John 7
32 ଲୋକମାନେ ଯୀଶୁଙ୍କ ବିଷୟ ରେ ଏହି କଥାମାନ କହୁଥିବାର ଫାରୂଶୀମାନେ ଶୁଣିଲେ। ତେଣୁ ମୁଖ୍ଯ ଯାଜକମାନେ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିର ରେ କେତକେ ସୈନ୍ଯଙ୍କୁ ପଠାଇଲେ।
33 ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭ ସହିତ ଆଉ ଅଳ୍ପ ସମୟ ରହିବି। ମାେତେ ୟିଏ ପଠାଇଛନ୍ତି ମୁଁ ତାହାଙ୍କ ନିକଟକୁ ଫରେିୟିବି।
34 ତୁମ୍ଭମାନେେ ମାେତେ ଖାଜେିବ, କିନ୍ତୁ ମାେତେ ପାଇବ ନାହିଁ। ଆଉ, ମୁଁ ଯେଉଁଠା ରେ ଥିବି, ସଠାେକୁ ତୁମ୍ଭମାନେେ ଯାଇ ପାରିବନାହିଁ।
35 ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, ଏ ଲୋକ ଏପରି କେଉଁଠାକୁ ୟିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ'ଣ ଗ୍ରୀକ୍ ନଗରଗୁଡିକୁ ୟିବ, ଯେଉଁଠା ରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସଠାେରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦବେ କି?
36 ଏହି ଲୋକ କହୁଛି, 'ତୁମ୍ଭେ ମାେତେ ଖାଜେିବ, କିନ୍ତୁ ପାଇବ ନାହିଁ। ସେ ପୁଣି କହୁଛି, 'ମୁଁ ଯେଉଁଠି ରହିବି, ତୁମ୍ଭେ ଆସି ପାରିବ ନାହିଁ।' ଏହାର ଅର୍ଥ କ'ଣ?
32 The Pharisees heard that the people murmured such things concerning him; and the Pharisees and the chief priests sent officers to take him.
33 Then said Jesus unto them, Yet a little while am I with you, and then I go unto him that sent me.
34 Ye shall seek me, and shall not find me: and where I am, thither ye cannot come.
35 Then said the Jews among themselves, Whither will he go, that we shall not find him? will he go unto the dispersed among the Gentiles, and teach the Gentiles?
36 What manner of saying is this that he said, Ye shall seek me, and shall not find me: and where I am, thither ye cannot come?
John 7 in Tamil and English
32 ଲୋକମାନେ ଯୀଶୁଙ୍କ ବିଷୟ ରେ ଏହି କଥାମାନ କହୁଥିବାର ଫାରୂଶୀମାନେ ଶୁଣିଲେ। ତେଣୁ ମୁଖ୍ଯ ଯାଜକମାନେ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିର ରେ କେତକେ ସୈନ୍ଯଙ୍କୁ ପଠାଇଲେ।
The Pharisees heard that the people murmured such things concerning him; and the Pharisees and the chief priests sent officers to take him.
33 ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭ ସହିତ ଆଉ ଅଳ୍ପ ସମୟ ରହିବି। ମାେତେ ୟିଏ ପଠାଇଛନ୍ତି ମୁଁ ତାହାଙ୍କ ନିକଟକୁ ଫରେିୟିବି।
Then said Jesus unto them, Yet a little while am I with you, and then I go unto him that sent me.
34 ତୁମ୍ଭମାନେେ ମାେତେ ଖାଜେିବ, କିନ୍ତୁ ମାେତେ ପାଇବ ନାହିଁ। ଆଉ, ମୁଁ ଯେଉଁଠା ରେ ଥିବି, ସଠାେକୁ ତୁମ୍ଭମାନେେ ଯାଇ ପାରିବନାହିଁ।
Ye shall seek me, and shall not find me: and where I am, thither ye cannot come.
35 ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, ଏ ଲୋକ ଏପରି କେଉଁଠାକୁ ୟିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ'ଣ ଗ୍ରୀକ୍ ନଗରଗୁଡିକୁ ୟିବ, ଯେଉଁଠା ରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସଠାେରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦବେ କି?
Then said the Jews among themselves, Whither will he go, that we shall not find him? will he go unto the dispersed among the Gentiles, and teach the Gentiles?
36 ଏହି ଲୋକ କହୁଛି, 'ତୁମ୍ଭେ ମାେତେ ଖାଜେିବ, କିନ୍ତୁ ପାଇବ ନାହିଁ। ସେ ପୁଣି କହୁଛି, 'ମୁଁ ଯେଉଁଠି ରହିବି, ତୁମ୍ଭେ ଆସି ପାରିବ ନାହିଁ।' ଏହାର ଅର୍ଥ କ'ଣ?
What manner of saying is this that he said, Ye shall seek me, and shall not find me: and where I am, thither ye cannot come?