John 3 - YLT (Oriya)
1 And there was a man of the Pharisees, Nicodemus his name, a ruler of the Jews,କଦୀମ ନାମକ ଜଣେ ବ୍ଯକ୍ତି ଥିଲେ। ସେ ଜଣେ ଫାରୂଶୀ ଥିଲେ। ସେ ଯିହୂଦୀମାନଙ୍କର ଜଣେ ମୁଖ୍ଯ ନେତା ଥିଲେ।
2 this one came unto him by night, and said to him, `Rabbi, we have known that from God thou hast come -- a teacher, for no one these signs is able to do that thou dost, if God may not be with him.'ସେ ଦିନେ ରାତ୍ରି ରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, ହେ ଗୁରୁ, ଆମ୍ଭେ ଜାଣୁଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ବରଙ୍କ ଦ୍ବାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଛ ସେ ଗୁଡିକ ପରମେଶ୍ବରଙ୍କ ସାହାୟ୍ଯ ନପାଇ କହେି କରିପାରିବେ ନାହିଁ।
3 Jesus answered and said to him, `Verily, verily, I say to thee, If any one may not be born from above, he is not able to see the reign of God;'ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ପ୍ରେତ୍ୟକକ ବ୍ଯକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହବୋ ଆବଶ୍ଯକ। ଯଦି କୌଣସି ଲକେ ପୁନର୍ବାର ଜନ୍ମ ନହୁଏ, ତବେେ ସେ ଲୋକ ପରମେଶ୍ବରଙ୍କର ରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।
4 Nicodemus saith unto him, `How is a man able to be born, being old? is he able into the womb of his mother a second time to enter, and to be born?'ନୀକଦୀମ ତାହାଙ୍କୁ କହିଲେ, କିନ୍ତୁ ଯଦି କୌଣସି ବ୍ଯକ୍ତି ବୃଦ୍ଧ ହାଇେ ସାରିଛି, ତବେେ ସେ କିପରି ପୁନର୍ବାର ଜନ୍ମ ନଇେ ପାରିବ? ଜଣେ ଲୋକ କଦାପି ତାର ମାତାର ଗର୍ଭ ରେ ଆଉ ଥରେ ପ୍ରବେଶ କରିପାରିବ ନାହିଁ। ତେଣୁ ଜଣେ ବ୍ଯକ୍ତି କଦାପି ଦ୍ବିତୀୟ ଥର ଜନ୍ମ ଗ୍ରହଣ କରି ପାରିବ ନାହିଁ।
5 Jesus answered, `Verily, verily, I say to thee, If any one may not be born of water, and the Spirit, he is not able to enter into the reign of God;ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଜଣେ ଲୋକ ନିଶ୍ଚିତ ଭାବେ ଜଳ ଓ ଆତ୍ମାରୁ ଜନ୍ମ ହାଇେ ନଥାଏ, ତବେେ ସେ କଦାପି ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରି ପାରିବ ନାହିଁ।
6 that which hath been born of the flesh is flesh, and that which hath been born of the Spirit is spirit.ଜଣେ ଲୋକର ଶରୀର ତାର ପିତା ମାତାଙ୍କଠାରୁ ଜନ୍ମ ନିଏ। କିନ୍ତୁ ଜଣେ ଲୋକର ଆତ୍ମିକ ଜୀବନ ଆତ୍ମାଙ୍କଠାରୁ ଜନ୍ମ ନିଏ।
7 `Thou mayest not wonder that I said to thee, It behoveth you to be born from above;ତେଣୁ ଆଶ୍ଚର୍ୟ୍ଯ ହୁଅ ନାହିଁ, କାରଣ ତୁମ୍ଭକୁ କହିଲି ଯେ, 'ତୁମ୍ଭକୁ ନିଶ୍ଚୟ ପୁନର୍ବାର ଜନ୍ମ ହବୋକୁ ପଡିବ।'
8 the Spirit where he willeth doth blow, and his voice thou dost hear, but thou hast not known whence he cometh, and whither he goeth; thus is every one who hath been born of the Spirit.'ପବନ ତା' ଇଚ୍ଛା ଅନୁସାରେ ବ ହେ ଓ ନିଜ ଇଚ୍ଛା ରେ ଗତି କରେ। ତୁମ୍ଭେ ପବନ ବହିବାର ଶବ୍ଦ ଶୁଣିଥାଅ, କିନ୍ତୁ ତୁମ୍ଭେ ଜାଣି ନ ଥାଅ, ପବନ କେଉଁଠାରୁ ଆ ସେ ଓ କେଉଁଠାକୁ ଯାଏ। ଆତ୍ମାରୁ ଜନ୍ମ ନଇେଥିବା ପ୍ରେତ୍ୟକକ ଲୋକ ଠିକ୍ ସହେିପରି।
9 Nicodemus answered and said to him, `How are these things able to happen?'ନୀକଦୀମ ପଚାରିଲେ, ଏସବୁ କିପରି ସମ୍ଭବ ହାଇେ ପାରିବ?
10 Jesus answered and said to him, `Thou art the teacher of Israel -- and these things thou dost not know!ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ଇଶ୍ରାୟେଲର ଜଣେ ପ୍ରଧାନ ଗୁରୁ। କିନ୍ତୁ ତୁମ୍ଭେ ଏସବୁ କଥା ବୁଝି ପାରୁନାହଁ?
11 `Verily, verily, I say to thee -- What we have known we speak, and what we have seen we testify, and our testimony ye do not receive;ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭେ ଯାହା ସବୁ ଜାଣୁ ତାହା ସବୁ କହୁଛୁ, ଆମ୍ଭେ ଯାହା ଦେଖିଛୁ ତାହା ତୁମ୍ଭକୁ କହୁଛୁ, କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ ଯାହା କହୁଛୁ, ତୁମ୍ଭମାନେେ ତାହା ଗ୍ରହଣ କରୁନାହଁ।
12 if the earthly things I said to you, and ye do not believe, how, if I shall say to you the heavenly things, will ye believe?ମୁଁ ତୁମ୍ଭକୁ ଏ ସଂସାରର ବିଷୟ ସବୁ କହିଛି। କିନ୍ତୁ ତୁମ୍ଭେ ମାେତେ ବିଶ୍ବାସ କରୁନାହଁ। ମୁଁ ଯଦି ତୁମ୍ଭକୁ ସ୍ବର୍ଗ ବିଷୟ ରେ କହିବି, ତବେେ ନିଶ୍ଚିତ ଭାବେ ତୁମ୍ଭେ ବିଶ୍ବାସ କରିବ ନାହିଁ।
13 and no one hath gone up to the heaven, except he who out of the heaven came down -- the Son of Man who is in the heaven.ମନଷ୍ଯପୁତ୍ର କବଳେ ସହେି ଜଣେ ୟିଏ ସ୍ବର୍ଗରୁ ଆସିଛନ୍ତି ଓ ସେ ହିଁ ଏକମାତ୍ର ୟିଏ ସ୍ବର୍ଗକୁ ଯାଇଛନ୍ତି।
14 `And as Moses did lift up the serpent in the wilderness, so it behoveth the Son of Man to be lifted up, ମାଶାେ ମରୁଭୂମିରେ ସର୍ପକୁ ଉପରକୁ ଉଠାଇଥିଲେ। ଠିକ୍ ସହେିପରି ମନୁଷ୍ଯପୁତ୍ର ମଧ୍ଯ ଉପରକୁ ଉଠାଯିବେ।
15 that every one who is believing in him may not perish, but may have life age-during,ଏହା ଦ୍ବାରା ମନୁଷ୍ଯପୁତ୍ରଙ୍କଠା ରେ ବିଶ୍ବାସ କରୁଥିବା ପ୍ରେତ୍ୟକକ ଲୋକ ଅନନ୍ତ ଜୀବନ ଲାଭ କରିବ।
16 for God did so love the world, that His Son -- the only begotten -- He gave, that every one who is believing in him may not perish, but may have life age-during.ହଁ, ପରମେଶ୍ବର ଏ ପୃଥିବୀକୁ ଏତେ ପ୍ ରମେ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ବ୍ଯକ୍ତି, ବିନାଶ ହବେେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ।
17 For God did not send His Son to the world that he may judge the world, but that the world may be saved through him;ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଚାର କରିବା ପାଇଁ ପଠାଇ ନଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ବାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ।
18 he who is believing in him is not judged, but he who is not believing hath been judged already, because he hath not believed in the name of the only begotten Son of God.ପରମେଶ୍ବରଙ୍କ ପୁତ୍ରଙ୍କଠା ରେ ବିଶ୍ବାସ ରଖୁଥିବା ଲୋକ କବେେ ବିଚାରିତ ହୁଏ ନାହିଁ। କିନ୍ତୁ ତାହାଙ୍କଠା ରେ ବିଶ୍ବାସ ନ କରୁଥିବା ଲୋକ ବିଚାରିତ ହାଇେସାରିଛି। କାରଣ ସେ ପରମେଶ୍ବରଙ୍କର ଏକମାତ୍ର ପୁତ୍ରଙ୍କୁ ବିଶ୍ବାସ କଲାନାହିଁ।
19 `And this is the judgment, that the light hath come to the world, and men did love the darkness rather than the light, for their works were evil;ଲୋକମାନଙ୍କର ବିଚାର ଏହି ବିଷୟ ଦ୍ବାରା ହୁଏ: ସହେି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସହେି ଆଲୋକ ଚାହିଁଲେ ନାହିଁ, ସମାନେେ ଅନ୍ଧକାର ଚାହିଁଲେ, କାରଣ ସମାନେେ ମନ୍ଦକାର୍ୟ୍ଯ ରେ ରତଥିଲେ।
20 for every one who is doing wicked things hateth the light, and doth not come unto the light, that his works may not be detected;ମନ୍ଦକାର୍ୟ୍ଯ କରୁଥିବା ପ୍ରେତ୍ୟକକ ଲୋକ ଆଲୋକକୁ ଘୃଣା କରେ। ସେ କବେେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା'ର କୃତ ସମସ୍ତ ମନ୍ଦକାର୍ୟ୍ଯ ଗୁଡିକୁ ଦଖାଇେ ଦବେ।
21 but he who is doing the truth doth come to the light, that his works may be manifested, that in God they are having been wrought.'କିନ୍ତୁ ଯେଉଁ ଲୋକ ସତ୍ଯପଥ ଅନୁସରଣ କରେ, ସେ ଆଲୋକ ନିକଟକୁ ଆ ସେ। ତା'ପରେ ଆଲୋକ ସ୍ପଷ୍ଟ ଦଖାଇେ ଦବେ ଯେ ସେ ଲୋକ ଯେଉଁ କାର୍ୟ୍ଯ କରିଛି ତାହା ସେ ପରମେଶ୍ବରଙ୍କ ମାଧ୍ଯମ ରେ କରିଛି।
22 After these things came Jesus and his disciples to the land of Judea, and there he did tarry with them, and was baptizing;ଏହାପରେ ଯୀଶୁ ଓ ତାହାଙ୍କର ଶିଷ୍ଯମାନେ ୟିହୂଦା ଅଞ୍ଚଳକୁ ଗଲେ। ସଠାେରେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କ ସହିତ ରହି ଲୋକଙ୍କୁ ବାପ୍ତିସ୍ମ ଦେଲେ।
23 and John was also baptizing in Aenon, nigh to Salem, because there were many waters there, and they were coming and were being baptized --ଯୋହନ ମଧ୍ଯ ଏ ନୋନ ଗ୍ରାମ ରେ ଲୋକମାନଙ୍କୁ ବାପ୍ତିଜିତ ଦେଉଥିଲେ। ଏ ନୋନ ଶାଲମ ନଗର ନିକଟବର୍ତ୍ତୀ। ସଠାେରେ ପ୍ରଚୁର ଜଳ ଥିବାରୁ ଯୋହନ ସଠାେରେ ବାପ୍ତିସ୍ମ ଦେଉଥିଲେ। ଲୋକମାନେ ସଠାେକୁ ବାପ୍ତିଜିତ ହବୋପାଇଁ ଯାଉଥିଲେ।
24 for John was not yet cast into the prison --ଯୋହନ କାରାଗାର ରେ ବନ୍ଦୀ ହବୋ ପୂର୍ବରୁ ଏସବୁ ଘଟିଥିଲା।
25 there arose then a question from the disciples of John with `some' Jews about purifying,ଯୋହନଙ୍କର କେତକେ ଶିଷ୍ଯଙ୍କର ସହିତ ଜଣେ ୟିହୁଦୀଙ୍କର ୟୁକ୍ତିତର୍କ ହେଲା। ସମାନେେ ତାହାଙ୍କ ସହିତ ଧର୍ମ ସଂକ୍ତାନ୍ତୀୟ ଶୁଚିକରଣ ବିଷୟ ରେ ତର୍କ କରୁଥିଲେ।
26 and they came unto John, and said to him, `Rabbi, he who was with thee beyond the Jordan, to whom thou didst testify, lo, this one is baptizing, and all are coming unto him.'ତେଣୁ ଶିଷ୍ଯମାନେ ଆସି ଯୋହନଙ୍କୁ କହିଲେ, ହେ ଗୁରୁ, ତୁମ୍ଭ ସହିତ ୟର୍ଦ୍ଦନ ନଦୀର ଆର ପାରି ରେ ଯେଉଁ ଲୋକ ଥିଲେ, ତାହାଙ୍କୁ ମନେ ପକାଅ। ତୁମ୍ଭେ ସହେି ଲୋକ ବିଷୟ ରେ ଲୋକମାନଙ୍କୁ କହିଥିଲ। ସହେି ଲୋକ ବାପ୍ତିସ୍ମ ଦେଉଛନ୍ତି ଓ ଅନକେ ଲୋକ ତାହାଙ୍କ ପାଖକୁ ଯାଉଛନ୍ତି।
27 John answered and said, `A man is not able to receive anything, if it may not have been given him from the heaven;ଯୋହନ ଉତ୍ତର ଦେଲେ, ପରମେଶ୍ବର ଗୋଟିଏ ଲୋକକୁ ଯାହା ଦିଅନ୍ତି, ସେ କବଳେ ସତେିକି ପାଏ।
28 ye yourselves do testify to me that I said, I am not the Christ, but, that I am having been sent before him;ତୁମ୍ଭମାନେେ ନିଜେ ମାରେ କହିବା ଶୁଣିଛ ଯେ 'ମୁଁ ଖ୍ରୀଷ୍ଟ ନୁହେଁ। ତାହାଙ୍କ ପାଇଁ ପଥ ତିଆରି କରିବା ଉଦ୍ଦେଶ୍ଯ ରେ ଈଶ୍ବର ମାେତେ ପଠାଇଛନ୍ତି।'
29 he who is having the bride is bridegroom, and the friend of the bridegroom, who is standing and hearing him, with joy doth rejoice because of the voice of the bridegroom; this, then, my joy hath been fulfilled.କନ୍ଯା କବଳେ ବରର। ବରକୁ ସାହାୟ୍ଯ କରୁଥିବା ବନ୍ଧୁ ବର ଆସିବା ପର୍ୟ୍ଯନ୍ତ ଶୁଣେ ଓ ଅପେକ୍ଷା କରେ। ବରର ସ୍ବର ଶୁଣି ସହେି ବନ୍ଧୁ ବହୁତ ଖୁସି ହୁଏ। ମୁଁ ଏବେ ସହେି ଭଳି ଆନନ୍ଦ ପାଉଛି। ଏହା ମାରେ ଆନନ୍ଦର ସମୟ।
30 `Him it behoveth to increase, and me to become less;ଯୀଶୁଙ୍କର ଅବଶ୍ଯ ବୃଦ୍ଧି ହେଉ। ଏବଂ ମାରେ ପ୍ରୟୋଜନୀୟତା ଅବଶ୍ଯ କମି ଯାଉ।
31 he who from above is coming is above all; he who is from the earth, from the earth he is, and from the earth he speaketh; he who from the heaven is coming is above all.ସ୍ବର୍ଗରୁ ଆସିଥିବା ବ୍ଯକ୍ତି ଅନ୍ୟ ଲୋକମାନଙ୍କ ଅପେକ୍ଷା ଶ୍ ରେଷ୍ଠ। ପୃଥିବୀରୁ ଆସିଥିବା ବ୍ଯକ୍ତି ପୃଥିବୀର ଅଟନ୍ତି। ସହେି ବ୍ଯକ୍ତି ପୃଥିବୀ ରେ ଥିବା ବସ୍ତୁ ବିଷୟ ରେ କହନ୍ତି। କିନ୍ତୁ ଯେଉଁ ବ୍ଯକ୍ତି ସ୍ବର୍ଗରୁ ଆସନ୍ତି, ସେ ଅନ୍ୟ ସମସ୍ତଙ୍କଠାରୁ ଶ୍ରଷ୍ଠ।
32 `And what he hath seen and heard this he doth testify, and his testimony none receiveth;ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ସହେି ବିଷୟ ରେ କୁହନ୍ତି। କିନ୍ତୁ ସେ କହିଥିବା କଥା ସବୁ ଲୋକେ ଗ୍ରହଣ କରନ୍ତି ନାହିଁ।
33 he who is receiving his testimony did seal that God is true;ସେ କହୁଥିବା କଥା ଗୁଡିକୁ ଯେଉଁ ଲୋକ ଗ୍ରହଣ କରେ, ସେ ପ୍ରମାଣ ଦିଏ ଯେ ପରମେଶ୍ବର ଯାହା କହନ୍ତି ତାହା ସତ୍ଯ।
34 for he whom God sent, the sayings of God he speaketh; for not by measure doth God give the Spirit;ପରମେଶ୍ବର ତାହାଙ୍କୁ ପଠାଇଛନ୍ତି। ପରମେଶ୍ବର ଯାହା କହିଥାନ୍ତି, ସେ ତାହା କହନ୍ତି। ପରମେଶ୍ବର ସମ୍ପୂର୍ଣ୍ଣଭାବେ ତାହାଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିଛନ୍ତି।
35 the Father doth love the Son, and all things hath given into his hand;ପରମପିତା ପୁତ୍ରଙ୍କୁ ଭଲ ପାଆନ୍ତି। ସେ ତାହାଙ୍କୁ ସମସ୍ତ ବିଷୟର ଉପରେ କ୍ଷମତା ପ୍ରଦାନ କରିଛନ୍ତି।
36 he who is believing in the Son, hath life age-during; and he who is not believing the Son, shall not see life, but the wrath of God doth remain upon him.'ପୁତ୍ରଙ୍କୁ ବିଶ୍ବାସ କରୁଥିବା ଲୋକ ଅନନ୍ତ ଜୀବନ ପାଆନ୍ତି। କିନ୍ତୁ ପୁତ୍ରଙ୍କୁ ଅବଜ୍ଞା କରୁଥିବା ଲୋକ କଦାପି ଅନନ୍ତ ଜୀବନ ଲାଭ କରିବ ନାହିଁ। ସହେି ଲୋକମାନଙ୍କ ଉପରେ ପରମେଶ୍ବରଙ୍କର କୋରଧ ରହିବ।
Oriya Bible