Bible

John 17 - DBY (Oriya)

1 These things Jesus spoke, and lifted up his eyes to heaven and said, Father, the hour is come; glorify thy Son, that thy Son may glorify thee;ଯୀଶୁ ଏସମସ୍ତ କଥା କହିସାରିବା ପରେ ସ୍ବର୍ଗ ଆଡେ ଚାହିଁଲେ। ସେ ପ୍ରାର୍ଥାନା କଲେ, ହେ ପରମପିତା, ବର୍ତ୍ତମାନ ସମୟ ଉପସ୍ଥିତ ହାଇେଛି। ତୁମ୍ଭେ ଆପଣା ପୁତ୍ରଙ୍କୁ ଗୌରବାନ୍ବିତ କରିଦିଅ, ଯେପରି ପୁତ୍ର ତୁମ୍ଭକୁ ଗୌରବନ୍ବିତ ଦଇେ ପାରିବେ।

2 as thou hast given him authority over all flesh, that [as to] all that thou hast given to him, he should give them life eternal.ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ହଇେଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦଇେଛ, ସେସମସ୍ତଙ୍କୁ ସହେି ପୁତ୍ର ଅନନ୍ତ ଜୀବନ ଦିଅନ୍ତି।

3 And this is the eternal life, that they should know thee, the only true God, and Jesus Christ whom thou hast sent.ମ୍ଭେ ଯେ ଏକମାତ୍ର ସତ୍ଯ ପରମେଶ୍ବର, ତୁମ୍ଭଙ୍କୁ ଓ ଯାହାଙ୍କୁ ତୁମ୍ଭେ ପଠାଇଛ, ସହେି ଯୀଶୁଖ୍ରୀଷ୍ଟଙ୍କୁ ଜାଣିବାହିଁ ଅନନ୍ତଜୀବନ ଅଟେ।

4 I have glorified *thee* on the earth, I have completed the work which thou gavest me that I should do it;ମ୍ଭେ ମାେତେ ଯେଉଁ କାମ ଦଇେଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାର ରେ ଗୌରବାନ୍ବିତ କରିଛି।

5 and now glorify *me*, *thou* Father, along with thyself, with the glory which I had along with thee before the world was.ବର୍ତ୍ତମାନ ପରମପିତା ତୁମ୍ଭର ଉପସ୍ଥିତି ରେ ମାେତେ ଗୌରବାନ୍ବିତ କର। ଜଗତ ଆରମ୍ଭ ହବୋ ପୂର୍ବରୁ, ମାରେ ତୁମ୍ଭ ସହିତ ଯେଉଁ ଗୌରବ ଥିଲା, ତୁମ୍ଭେ ମାେତେ ତୁମ୍ଭ ସହିତ ଗୌରବାନ୍ବିତ କର।

6 I have manifested thy name to the men whom thou gavest me out of the world. They were thine, and thou gavest them me, and they have kept thy word.ତୁମ୍ଭେ ପୃଥିବୀର କେତକେ ଲୋକଙ୍କୁ ମାେତେ ଦଲେ।

7 Now they have known that all things that thou hast given me are of thee;ମୁଁ ସମାନଙ୍କେଠା ରେ ତୁମ୍ଭକୁ ପ୍ରକାଶ କରିଛି। ସମାନେେ ତୁମ୍ଭର ଥିଲେ ଓ ତୁମ୍ଭେ ସମାନଙ୍କେୁ ମାେତେ ଦଲେ। ସମାନେେ ଜାଣନ୍ତି, ତୁମ୍ଭେ ମାେତେ ଯାହା ସବୁ ଦଇେଛ, ସେ ସବୁ ତୁମ୍ଭ ପାଖରୁ ଆ ସେ।

8 for the words which thou hast given me I have given them, and they have received [them], and have known truly that I came out from thee, and have believed that thou sentest me.ମାେତେ ତୁମ୍ଭେ ଯେଉଁ ଉପଦେଶ ଦଇେଥିଲ, ମୁଁ ସହେି ଉପଦେଶ ଏହି ଲୋକଙ୍କୁ ଦଇେଛି। ସମାନେେ ତାହା ଗ୍ରହଣ କରିଛନ୍ତି। ସମାନେେ ଜାଣି ପାରିଲେ ଯେ, ମୁଁ ପ୍ରକୃତ ରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମାେତେ ପଠାଇଛ ବୋଲି ସମାନେେ ବିଶ୍ବାସ କରିଛନ୍ତି।

9 I demand concerning them; I do not demand concerning the world, but concerning those whom thou hast given me, for they are thine,ମୁଁ ସମାନଙ୍କେ ପାଇଁ ଏବେ ପ୍ରାର୍ଥନା କରୁଛି। ମୁଁ ପୃଥିବୀର ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁ ନାହିଁ। ମୁଁ ସହେିମାନଙ୍କ ପାଇଁ ପ୍ରାର୍ଥନା କରୁଛି, ଯେଉଁମାନଙ୍କୁ ତୁମ୍ଭେ ମାେତେ ଦଇେଥିଲ। କାରଣ ସମାନେେ ତୁମ୍ଭର ଅଟନ୍ତି।

10 (and all that is mine is thine, and [all] that is thine mine,) and I am glorified in them.ମାରଯାେହା ସବୁ ଅଛି, ସବୁ ତୁମ୍ଭର ଏବଂ ତୁମ୍ଭର ଯାହା ଅଛି, ସବୁ ମାରେ। ଏହି ଲୋକମାନେ ମାେତେ ଗୌରବାନ୍ବିତ କରନ୍ତି।

11 And I am no longer in the world, and these are in the world, and I come to thee. Holy Father, keep them in thy name which thou hast given me, that they may be one as we.ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତ ରେ ଆଉ ରହିବି ନାହିଁ। କିନ୍ତୁ ଏହି ଲୋକମାନେ ଜଗତ ରେ ରହିଛନ୍ତି। ହେ ପବିତ୍ର ପରମପିତା, ତୁମ୍ଭେ ସମାନଙ୍କେୁ ନିରାପଦ ରେ ରଖ। ତୁମ୍ଭ ନାମର ଶକ୍ତି ଦ୍ବାରା ସମାନଙ୍କେୁ ନିରାପଦ ରେ ରଖ ଯେପରି ତୁମ୍ଭେ ଓ ମୁଁ ଏକ, ସମାନେେ ସହେିପରି ଏକ ହାଇେ ପାରିବେ।

12 When I was with them I kept them in thy name; those thou hast given me I have guarded, and not one of them has perished, but the son of perdition, that the scripture might be fulfilled.ମୁଁ ଯେତବେେଳେ ସମାନଙ୍କେ ସହିତ ଥିଲି, ମୁଁ ସମାନଙ୍କେୁ ନିରାପଦ ରେ ରଖିଥିଲି। ମୁଁ ତୁମ୍ଭ ନାମର ଶକ୍ତି ବଳ ରେ ସମାନଙ୍କେୁ ନିରାପଦ ରେ ରଖିଥିଲି। ସହେି ନାମ ତୁମ୍ଭେ ମାେତେ ଦଇେଥିଲ। ମୁଁ ସମାନଙ୍କେୁ ସୁରକ୍ଷିତ କଲି। ସମାନଙ୍କେ ଭିତରୁ କବଳେ ଜଣେ ବିନାଶ ପାଇଁ ଉଦ୍ଦିଷ୍ଟ ଥିଲା। ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥିପାଇଁ ସେ ନଷ୍ଟ ହେଲା।

13 And now I come to thee. And these things I speak in the world, that they may have my joy fulfilled in them.ମୁଁ ତୁମ୍ଭ ପାଖକୁ ଏବେ ଆସୁଛି। କିନ୍ତୁ ମୁଁ ଜଗତ ରେ ଥାଉ ଥାଉ ଏହିସବୁ ପାଇଁ ପ୍ରାର୍ଥନା କରୁଛି। ମୁଁ ଏହିସବୁ କ ହେ, ଯେପରି ଏହି ଲୋକମାନେ ମାଠାେ ରେ ଥିବା ଆନନ୍ଦ ପାଇ ପାରିବେ। ମୁଁ ଚା ହେଁ, ସମାନେେ ସମାନଙ୍କେ ଭିତ ରେ ମାରେ ପୂର୍ଣ୍ଣ ଆନନ୍ଦ ପାଆନ୍ତୁ।

14 I have given them thy word, and the world has hated them, because they are not of the world, as I am not of the world.ମୁଁ ସମାନଙ୍କେୁ ତୁମ୍ଭର ଉପଦେଶ ଦଇେଅଛି। ଆଉ ଏହି ଜଗତର ଲୋକମାନେ ସମାନଙ୍କେୁ ଘୃଣା କରନ୍ତି। କାରଣ ସମାନେେ ଜଗତର ନୁହଁନ୍ତି ଓ ଯେପରି ମୁଁ ମଧ୍ଯ ଏହି ଜଗତରୁ ଉତ୍ପନ୍ନ ନୁହେଁ।

15 I do not demand that thou shouldest take them out of the world, but that thou shouldest keep them out of evil.ମୁଁ ତୁମ୍ଭକୁ ସମାନଙ୍କେୁ ଜଗତରୁ ନଇୟିବୋ ପାଇଁ କହୁନାହିଁ। ମୁଁ ତୁମକୁ ସମାନଙ୍କେୁ ପାପାତ୍ମା ଶୟତାନଠାରୁ ନିରାପଦ ରେ ରଖିବା ପାଇଁ କହୁଛି।

16 They are not of the world, as I am not of the world.ମୁଁ ଯେପରି ଜଗତର ନୁହେଁ, ସମାନେେ ସହେିପରି ଏହି ଜଗତର ନୁହଁନ୍ତି।

17 Sanctify them by the truth: thy word is truth.ତେଣୁ ତୁମ୍ଭେ ତୁମ୍ଭର ସତ୍ଯ ଦ୍ବାରା ସମାନଙ୍କେୁ ତୁମ୍ଭର ମବୋ ପାଇଁ ପ୍ରସ୍ତୁତ କରାଅ। ତୁମ୍ଭର ଉପଦେଶ ହେଉଛି ସତ୍ଯ।

18 As thou hast sent me into the world, I also have sent them into the world;ମୁଁ ସମାନଙ୍କେୁ ଜଗତ ମଧ୍ଯକୁ ପଠାଇ ଦଇେଛି ଯେପରି ତୁମ୍ଭେ ମାେତେ ଏହି ଜଗତକୁ ପଠାଇଲ।

19 and I sanctify myself for them, that they also may be sanctified by truth.ମୁଁ ନିଜକୁ ସବୋ ପାଇଁ ପ୍ରସ୍ତୁତ କରୁଛି। ମୁଁ ସମାନଙ୍କେ ପାଇଁ ଏହା କରୁଛି ଯେ ହତେୁ ସମାନେେ ତୁମ୍ଭର ସବୋ ପାଇଁ ପ୍ରକୃତ ରେ ପ୍ରସ୍ତୁତ ହାଇପୋରିବେ।

20 And I do not demand for these only, but also for those who believe on me through their word;ମୁଁ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କରେ ଓ ଏହି ଲୋକମାନଙ୍କର ଶିକ୍ଷା ହତେୁ ମାଠାେ ରେ ବିଶ୍ବାସ କରିବାକୁ ଯାଉଥିବା ସମସ୍ତ ଲୋକମାନଙ୍କ ପାଇଁ ମଧ୍ଯ ପ୍ରାର୍ଥନା କରୁଛି।

21 that they may be all one, as thou, Father, [art] in me, and I in thee, that they also may be one in us, that the world may believe that thou hast sent me.ହେ ପରମପିତା, ମୁଁ ତୁମ୍ଭଠା ରେ ପ୍ରାର୍ଥନା କରେ ଯେପରି ମାେ ଉପରେ ବିଶ୍ବାସ ରଖୁଥିବା ଲୋକମାନେ ଏକ ହାଇପୋରିବେ। ତୁମ୍ଭେ ମାଠାେ ରେ ରହିଛ ଓ ମୁଁ ତୁମ୍ଭଠା ରେ ଅଛି। ମୁଁ ପ୍ରାର୍ଥନା କରେ, ଏହି ଲୋକମାନେ ଆମ୍ଭଠା ରେ ଯେପରି ଏକ ହାଇେ ପାରିବେ। ତଦ୍ଦ୍ବାରା ଜଗତ ବିଶ୍ବାସ କରିବ, ଯେ ତୁମ୍ଭେ ମାେତେ ପଠାଇଅଛ।

22 And the glory which thou hast given me I have given them, that they may be one, as we are one;ମାେତେ ତୁମ୍ଭେ ଯେଉଁ ଗୌରବ ଦଇେଥିଲ, ମୁଁ ତାହା ଏହି ଲୋକମାନଙ୍କୁ ଦଇେଛି। ଏହି ଗୌରବ ଦବୋର କାରଣ ହେଉଛି ଯେ, ଯେପରି 'ତୁମ୍ଭେ ଓ ମୁଁ ଏକ, ସପରେି ସମାନେେ ମଧ୍ଯ ଏକ ହାଇପୋରିବେ।'

23 I in them and thou in me, that they may be perfected into one [and] that the world may know that thou hast sent me, and [that] thou hast loved them as thou hast loved me.ମୁଁ ସମାନଙ୍କେଠା ରେ ରହିବି ଓ ତୁମ୍ଭେ ମାଠାେ ରେ ରହିବ। ତେଣୁ ସମାନେେ ସଂମ୍ପୂର୍ଣ୍ଣ ଭାବେ ଏକ ହାଇପୋରିବେ। ତାହା ହେଲେ ଏହି ଜଗତ ଜାଣିପାରିବ ଯେ, ତୁମ୍ଭେ ମାେତେ ପଠାଇଛ। ଏ ଜଗତ ଜାଣିବ ଯେ, ତୁମ୍ଭେ ମାେତେ ଯେପରି ପ୍ ରମେ କରୁଥିଲ ଠିକ୍ ସହେିପରି ଏହି ଲୋକମାନଙ୍କୁ ମଧ୍ଯ ପ୍ ରମେ କରୁଛ।

24 Father, [as to] those whom thou hast given me, I desire that where I am they also may be with me, that they may behold my glory which thou hast given me, for thou lovedst me before [the] foundation of [the] world.ହେ ପରମପିତା, ତୁମ୍ଭେ ମାେତେ ଯେଉଁ ଲୋକମାନଙ୍କୁ ଦଇେଛ, ମୁଁ ଗ୍ଭ ହେ, ମୁଁ ଥିବା ପ୍ରେତ୍ୟକକ ସ୍ଥାନ ରେ ସମାନେେ ମାେ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ, ସମାନେେ ମାରେ ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମାେତେ ଦଇେଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହବୋ ପୂର୍ବରୁ ମାେତେ ପ୍ ରମେ କଲ।

25 Righteous Father, -- and the world has not known thee, but I have known thee, and these have known that thou hast sent me.ହେ ପରମପିତା ତୁମ୍ଭେ ହେଉଛ ଉତ୍ତମ। ଏହି ଜଗତ ତୁମ୍ଭକୁ ଚିହ୍ନି ନାହିଁ କିନ୍ତୁ ମୁଁ ତୁମ୍ଭକୁ ଚିହ୍ନେ। ଏହି ଲୋକମାନେ ଜାଣନ୍ତି ଯେ, ତୁମ୍ଭେ ମାେତେ ପଠାଇଛ।

26 And I have made known to them thy name, and will make [it] known; that the love with which thou hast loved me may be in them and I in them.ତୁମ୍ଭେ କିପରି ତାହା ମୁଁ ସମାନଙ୍କେଠା ରେ ପ୍ରକାଶ କରିଛି। ଏବଂ ପୁନର୍ବାର ସମାନଙ୍କେଠା ରେ ପ୍ରକାଶ କରିବି। ତାପରେ ମାେ ପ୍ରତି ତୁମ୍ଭର ଯେପରି ପ୍ ରମେ ରହିଛି, ସହେିପରି ପ୍ ରମେ ତାହାଙ୍କଠା ରେ ରହିବ ଓ ମୁଁ ସମାନଙ୍କେଠା ରେ ବାସ କରିବି।

Oriya Bible