Bible

John 6 - DBY (Oriya)

1 After these things Jesus went away beyond the sea of Galilee, [or] of Tiberias,ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହାଇେ ଆରପାରିକି ଗଲେ।

2 and a great crowd followed him, because they saw the signs which he wrought upon the sick.ତାହାଙ୍କ ପେଛ ପେଛ ବହୁତ ଲୋକ ଗଲେ। ସମାନେେ ତାହାଙ୍କୁ ଅନୁସରଣ କଲେ, କାରଣ ଯୀଶୁ କି ପ୍ରକା ରେ ରୋଗୀମାନଙ୍କୁ ସୁସ୍ଥ କରି ଆପଣା ଶକ୍ତି ପ୍ରକାଶ କଲେ ତାହା ସମାନେେ ଦେଖିଥିଲେ।

3 And Jesus went up into the mountain, and there sat with his disciples:ଯୀଶୁ ପାହାଡ ଉପରକୁ ଚଢିଗଲେ। ସଠାେରେ ତାହାଙ୍କର ଶିଷ୍ଯମାନଙ୍କ ଗହଣ ରେ ବସିଲେ।

4 but the passover, the feast of the Jews, was near.ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇଯୋଇଥିଲା।

5 Jesus then, lifting up his eyes and seeing that a great crowd is coming to him, says to Philip, Whence shall we buy loaves that these may eat?ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ଯା ରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପ୍ପଙ୍କୁ କହିଲେ, ଫିଲିପ୍ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ୟଥେଷ୍ଟ ଖାଦ୍ୟ କିଣି ପାରିବା?

6 But this he said trying him, for he knew what he was going to do.ସେ ଏକଥା ଫିଲିପ୍ପଙ୍କୁ ପରୀକ୍ଷା କରିବା ପାଇଁ ପଚାରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟ ରେ ଜାଣିଥିଲେ।

7 Philip answered him, Loaves for two hundred denarii are not sufficient for them, that each may have some little [portion].ଫିଲିପ୍ପ ଉତ୍ତର ଦେଲେ, ଏଠା ରେ ଥିବା ପ୍ରେତ୍ୟକକଙ୍କୁ ଖଣ୍ଡେ ଖଣ୍ଡେ ରୋଟୀ କିଣି ଦବୋ ପାଇଁ ଆମ୍ଭ ସମସ୍ତଙ୍କୁ ମା ସେ ପର୍ୟ୍ଯନ୍ତ କାମ କରି ଉପାର୍ଜନ କରିବାକୁ ପଡିବ।

8 One of his disciples, Andrew, Simon Peter's brother, says to him,ସଠାେରେ ଆଉଜଣେ ଶିଷ୍ଯ, ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ଶିମାନେ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ,

9 There is a little boy here who has five barley loaves and two small fishes; but this, what is it for so many?ଏଠା ରେ ଜଣେ ବାଳକ ଅଛି। ତା'ପାଖ ରେ ପାନ୍ଚୋଟି ରୋଟୀ ଓ ଦୁଇଟି େଛାଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ୟଥେଷ୍ଟ ହବେ ନାହିଁ।

10 [And] Jesus said, Make the men sit down. Now there was much grass in the place: the men therefore sat down, in number about five thousand.ଯୀଶୁ କହିଲେ, ସମସ୍ତଙ୍କୁ ବସିବାକୁ କୁହ। ସଠାେରେ ପ୍ରଚୁର ଘାସ ଥିଲା। ସଠାେରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଥିଲେ।

11 And Jesus took the loaves, and having given thanks, distributed [them] to those that were set down; and in like manner of the small fishes as much as they would.ଯୀଶୁ ରୋଟୀ ନଇେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ଯ ସହେିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ।

12 And when they had been filled, he says to his disciples, Gather together the fragments which are over and above, that nothing may be lost.ସବୁ ଲୋକମାନେ ୟଥେଷ୍ଟ ପରିମାଣ ରେ ଖାଇଲେ। ସମାନେେ ଖାଇ ସାରିବା ପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ବଳକା ମାଛ ଓ ରୋଟୀ ଏକାଠି କର, କିଛି ନଷ୍ଟ କର ନାହିଁ।

13 They gathered [them] therefore together, and filled twelve hand-baskets full of fragments of the five barley loaves, which were over and above to those that had eaten.ତେଣୁ ଶିଷ୍ଯମାନେ ବଳକା ଥିବା ଖାଦ୍ୟ ଏକାଠି କଲେ। ଲୋକମାନେ କବଳେ ମାତ୍ର ପାନ୍ଚୋଟି ରୋଟୀରୁ ଖାଇବା ଆରମ୍ଭ କରିଥିଲେ କିନ୍ତୁ ଏବେ ଶିଷ୍ଯମାନେ ବଳକା ଖାଦ୍ୟକୁ ବାରଟି ଟୋକାଇ ରେ ଭର୍ତ୍ତି କଲେ।

14 The men therefore, having seen the sign which Jesus had done, said, This is truly the prophet which is coming into the world.ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖି କହିଲେ, ସେ ନିଶ୍ଚୟ ଜଣେ ଭବିଷ୍ଯଦ୍ବକ୍ତା, ୟିଏ କି ଏହି ଜଗତକୁ ଆସିଛନ୍ତ।

15 Jesus therefore knowing that they were going to come and seize him, that they might make [him] king, departed again to the mountain himself alone.ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଚାହୁଁଥିଲେ। ଯେତବେେଳେ ତାହାଙ୍କୁ ଧରି ନଇେ ରାଜା କରିବାର ଯୋଜନା ଲୋକେ କଲେ, ସେତବେେଳେ ସେ ସହେି ସ୍ଥାନ ଛାଡି ଏକୁଟିଆ ପାହାଡ ଉପରକୁ ଚାଲିଗଲେ।

16 But when evening was come, his disciples went down to the sea,ତାହାଙ୍କ ଶିଷ୍ଯମାନେ ସହେି ସନ୍ଧ୍ଯା ରେ ଗାଲିଲୀ ହ୍ରଦକୁ ଗଲେ।

17 and having gone on board ship, they went over the sea to Capernaum. And it had already become dark, and Jesus had not come to them,ଅନ୍ଧାର ହାଇଯୋଇଥିଲା, ତଥାପି ଯୀଶୁ ସମାନଙ୍କେ ପାଖକୁ ଫରେିଲେ ନାହିଁ। ତେଣୁ ସମାନେେ ଡଙ୍ଗା ରେ ବସି ହ୍ରଦର ଆରପାରି ରେ ଥିବା କଫର୍ନାହୂମ ଆଡେ ଗଲେ।

18 and the sea was agitated by a strong wind blowing.ଖୁବ୍ ଜାରେ ରେ ପବନ ବହୁଥିଲା। ହ୍ରଦ ରେ ବଡ ବଡ ଢେଉ ଉଠିଲା।

19 Having rowed then about twenty-five or thirty stadia, they see Jesus walking on the sea and coming near the ship; and they were frightened.ସମାନେେ ଆହୁଲା ମାରି ପ୍ରାୟ ପାଞ୍ଚ କି ଛଅ କି ଲୋମିଟର ପର୍ୟ୍ଯନ୍ତ ଗଲେ। ତା'ପରେ ସମାନେେ ଯୀଶୁଙ୍କୁ ଦେଖିଲେ। ସେ ପାଣି ଉପରେ ଚାଲୁଥିଲେ। ସେ ଡଙ୍ଗା ଆଡକୁ ଆସୁଥିଲେ। ଶିଷ୍ଯମାନେ ଡରି ଗଲେ।

20 But he says to them, It is I: be not afraid.କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ଭୟ କର ନାହିଁ। ଏହିତ ମୁଁ ନିଜେ।

21 They were willing therefore to receive him into the ship; and immediately the ship was at the land to which they went.ଯୀଶୁ ଏକଥା କହିବା ପରେ ଶିଷ୍ଯମାନେ ତାହାଙ୍କୁ ଡଙ୍ଗା ଭିତରକୁ ଆଣି ଖୁସି ହେଲେ। ତା'ପରେ ଡଙ୍ଗାଟି ଲକ୍ଷ୍ଯ ସ୍ଥଳ ରେ ଆସି ପହଞ୍ଚିଲା।

22 On the morrow the crowd which stood on the other side of the sea, having seen that there was no other little ship there except that into which his disciples had got, and that Jesus had not gone with his disciples into the ship, but [that] his disciples had gone away alone;ତହିଁ ଆର ଦିନ ହ୍ରଦର ଆର ପଟେ କେତକେ ଲୋକ ରହିଗଲେ। ଯୀଶୁ ତାହାଙ୍କ ଶିଷ୍ଯମାନଙ୍କ ସହିତ ଡଙ୍ଗା ରେ ଯାଇ ନାହାଁନ୍ତି, ଏହି ବିଷୟ ସହେି ଲୋକମାନେ ଜାଣି ନଥିଲେ। ସମାନେେ ଜାଣିଥିଲେ ଯେ, ଶିଷ୍ଯମାନେ ଯୀଶୁଙ୍କୁ ଏକାକୀ ଛାଡି ଦଇେ ଡଙ୍ଗା ରେ ଚାଲିଗଲେ। ସମାନେେ ଜାଣିଥିଲେ ଯେ, ସଠାେରେ କବଳେ ସହେି ଗୋଟିଏ ମାତ୍ର ଡଙ୍ଗା ଥିଲା।

23 (but other little ships out of Tiberias came near to the place where they ate bread after the Lord had given thanks;)କିନ୍ତୁ ସେତବେେଳେ ତିବିରିଆରୁ କେତକେ ଡଙ୍ଗା ଆସିଲା। ଲୋକମାନେ ଯେଉଁ ସ୍ଥାନ ରେ ପୂର୍ବଦିନ ଖାଇଥିଲେ ସଠାେରେ ଡଙ୍ଗାଗୁଡିକ ଆସି ରହିଲା। ସହେି ସ୍ଥାନ ରେ ପ୍ରଭୁ ଯୀଶୁ ଧନ୍ଯବାଦ ଦବୋ ପରେ ସମାନେେ ରୋଟୀ ଖାଇଥିଲେ।

24 when therefore the crowd saw that Jesus was not there, nor his disciples, *they* got into the ships, and came to Capernaum, seeking Jesus.ଲୋକମାନେ ସଠାେରେ ଯୀଶୁ ଓ ତାହାଙ୍କର ଶିଷ୍ଯମାନେ ନଥିବା ଦେଖିଲେ। ତେଣୁ ଲୋକମାନେ ଡଙ୍ଗାଗୁଡିକରେ ଯାତ୍ରା କରି ଯୀଶୁଙ୍କୁ ଖାଜେିବା ପାଇଁ କଫର୍ନାହୂମକୁ ଗଲେ।

25 And having found him the other side of the sea, they said to him, Rabbi, when art thou arrived here?ଲୋକମାନେ ହ୍ରଦର ଆରପଟେ ଯୀଶୁଙ୍କୁ ପାଇଲେ। ସମାନେେ ତାହାଙ୍କୁ ପଚାରିଲେ, ଗୁରୁ, ଆପଣ ଏଠାକୁ କେତବେେଳେ ଆସିଲେ?

26 Jesus answered them and said, Verily, verily, I say to you, Ye seek me not because ye have seen signs, but because ye have eaten of the loaves and been filled.ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ ମାେତେ କାହଁକି ଖାଜେୁଛ? ମୁଁ କରିଥିବା ଆଶ୍ଚର୍ୟ୍ଯକାର୍ୟ୍ଯଗୁଡିକ ମାରେ ଶକ୍ତିକୁ ପ୍ରମାଣିତ କରୁଥିବାରୁ ତୁମ୍ଭେ ମାେତେ ଖାଜେୁଛ କି? ତା' ନୁହେଁ। ମୁଁ ତୁମ୍ଭକୁ ସତ୍ଯ କହୁଛି, ରୋଟୀ ଖାଇ ସନ୍ତୁଷ୍ଟ ହାଇେଥିବାରୁ ତୁମ୍ଭମାନେେ ମାେତେ ଖୋଜୁଛ।

27 Work not [for] the food which perishes, but [for] the food which abides unto life eternal, which the Son of man shall give to you; for him has the Father sealed, [even] God.ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହାଇଯୋଏ। ତେଣୁ ତୁମ୍ଭେ ସହେିଭଳି ଖାଦ୍ୟ ପାଇବା ପାଇଁ କାର୍ୟ୍ଯ କର ନାହିଁ, ବରଂ ତୁମ୍ଭମାନେେ ଏଭଳି କର ଯାହା ଭଲ ହାଇେ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦବେ। ମନୁଷ୍ଯ ପୁତ୍ର ସହେିପରି ଖାଦ୍ୟ ତୁମ୍ଭକୁ ଦବେେ। ପରମେଶ୍ବର ଦଖାଇେଛନ୍ତି ଯେ, ସେ ମନୁଷ୍ଯ ପୁତ୍ରଙ୍କ ସହିତ ଅଛନ୍ତି।

28 They said therefore to him, What should we do that we may work the works of God?ଲୋକମାନେ ଯୀଶୁଙ୍କୁ ପଚାରିଲେ, ଆମ୍ଭେ କ'ଣ କ'ଣ କରିବା ଉଚିତ ବୋଲି ପରମେଶ୍ବର ଚାହାଁନ୍ତି?

29 Jesus answered and said to them, This is the work of God, that ye believe on him whom *he* has sent.ଯୀଶୁ ଉତ୍ତର ଦେଲେ, ପରମେଶ୍ବର ଚାହାଁନ୍ତି, ଯେ ସେ ଯାହାଙ୍କୁ ପଠାଇଛନ୍ତି, ତାହାଙ୍କଠା ରେ ତୁମ୍ଭମାନେେ ବିଶ୍ବାସ କର।

30 They said therefore to him, What sign then doest thou that we may see and believe thee? what dost thou work?ତେଣୁ ଲୋକମାନେ ପଚାରିଲେ, ତୁମ୍ଭକୁ ଯେ ପରମେଶ୍ବର ପଠାଇଛନ୍ତି, ଏକଥା ତୁମ୍ଭେ କେଉଁ ଆଶ୍ଚର୍ୟ୍ଯକାର୍ୟ୍ଯ ଦ୍ବାରା ପ୍ରମାଣ କରି ଦଖାଇବେ? ତୁମ୍ଭେ ଯଦି କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ ଆମ୍ଭକୁ କରି ଦଖାଇବେ, ତବେେ ଆମ୍ଭେ ତୁମ୍ଭକୁ ବିଶ୍ବାସ କରିବୁ। ତୁମ୍ଭେ କ'ଣ କରିବ?

31 Our fathers ate the manna in the wilderness, as it is written, He gave them bread out of heaven to eat.ଆମ୍ଭର ପିତୃପୁରୁଷମାନେ ମରୁଭୂମିରେ ମାନ୍ନା ଖାଇଥିଲେ, ତାହା ପରମେଶ୍ବର ସମାନଙ୍କେୁ ଦଇେଥିଲେ। ଧର୍ମଶାସ୍ତ୍ର ରେ ଲଖାେ ଅଛି: 'ପରମେଶ୍ବର ସମାନଙ୍କେୁ ସ୍ବର୍ଗରୁ ଖାଦ୍ୟ ଖାଇବାକୁ ଦଇେଥିଲେ।

32 Jesus therefore said to them, Verily, verily, I say to you, [It is] not Moses that has given you the bread out of heaven; but my Father gives you the true bread out of heaven.ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ସ୍ବର୍ଗର ଖାଦ୍ୟ ତୁମ୍ଭ ଲୋକମାନଙ୍କୁ ଦଇେଥିବା ଲୋକ ମାଶାେ ନୁହନ୍ତି। ମାରେ ପରମପିତା ତୁମ୍ଭମାନଙ୍କୁ ସ୍ବର୍ଗର ପ୍ରକୃତ ଖାଦ୍ୟ ଖାଇବାକୁ ଦିଅନ୍ତି।

33 For the bread of God is he who comes down out of heaven and gives life to the world.ପରମେଶ୍ବରଙ୍କର ଖାଦ୍ୟ କ'ଣ? ପରମେଶ୍ବରଙ୍କର ଖାଦ୍ୟ ହେଉଛି ଜଣେ ବ୍ଯକ୍ତି ୟିଏ ଜଗତକୁ ଜୀବନ ଦବୋ ପାଇଁ ସ୍ବର୍ଗରୁ ଓହ୍ଲାଇଛନ୍ତି।

34 They said therefore to him, Lord, ever give to us this bread.ଲୋକମାନେ କହିଲେ, ମହାଶୟ, ଆମ୍ଭକୁ ସବୁବେଳେ ଏହି ଖାଦ୍ୟ ଖାଇବକୁ ଦିଅନ୍ତୁ।

35 [And] Jesus said to them, I am the bread of life: he that comes to me shall never hunger, and he that believes on me shall never thirst at any time.ତା'ପରେ ଯୀଶୁ କହିଲେ, ମୁଁ ସହେି ଜୀବନଦାୟକ ଖାଦ୍ୟ। ମାେ ନିକଟକୁ ଯେ କହେି ଆ ସେ ସେ କଦାପି ଭୋକିଲା ରହିବ ନାହିଁ। ମାେତେ ୟିଏ ବିଶ୍ବାସ କରେ, ସେ କବେେ ତୃଷିତ ହବେ ନାହିଁ।

36 But I have said to you, that ye have also seen me and do not believe.ମାତ୍ର ମୁଁ ତୁମ୍ଭକୁ ପୂର୍ବରୁ କହିଛି ଯେ, ତୁମ୍ଭେ ମାେତେ ଦେଖିଅଛ, କିନ୍ତୁ ତୁମ୍ଭେ ତଥାପି ବିଶ୍ବାସ କରୁନାହଁ।

37 All that the Father gives me shall come to me, and him that comes to me I will not at all cast out.ମାରେ ପରମପିତା ମାେତେ ମାେ ଲୋକମାନଙ୍କୁ ଦଇେଛନ୍ତି। ସମାନେେ ପ୍ରେତ୍ୟକକ ମାେ ପାଖକୁ ଆସିବେ। ମୁଁ ସର୍ବଦା ମାେ ପାଖକୁ ଆସୁଥିବା ପ୍ରେତ୍ୟକକଙ୍କୁ ଗ୍ରହଣ କରିବି।

38 For I am come down from heaven, not that I should do *my* will, but the will of him that has sent me.ମୁଁ ପରମେଶ୍ବରଙ୍କର ଇଚ୍ଛା ଅନୁଯାଯୀ କାର୍ୟ୍ଯ କରିବାପାଇଁ ସ୍ବର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ଆସି ନାହିଁ।

39 And this is the will of him that has sent me, that of all that he has given me I should lose nothing, but should raise it up in the last day.ପରମେଶ୍ବର ଯେଉଁମାନଙ୍କୁ ମାେତେ ଦଇେଛନ୍ତି ମୁଁ ସମାନଙ୍କେ ମଧ୍ଯରୁ ଜଣକୁ ହେଲେ କଦାପି ହରାଇବି ନାହିଁ। ମୁଁ ସମାନଙ୍କେୁ ଶଷେ ଦିନ ରେ ନିଶ୍ଚୟ ଉତ୍ଥାପନ କରିବି। ୟିଏ ମାେତେ ପଠାଇଛନ୍ତି ସେ ଚାହାଁନ୍ତି ମୁଁ ସହେି କାର୍ୟ୍ଯ କରେ।

40 For this is the will of my Father, that every one who sees the Son, and believes on him, should have life eternal; and I will raise him up at the last day.ପ୍ରେତ୍ୟକକ ଲୋକ ୟିଏ ପୁତ୍ରଙ୍କୁ ଦେଖେ ଏବଂ ତାହାଙ୍କଠା ରେ ବିଶ୍ବାସ କରେ, ସେ ଅନନ୍ତ ଜୀବନ ଲାଭ କରେ। ମୁଁ ସେ ଲୋକକୁ ଶଷେ ଦିନ ରେ ଉତ୍ଥାପନ କରିବି। ଏହା ପରମପିତାଙ୍କର ଇଚ୍ଛା।

41 The Jews therefore murmured about him, because he said, I am the bread which has come down out of heaven.ମୁଁ ସ୍ବର୍ଗରୁ ଓହ୍ଲାଇଥିବା ଖାଦ୍ୟ, ବୋଲି ଯୀଶୁ କହିବାରୁ ଯିହୂଦୀମାନେ ଯୀଶୁଙ୍କ ବିରୁଦ୍ଧ ରେ ଅଭିଯୋଗ ପ୍ରଚାର କଲେ।

42 And they said, Is not this Jesus the son of Joseph, whose father and mother we have known? how then does *he* say, I am come down out of heaven?ଯିହୂଦୀମାନେ କହିଲେ, ଏ ଯୀଶୁ ଅଟନ୍ତି। ଆମ୍ଭେ ତାହାଙ୍କ ପିତା ମାତାଙ୍କୁ ଜାଣିଛୁ। ଯୀଶୁ କବଳେ ୟୋ ସଫଙ୍କେର ପୁତ୍ର। ' ସେ କିପରି ସ୍ବର୍ଗରୁ ଓହ୍ଲାଇଛି ବୋଲି କହୁଛି?'

43 Jesus therefore answered and said to them, Murmur not among yourselves.କିନ୍ତୁ ଯୀଶୁ କହିଲେ, ତୁମ୍ଭମାନେେ ଅଭିଯୋଗ କରିବା ବନ୍ଦ କର।

44 No one can come to me except the Father who has sent me draw him, and I will raise him up in the last day.ପରମପିତା ମାେତେ ପଠାଇଛନ୍ତି। ସେ ଲୋକମାନଙ୍କୁ ମାେ ନିକଟକୁ ଆଣନ୍ତି। ମୁଁ ସହେି ଲୋକମାନଙ୍କୁ ଶଷଦେିନ ରେ ଉତ୍ଥାପନ କରିବି। ଯଦି ପରମପିତା କୌଣସି ଲୋକକୁ ମାେ ନିକଟକୁ ନ ଆଣିବେ, ତବେେ ସେ ଲୋକ ମାେ ପାଖକୁ ଆସି ପାରିବ ନାହିଁ।

45 It is written in the prophets, And they shall be all taught of God. Every one that has heard from the Father [himself], and has learned [of him], comes to me;ଭାବବାଣୀ ରେ ଏହିପରି ଲଖାେ ଅଛି: 'ପରମେଶ୍ବର ଲୋକମାନଙ୍କୁ ଶିକ୍ଷା ଦବେେ।' ଲୋକମାନେ ପରମପିତାଙ୍କ କଥା ଶୁଣନ୍ତି, ଓ ତାହାଙ୍କଠାରୁ ଶିକ୍ଷା ପାଆନ୍ତି। ତା'ପରେ ମାେ ପାଖକୁ ସେ ଲୋକମାନେ ଆସନ୍ତି।

46 not that any one has seen the Father, except he who is of God, he has seen the Father.ମୁଁ କହିବା ଅର୍ଥ ନୁହେଁ ଯେ, କୌଣସି ବ୍ଯକ୍ତି ପରମପିତାଙ୍କୁ ଦେଖିଛି। ପରମପିତାଙ୍କୁ କବଳେ ସହେି ଜଣେ ଦେଖିଛନ୍ତି, ୟିଏକି ପରମେଶ୍ବରଙ୍କଠାରୁ ଆସିଛନ୍ତି। ସହେି ଲୋକ ପରମପିତାଙ୍କୁ ଦେଖିଛନ୍ତି।

47 Verily, verily, I say to you, He that believes [on me] has life eternal.ମୁଁ ତୁମ୍ଭକୁ ସତ୍ଯ କହୁଛି, ଯଦି କୌଣସି ବ୍ଯକ୍ତି ବିଶ୍ବାସ କରେ ତବେେ ସେ ଅନନ୍ତ ଜୀବନ ଲାଭ କରେ।

48 I am the bread of life.ମୁଁ ନିଜେ ସହେି ଜୀବନଦାୟକ ଖାଦ୍ୟ।

49 Your fathers ate the manna in the wilderness and died.ତୁମ୍ଭର ପିତୃପୁରୁଷମାନେ ପ୍ରାନ୍ତର ରେ ପରମେଶ୍ବର ଦଇେଥିବା ମାନ୍ନା (ଖାଦ୍ୟ) ଖାଇଥିଲେ। କିନ୍ତୁ ସମାନେେ ଅନ୍ୟ ଲୋକଙ୍କ ପରି ମରିସାରିଲଣେି।

50 This is the bread which comes down out of heaven, that one may eat of it and not die.ମୁଁ ସ୍ବର୍ଗରୁ ଓହ୍ଲାଇଥିବା ସହେି ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ ତବେେ ସେ କଦାପି ମରିବ ନାହିଁ।

51 I am the living bread which has come down out of heaven: if any one shall have eaten of this bread he shall live for ever; but the bread withal which I shall give is my flesh, which I will give for the life of the world.ମୁଁ ସ୍ବର୍ଗରୁ ଓହ୍ଲାଇଥିବା ଜୀବନ୍ତ ଖାଦ୍ଯା ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ, ତବେେ ସେ ଚିରଦିନ ପାଇଁ ବଞ୍ଚି ରହିବ। ଏହି ଖାଦ୍ୟ ହେଉଛି ମାରେ ଶରୀର। ମୁଁ ମାରେଶରୀର ଦଇେ ଦବେି, ତଦ୍ବାରା ଜଗତର ଲୋକମାନେ ଜୀବନ ପାଇପାରିବେ।

52 The Jews therefore contended among themselves, saying, How can he give us this flesh to eat?ତା'ପରେ ଯିହୂଦୀମାନେ ପରସ୍ପର ଭିତ ରେ ୟୁକ୍ତିତର୍କ କରିବାକୁ ଲାଗିଲେ। ସମାନେେ କହିଲେ, ଏ ଲୋକ କିପରି ଆମ୍ଭମାନଙ୍କୁ ତା'ର ଶରୀର ଖାଇବା ପାଇଁ ଦଇେ ପାରିବ?

53 Jesus therefore said to them, Verily, verily, I say unto you, Unless ye shall have eaten the flesh of the Son of man, and drunk his blood, ye have no life in yourselves.ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭେ ନିଶ୍ଚୟ ମନଷ୍ଯପୁତ୍ରଙ୍କ ମାଂସ ଖାଇବ। ତୁମ୍ଭେ ନିଶ୍ଚୟ ତାହାଙ୍କ ରକ୍ତ ପିଇବ। ଯଦି ତୁମ୍ଭେ ଏହା ନକରିବ, ତବେେ ତୁମ୍ଭ ଭିତ ରେ ପ୍ରକୃତ ଜୀବନ ନାହିଁ।

54 He that eats my flesh and drinks my blood has life eternal, and I will raise him up at the last day:ଯେଉଁ ବ୍ଯକ୍ତି ମାେ ମାଂସ ଖାଏ ଓ ମାେ ରକ୍ତ ପିଏ, ସେ ଅନନ୍ତଜୀବନ ପାଏ। ମୁଁ ସହେି ଲୋକକୁ ଶଷେ ଦିନ ରେ ମୃତ୍ଯୁ ରୁ ଉେଠଇବି।

55 for my flesh is truly food and my blood is truly drink.ମାରେ ମାଂସ ପ୍ରକୃତ ଆହାର। ମାରେ ରକ୍ତ ପ୍ରକୃତ ପାନୀୟ।

56 He that eats my flesh and drinks my blood dwells in me and I in him.ଯଦି କୌଣସି ବ୍ଯକ୍ତି ମାେ ମାଂସ ଖାଏ ଓ ମାରେ ରକ୍ତ ପିଏ, ତବେେ ସହେି ବ୍ଯକ୍ତି ମାେ ଭିତ ରେ ରହେ ଓ ମୁଁ ତା' ଭିତ ରେ ରୁ ହେ।

57 As the living Father has sent me and I live on account of the Father, *he* also who eats me shall live also on account of me.ପରମପିତା ମାେତେ ପଠାଇଛନ୍ତି। ପରମପିତା ଜୀବନ୍ତ ଓ ତାହାଙ୍କ ହତେୁ ମୁଁ ଜୀବିତ। ତେଣୁ ଯେଉଁ ଲୋକ ମାେତେ ଭୋଜନ କରେ ସେ ମାେ ହତେୁ ଜୀବିତ ରହିବ।

58 This is the bread which has come down out of heaven. Not as the fathers ate and died: he that eats this bread shall live for ever.ମୁଁ ସହେି ଖାଦ୍ୟ ଭଳି ନୁହେଁ, ଯାହାକୁ ଆମ୍ଭ ପିତୃପୁରୁଷମାନେ ମରୁଭୂମିରେ ଖାଇଥିଲେ। ସମାନେେ ସେ ଖାଦ୍ୟ ଖାଇଲେ, କିନ୍ତୁ ଅନ୍ୟମାନଙ୍କ ପରି ସମାନେେ ମୃତ୍ଯୁବରଣ କଲେ। ମୁଁ ସ୍ବର୍ଗରୁ ଆସିଥିବା ଖାଦ୍ୟ। ଏହି ଖାଦ୍ୟ ଯେଉଁ ଲୋକ ଖାଏ ସେ ଅନନ୍ତକାଳ ପାଇଁ ଜୀବିତ ରହେ।

59 These things he said in [the] synagogue, teaching in Capernaum.ଯୀଶୁ କଫର୍ନାହୂମର ସମାଜଗୃହ ରେ ଏହି ସବୁ କଥା ଉପଦେଶ ଦେଉଥିଲେ।

60 Many therefore of his disciples having heard [it] said, This word is hard; who can hear it?ଯୀଶୁଙ୍କର ଶିଷ୍ଯମାନେ ଏହି ସବୁ କଥା ଶୁଣିଲେ। ସମାନଙ୍କେ ଭିତରୁ ଅନକେ କହିଲେ, ଏ ଉପଦେଶ ଗ୍ରହଣ କରିବା କଷ୍ଟକର। ଏହି ଉପଦେଶ କିଏ ଗ୍ରହଣ କରିପାରିବ?

61 But Jesus, knowing in himself that his disciples murmur concerning this, said to them, Does this offend you?ଯୀଶୁ ଜାଣିଲେ ଯେ ତାହାଙ୍କର ଶିଷ୍ଯମାନେ ଏ ବିଷୟ ରେ ଆପତ୍ତି କରୁଛନ୍ତି। ତେଣୁ ସେ କହିଲେ, ଏ ଉପଦେଶ କ'ଣ ତୁମ୍ଭକୁ ଅସୁବିଧା ରେ ପକାଉଛି?

62 If then ye see the Son of man ascending up where he was before?ତବେେ ମନୁଷ୍ଯପୁତ୍ର ଯେଉଁଠାରୁ ଆସିଥିଲେ, ପୁନର୍ବାର ସେ ସ୍ଥାନଙ୍କୁ ଫରେିଯିବେ, ଏହା ମଧ୍ଯ କ'ଣ ତୁମ୍ଭକୁ ବ୍ଯତିବ୍ଯସ୍ତ କରୁଛି?

63 It is the Spirit which quickens, the flesh profits nothing: the words which I have spoken unto you are spirit and are life.ଶରୀର ମନଷ୍ଯକୁ ଜୀବନଦାନ କରନୋହିଁ। ଆତ୍ମା ଜୀବନ ଦିଏ। ମୁଁ ତୁମ୍ଭକୁ ଯାହା କହିଲି ତାହା ଆତ୍ମା, ତେଣୁ ଏସବୁ ବିଷୟ ଜୀବନ ଦିଏ।

64 But there are some of you who do not believe. For Jesus knew from the beginning who they were who did not believe, and who would deliver him up.କିନ୍ତୁ ତୁମ୍ଭ ଭିତରୁ କେତକେ ବିଶ୍ବାସ କରୁ ନାହଁ। ଯୀଶୁ ବିଶ୍ବାସ ନକରୁଥିବା ଲୋକଙ୍କୁ ପ୍ରଥମରୁ ଜାଣିଥିଲେ ଏବଂ ପରେ ୟିଏ ବିଶ୍ବାସଘତକତା କରିବ ସହେି ଲୋକକୁ ମଧ୍ଯ ସେ ଜାଣିଥିଲେ।

65 And he said, Therefore said I unto you, that no one can come to me unless it be given to him from the Father.ଯୀଶୁ କହିଲେ, ସେଥିପାଇଁ ମୁଁ କହିଥିଲି, 'ଯଦି ପରମପିତା କୌଣସି ଲୋକକୁ ମାେ ନିକଟକୁ ଆସିବାକୁ ଅନୁମତି ଦିଅନ୍ତି ନାହିଁ, ତବେେ ସେ ଲୋକ ମାେ ନିକଟକୁ ଆସିପାରିବ ନାହିଁ।'

66 From that [time] many of his disciples went away back and walked no more with him.ଯୀଶୁ ଏ କଥା କହିବା ପରେ ତାହାଙ୍କର ଅନକେ ଶିଷ୍ଯ ତାହାଙ୍କୁ ଛାଡି ଚାଲିଗଲେ। ସମାନେେ ଆଉ ତାହାଙ୍କର ଆନୁଗମନ କଲେ ନାହିଁ।

67 Jesus therefore said to the twelve, Will ye also go away?ଯୀଶୁ ବାରଜଣ ପ୍ ରରେିତଙ୍କୁ ପଚାରିଲେ, ତୁମ୍ଭମାନେେ ମଧ୍ଯ କ'ଣ ମାେତେ ଛାଡିୟିବା ପାଇଁ ଚାହଁ କି?

68 Simon Peter answered him, Lord, to whom shall we go? thou hast words of life eternal;ଶିମାନେ ପିତର ଉତ୍ତର ଦେଲେ, ପ୍ରଭୁ, ଆମ୍ଭେ କାହା ପାଖକୁ ୟିବୁ? ତୁମ୍ଭ ପାଖ ରେ ଅନନ୍ତ ଜୀବନ ଅଛି।

69 and we have believed and known that thou art the holy one of God.ଆମ୍ଭେ ତୁମ୍ଭଠା ରେ ବିଶ୍ବାସ କରୁ। ଆମ୍ଭେ ଜାଣୁ ଯେ ତୁମ୍ଭେ ପରମେଶ୍ବରଙ୍କ ନିକଟରୁ ଆସିଥିବା ପବିତ୍ର ବ୍ଯକ୍ତି।

70 Jesus answered them, Have not I chosen you the twelve? and of you one is a devil.ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭ ବାରଜଣଙ୍କୁ ମନୋନୀତ କଲି। କିନ୍ତୁ ତୁମ୍ଭ ଭିତରୁ ଜଣେ ଶୟତାନ।

71 Now he spoke of Judas [the son] of Simon, Iscariote, for he [it was who] should deliver him up, being one of the twelve.ଯୀଶୁ ଶିମାନେ ଈଷ୍କରିଯୋଥର ପୁତ୍ର ୟିହୂଦାକୁ ଲକ୍ଷ୍ଯ କରି ଏହା କହିଥିଲେ। ସେ ବାର ଜଣଙ୍କ ମଧ୍ଯରୁ ଜଣେ ଥିଲା। ପରେ ସହେି ୟିହୂଦା ତାହାଙ୍କ ବିରୁଦ୍ଧ ରେ ବିଶ୍ବାସଘାତକତା କରିଥିଲା।

Oriya Bible