Judges 9
22 ଅବୀମଲକେ ଇଶ୍ରାୟେଲ ଉପରେ ତିନିବର୍ଷ ରାଜତ୍ବ କଲେ।
23 ଅବୀମଲକେ ୟିରକ୍ସ୍ଟଦ୍ଦାଲଙ୍କର ସତକ୍ସ୍ଟରି ଜଣ ପକ୍ସ୍ଟତ୍ରଙ୍କକ୍ସ୍ଟ ହତ୍ଯା କଲେ, ଯେଉଁମାନେ ତାଙ୍କର ନିଜର ଭାଇ ଥିଲେ। ଶିଖିମର ନତେୃବର୍ଗ ଇଶ୍ରାୟେଲର ଭୂଲ କାର୍ୟ୍ଯ କରିବା ରେ ସମର୍ଥନ ଦେଲେ।
24 ସେଥିପାଇଁ ପରମେଶ୍ବର ଅବୀମଲେକ୍ ଓ ଶିଖିମର ନତେୃବର୍ଗମାନଙ୍କ ମଧିଅରେ ସମସ୍ଯାର କାରଣ ସୃଷ୍ଟି କଲେ। ସେଥିପାଇଁ ଶିଖିମର ନତେୃବର୍ଗମାନେ ଅବୀମଲକେ ବିରକ୍ସ୍ଟଦ୍ଧ ରେ ଯୋଜନା ଆରମ୍ଭ କଲେ।
25 ଶିଖିମର ନତେୃବର୍ଗମାନେ ପର୍ବତ ଶୃଙ୍ଗ ଉପରେ ଗକ୍ସ୍ଟଲ୍ଗ ସୈନ୍ଯ ଛାଉଣୀ ନିର୍ମାଣ କଲେ। ସମାନେେ ସହେି ବାଟ ଦଇେ ଯାଉଥିବା ସମସ୍ତଙ୍କକ୍ସ୍ଟ ଲକ୍ସ୍ଟଟ୍ କଲେ। ଅବୀମଲକେ ଏହି ସମସ୍ତ ସମ୍ବାଦ ଶୁଣିଲେ।
26 ଏବଦର ପକ୍ସ୍ଟତ୍ର ଗାଲ୍ ନିଜର ଭାଇମାନଙ୍କୁ ସାଙ୍ଗ ରେ ନଇେ ଶିଖିମକକ୍ସ୍ଟ ଗଲା। ଶିଖିମର ନତେୃବର୍ଗମାନେ ତାଙ୍କ ଉପରେ ବିଶ୍ବାସ କଲେ।
27 ଶିଖିମର ଲୋକମାନେ ସମାନଙ୍କେର ନିଜ କ୍ଷତରେକ୍ସ୍ଟ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ସମାନେେ ଦ୍ରାକ୍ଷାଫଳକକ୍ସ୍ଟ ସମାନେେ ଚିପକ୍ସ୍ଟଡିଲେ। ତା'ପରେ ସମାନେେ ସମାନଙ୍କେ ଦବେତାଙ୍କର ମନ୍ଦିରକକ୍ସ୍ଟ ଉତ୍ସବ ପାଳନ କରିବାକୁ ଗଲେ। ସଠାେରେ ସମାନେେ ନୈଶ ଭୋଜନ ଓ ପାନ କଲେ ଓ ଅବୀମଲକେକକ୍ସ୍ଟ ଶାପ ଦେଲେ।
28 ଏଥି ରେ ଏବଦର ପକ୍ସ୍ଟତ୍ର ଗାଲ୍ କହିଲା, ଆମ୍ଭେ ହେଉଛକ୍ସ୍ଟ ଶିଖିମ ନିବାସୀ, ଆମ୍ଭେ କାହିଁକି ଅବୀମଲକେକକ୍ସ୍ଟ ମାନିବକ୍ସ୍ଟ? ସେ କିଏ? ଆମେ କାହିଁକି ତାକକ୍ସ୍ଟ ମାନିବା? ଏହା ସତ୍ଯ ଅବୀମଲେକ୍ ହଇେଛି ୟିରକ୍ସ୍ଟଦ୍ଦାଲ୍ର ପକ୍ସ୍ଟତ୍ର, ନକ୍ସ୍ଟ ହେଁ କି? ଏବଂ ଅବୀମଲେକ୍ ସବୂଲୂକକ୍ସ୍ଟ ତା'ର ଅଧିକାରୀ କଲା, ନକ୍ସ୍ଟ ହେଁ କି? ଆମ୍ଭେ ଶିଖିମର ପିତା ହ ମାରେର ଲୋକମାନଙ୍କର ସବୋ କରିବା ଉଚିତ୍। କିନ୍ତୁ ଆମ୍ଭେ କାହିଁକି ଅବୀମଲକରେ ସବୋ କରିବକ୍ସ୍ଟ?
29 ତୁମ୍ଭେ ଯଦି ମାେତେ ତୁମ୍ଭର ଆଦେଶକାରୀ କର, ମୁ ଅବୀମଲକଠାେରକ୍ସ୍ଟ ମକ୍ସ୍ଟକ୍ତି ପାଇୟାନ୍ତି। ମୁ ତାଙ୍କୁ କହନ୍ତି, 'ତକ୍ସ୍ଟମେ ତୁମ୍ଭର ସୈନ୍ଯକକ୍ସ୍ଟ ପ୍ରସ୍ତକ୍ସ୍ଟତ କର ଏବଂ ୟକ୍ସ୍ଟଦ୍ଧ କରିବାକୁ ବାହାରି ଆସ। '
30 ସବୂଲ୍ ଥିଲା ଶିଖମ୍ ନଗରର ନେତା। ସବୂଲ୍ ଜାଣିବାକକ୍ସ୍ଟ ପାଇଲା ଯେ, ଏବଦର ପକ୍ସ୍ଟତ୍ର ଗାଲ ଯାହା କହିଥିଲା ଏବଂ ଏକଥା ରେ ସେ କୋର୍ଧାନ୍ବିତ ହେଲା।
31 ସବୂଲ ଅରକ୍ସ୍ଟମାହ ରେ ଅବୀମଲକେ ନିକଟକକ୍ସ୍ଟ ଦୂତ ପଠାଇଲେ ଏବଂ ସମାନେେ କହିଲେ,
32 ତେଣୁ ତୁମ୍ଭେ ଓ ତୁମ୍ଭର ଲୋକମାନେ ରାତ୍ରି ସମୟରେ ଆସ ଓ ସହରର ବାହାର କ୍ଷତେ ରେ ଲକ୍ସ୍ଟଚି ରକ୍ସ୍ଟହ।
33 ଏହାପରେ ଯେତବେେଳେ ପ୍ରଭାତ ହବେ, ନଗରକକ୍ସ୍ଟ ଆକ୍ରମଣ କର। ସେ ଓ ତା'ର ଲୋକମାନଙ୍କ ସହିତ ଯେତବେେଳେ ବାହାରି ଆ ସେ, ତକ୍ସ୍ଟମ୍ଭ ଦ୍ବାରା ଯେପରି ହବେ ସହେିପରି କର।
34 ତେଣୁ ଅବୀମଲକେ ଏବଂ ତା'ର ସୈନ୍ଯମାନେ ରାତ୍ରିରକ୍ସ୍ଟ ଉଠି ନଗରକକ୍ସ୍ଟ ଗଲେ। ସହେି ସୈନ୍ଯମାନେ ଗ୍ଭରିଟି ଦଳ ରେ ଭାଗ ହେଲ ଏବଂ ସମାନେେ ଶିଖିମ ନଗର ନିକଟରେ ଲକ୍ସ୍ଟଚି ରହିଲେ।
35 ଏବଦର ପକ୍ସ୍ଟତ୍ର ଗାଲ୍ ବାହା ରେ ୟାଇ ନଗର ପ୍ରବେଶ ଦ୍ବାର ରେ ଛିଡା ହେଲା ଓ ଅବୀମଲକେ ଓ ତା'ର ଲୋକମାନେ ଲକ୍ସ୍ଟଚିଥିବା ସ୍ଥାନରକ୍ସ୍ଟ ଉଠିଲେ।
36 ଗାଲ୍ ୈସନ୍ଯମାନଙ୍କୁ ଦେଖିଲା। ଗାଲ୍ ସବୂଲକକ୍ସ୍ଟ କହିଲେ, ପର୍ବତରକ୍ସ୍ଟ ଓହ୍ଲାଇ ଆସକ୍ସ୍ଟଥିବା ୈସନ୍ଯମାନଙ୍କୁ ଦେଖ।
37 କିନ୍ତୁ ଗାଲ୍ ପକ୍ସ୍ଟଣି କହିଲା, ଦେଖ କେତକେ ଲୋକ ନାଭଲେ ଭୂମିରକ୍ସ୍ଟ ଓହ୍ଲାଇ ଆସକ୍ସ୍ଟଛନ୍ତି। ଆଉ ଏକ ଦଳ ମିଓନିର୍ନମ ଆଲୋନ୍ ବୃକ୍ଷର ପଥଦଇେ ଆସକ୍ସ୍ଟଛନ୍ତି।
38 ତେଣୁ ସବୂଲ ତାଙ୍କୁ କହିଲା, ତୁମ୍ଭେ ଏବେ କାହିଁକି ଦର୍ପ କରୁନାହଁ? ତୁମ୍ଭେ କହିଥିଲ, 'ଅବୀମଲକେ କିଏ ଆମ୍ଭେ ଯେ ନିଶ୍ଚିତ ତାହାର ଆମେ ସବୋ କରିବକ୍ସ୍ଟ? ତୁମ୍ଭେ କଣ ଏହି ୈସନ୍ଯମାନଙ୍କୁ ପରିହାସ କରି ନଥିଲ? ବର୍ତ୍ତମାନ ୟାଅ ଓ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କର।
39 ତେଣୁ ଗାଲ୍ ଶିଖିମର ନତେୃବର୍ଗଙ୍କକ୍ସ୍ଟ ନତେୃତ୍ବ କରି ବାହାର ହାଇେ ଅବୀମଲେକ୍ ସହିତ ୟକ୍ସ୍ଟଦ୍ଧ କଲା।
40 ଅବୀମଲେକ୍ ତାଙ୍କ ପେଛ ପେଛ ଗୋଡ଼ାଇ କରିଗଲେ ଏବଂ ଏହିପରି ଭାବରେ ପ୍ରବେଶ ଫାଟକରେ ପହଞ୍ଚିବା ପର୍ୟ୍ଯନ୍ତ ଗାଲର ଅଧିକାଂଶ ଲୋକମାନେ ମୃତକ୍ସ୍ଟ୍ଯବରଣ କଲେ।
41 ଏହାପରେ ଅବୀମଲେକ୍ ଅରକ୍ସ୍ଟମା ରେ ରହିଲେ। ତା'ପରେ ସବୂଲ୍ ଗାଲ୍କକ୍ସ୍ଟ ଓ ତା'ର ଭାତୃଗଣକକ୍ସ୍ଟ ତଡି ଦଲୋ। ସେ ସମାନଙ୍କେୁ ଶିଖିମ ରେ ବାସ କରିବାକୁ ଅନକ୍ସ୍ଟମତି ଦଲୋ ନାହିଁ।
42 ପରଦିନ ଲୋକମାନେ ବାହାର ହାଇେ କ୍ଷେତ୍ରକକ୍ସ୍ଟ ୟିବା ବେଳେ କହେି ଜଣେ ଅବୀମଲକେକକ୍ସ୍ଟ ଖବର ଦଲୋ।
43 ତେଣୁ ସେ ତାଙ୍କର ୈସନ୍ଯମାନଙ୍କୁ ନଇେ ସମାନଙ୍କେୁ ତିନି ଦଳ ରେ ବିଭକ୍ତ କଲେ। ସମାନେେ କ୍ଷତେ ରେ ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ରଖିଲେ ଏବଂ ଯେତବେେଳେ ସମାନେେ ଲୋକମାନଙ୍କୁ ସହରରକ୍ସ୍ଟ ବାହାରି ଆସକ୍ସ୍ଟଥିବାର ଦେଖିଲେ, ସମାନଙ୍କେୁ ଆକ୍ରମଣ କଲେ।
44 ପକ୍ସ୍ଟଣି ଅବୀମଲେକ୍ ତା'ର ଦଳ ପ୍ରବେଶ ଫାଟକ ସମ୍ମକ୍ସ୍ଟଖ ରେ ଛିଡା ହେଲେ। ଏବଂ ଅନ୍ୟ ଦକ୍ସ୍ଟଇଦଳ ବାହାରକକ୍ସ୍ଟ ଦୌଡିଲେ ଏବଂ କ୍ଷତେ ରେ ଥିବା ସମସ୍ତ ଲୋକଙ୍କକ୍ସ୍ଟ ହତ୍ଯା କଲେ।
45 ଅବୀମଲେକ୍ ସହେିଦିନ ୟାକ ନଗର ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଓ ନଗର ହସ୍ତଗତ କରି ନଗର ରେ ବସବାସ କରୁଥିବା ଲୋକମାନଙ୍କୁ ହତ୍ଯା କଲେ। ପକ୍ସ୍ଟଣି ସେ ନଗରକକ୍ସ୍ଟ ସମଭୂମି କରି ତହିଁ ଉପରେ ଲବଣ ଗ୍ଭଷ କଲେ।
46 ଶିଖିମର ଅଟ୍ଟାଳିକାର ମାଲିକମାନେ ଏବିଷଯ ରେ ଶୁଣିଲେ। ସମାନେେ ଏଲ୍ବରୀତ୍ ମନ୍ଦିରର ସବୁଠାରକ୍ସ୍ଟ ନିରାପଦ ସ୍ଥାନ ରେ ଏହା ଜାଣିବାକକ୍ସ୍ଟ ପାଇଲେ।
47 ଅବୀମଲକେ ଜାଣିବାକକ୍ସ୍ଟ ପାଇଲା ଯେ, ଶିଖିମର ସମସ୍ତ ମାଲିକମାନେ ଏକତ୍ରୀତ ହାଇେଥିଲେ।
48 ଏହାପରେ ଅବୀମଲେକ୍ ଓ ତାଙ୍କର ସମସ୍ତ ଲୋକମାନେ ସଲ୍ମୋନ୍ ପର୍ବତକକ୍ସ୍ଟ ଚଢି଼ଲେ। ଅବୀମଲେକ୍ କକ୍ସ୍ଟରାଢି ନଇେ ବୃକ୍ଷରକ୍ସ୍ଟ କେତକେ ଡାଳ ହାଣିଲେ। ସେ ସଗେକ୍ସ୍ଟଡିକ ଉଠାଇଲେ ଏବଂ ସଗେକ୍ସ୍ଟଡିକ ନିଜ କାନ୍ଧ ରେ ରଖିଲେ ଏବଂ ନିଜର ସଙ୍ଗୀ ଲୋକମାନଙ୍କୁ କହିଲେ, ଯଥାଶିଘ୍ର, ମୁ ଯାହା କଲି ତୁମ୍ଭେ ତାହା କର।
49 ତେଣୁ ସମସ୍ତ ଲୋକମାନେ ଅବୀମଲକେକକ୍ସ୍ଟ ଅନକ୍ସ୍ଟସରଣ କଲେ ଓ ଏଲବରେିଥର ମନ୍ଦିର ସକ୍ସ୍ଟରକ୍ଷା କଠାେରୀ ସମ୍ମକ୍ସ୍ଟଖ ରେ ଶାଖାଗକ୍ସ୍ଟଡିକ ଗଦା କଲେ। ତା'ପରେ ସମାନେେ ଏହାକକ୍ସ୍ଟ ଅଗ୍ନି ସଂୟୋଗ କଲେ। ଏହି ପ୍ରକା ରେ ଶିଖିମର ସମସ୍ତ ମାଲିକମାନେ ମୃତକ୍ସ୍ଟ୍ଯବରଣ କଲେ। ସଠାେରେ ପାଖାପାଖି 1,000 ପୁରୁଷ ଓ ସ୍ତ୍ରୀ ଥିଲେ।