John 13 - TELUGU (Oriya)
1 తాను ఈ లోకమునుండి తండ్రియొద్దకు వెళ్లవలసిన గడియ వచ్చెనని యేసు పస్కాపండుగకు ముందే యెరిగిన వాడై, లోకములోనున్న తనవారిని ప్రేమించి, వారిని అంతమువరకు ప్రేమించెను.ସେତବେେଳେ ଯିହୂଦୀମାନଙ୍କର ନିସ୍ତାର ପର୍ବ ସମୟ ପ୍ରାୟ ହାଇଯୋଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡି ୟିବାର ସମୟ ଉପସ୍ଥିତ ହାଇଗେଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫରେିଯିବେ। ସେ ସବୁବେଳେ ଏହି ଜଗତ ରେ ଥିବା ତାହାଙ୍କ ନିଜର ହାଇଯୋଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସମାନଙ୍କେ ପ୍ରତି ତାହାଙ୍କର ଗଭୀର ଓ ଚୁଡାନ୍ତ ପ୍ ରମେ ଦଖାଇେଥିଲେ।
2 వారు భోజనము చేయు చుండగా ఆయనను అప్పగింపవలెనని సీమోను కుమారు డగు ఇస్కరియోతు యూదా హృదయములో అపవాది3 ఇంతకుముందు ఆలోచన పుట్టించియుండెను గనుకଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସନ୍ଧ୍ଯା ଭୋଜନ ରେ ବସିଥିଲେ। ଶିମାନରେ ପୁତ୍ର ଈଷ୍କରିଯୋଥ ୟିହୂଦାଙ୍କୁ ଯୀଶୁଙ୍କ ବିରୁଦ୍ଧ ରେ ଶୟତାନ ପ୍ରବର୍ତ୍ତାଇ ସାରିଥିଲା।
3 తండ్రి తనచేతికి సమస్తము అప్పగించెననియు, తాను దేవునియొద్ద నుండి బయలుదేరి వచ్చెననియు, దేవునియొద్దకు వెళ్లవలసి యున్నదనియు యేసు ఎరిగిପରମପିତା ଯୀଶୁଙ୍କୁ ସବୁ ବିଷୟ ରେ କ୍ଷମତା ଦଇେଥିଲେ। ଯୀଶୁ ଏହା ଜାଣିଥିଲେ। ସେ ପରମେଶ୍ବରଙ୍କଠାରୁ ଆସିଛନ୍ତି, ବୋଲି ମଧ୍ଯ ଜାଣିଥିଲେ। ସେ ତାହାଙ୍କ ପାଖକୁ ଫରେିଯାଉଛନ୍ତି ବୋଲି ମଧ୍ଯ ଜାଣିଥିଲେ।
4 భోజనపంక్తిలోనుండి లేచి తన పైవస్త్రము అవతల పెట్టివేసి, యొక తువాలు తీసికొని నడుమునకు కట్టుకొనెను.ସମାନେେ ଖାଇବା ସମୟରେ ଯୀଶୁ ଠିଆ ହାଇେ ପିନ୍ଧିଥିବା ଲମ୍ବା ପୋଷାକଟି ଖାଲିେ ଦେଲେ। ସେ ଅଣ୍ଟା ରେ ଗୋଟିଏ ତଉଲିଆ ଗୁଡଇେ ହାଇେ ପଡିଲେ।
5 అంతట పళ్లెములో నీళ్లు పోసి శిష్యుల పాదములు కడుగుటకును, తాను కట్టుకొని యున్న తువాలుతో తుడుచుటకును మొదలుపెట్టెను.ତା'ପରେ ସେ ପାତ୍ର ରେ ଜଳ ଭର୍ତ୍ତି କଲେ ଓ ଶିଷ୍ଯମାନଙ୍କର ପାଦ ଧୋଇବା ଆରମ୍ଭ କଲେ। ସେ ଅଣ୍ଟା ରେ ବାନ୍ଧିଥିବା ତଉଲିଆ ରେ ସମାନଙ୍କେର ପାଦ ପୋଛିଲେ।
6 ఇట్లు చేయుచు ఆయన సీమోను పేతురునొద్దకు వచ్చినప్పుడు అతడు ప్రభువా, నీవు నా పాదములు కడుగుదువా? అని ఆయనతో అనెను.ଯୀଶୁ ଶିମାନେ ପିତରଙ୍କ ପାଖକୁ ଆସିଲେ। କିନ୍ତୁ ପିତର ତାହାଙ୍କୁ କହିଲେ, ପ୍ରଭୁ, ତୁମେ ମାରେ ପାଦ ଧୋଇବା ଉଚିତ ନୁହେଁ।
7 అందుకు యేసు నేను చేయుచున్నది ఇప్పుడు నీకు తెలియదుగాని యికమీదట తెలిసికొందువని అతనితో చెప్పగాଯୀଶୁ କହିଲେ, ତୁମେ ଏବେ ଜାଣିପାରୁ ନାହଁ ଯେ, ମୁଁ କ'ଣ କରୁଛି। କିନ୍ତୁ ପରେ ତୁମେ ବୁଝିବ।
8 పేతురు నీవెన్నడును నా పాదములు కడుగరాదని ఆయనతో అనెను. అందుకు యేసు నేను నిన్ను కడుగనియెడల నాతో నీకు పాలు లేదనెను.ପିତର କହିଲେ, ନା, ଆପଣ ମାେ ପାଦ କବେେ ଧୋଇବେ ନାହିଁ।
9 సీమోను పేతురు ప్రభువా, నా పాదములు మాత్రమేగాక నా చేతులు నా తలకూడ కడుగుమని ఆయనతో చెప్పెను.ଶିମାନେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ତୁମେ ମାରେ ପାଦ ଧୋଇବା ପରେ ମାରେ ହାତ ଓ ମୁଣ୍ଡ ମଧ୍ଯ ଧୋଇ ଦିଅ।
10 యేసు అతని చూచి స్నానముచేసినవాడు పాదములు తప్ప మరేమియు కడుగు కొన నక్కరలేదు, అతడు కేవలము పవిత్రుడయ్యెను. మీరును పవిత్రులు కాని మీలో అందరు పవిత్రులు కారనెను.ଯୀଶୁ କହିଲେ, ଜଣେ ଲୋକ ସ୍ନାନ କରିବାପରେ ତା'ର ସମ୍ପୂର୍ଣ୍ଣ ଶରୀରଟା ନିର୍ମଳ ହାଇଯୋଏ। କବଳେ ତା'ର ପାଦ ସେ ଧୋଇବ ଦରକାର। ମୁଁ ଜାଣେ ତୁମ୍ଭମାନେେ ପରିଷ୍କାର ହାଇେଛ, କିନ୍ତୁ ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।
11 తన్ను అప్పగించువానిని ఎరిగెను గనుకమీలో అందరు పవిత్రులు కారని ఆయన చెప్పెను.ଯୀଶୁ ଜାଣିଥିଲେ ଯେ କିଏ ତାହାଙ୍କ ବିରୁଦ୍ଧ ରେ ଉଠିବ, ତେଣୁ ସେ କହିଲେ, ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହଁନ୍ତି।
12 వారి పాదములు కడిగి తన పైవస్త్రము వేసికొనిన తరువాత, ఆయన మరల కూర్చుండినేను మీకు చేసిన పని మీకు తెలిసినదా?ଯୀଶୁ ଶିଷ୍ଯମାନଙ୍କ ପାଦ ଧୋଇ ସାରିଲେ। ତା'ପରେ ସେ ଲୁଗାପଟା ପିନ୍ଧି ମଜେ ପାଖ ରେ ପୁଣି ବସିଲେ, ଯୀଶୁ ପଚାରିଲେ, ମୁଁ ତୁମ ପାଇଁ କ'ଣ କଲି, ତୁମ୍ଭେ ତାହା ବୁଝିପାରିଲ କି?
13 బోధకుడనియు ప్రభువనియు మీరు నన్ను పిలుచుచున్నారు; నేను బోధకుడను ప్రభువును గనుక మీరిట్లు పిలుచుట న్యాయమే.ତୁମେ ମାେତେ 'ଗୁରୁ' ଓ 'ପ୍ରଭୁ' କହୁଛ। ଅବଶ୍ଯ, ଏହା ଠିକ୍, କାରଣ ମୁଁ ତାହା ଅଟେ।
14 కాబట్టి ప్రభువును బోధకుడనైన నేను మీ పాదములు కడిగిన యెడల మీరును ఒకరి పాదములను ఒకరు కడుగవలసినదే.ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ। କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସବେକ ରୂପେ ଧୋଇଲି। ତେଣୁ ତୁମେ ମଧ୍ଯ ପରସ୍ପରର ପାଦ ଧୋଇବା ଉଚିତ।
15 నేను మీకు చేసిన ప్రకారము మీరును చేయవలెనని మీకు మాదిరిగా ఈలాగు చేసితిని.ମୁଁ ଏହା ତୁମ୍ଭ ପାଇଁ ଗୋଟିଏ ଆଦର୍ଶ ସ୍ବରୂପ କଲି। ତେଣୁ ତୁମ୍ଭେ ପରସ୍ପର ମଧିଅରେ ଏହିପରି କରିବ।
16 దాసుడు తన యజమానునికంటె గొప్పవాడు కాడు, పంపబడినవాడు తన్ను పంపిన వానికంటె గొప్పవాడు కాడని మీతో నిశ్చయముగా చెప్పుచున్నాను.ମୁଁ ଏହା ସତ୍ଯ କହୁଛି, ଜଣେ ସବେକ ତାର ପ୍ରଭୁଠାରୁ ବଡ ନୁହେଁ। ଯେଉଁ ଲୋକକୁ କିଛି କାର୍ୟ୍ଯ କରିବା ପାଇଁ ପଠାଯାଇଛି, ସେ ପ୍ ରରଣକେର୍ତ୍ତାଙ୍କଠାରୁ ବଡ ନୁହେଁ।
17 ఈ సంగతులు మీరు ఎరుగుదురు గనుక వీటిని చేసినయెడల మీరు ధన్యులగు దురు.ଯଦି ତୁମ୍ଭେ ଏହା ସବୁ ଜାଣ ତବେେ ତୁମ୍ଭେ ଏହି କାର୍ୟ୍ଯ କରି ଖୁସି ହବେ।
18 మిమ్ము నందరినిగూర్చి నేను చెప్పలేదు; నేను ఏర్ప రచుకొనినవారిని ఎరుగుదును గానినాతో కూడ భోజనముచేయువాడు నాకు విరోధముగా తన మడమ యెత్తెను అను లేఖనము నెరవేరుటకై యీలాగు జరుగును.ମୁଁ ତୁମ୍ଭ ସମସ୍ତଙ୍କ ବିଷୟ ରେ କହୁନାହିଁ। ମୁଁ ଯେଉଁମାନଙ୍କୁ ବାଛିଛି, ସମାନଙ୍କେୁ ଜାଣେ। କିନ୍ତୁ ଶାସ୍ତ୍ର ରେ ଯାହା ଲଖାେଅଛି, ତାହା ନିଶ୍ଚୟ ଘଟିବ: ' ଯେଉଁଲୋକ ମାେ ସହିତ ଖାଏ, ସେ ମାେ ବିରୁଦ୍ଧ ରେ ଠିଆ ହବେ।'
19 జరిగి నప్పుడు నేనే ఆయననని మీరు నమ్మునట్లు అది జరుగక మునుపు మీతో చెప్పుచున్నాను.ବର୍ତ୍ତମାନ ଏହା ନ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଏକଥା କହୁଛି। ତେଣୁ ଯେତବେେଳେ ଏହା ଘଟିବ, ତୁମ୍ଭେ ବିଶ୍ବାସ କରିବ, ମୁଁ ସହେି ଅଟେ।
20 నేనెవని పంపుదునో వాని చేర్చుకొనువాడు నన్ను చేర్చుకొనువాడగును; నన్ను చేర్చుకొనువాడు నన్ను పంపినవానిని చేర్చుకొనువాడగు నని మీతో నిశ్చయముగా చెప్పుచున్నానని వారితో అనెను.ମୁଁ ତୁମ୍ଭକୁ ସତ୍ଯ କହୁଛି, ମାେତେ ପଠାଇଥିବା ବ୍ଯକ୍ତିକୁ ୟିଏ ଗ୍ରହଣ କରେ ସେ ମାେତେ ଗ୍ରହଣ କରେ। ମାେତେ ଯେଉଁ ଲୋକ ଗ୍ରହଣ କରେ, ସେ ମାରେ ପ୍ ରରଣକେର୍ତ୍ତାଙ୍କୁ ମଧ୍ଯ ଗ୍ରହଣ କରେ।
21 యేసు ఈ మాటలు పలికిన తరువాత ఆత్మలో కలవర పడిమీలో ఒకడు నన్ను అప్పగించునని మీతో నిశ్చయముగా చెప్పుచున్నానని రూఢిగా చెప్పెనుଯୀଶୁ ଏକଥା କହିବା ପରେ ସେ ବହୁତ ଦୁଃଖିତ ହେଲେ। ସେ ମୁକ୍ତ ରେ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ତୁମ୍ଭମାନଙ୍କ ମଧ୍ଯରୁ ଜଣେ ମାେ ବିରୁଦ୍ଧ ରେ ୟିବ।
22 ఆయన యెవరినిగూర్చి యీలాగు చెప్పెనో అని శిష్యులు సందేహ పడుచు ఒకరితట్టు ఒకరు చూచు కొనుచుండగాଯୀଶୁଙ୍କର ଶିଷ୍ଯମାନେ ସମସ୍ତେ ପରସ୍ପରକୁ ଚାହିଁଲେ। ସମାନେେ ବୁଝି ପାରିଲେ ନାହିଁ ଯେ ଯୀଶୁ କାହା ବିଷୟ ରେ କହୁଛିନ୍ତି।
23 ఆయన శిష్యులలో యేసు ప్రేమించిన యొకడు యేసు రొమ్మున ఆనుకొనుచుండెనుଯୀଶୁଙ୍କ ପାଖ ରେ ଆଉ ଜଣେ ଶିଷ୍ଯ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ।
24 గనుక ఎవరినిగూర్చి ఆయన చెప్పెనో అది తమకు చెప్పుమని సీమోను పేతురు అతనికి సైగ చేసెను.ଶିମାନେ ପିତର, ସହେି ଶିଷ୍ଯକୁ ଯୀଶୁ କାହା ସମ୍ବନ୍ଧ ରେ କହୁଛନ୍ତି ତାହା ତାହାଙ୍କୁ ପଚାରିବା ପାଇଁ ଠାରିଲେ।
25 అతడు యేసు రొమ్మున ఆనుకొనుచుప్రభువా, వాడెవడని ఆయనను అడిగెను.ସେ ଷ୍ଯ ଜଣକ ଯୀଶୁଙ୍କର ବକ୍ଷସ୍ଥଳ ରେ ଆହୁରି ଆଉଜି ପଡି ପଚାରିଲେ, ପ୍ରଭୁ କିଏ ତୁମ୍ଭ ବିରୁଦ୍ଧ ରେ ୟିବ?
26 అందుకు యేసునేనొక ముక్క ముంచి యెవని కిచ్చెదనో వాడే అని చెప్పి, ఒక ముక్క ముంచి సీమోను కుమారుడగు ఇస్కరియోతు యూదాకిచ్చెను;ଯୀଶୁ ଉତ୍ତର ଦେଲେ, ମୁଁ ଏହି ରୋଟୀ ଖଣ୍ଡିକ ପାତ୍ର ରେ ବୁଡଇେ ଯାହାକୁ ଦବେି, ସହେି ଲୋକ ମାେ ବିରୁଦ୍ଧ ରେ ୟିବ। ତେଣୁ ଯୀଶୁ ଖଣ୍ଡେ ରୋଟୀ ନଇେ ପାତ୍ର ରେ ବୁଡାଇଲେ ଓ ଶିମାନଙ୍କେ ପୁତ୍ର ଈଷ୍କରିଯୋଥ ୟିହୂଦାକୁ ଦେଲେ।
27 వాడు ఆ ముక్క పుచ్చుకొనగానే సాతాను వానిలో ప్రవేశించెను. యేసునీవు చేయు చున్నది త్వరగా చేయుమని వానితో చెప్పగాୟିହୂଦା ରୋଟୀ ନଲୋ ବେଳେ ଶୟତାନ ତା' ଭିତ ରେ ପ୍ରବେଶ କଲା। ଯୀଶୁ ୟିହୂଦାକୁ କହିଲେ, ତୁମ୍ଭେ ଯାହା କରିବା କଥା, ତାହା ଶୀଘ୍ର କର।
28 ఆయన ఎందునిమిత్తము అతనితో ఆలాగు చెప్పెనో అది భోజన మునకు కూర్చుండినవారిలో ఎవనికిని తెలియలేదు.ଯୀଶୁ ଏକଥା ୟିହୂଦାଙ୍କୁ କାହିଁକି କହିଲେ ତାହା ମଜେ ପାଖ ରେ ବସିଥିବା ଲୋକମାନଙ୍କ ଭିତରୁ କହେି ହେଲେ ବୁଝିପାରିଲେ ନାହିଁ।
29 డబ్బు సంచి యూదాయొద్ద ఉండెను గనుక పండుగకు తమకు కావలసినవాటిని కొనుమని యైనను, బీదలకేమైన ఇమ్మని యైనను యేసు వానితో చెప్పినట్టు కొందరనుకొనిరి.ୟିହୂଦା ଦଳର ସାମୂହିକ ଟଙ୍କା ବାକ୍ସ ନିଜ ପାଖ ରେ ରଖୁଥିଲା। ତେଣୁ କେତକେ ଶିଷ୍ଯ ଭାବିଲେ ଯେ ଯୀଶୁ ତାକୁ ପର୍ବ ପାଇଁ କିଛି କିଣିବାକୁ କହିଲେ। କିଅବା ସମାନେେ ଏକଥା ମଧ୍ଯ ଭାବିଲେ, ଯୀଶୁ ବୋଧେ ୟିହୂଦାକୁ ଦରିଦ୍ରମାନଙ୍କୁ କିଛି ଦାନ ଦବୋ ପାଇଁ କହିଲେ।
30 వాడు ఆ ముక్క పుచ్చుకొని వెంటనే బయటికి వెళ్లెను; అప్పుడు రాత్రివేళ.ୟିହୂଦା ଯୀଶୁ ଦଇେଥିବା ରୋଟୀ ଗ୍ରହଣ କଲେ। ତା'ପରେ ୟିହୂଦା ବାହାରି ଚାଲିଗଲେ। ସେତବେେଳେ ରାତ୍ରି ହାଇେଥିଲା।
31 వాడు వెళ్లిన తరువాత యేసు ఇట్లనెనుఇప్పుడు మనుష్యకుమారుడు మహిమపరచబడి యున్నాడు; దేవు డును ఆయనయందు మహిమపరచబడి యున్నాడు.ୟିହୂଦା ଗଲାପରେ ଯୀଶୁ କହିଲେ, ବର୍ତ୍ତମାନ ମନୁଷ୍ଯପୁତ୍ର ଗୌରବ ପାଉଛନ୍ତି। ପରମେଶ୍ବର ମଧ୍ଯ ମନୁଷ୍ଯ ପୁତ୍ରଙ୍କ ଦ୍ବାରା ଗୌରବ ପାଉଛନ୍ତି।
32 దేవుడు ఆయనయందు మహిమపరచబడినయెడల, దేవుడు తనయందు ఆయనను మహిమపరచును; వెంటనే ఆయనను మహిమపరచును.ଯଦି ପରମେଶ୍ବର ତାହାଙ୍କ ମାଧ୍ଯମ ରେ ଗୌରବ ଅର୍ଜ୍ଜନ କରନ୍ତି, ତବେେ ପରମେଶ୍ବର ତାହାଙ୍କଠା ରେ ପୁତ୍ରଙ୍କୁ ଗୌରବ ଦବେେ। ସେ ତାହାଙ୍କୁ ଅତି ଶୀଘ୍ର ଗୌରବନ୍ବିତ କରିବେ।
33 పిల్లలారా, యింక కొంతకాలము మీతో కూడ ఉందును, మీరు నన్ను వెదకుదురు, నేనెక్కడికి వెళ్లుదునో అక్కడికి మీరు రాలేరని నేను యూదులతో చెప్పినప్రకారము ఇప్పుడు మీతోను చెప్పుచున్నాను.ଯୀଶୁ କହିଲେ, ମାରେ ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମାେତେ ଖାଜେିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସଠାେକୁ ଆସିପାରିବ ନାହିଁ।
34 మీరు ఒకరి నొకరు ప్రేమింపవలెనని మీకు క్రొత్త ఆజ్ఞ ఇచ్చుచున్నాను; నేను మిమ్మును ప్రేమించి నట్టే మీరును ఒకరి నొకరు ప్రేమింపవలెను.ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି। ତୁମ୍ଭମାନେେ ପରସ୍ପରକୁ ପ୍ ରମେ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ ରମେ କରୁଛି, ତୁମ୍ଭମାନେେ ପରସ୍ପରକୁ ସହେିପରି ପ୍ ରମେ କରିବା ଉଚିତ୍ ା
35 మీరు ఒకనియెడల ఒకడు ప్రేమగలవారైనయెడల దీనిబట్టి మీరు నా శిష్యులని అందరును తెలిసికొందురనెను.ତୁମ୍ଭେ ଯଦି ପରସ୍ପରକୁ ପ୍ ରମେ କରିବ, ତବେେ ସମସ୍ତେ ଜାଣିବେ ଯେ ତୁମ୍ଭମାନେେ ମାରେ ଶିଷ୍ଯ।
36 సీమోను పేతురుప్రభువా, నీవెక్కడికి వెళ్లు చున్నావని ఆయనను అడుగగా యేసునేను వెళ్లు చున్నచోటికి నీవిప్పుడు నావెంట రాలేవుగాని, తరు వాత వచ్చెదవని అతనితో చెప్పెను.ଶିମାନେ ପିତର ଯୀଶୁଙ୍କୁ ପଚାରିଲେ, ପ୍ରଭୁ, ତୁମ୍ଭେ କେଉଁଆଡେ ଯାଉଛ? ଯୀଶୁ ଉତ୍ତର ଦେଲେ ମୁଁ ଯେଉଁ ଆଡେ ଯାଉଛି ତୁମେ ମାରେ ପେଛ ପେଛ ଏବେ ସଠାେକୁ ଯାଇ ପାରିବ ନାହିଁ। କିନ୍ତୁ ପରେ ତୁମେ ମାରେ ଅନୁଗମନ କରିବ।
37 అందుకు పేతురు ప్రభువా, నేనెందుకు ఇప్పుడు నీ వెంట రాలేను? నీకొరకు నా ప్రాణముపెట్టుదునని ఆయనతో చెప్పగాପିତର ପଚାରିଲେ, ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ତୁମ୍ଭର ପେଛ ପେଛ ଯାଇ ପାରିବି ନାହିଁ? ମୁଁ ତୁମ୍ଭ ପାଇଁ ମରିବାକୁ ମଧ୍ଯ ପ୍ରସ୍ତୁତ।
38 యేసునాకొరకు నీ ప్రాణము పెట్టుదువా? ఆయనను ఎరుగనని నీవు ముమ్మారు చెప్పకముందు కోడికూయదని నీతో నిశ్చయముగా చెప్పుచున్నాననెను.ଯୀଶୁ ଉତ୍ତର ଦେଲେ, ତୁମ୍ଭେ କ'ଣ ପ୍ରକୃତ ରେ ମାେ ପାଇଁ ଜୀବନ ଦବେ? ମୁଁ ତୁମ୍ଭକୁ ସତ୍ଯ କହୁଛି, କୁକୁଡା ଡାକିବା ପୂର୍ବରୁ ତୁମ୍ଭେ ମାେତେ ଚିହ୍ନିନାହଁ ବୋଲି ତିନିଥର ଅସ୍ବୀକାର କରିବ।
Oriya Bible