ରଭୁଙ୍କ ସହେି ଅଭିଷିକ୍ତ ଲୋକ ସମାନଙ୍କେ ଦ୍ବାରା ଗର୍ତ୍ତ ରେ ଧରାଗଲେ।
Lamentations 4:20 in Other Translations
King James Version (KJV) The breath of our nostrils, the anointed of the LORD, was taken in their pits, of whom we said, Under his shadow we shall live among the heathen.
American Standard Version (ASV) The breath of our nostrils, the anointed of Jehovah, was taken in their pits; Of whom we said, Under his shadow we shall live among the nations.
Bible in Basic English (BBE) Our breath of life, he on whom the holy oil was put, was taken in their holes; of whom we said, Under his shade we will be living among the nations.
Darby English Bible (DBY) The breath of our nostrils, the anointed of Jehovah, was taken in their pits; of whom we said, Under his shadow we shall live among the nations.
World English Bible (WEB) The breath of our nostrils, the anointed of Yahweh, was taken in their pits; Of whom we said, Under his shadow we shall live among the nations.
Young's Literal Translation (YLT) The breath of our nostrils -- the anointed of Jehovah, Hath been captured in their pits, of whom we said: `In his shadow we do live among nations.'
Read Full Chapter :
Lamentations 4
Cross Reference
ଆଦି ପୁସ୍ତକ 2:7
ଏହାପରେ ସଦାପ୍ରଭୁ ପରମେଶ୍ବର ଭୂମିରୁ ଧୂଳି ନଇେ ମନୁଷ୍ଯ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ର ରେ ଫୁଙ୍କ ଦଇେ ପ୍ରାଣ ବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ଯ ଜୀବିତପ୍ରାଣୀ ହେଲା।
ଦିତୀୟ ଶାମୁୟେଲ 19:21
କିନ୍ତୁ ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯ ଉତ୍ତର କରି କହିଲା, ଶିମିଯିକକ୍ସ୍ଟ ଆଲମ ନିଶ୍ଚିତ ମାରିଦଲବକ୍ସ୍ଟ କାରଣସସ ସଦାପ୍ରଭୁଙ୍କ ଅଭିଷିକ୍ତକକ୍ସ୍ଟ ଶାପସଦଇ ଅଛି।
ଯିରିମିୟ 39:5
ମାତ୍ର କଲଦୀଯମାନଙ୍କର ସୈନ୍ଯ ସମାନଙ୍କେ ପେଛ ପେଛ ଗୋଡ଼ାଇ ଯିରୀହାେ ପଦା ରେ ସିଦିକିଯ ନିକଟରେ ପହନ୍ଚିଲେ। ସମାନଙ୍କେୁ ଧରି ହମାତ୍ ଦେଶସ୍ଥ ରିବ୍ଲା ରେ ବାବିଲର ରାଜା ନବୁଖଦନିତ୍ସର ନିକଟକୁ ଆଣିଲେ, ତହୁଁ ସେ ତାହାର ଦଣ୍ଡ ବ୍ଯବସ୍ଥା କଲେ।
ଯିହିଜିକଲ 12:13
ସେ ଖସିୟିବା ପାଇଁ ଚେଷ୍ଟା କରିବ, କିନ୍ତୁ ଆମ୍ଭେ ତା' ପାଇଁ ଆମ୍ଭର ଜାଲ ବିଚ୍ଛାଇବା ଓ ସେ ଫାନ୍ଦ ରେ ପଡ଼ିୟିବ। ଏବଂ ଆମ୍ଭେ ତାକୁ କଲଦୀଯ ଲୋକମାନଙ୍କର ଦେଶ ବାବିଲକୁ ନଇୟିବୋ। ଆଉ ସେ ସହେି ସ୍ଥାନ ରେ ମରିବ କିନ୍ତୁ ସେ ତାହା ଦେଖିପାରିବ ନାହିଁ।
ଦିତୀୟ ଶାମୁୟେଲ 1:14
ତା'ପରେ ଦାଉଦ ତାକକ୍ସ୍ଟ ପଚାରିଲେ, ତୁମ୍ଭେ କିପରି ସାହସ କଲ ଓ ସଦାପ୍ରଭୁଙ୍କ ଦ୍ବାରା ମନୋନୀତ ରାଜାଙ୍କକ୍ସ୍ଟ ହତ୍ଯା କରିବା ପାଇଁ ଭୟ କଲ ନାହିଁ।
ଯିରିମିୟଙ୍କ ବିଳାପ 2:9
ତାହାର ନଗରଦ୍ବାର ସବୁ ଭୂମିସାତ୍ ହାଇେଅଛି, ତାହାର ଅର୍ଗଳ ସବୁ ନଷ୍ଟ ସ ଖଣ୍ଡ ଖଣ୍ଡ ହାଇଗେଲା। ତା'ର ରାଜାମାନେ ଓ ରାଜକୁମାରୀମାନେ ଅନ୍ୟ ଗୋଷ୍ଠୀ ମଧିଅରେ ଅଛନ୍ତି, ତା'ର ସନ୍ତାନମାନଙ୍କ ପାଇଁ ଶିକ୍ଷା ନାହିଁ। ତା'ର ଭବିଷ୍ଯଦ୍ ବକ୍ତାଗଣ କୌଣସି ଦର୍ଶନ। ସଦାପ୍ରଭୁଙ୍କଠାରୁ ପାଇନାହାନ୍ତି।
ପ୍ରଥମ ଶାମୁୟେଲ 26:9
କିନ୍ତୁ ଦାଉଦ ଅବୀଶଯକକ୍ସ୍ଟ କହିଲେ, ଶାଉଲଙ୍କକ୍ସ୍ଟ ମାର ନାହିଁ। ଯେ କୌଣସି ଲୋକ ଯବେେ ସଦାପ୍ରଭୁଙ୍କ ଦ୍ବାରା ବଛା ୟାଇଥିବା ରାଜାଙ୍କକ୍ସ୍ଟ ବଧ କରିବ ତାଙ୍କୁ ପ୍ରଭକ୍ସ୍ଟ ଦଣ୍ତ ଦବେେ।
ପ୍ରଥମ ଶାମୁୟେଲ 26:16
ତୁମ୍ଭେ ଏହି ଯେଉଁ କଥା କଲ, ତାହା ଭଲ ନକ୍ସ୍ଟ ହେଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭମାନଙ୍କୁ ମୃତକ୍ସ୍ଟ୍ଯଦଣ୍ତ ଦିଆୟିବା ଉଚିତ୍, କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କ ମନୋନୀତ ରାଜା ତୁମ୍ଭମାନଙ୍କ ରାଜାଙ୍କକ୍ସ୍ଟ ଜଗି ରହିଲ ନାହିଁ। ରାଜାଙ୍କର ବର୍ଚ୍ଛା ଓ ତାଙ୍କ ମକ୍ସ୍ଟଣ୍ତ ନିକଟରେ ଥିବା ଜଳପାତ୍ର ବର୍ତ୍ତମାନ ଦେଖକ୍ସ୍ଟଛ।
ଦିତୀୟ ଶାମୁୟେଲ 1:21
ହେ ଗଲ୍ବୋଯ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡକ୍ସ୍ଟ। ଅଥବା ଉପହାରଜନକ କ୍ଷେତ୍ର ନ ହେଉ। କାରଣ ସଠାେରେ ବୀରମାନଙ୍କର ଢାଲ ଅଦରକାରୀ ପରି ଫିଙ୍ଗି ଦିଆଗଲା। ଶାଉଲଙ୍କର ଢାଲ ତୈଲ ରେ ଅଭିଷିକ୍ତ ହେଲା ନାହିଁ।
ଦିତୀୟ ଶାମୁୟେଲ 18:3
ଲୋକମାନେ କହିଲେ, ଆପଣ ଆମ ସହିତ ନିଶ୍ଚଯ ଯିବେ ନାହିଁ। କାରଣ ଆମ୍ଭମାନେେ ପଳାଇଲେ ଅବଶା ଲୋମର ଲୋକମାନେ ଆମ୍ଭମାନଙ୍କ ପାଇଁ ଖାତିର କରିବେ ନାହିଁ। ଆମ୍ଭମାନଙ୍କରକ୍ସ୍ଟ ଅର୍ଦ୍ଧକେ ମୃତକ୍ସ୍ଟ୍ଯବରଣ କଲେ ହେଁ, ସମାନେେ ଆମ୍ଭମାନଙ୍କ ପାଇଁ ଚିନ୍ତା କରିବେ ନାହିଁ। ମାତ୍ର ଆପଣ ଆମ୍ଭମାନଙ୍କର 10,000 ସହିତ ସମାନ। ତେଣୁ ଏହା ଉତ୍ତମ ଯେ, ଆପଣ ଏହି ନଗର ରେ ସାହାୟ୍ଯ ପାଇଁ ରକ୍ସ୍ଟହନ୍ତକ୍ସ୍ଟ।
ଆଦି ପୁସ୍ତକ 44:30
ବର୍ତ୍ତମାନ ଚିନ୍ତା କରନ୍ତୁ, କ'ଣ ହବେ। ଯେତବେେଳେ ଆମ୍ଭେ ଆମ୍ଭର ସାନ ଭାଇ ବିନା ଘରକୁ ଫରେିବୁ। ସହେି ବାଳକ ଆମ୍ଭ ପିତଙ୍କର ଅମୁଲ୍ଯ ସମ୍ପଦ।
ଯିରିମିୟ 52:8
ମାତ୍ର କଲଦୀଯମାନେ ରାଜା ସିଦିକିଯଙ୍କ ପେଛ ପେଛ ଗୋଡ଼ାଇ ଯରେିକା ସମତଳ ଭୂମିରେ ତାଙ୍କୁ ଧରିଲେ। ସିଦିକିଯଙ୍କ ସମସ୍ତ ସୈନ୍ଯ ତାଙ୍କୁ ଛାଡ଼ି ପଳାଇଲେ।
ଯିହିଜିକଲ 17:18
କିନ୍ତୁ ସେ ରକ୍ଷା ପାଇବ ନାହିଁ। କାରଣ ସେ ଚୁକ୍ତି ଭଙ୍ଗ କରି ଶପଥ ତୁଚ୍ଛ କରିଅଛି। ସେ ଏସବୁ କରିଅଛି ଏବଂ ଦଣ୍ଡରୁ ପଳାଇ ୟାଇପାରିବ ନାହିଁ।
ଯିହିଜିକଲ 19:4
ନାନା ଦେଶୀଯମାନେ ତାହା ବିଷଯ ରେ ଶୁଣିଲେ ଓ ସମାନେେ ତାକୁ ୟନ୍ତା ରେ ଧରିଲେ। ସମାନେେ ତା' ପାଟି ରେ ଆଙ୍କୁଶ ଦଇେ ତାହାକୁ ମିଶରକୁ ଆଣିଲେ।
ଗୀତସଂହିତା 89:20
ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ। ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।
ପ୍ରଥମ ଶାମୁୟେଲ 12:3
ମୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ଅଛି। ଯଦି ମୁ କିଛି ଭକ୍ସ୍ଟଲ କରିଛି ତୁମ୍ଭମାନେେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକକ୍ସ୍ଟ କକ୍ସ୍ଟହ। ମୁ କାହାର ଗଧ କିମ୍ବା ଗାଈ ଚୋରୀ କରିଛି କି? ମୁ କାହାକକ୍ସ୍ଟ ଆଘାତ କିମ୍ବା ଧୋକା ଦଇେଛି କି? ମୁ ମାରେ ଚକ୍ଷକ୍ସ୍ଟକକ୍ସ୍ଟ ଅନ୍ଧ କରିବା ପାଇଁ କାହା ହସ୍ତରକ୍ସ୍ଟ ଲାଞ୍ଚ ନଇେ ନାହିଁ, ଯେପରିକି ମୁ ଅନ୍ୟ ଦ୍ବାରା ଅପରାଧ କରିଥିବା ଉପଦ୍ରବ୍ଯ ଦେଖି ନପା ରେ? ଯଦି ମୁ ଏଥିରକ୍ସ୍ଟ କୌଣସିଟି କରିଛି, ତବେେ ମୁ ତାହା ଭରଣା କରିବା ପାଇଁ ପ୍ରସ୍ତକ୍ସ୍ଟତ ଅଛି।
ପ୍ରଥମ ଶାମୁୟେଲ 12:5
ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କୁ କହିଲେ, ତୁମ୍ଭେ ଯାହା କହିଲ ସଦାପ୍ରଭୁ ଏବଂ ନୂତନ ମନୋନୀତ ରାଜା ତାହା ଶୁଣିଲେ, ସମାନେେ ଦୃଢ କରିବାକୁ ସାକ୍ଷୀ ରହିଲେ ଯେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ଜାଣିଲେ ମୁ କିଛି ଭୂଲ କରି ନାହିଁ। ଲୋକମାନେ କହିଲେ, ହଁ ସଦାପ୍ରଭୁ ସାକ୍ଷୀ ଅଛନ୍ତି ଏହା ସତ୍ଯ।
ପ୍ରଥମ ଶାମୁୟେଲ 16:6
ଯେତବେେଳେ ୟିଶୀ ଓ ତା'ର ପକ୍ସ୍ଟତ୍ରମାନେ ପହନ୍ଚିଲେ, ଶାମକ୍ସ୍ଟଯଲେ ଇଲୀଯାବଙ୍କକ୍ସ୍ଟ ଦେଖିଲେ। ଶାମକ୍ସ୍ଟଯଲେ ଭାବିଲେ, ଏହା ନିଶ୍ଚିତ ଯେ ସଦାପ୍ରଭୁ ଏହି ଲୋକଟିକକ୍ସ୍ଟ ରାଜା ହବୋପାଇଁ ବାଛିଛନ୍ତି।
ପ୍ରଥମ ଶାମୁୟେଲ 24:6
ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ସଦାପ୍ରଭୁ ବାରଣ କଲେ ଯେ, ମାରେସ୍ବାମୀ ବିରକ୍ସ୍ଟଦ୍ଧ ରେ ପକ୍ସ୍ଟଣି ଏପରି କରିବା ଉଚିତ୍। ମାରହେସ୍ତ ତାଙ୍କ ବିରକ୍ସ୍ଟଦ୍ଧ ରେ ଉଠାଇବା, ଏହା ମାେ ପାଇଁ ଠିକ୍ ହବେ ନାହିଁ। କାରଣ ଶାଉଲ ସଦାପ୍ରଭୁଙ୍କର ମନୋନୀତ ରାଜା।
ପ୍ରଥମ ଶାମୁୟେଲ 24:10
ମୁ ଗ୍ଭହିଁ ନଥିଲି ତୁମ୍ଭକୁ ମାରିବା ପାଇଁ। ତୁମ୍ଭେ ତୁମ୍ଭର ସ୍ବଚକ୍ଷକ୍ସ୍ଟ ରେ ଦେଖିଲ। ସଦାପ୍ରଭୁ ତୁମ୍ଭକୁ ଆଜି ଗକ୍ସ୍ଟମ୍ଫା ଭିତ ରେ ମାେ ପାଖ ରେ ତୁମ୍ଭକୁ ମାରିବା ପାଇଁ ସକ୍ସ୍ଟୟୋଗ ଦଇେଥିଲେ। କିନ୍ତୁ ମୁ ତୁମ୍ଭକୁ ମାରିବାକକ୍ସ୍ଟ ଇଚ୍ଛା କଲି ନାହିଁ। ମାରେତକ୍ସ୍ଟମ୍ଭ ପ୍ରତିଦୟା ଆସିଲା। ମୁ କହିଲି, 'ମୁ ମାରେ ପ୍ରଭକ୍ସ୍ଟଙ୍କକ୍ସ୍ଟ ମାରିବି ନାହିଁ। ଶାଉଲ ହେଉଛନ୍ତି ସଦାପ୍ରଭୁଙ୍କଦ୍ବାରା ବଛା ୟାଇଥିବା ରାଜା।'