Bible

John 4 - ASV (Oriya)

1 When therefore the Lord knew that the Pharisees had heard that Jesus was making and baptizing more disciples than Johnହନଙ୍କ ଅପେକ୍ଷା ଯୀଶୁ ଅଧିକ ଶିଷ୍ଯ କରୁଥିବାରୁ ଓ ବାପ୍ତିଜିତ ଦେଉଥିବାର ଖବର ଫାରୂଶୀମାନେ ଶୁଣିଲେ।

2 (although Jesus himself baptized not, but his disciples),କିନ୍ତୁ ଯୀଶୁ ପ୍ରକୃତ ରେ ଲୋକମାନଙ୍କୁ ବାପ୍ତିସ୍ମ ଦେଉ ନଥିଲେ। ତାହାଙ୍କ ଶିଷ୍ଯମାନେ ତାହାଙ୍କ ପାଇଁ ଲୋକଙ୍କୁ ବାପ୍ତିସ୍ମ ଦେଉଥିଲେ। ଯୀଶୁ ଜାଣିଥିଲେ ଯେ ଫାରୂଶୀମାନେ ତାହାଙ୍କ ସମ୍ବନ୍ଧ ରେ ଶୁଣିଛନ୍ତି।

3 he left Judea, and departed again into Galilee.ତେଣୁ ସେ ସେତବେେଳେ ୟିହୂଦା ପ୍ରଦେଶ ଛାଡି ପୁଣି ଥରେ ଗାଲୀଲୀକୁ ଚାଲିଗଲେ।

4 And he must needs pass through Samaria.ଯୀଶୁ ଗାଲୀଲୀ ଗଲା ବେଳେ ତାହାଙ୍କୁ ଶମିରୋଣ ଅଞ୍ଚଳ ବାଟ ଦଇେ ୟିବାକୁ ହେଲା।

5 So he cometh to a city of Samaria, called Sychar, near to the parcel of ground that Jacob gave to his son Joseph:ଯୀଶୁ ଶମିରୋଣର ସୁଖାର ରେ ଆସି ପହନ୍ଚିଲେ। ଏହି ନଗରଟି ଯାକୁବ ତାହାଙ୍କ ପୁତ୍ର ୟୋ ସଫଙ୍କେୁ ଦଇେଥିବା ଜମି ପାଖ ରେ ଥିଲା।

6 and Jacob's well was there. Jesus therefore, being wearied with his journey, sat thus by the well. It was about the sixth hour.ଯାକୁବଙ୍କ କୂଅ ସଠାେରେ ଥିଲା। ଯୀଶୁ ଚାଲି ଚାଲି କ୍ଲାନ୍ତ ହାଇେ ପଡିଥିଲେ। ତେଣୁ ସେ କୂଅ ପାଖ ରେ ବସି ପଡିଲେ। ଏହା ମଧ୍ଯାହ୍ନ ସମୟ ଥିଲା।

7 There cometh a woman of Samaria to draw water: Jesus saith unto her, Give me to drink.ସତେିକି ବେଳେ ଜଣେ ଶମିରୋଣୀଯା ସ୍ତ୍ରୀ ସହେି କୂଅରୁ ପାଣି ନବୋ ପାଇଁ ଆସିଲା। ଯୀଶୁ ତାକୁ କହିଲେ, ମାେତେ ଦୟାକରି ମୁନ୍ଦେ ପାଣି ପିଇବାକୁ ଦିଅ।

8 For his disciples were gone away into the city to buy food.ସେ ସମୟରେ ତାହାଙ୍କ ଶିଷ୍ଯମାନେ କିଛି ଖାଦ୍ୟ କିଣିବା ପାଇଁ ନଗରକୁ ଯାଇଥିଲେ।

9 The Samaritan woman therefore saith unto him, How is it that thou, being a Jew, askest drink of me, who am a Samaritan woman? (For Jews have no dealings with Samaritans.)ସହେି ଶମିରୋଣୀଯା ସ୍ତ୍ରୀ ଜଣକ ତାହାଙ୍କୁ କହିଲା, ମୁଁ ଆଶ୍ଚର୍ୟ୍ଯ ହେଉଛି ଯେ ଆପଣ ମାେତେ ପାଣି ପିଇବାକୁ ମାଗୁଛନ୍ତି। ଆପଣ ଜଣେ ଯିହୂଦୀ ଓ ମୁଁ ଜଣେ ଶମିରୋଣୀଯା ସ୍ତ୍ରୀ। ଯିହୂଦୀମାନେ ଶମିରୋଣୀୟଙ୍କ ସହିତ ବନ୍ଧୁତା କରନ୍ତି ନାହିଁ।

10 Jesus answered and said unto unto her, If thou knewest the gift of God, and who it is that saith to thee, Give me to drink; thou wouldest have asked of him, and he would have given thee living water.ଯୀଶୁ ଉତ୍ତର ଦେଲେ, ତୁମ୍ଭେ ପରମେଶ୍ବର ଦେଉଥିବା ଜିନିଷ ବିଷୟ ରେ ଜାଣି ନାହିଁ। ତୁମ୍ଭକୁ ଜଳ ମାଗୁଥିବା ବ୍ଯକ୍ତି, ଅର୍ଥାତ ମୁଁ କିଏ ତାହା ମଧ୍ଯ ତୁମ୍ଭେ ଜାଣି ନାହିଁ। ତୁମ୍ଭେ ଯଦି ଏସବୁ କଥା ଜାଣିଥାନ୍ତ ତବେେ ତୁମ୍ଭେ ମାେତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।

11 The woman saith unto him, Sir, thou hast nothing to draw with, and the well is deep: whence then hast thou that living water?ସହେି ସ୍ତ୍ରୀ ଲୋକଟି କହିଲା, ମହାଶୟ, ଆପଣ କେଉଁଠାରୁ ସହେି ଜୀବନ୍ତ ଜଳ ପାଇବେ? କୂଅତ ଅତି ଗଭୀର ଓ ପାଣି କାଢିବା ପାଇଁ ଆପଣଙ୍କ ପାଖ ରେ କିଛି ନାହିଁ।

12 Art thou greater than our father Jacob, who gave us the well, and drank thereof himself, and his sons, and his cattle?ଆପଣ କ'ଣ ଆମ ପୂର୍ବପୁରୁଷ ଯାକୁବଙ୍କ ଠାରୁ ଶ୍ ରେଷ୍ଠ? ଯାକୁବ ହିଁ ଆମ୍ଭକୁ ଏହି କୂଅ ଦଇେଥିଲେ। ସେ ନିଜେ ଏହି କୂଅରୁ ଜଳ ପିଉଥିଲେ। ତାହାଙ୍କର ପୁତ୍ରମାନେ ଓ ସବୁ ପଶୁମାନେ ମଧ୍ଯ ଏହି କୂଅରୁ ଜଳ ପିଉଥିଲେ।

13 Jesus answered and said unto her, Every one that drinketh of this water shall thirst again:ଯୀଶୁ ଉତ୍ତର ଦେଲେ, ପ୍ରେତ୍ୟକକ ଲୋକ ଏହି ଜଳ ପାନ କରିବା ପରେ ପୁଣି ତୃଷାର୍ତ୍ତ ହବେ।

14 but whosoever drinketh of the water that I shall give him shall never thirst; but the water that I shall give him shall become in him a well of water springing up unto eternal life.କିନ୍ତୁ ମୁଁ ଯେଉଁ ଜଳ ପିଇବାକୁ ଦବେି, ତାହା ଯେଉଁ ଲୋକ ପିଇବ ସେ କଦାପି ତୃଷାର୍ତ୍ତ ହବେ ନାହିଁ। ମୁଁ ତାହାଙ୍କୁ ଯେଉଁ ଜଳ ଦବେି, ତାହା ଅନନ୍ତ ଜୀବନ ଜଳର ଝର ସ୍ବରୁପେ ସର୍ବଦା ପ୍ରବାହିତ ହବେ।

15 The woman saith unto him, Sir, give me this water, that I thirst not, neither come all the way hither to draw.ସେ ସ୍ତ୍ରୀଲୋକଟି ଯୀଶୁଙ୍କୁ କହିଲା, ମହାଶୟ, ମାେତେ ସହେି ଜଳ ଦିଅନ୍ତୁ। ମୁଁ ଆଉ ଯେପରି ଆଉ କବେେ ତୃଷାର୍ତ୍ତ ହବେି ନାହିଁ। ମାେତେ ଏଠାକୁ ଆଉ କବେେ ଜଳ ନବୋ ପାଇଁ ଆସିବାକୁ ପଡିବ ନାହିଁ।

16 Jesus saith unto her, Go, call thy husband, and come hither.ଯୀଶୁ ତାକୁ କହିଲେ, ଯାଅ, ତୁମ୍ଭ ସ୍ବାମୀଙ୍କୁ ଡାକି ଏଠାକୁ ଆସ।

17 The woman answered and said unto him, I have no husband. Jesus saith unto her, Thou saidst well, I have no husband:ସ୍ତ୍ରୀ ଲୋକଟି କହିଲା, କିନ୍ତୁ ମାରେ ସ୍ବାମୀ ନାହିଁ।

18 for thou hast had five husbands; and he whom thou now hast is not thy husband: this hast thou said truly.ପ୍ରକୃତ ରେ ତୁମ୍ଭର ପାଞ୍ଚଜଣ ସ୍ବାମୀ ଥିଲେ। ତୁମ୍ଭେ ବର୍ତ୍ତମାନ ଯେଉଁ ଲୋକ ସହିତ ରହିଛ, ସେ ତୁମ୍ଭର ସ୍ବାମୀ ନୁହେଁ। ତୁମ୍ଭେ ମାେତେ ସତ୍ଯ କହିଲ।

19 The woman saith unto him, Sir, I perceive that thou art a prophet.ସ୍ତ୍ରୀ ଲୋକଟି କହିଲା, ମହାଶୟ, ମୁଁ ଜାଣିପାରୁଛି, ଆପଣ ଜଣେ ଭବିଷ୍ଯଦ୍ବକ୍ତା।

20 Our fathers worshipped in this mountain; and ye say, that in Jerusalem is the place where men ought to worship.ଆମ୍ଭର ପିତୃପୁରୁଷମାନେ ଏହି ପର୍ବତ ରେ ଉପାସନା କରୁଥିଲେ। କିନ୍ତୁ ଯିହୂଦୀମାନେ କୁହନ୍ତି ଯେ ୟିରୁଶାଲମ ହେଉଛି ଉପାସନା କରିବା ନିମନ୍ତି ଯଥାର୍ଥ ସ୍ଥାନ।

21 Jesus saith unto her, Woman, believe me, the hour cometh, when neither in this mountain, nor in Jerusalem, shall ye worship the Father.ଯୀଶୁ ତାହାକୁ କହିଲେ, ହେ ନାରୀ, ମାେତେ ବିଶ୍ବାସ କର। ଏପରି ସମୟ ଆସୁଛି ଯେତବେେଳେ ତୁମ୍ଭମାନେେ ପରମପିତାଙ୍କର ଉପାସନା ଏ ପର୍ବତ ରେ କି ୟିରୁଶାଲମ ରେ କରିବ ନାହିଁ।

22 Ye worship that which ye know not: we worship that which we know; for salvation is from the Jews.ତୁମ୍ଭେ ଶମିରୋଣୀୟମାନେ କିଛି ନଜାଣି ନବୁଝି ଉପାସନା କର। କିନ୍ତୁ ଆମ୍ଭେ ଯିହୂଦୀମାନେ କାହାକୁ ଉପାସନା କରୁ, ସବୁ ଜାଣୁ। ଯୀହୂଦୀମାନଙ୍କଠାରୁ ପରିତ୍ରାଣ ଏ ଜଗତକୁ ଆ ସେ।

23 But the hour cometh, and now is, when the true worshippers shall worship the Father in spirit and truth: for such doth the Father seek to be his worshippers.ଏପରି ସମୟ ଆସୁଛି, ଯେତବେେଳେ ପ୍ରକୃତ ଉପାସକ ମାନେ ପରମପିତାଙ୍କୁ ଆତ୍ମା ଓ ସତ୍ଯ ରେ ଉପାସନା କରିବେ। ସହେି ସମୟ ବର୍ତ୍ତମାନ ଉପସ୍ଥିତ। ସହେିଭଳି ଲୋକମାନଙ୍କୁ ପରମପିତା ନିଜର ଉପାସକ ରୂପେ ଗ୍ରହଣ କରିବାକୁ ଚାହାଁନ୍ତି।

24 God is a Spirit: and they that worship him must worship in spirit and truth.ପରମେଶ୍ବର ହିଁ ଆତ୍ମା। ତେଣୁ ପରମେଶ୍ବହଙ୍କ ଉପାସନା କରୁଥିବା ଲୋକମାନେ ଆତ୍ମା ଓ ସତ୍ଯ ସହିତ ତାହାଙ୍କର ଉପାସନା କରିବା ଉଚିତ।

25 The woman saith unto him, I know that Messiah cometh (he that is called Christ): when he is come, he will declare unto us all things.ସହେି ସ୍ତ୍ରୀ ଲୋକଟା କହିଲା, ମୁଁ ଜାଣେ ଯେ ମଶୀହ ଆସୁଛନ୍ତି। ଯେତବେେଳେ ମଶୀହ ଆସିବେ, ସେତବେେଳେ ସେ ଆମ୍ଭମାନଙ୍କୁ ସବୁ କଥା ବୁଝାଇ ଦବେେ।

26 Jesus saith unto her, I that speak unto thee am `he'.ଯୀଶୁ ତାହାକୁ କହିଲେ, ଯେଉଁ ଲୋକ ବର୍ତ୍ତମାନ ତୁମ୍ଭ ସହିତ କଥାବାର୍ତ୍ତା କରୁଛି। ସେ ନିଜେ ମଶୀହ ଅଟେ।

27 And upon this came his disciples; and they marvelled that he was speaking with a woman; yet no man said, What seekest thou? or, Why speakest thou with her?ସହେି ସମୟରେ ଯୀଶୁଙ୍କର ଶିଷ୍ଯମାନେ ନଗରରୁ ଫରେିଲେ। ସମାନେେ ଯୀଶୁଙ୍କୁ ଗୋଟିଏ ସ୍ତ୍ରୀଲୋକ ସହିତ କଥା ହବୋ ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। କିନ୍ତୁ କହେି ତାହାଙ୍କୁ ଏପରି କିଛି ପ୍ରଶ୍ନ ପଚାରିଲେ ନାହିଁ, ତୁମ୍ଭେ କ'ଣ ଚାହଁ? କିମ୍ବା ତୁମ୍ଭେ କାହିଁକି ତା ସହିତ କଥାବାର୍ତ୍ତା ହେଉଛ?

28 So the woman left her waterpot, and went away into the city, and saith to the people,ତା'ପରେ ସେ ସ୍ତ୍ରୀଲୋକ ତା କଳସୀ ପାଣି ଛାଡି ନଗରକୁ ଚାଲିଗଲା। ସଠାେରେ ପହଞ୍ଚି ସେ ଲୋକମାନଙ୍କୁ କହିଲା,

29 Come, see a man, who told me all things that `ever' I did: can this be the Christ?ମୁଁ ଯାହା କିଛିକରିଛି, ପ୍ରେତ୍ୟକକ କଥା ମାେତେ ଜଣେ ଲୋକ କହି ଦେଲେ। ତୁମ୍ଭେ ସହେି ଲୋକକୁ ଦେଖିବ ଆସ। ସେ ବୋଧେ ଖ୍ରୀଷ୍ଟ ହାଇେ ପାରନ୍ତି।

30 They went out of the city, and were coming to him.ତେଣୁ ଲୋକମାନେ ନଗର ଛାଡି ଯୀଶୁଙ୍କୁ ଦେଖିବାକୁ ଗଲେ।

31 In the mean while the disciples prayed him, saying, Rabbi, eat.ସ୍ତ୍ରୀଲୋକଟି ନଗର ରେ ଥିବା ସମୟରେ, ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କୁ ଅନୁ ରୋଧ କଲେ, ଗୁରୁ କିଛି ଭୋଜନ କରନ୍ତୁ।

32 But he said unto them, I have meat to eat that ye know not.କିନ୍ତୁ ଯୀଶୁ ଉତ୍ତର ଦେଲେ, ମାେ ପାଖ ରେ ଏପରି ଖାଦ୍ୟ ଅଛି, ଯାହା ବିଷୟ ରେ ତୁମ୍ଭମାନେେ ଜାଣ ନାହିଁ।

33 The disciples therefore said one to another, Hath any man brought him `aught' to eat?ତେଣୁ ଶିଷ୍ଯମାନେ ନିଜ ନିଜ ମଧିଅରେ କଥାବାର୍ତ୍ତା ହେଲେ, ତାହାଙ୍କ ଲାଗି କିଏ ଖାଦ୍ୟ ଆଣିଲା କି?

34 Jesus saith unto them, My meat is to do the will of him that sent me, and to accomplish his work.ଯୀଶୁ କହିଲେ, ଯେଉଁ ପରମେଶ୍ବର ମାେତେ ପଠାଇଛନ୍ତି, ତାହାଙ୍କର ଇଚ୍ଛା ପାଳନ କରିବା ଓ ତାହାଙ୍କର କାର୍ୟ୍ଯ ପୂର୍ଣ୍ଣ କରିବା ହେଉଛି ମାରେଆହାର।

35 Say not ye, There are yet four months, and `then' cometh the harvest? behold, I say unto you, Lift up your eyes, and look on the fields, that they are white already unto harvest.ତୁମ୍ଭମାନେେ ଯେତବେେଳେ କିଛି ରୋପଣ କର ସେତବେେଳେ ତୁମ୍ଭେ ସର୍ବଦା କୁହ, 'ଶସ୍ଯ କଟା ହବୋ ପାଇଁ ଆହୁରି ଚାରି ମାସ ବାକି ଅଛି।' କିନ୍ତୁ ମୁଁ ତୁମ୍ଭକୁ କହୁଛି, ତୁମ୍ଭମାନଙ୍କର ଆଖି ଖୋଲ। ଲୋକମାନଙ୍କୁ ଦେଖ। ସମାନେେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ଯ ଅଟନ୍ତି।

36 He that reapeth receiveth wages, and gathereth fruit unto life eternal; that he that soweth and he that reapeth may rejoice together.ବର୍ତ୍ତମାନ ମଧ୍ଯ ଯେଉଁ ଲୋକ ଶସ୍ଯ କାଟେ ତାକୁ ମଜୁରି ଦିଆ ଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ଯ ସଂଗ୍ରହ କରୁଛି। ତେଣୁ ବୁଣାଳି ଓ କଟାଳି ଉଭୟ ମିଳି ଆନନ୍ଦିତ କରିବେ।

37 For herein is the saying true, One soweth, and another reapeth.କଥା ରେ ଅଛି, 'ଜଣେ ଲୋକ ବୁଣେ ଏବଂ ଅନ୍ୟ ଜଣେ ଫସଲ କାଟେ', ଏହି ଉକ୍ତିଟି ସତ୍ଯ।

38 I sent you to reap that whereon ye have not labored: others have labored, and ye are entered into their labor.ତୁମ୍ଭେ ଯାହା ବୁଣି ନଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭକୁ ପଠାଇଥିଲି ା ଅନ୍ୟ ଲୋକମାନେ କାମ କଲେ, ଆଉ ତୁମ୍ଭମାନେେ ସମାନଙ୍କେ କାମରୁ ଲାଭ ପାଇଲ।

39 And from that city many of the Samaritans believed on him because of the word of the woman, who testified, He told me all things that `ever' I did.ସେ ସହରର ଶମିରୋଣୀୟମାନଙ୍କ ଭିତରୁ ଅନକେ ଯୀଶୁଙ୍କୁ ବିଶ୍ବାସ କଲେ। ସେ ସ୍ତ୍ରୀଲୋକ ଯୀଶୁଙ୍କ ବିଷୟ ରେ ଯାହା କହିଥିଲା ସେଥିପାଇଁ ସମାନେେ ବିଶ୍ବାସ କଲେ। ସେ ସମାନଙ୍କେୁ କହିଲା, ଯୀଶୁ ମାେତେ ମୁଁ କରିଥିବା ପ୍ରେତ୍ୟକକ ଘଟଣାମାନ କହିଲେ।

40 So when the Samaritans came unto him, they besought him to abide with them: and he abode there two days.ଶମିରୋଣୀୟମାନେ ଯୀଶୁଙ୍କ ପାଖକୁ ଗଲେ। ସମାନେେ ତାହାଙ୍କୁ ସମାନଙ୍କେ ସହିତ କିଛି ଦିନ ରହିବା ପାଇଁ ଅନୁ ରୋଧ କଲେ। ତେଣୁ ଯୀଶୁ ସଠାେରେ ଦୁଇ ଦିନ ରହିଲେ।

41 And many more believed because of his word;ଯୀଶୁଙ୍କଠାରୁ ବାଣୀ ଶୁଣି ବହୁତ ଲୋକ ତାହାଙ୍କଠା ରେ ବିଶ୍ବାସ କଲେ।

42 and they said to the woman, Now we believe, not because of thy speaking: for we have heard for ourselves, and know that this is indeed the Saviour of the world.ଲୋକମାନେ ସେ ସ୍ତ୍ରୀକୁ କହିଲେ, ପ୍ରଥମେ ଆମ୍ଭେ ତୁମ୍ଭ କଥା ଶୁଣି ଯୀଶୁଙ୍କୁ ବିଶ୍ବାସ କରିଥିଲୁ କିନ୍ତୁ ବର୍ତ୍ତମାନ ଆମ୍ଭେ ନିଜେ ତାହାଙ୍କ କଥା ଶୁଣି ବିଶ୍ବାସ କରୁଛୁ। ଆମ୍ଭେ ବର୍ତ୍ତମାନ ଜାଣୁଛୁ ଯେ ସେ ହେଉଛନ୍ତି ପ୍ରକୃତ ରେ ଜଗତର ତ୍ରାଣକର୍ତ୍ତା।

43 And after the two days he went forth from thence into Galilee.ସଠାେରେ ଦୁଇଦିନ ରହିବା ପରେ ଯୀଶୁ ଗାଲୀଲୀକୁ ଯାତ୍ରା କଲେ।

44 For Jesus himself testified, that a prophet hath no honor in his own country.ଯୀଶୁ ପୂର୍ବରୁ କହିଥିଲେ ଯେ ଜଣେ ଭାବବାଦୀ ନିଜ ଦେଶ ରେ ସମ୍ମାନ ପାଏନାହିଁ।

45 So when he came into Galilee, the Galilaeans received him, having seen all the things that he did in Jerusalem at the feast: for they also went unto the feast.ପୁଣି ଯୀଶୁ ଯେତବେେଳେ ଗାଲୀଲୀ ରେ ପହନ୍ଚିଲେ, ସଠାେରେ ଲୋକେ ତାହାଙ୍କୁ ସ୍ବାଗତ କଲେ। ପୂର୍ବରୁ ୟିରୂଶାଲମ ରେ ନିସ୍ତାରପର୍ବ ବେଳେ ସମାନେେ ତାହାଙ୍କର କାର୍ୟ୍ଯ ସବୁ ଦେଖିଥିଲେ। ସହେି ଲୋକମାନେ ପର୍ବ ସମୟରେ ମଧ୍ଯ ଉପସ୍ଥିତ ଥିଲେ।

46 He came therefore again unto Cana of Galilee, where he made the water wine. And there was a certain nobleman, whose son was sick at Capernaum.ଯୀଶୁ ଗାଲୀଲର କାନା ନଗରକୁ ପୁଣି ଥରେ ଗଲେ। କାନ୍ନା ରେ ସେ ଜଳକୁ ଦ୍ରାକ୍ଷାରସ ରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ଯକର୍ମଚାରୀ କଫର୍ନାହୂମ ନଗର ରେ ବାସ କରୁଥିଲେ। ଏହି ବ୍ଯକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା।

47 When he heard that Jesus was come out of Judaea into Galilee, he went unto him, and besought `him' that he would come down, and heal his son; for he was at the point of death.ସହେି ବ୍ଯକ୍ତି ଶୁଣିଲେ ଯେ ଯୀଶୁ ୟିହୂଦା ପ୍ରଦେଶରୁ ଆସିଛନ୍ତି ଓ ବର୍ତ୍ତମାନ ଗାଲୀରୀ ରେ ଅଛନ୍ତି, ତେଣୁ ସେ ବ୍ଯକ୍ତି କାନା ରେ ଯୀଶୁଙ୍କୁ ଦଖାେ କଲେ। କଫର୍ନାହୂମକୁ ଆସି ତାହାଙ୍କର ପୁତ୍ରକୁ ସୁସ୍ଥ କରିବା ପାଇଁ ସେ ଯୀଶୁଙ୍କୁ ନିବଦନେ କଲେ। ତାହାଙ୍କର ପୁତ୍ର ମୃତ ପ୍ରାୟ ହଇେଥିଲେ।

48 Jesus therefore said unto him, Except ye see signs and wonders, ye will in no wise believe.ଯୀଶୁ ତାହାଙ୍କୁ କହିଲେ, ତୁମ୍ଭମାନେେ ଅଲୌକିକ ଓ ଅଶ୍ଚର୍ୟ୍ଯଜନକ କାର୍ୟ୍ଯମାନ ନ ଦେଖିଲେ ତୁମ୍ଭମାନେେ ମାେତେ ବିଶ୍ବାସ କରିବ ନାହିଁ।

49 The nobleman saith unto him, Sir, come down ere my child die.ରାଜକର୍ମଚାରୀଜଣକ କହିଲେ, ମହାଶୟ, ମାେ ପୁତ୍ର ମରିବା ପୂର୍ବରୁ ଆପଣ ମାେ ଘରକୁ ଆସନ୍ତୁ।

50 Jesus saith unto him, Go thy way; thy son liveth. The man believed the word that Jesus spake unto him, and he went his way.ଯୀଶୁ ଉତ୍ତର ଦେଲେ, ଯାଅ, ତୁମ୍ଭର ପୁଅ ବଞ୍ଚିବ।

51 And as he was now going down, his servants met him, saying, that his son lived.ଘରକୁ ୟିବା ବାଟରେ ତାହାଙ୍କର କେତଜେଣ ଚାକର ଆସି ତାହାଙ୍କୁ ଭଟେିଲେ। ସମାନେେ ତାହାଙ୍କୁ କହିଲେ, ତୁମ୍ଭର ପୁଅ ସୁସ୍ଥ ହେଲାଣି।

52 So he inquired of them the hour when he began to amend. They said therefore unto him, Yesterday at the seventh hour the fever left him.ପିଲାର ଅବସ୍ଥା କେଉଁ ସମୟଠାରୁ ଭଲ ଆଡକୁ ଗତି କଲା? ସେ ପଚାରିଲେ।

53 So the father knew that `it was' at that hour in which Jesus said unto him, Thy son liveth: and himself believed, and his whole house.ତୁମ୍ଭର ପୁଅ ବଞ୍ଚିବ, ବୋଲି ଯୀଶୁ ଠିକ୍ ସହେି ସମୟରେ କହିଥିଲେ, ଏହା ପିଲାର ବାପା ଜାଣିଲେ। ତେଣୁ ସହେି ରାଜକର୍ମଚାରୀ ଓ ତାହାଙ୍କର ସମସ୍ତ ପରିବାରବର୍ଗ ଯୀଶୁଙ୍କଠା ରେ ବିଶ୍ବାସ କଲେ।

54 This is again the second sign that Jesus did, having come out of Judaea into Galilee.ୟିହୂଦା ପ୍ରଦେଶରୁ ଗାଲିଲୀକୁ ଆସିବା ପରେ ଯୀଶୁଙ୍କର ଏହା ଦ୍ବିତୀୟ ଆଶ୍ଚର୍ୟ୍ଯକାର୍ୟ୍ଯ ଥିଲା।

Oriya Bible