John 14 - YLT (Oriya)
1 `Let not your heart be troubled, believe in God, also in me believe;ଯୀଶୁ କହିଲେ, ତୁମ୍ଭମାନଙ୍କେର ହୃଦୟ ଦୁଃଖିତ ନ ହେଉ। ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଥାଅ। ମାଠାେ ରେ ମଧ୍ଯ ବିଶ୍ବାସ ରଖ,
2 in the house of my Father are many mansions; and if not, I would have told you; I go on to prepare a place for you;ମାରେ ପରମପିତାଙ୍କ ଘ ରେ ଅନକଗେୁଡିଏ ବଖରା ଅଛି। ତାହା ନ ହାଇେଥିଲେ ମୁଁ ତୁମ୍ଭକୁ ଏହା କହି ନଥାନ୍ତି। ମୁଁ ତୁମ୍ଭ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିବା ଉଦ୍ଦେଶ୍ଯ ରେ ସଠାେକୁ ଯାଉଛି।
3 and if I go on and prepare for you a place, again do I come, and will receive you unto myself, that where I am ye also may be;ମୁଁ ଯାଇ ତୁମ୍ଭ ପାଇଁ ସ୍ଥାନ ପ୍ରସ୍ତୁତ କଲା ପରେ ଫରେି ଆସିବି। ତା'ପରେ ତୁମ୍ଭକୁ ମାେ ସହିତ ନଇୟିବେି। ମୁଁ ଯେଉଁଠା ରେ ରହିବି ତୁମେମାନେ ମଧ୍ଯ ସଠାେରେ ମାେ ସହିତ ରହିପାରିବ।
4 and whither I go away ye have known, and the way ye have known.'ମୁଁ ଯେଉଁଠାକୁ ଯାଉଛି, ତୁମ୍ଭମାନେେ ସଠାେକୁ ୟିବାର ପଥ ଜାଣ।
5 Thomas saith to him, `Sir, we have not known whither thou goest away, and how are we able to know the way?'ଥୋମା କହିଲେ, ପ୍ରଭୁ, ଆପଣ କେଉଁଆଡେ ଯାଉଛନ୍ତି, ଆମ୍ଭେ ଜାଣି ନାହୁଁ। ତେଣୁ ସଠାେକୁ ୟିବାର ପଥ ଆମ୍ଭେ ଜାଣିବୁ କିପରି?
6 Jesus saith to him, `I am the way, and the truth, and the life, no one doth come unto the Father, if not through me;ଯୀଶୁ ଉତ୍ତର ଦେଲେ, ମୁଁ ପଥ। ମୁଁ ସତ୍ଯ ଓ ଜୀବନ। ପରମପିତାଙ୍କ ପାଖକୁ ୟିବା ପାଇଁ ମୁଁ ହେଉଛି ଏକମାତ୍ର ପଥ।
7 if ye had known me, my Father also ye would have known, and from this time ye have known Him, and have seen Him.'ତୁମ୍ଭେ ଯଦି ମାେତେ ପ୍ରକୃତ ରେ ଜାଣିଥାନ୍ତ, ତବେେ ପରମପିତାଙ୍କୁ ମଧ୍ଯ ଜାଣିଥାଆନ୍ତ। ବର୍ତ୍ତମାନ ତୁମ୍ଭେ ତାହାଙ୍କୁ ଜାଣିଛ ଓ ତାହାଙ୍କୁ ଦେଖିଛ।
8 Philip saith to him, `Sir, shew to us the Father, and it is enough for us;'ଫିଲିପ୍ପ ଯୀଶୁଙ୍କୁ କହିଲେ, ପ୍ରଭୁ, ଆମ୍ଭକୁ ପରମପିତାଙ୍କୁ ଦଖାେନ୍ତୁ। ଆମ୍ଭର ସତେିକି ଦରକାର।
9 Jesus saith to him, `So long time am I with you, and thou hast not known me, Philip? he who hath seen me hath seen the Father; and how dost thou say, Shew to us the Father?ଯୀଶୁ ଉତ୍ତର ଦେଲେ, ଫିଲିପ୍ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମାେତେ ଜାଣିବା ଉଚିତ। ମାେତେ ୟିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ଯ ଦେଖିଛି। ତେଣୁ ତୁମ୍ଭେ ମାେତେ କାହିଁକି କହୁଛ, 'ଆମ୍ଭକୁ ପରମପିତାଙ୍କୁ ଦଖାେଅ?'
10 Believest thou not that I `am' in the Father, and the Father is in me? the sayings that I speak to you, from myself I speak not, and the Father who is abiding in me, Himself doth the works;ତୁମ୍ଭେ କ'ଣ ପ୍ରକୃତ ରେ ବିଶ୍ବାସ କର ଯେ, ମୁଁ ପରମପିତାଙ୍କଠା ରେ ଓ ପରମପିତା ମାଠାେ ରେ ଅଛନ୍ତି? ମୁଁ ତୁମ୍ଭକୁ ଯାହା ଯାହା କହିଛି ତାହା ମାଠାରୁେ ଆସି ନାହିଁ। ପରମପିତେ ମାେ ଭିତ ରେ ଅଛନ୍ତି ଓ ସେ ତାହାଙ୍କ କାର୍ୟ୍ଯ କରୁଛନ୍ତି।
11 believe me, that I `am' in the Father, and the Father in me; and if not, because of the works themselves, believe me.ମୁଁ ପରମପିତାଙ୍କଠା ରେ ଓ ପରମପିତା ମାେ'ଠା ରେ ଅଛନ୍ତି। ତୁମ୍ଭେ ମାରେ ଏହି କଥା ବିଶ୍ବାସ କର। କିମ୍ବା ମୁଁ ଯେଉଁ ସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ କରିଛି ସେଥିପାଇଁ ବିଶ୍ବାସ କର।
12 `Verily, verily, I say to you, he who is believing in me, the works that I do -- that one also shall do, and greater than these he shall do, because I go on to my Father;ମୁଁ ତୁମ୍ଭକୁ ସତ୍ଯ କହୁଛି। ମାଠାେ ରେ ବିଶ୍ବାସ କରୁଥିବା ବ୍ଯକ୍ତି, ମୁଁ ଯାହା କରିଛି, ତାହା କରିବ। ହଁ, ସେ ମୁଁ କରିଥିବା କାମଠାରୁ ମଧ୍ଯ ଅଧିକ ବଡ କାମ କରିବ, କାରଣ ମୁଁ ପରମପିତାଙ୍କ ନିକଟକୁ ଯାଉଛି।
13 and whatever ye may ask in my name, I will do, that the Father may be glorified in the Son;ତୁମ୍ଭେ ମାେ ନାମ ରେ ଯାହା ମାଗିବ, ମୁଁ ତାହା ତୁମ୍ଭ ପାଇଁ କରିବି। ଏହା ଦ୍ବାରା ପୁତ୍ରଙ୍କ ମାଧ୍ଯମ ରେ ପରମପିତାଙ୍କ ଗୌରବ ପ୍ରକାଶିତ ହବେ।
14 if ye ask anything in my name I will do `it'.ମାେ' ନାମ ରେ ତୁମ୍ଭେ ଯାହା ମାଗିବ, ମୁଁ ତାହା କରିବି।
15 `If ye love me, my commands keep, ମାେତେ ଯଦି ତୁମ୍ଭେ ପ୍ ରମେ କର, ତବେେ ମାରେ ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ।
16 and I will ask the Father, and another Comforter He will give to you, that he may remain with you -- to the age;ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାୟ୍ଯକାରୀଙ୍କୁ ଦବେେ। ସେ ସହେି ସାହାୟ୍ଯକାରୀଙ୍କୁ ତୁମ୍ଭ ପାଖ ରେ ସର୍ବଦା ରହିବା ପାଇଁ ଦବେେ।
17 the Spirit of truth, whom the world is not able to receive, because it doth not behold him, nor know him, and ye know him, because he doth remain with you, and shall be in you.ସହେି ସାହାୟ୍ଯକାରୀ ଜଣକ ସତ୍ଯମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରି ପାରିବ ନାହିଁ। ଯେ ହତେୁ ଜଗତ ତାହାଙ୍କୁ ଦେଖୁନାହିଁ ବା ଜାଣି ନାହିଁ। କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ। ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟ ରେ ବାସ କରିବେ।
18 `I will not leave you bereaved, I come unto you;ମୁଁ ତୁମ୍ଭକୁ ଅନାଥ ପିଲାମାନଙ୍କ ପରି ଛାଡିୟିବି ନାହିଁ। ମୁଁ ତୁମ୍ଭ ପାଖକୁ ଫରେିଆସିବି।
19 yet a little, and the world doth no more behold me, and ye behold me, because I live, and ye shall live;ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମାେତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମାେତେ ଦେଖି ପାରିବ। ତୁମ୍ଭମାନେେ ଜୀବିତ ରହିବ, କାରଣ ମୁଁ ଜୀବିତ।
20 in that day ye shall know that I `am' in my Father, and ye in me, and I in you;ତୁମ୍ଭେ ସଦେିନ ଜାଣିବ ଯେ, ମୁଁ ପରମପିତାଙ୍କଠା ରେ ରହିଛି। ତୁମ୍ବେ ଜାଣିବ ଯେ, ତୁମ୍ଭେ ମାେ'ଠା ରେ ଓ ମୁଁ ତୁମ୍ଭଠା ରେ ଅଛି।
21 he who is having my commands, and is keeping them, that one it is who is loving me, and he who is loving me shall be loved by my Father, and I will love him, and will manifest myself to him.'ଯେଉଁ ଲୋକ ମାରେ ଆଜ୍ଞା ଜାଣେ ଓ ପାଳନ କରେ, ସେ ଲୋକ ପ୍ରକୃତ ରେ ମାେତେ ପ୍ ରମେ କରେ। ମାେତେ ପ୍ ରମେ କରୁଥିବା ଲୋକକୁ ମାେ ପରମପିତା ମଧ୍ଯ ପ୍ ରମେ କରିବେ। ମୁଁ ମଧ୍ଯ ତାକୁ ପ୍ ରମେ କରିବି ଓ ନିଜକୁ ତା' ନିକଟରେ ପ୍ରକାଶ କରିବି।
22 Judas saith to him, (not the Iscariot), `Sir, what hath come to pass, that to us thou are about to manifest thyself, and not to the world?'ତା'ପରେ ୟିହୂଦା (ଈଷ୍କରିଯୋଥ ନୁହଁନ୍ତି) ତାହାଙ୍କୁ ପଚାରିଲେ, କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠା ରେ ନିଜକୁ ଦଖାଇବୋ ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦଖାେଉ ନାହାଁନ୍ତି।
23 Jesus answered and said to him, `If any one may love me, my word he will keep, and my Father will love him, and unto him we will come, and abode with him we will make;ଯୀଶୁ ଉତ୍ତର ଦେଲେ, ଯଦି କହେି ମାେତେ ପ୍ ରମେ କରେ ତବେେ ସେ ମାହେର ଉପଦେଶ ପାଳନ କରିବ। ମାରେ ପରମପିତା ତାକୁ ପ୍ ରମେ କରିବେ। ମାରେ ପରମପିତା ଓ ମୁଁ ସହେି ଲୋକ ପାଖକୁ ଆସିବୁ ଓ ତା' ସହିତ ରହିବୁ।
24 he who is not loving me, my words doth not keep; and the word that ye hear is not mine, but the Father's who sent me.କିନ୍ତୁ ଯେଉଁ ଲୋକ ମାେତେ ପ୍ ରମେ କରେ ନାହିଁ, ସେ ମାରେ ଉପଦେଶ ମାନେ ନାହିଁ। ମାଠାରୁେ ଯେଉଁ ଉପଦେଶ ତୁମ୍ଭେ ଶୁଣୁଛ, ତାହା ପ୍ରକୃତ ରେ ମାରେ ନୁହେଁ। ଏହା ମାେତେ ପଠାଇ ଥିବା ପରମପିତାଙ୍କର।
25 `These things I have spoken to you, remaining with you,ମୁଁ ତୁମ୍ଭ ସହିତ ଥିବା ସମୟରେ ଏହି ସବୁ କଥା ତୁମ୍ଭମାନଙ୍କୁ କହିଛି।
26 and the Comforter, the Holy Spirit, whom the Father will send in my name, he will teach you all things, and remind you of all things that I said to you.କିନ୍ତୁ ତୁମ୍ଭକୁ ସାହାର୍ୟ୍ଯକାରୀ ସବୁ ଶିକ୍ଷା ଦବେେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାୟ୍ଯ ମଧ୍ଯ କରିବେ। ଏହି ସାହାୟ୍ଯକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମାେ ନାମ ରେ ପଠାଇବେ।
27 `Peace I leave to you; my peace I give to you, not according as the world doth give do I give to you; let not your heart be troubled, nor let it be afraid;ମୁଁ ତୁମ୍ଭକୁ ଶାନ୍ତି ଦଇେ ଯାଉଛି। ଏହି ଶାନ୍ତି ମାେ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା'ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନ ରେ ଦୁଃଖ କର ନାହିଁ। ଭୟ ମଧ୍ଯ କର ନାହିଁ।
28 ye heard that I said to you -- I go away, and I come unto you; if ye did love me, ye would have rejoiced that I said -- I go on to the Father, because my Father is greater than I.ତୁମ୍ଭେ ମାରେ କଥା ଶୁଣିଛ ଯେ 'ମୁଁ ଯାଉଛି, କିନ୍ତୁ ମୁଁ ପୁଣି ତୁମ୍ଭ ପାଖକୁ ଫରେିବି।' ଯଦି ତୁମ୍ଭେ ମାେତେ ପ୍ରକୃତ ରେ ପ୍ ରମେ କରୁଥାଅ, ତବେେ ମାେ ପାଇଁ ତୁମ୍ଭେ ଖୁସି ହବେ, କାରଣ ବର୍ତ୍ତମାନ ମୁଁ ପରମପିତାଙ୍କ ନିକଟକୁ ଯାଉଛି। ପରମପିତା ମାଠାରୁେ ମହାନ୍।
29 `And now I have said `it' to you before it come to pass, that when it may come to pass, ye may believe;ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡିକ ବର୍ତ୍ତମାନ ଜଣାଇଦଲେି, ଯେପରି ଏସବୁ ଘଟିଲା ବେଳେ ତୁମ୍ଭେ ବିଶ୍ବାସ କରିବ।
30 I will no more talk much with you, for the ruler of this world doth come, and in me he hath nothing;ମୁଁ ତୁମ୍ଭ ସହିତ ବେଶୀ ସମୟ କଥାବାର୍ତ୍ତା ହବେି ନାହିଁ। ଏ ଜଗତର ଶାସକ ଆସୁଛି। ମାେ ଉପରେ ତାର କୌଣସି କ୍ଷମତା ନାହିଁ।
31 but that the world may know that I love the Father, and according as the Father gave me command so I do; arise, we may go hence.କିନ୍ତୁ ଏହି ଜଗତ ଜାଣିବା ଉଚିତ ଯେ, ମୁଁ ପରମପିତାଙ୍କୁ ପ୍ ରମେ କରେ। ତେଣୁ ପରମପିତା ମାେତେ ଯେପରି କହିଛନ୍ତି, ମୁଁ ଠିକ୍ ସପରେି କରିବି। ଚାଲ ୟିବା । ଆମ୍ଭେ ଏ ସ୍ଥାନ ତ୍ଯାଗ କରିବା।
Oriya Bible