John 1
35 ତହିଁ ଆରଦିନ ଯୋହନ ପୁଣି ସଠାେରେ ଥିଲେ। ତାଙ୍କ ସହିତ ତାହାଙ୍କର ଦୁଇ ଜଣ ଶିଷ୍ଯ ଥିଲେ।
36 ସେତବେେଳେ ଯୋହନ ଯୀଶୁଙ୍କୁ ୟିବାର ଦେଖିଲେ। ସେ କହିଲେ, ଦେଖ, ପରମେଶ୍ବରଙ୍କର ମଷେଶାବକ।
37 ସହେି ଦୁଇଜଣ ଶିଷ୍ଯ ଯୋହନଙ୍କ କଥା ଶୁଣିଲେ, ତେଣୁ ସମାନେେ ଯୀଶୁଙ୍କ ଅନୁସରଣ କଲେ।
38 ଯୀଶୁ ବୁଲି ପଡି ଦେଖିଲେ ଯେ, ସହେି ଦୁଇ ଜଣ ବ୍ଯକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଚାରିଲେ, ତୁମ୍ଭମାନେେ କ'ଣ ଚାହଁ?
39 ଯୀଶୁ ସମାନଙ୍କେୁ କହିଲେ, ମାେ ସହିତ ଆସ, ତୁମ୍ଭମାନେେ ଦେଖିବ। ତେଣୁ ସହେି ଦୁଇ ଜଣ ଯୀଶୁଙ୍କ ସହିତ ଗଲେ। ସମାନେେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେ ଦିନ ସମାନେେ ଯୀଶୁଙ୍କ ସିହତ ରହିଲେ। ସେତବେେଳେ ସମୟ ପ୍ରାୟ ଚାରିଘଣ୍ଟା ହାଇେଥିଲା ା
40 ଏହି ଦୁଇ ଜଣ ଲୋକ ଯୋହନଙ୍କଠାରୁ ଯୀଶୁଙ୍କ ବିଷୟ ରେ ଶୁଣି ତାହାଙ୍କର ଅନୁସରଣ କରିଥିଲେ, ସେ ଦୁଇ ଜଣଙ୍କ ମଧ୍ଯରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ଶିମାନେ ପିତରଙ୍କର ଭାଇ ଥିଲେ।
41 ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମାନଙ୍କେ ପାଖକୁ ଗଲେ। ସେ ଶିମାନଙ୍କେୁ କହିଲେ, ଆମ୍ଭେ ମଶୀହଙ୍କୁ ଭଟେିଛୁ। (ମଶୀହ ଅର୍ଥାତ୍ ଖ୍ରୀଷ୍ଟ।)
42 ତା'ପରେ ଆନ୍ଦ୍ରିୟ ଶିମାନଙ୍କେୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମାନେ। ତୁମ୍ଭକୁ କଫୋ ନାମ ରେ ଡକା ହବେ। (କଫୋ ଅର୍ଥାତ୍ ପିତର।)
43 ତା'ପରଦିନ ଯୀଶୁ ଗାଲୀଲୀକୁ ୟିବା ପାଇଁ ସ୍ଥିର କଲେ। ସେ ଫିଲିପ୍ପଙ୍କୁ ଦେଖି କହିଲେ, ମାରେ ଅନୁସରଣ କର।
44 ଫିଲିପ୍ପ ମଧ୍ଯ ଆନ୍ଦ୍ରିୟ ଓ ପିତରଙ୍କ ପରି ବେଥ୍ସାଇଦା ସହରର ଲୋକ ଥିଲେ।
45 ଫିଲିପ୍ପ ନିଥନିଯଲଙ୍କେର ଦଖାେ ପାଇ କହିଲେ, ମାଶାେ ବ୍ଯବସ୍ଥା ରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମାଶାେ ଜଣେ ବ୍ଯକ୍ତିଙ୍କ ଆଗମନ ବିଷୟ ରେ ଲେଖିଥିଲେ। ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ତାହାଙ୍କ ବିଷୟ ରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭଟେିଛୁ। ତାହାଙ୍କ ନାମ ଯୀଶୁ। ସେ ୟୋ ସଫଙ୍କେର ପୁତ୍ର। ସେ ନାଜରିତରୁ ଆସିଛନ୍ତି।
46 ନିଥନିଯଲେ ଫିଲିପ୍ପଙ୍କୁ କହିଲେ, ନାଜରିତ, ନାଜରିତରୁ କ'ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହାଇପୋ ରେ?
47 ଯୀଶୁ ନିଥନିଯଲଙ୍କେୁ ତାହାଙ୍କ ଆଡେ ଆସିବାର ଦେଖିଲେ। ସେ କହିଲେ, ଏହି ଲୋକ ପ୍ରକୃତ ରେ ପରମେଶ୍ବରଙ୍କର ଜଣେ ବ୍ଯକ୍ତି। ତାହାଙ୍କଠା ରେ କୌଣସି ଅସାଧୁତା ନାହିଁ।
48 ନିଥନିଯଲେ ତାହାଙ୍କୁ ପଚାରିଲେ, ଆପଣ ମାେତେ କିପରି ଜାଣିଲେ?
49 ତା'ପରେ ନିଥନିଯଲେ ଯୀଶୁଙ୍କୁ କହିଲେ, ହେ ଗୁରୁ, ଆପଣ ପରମେଶ୍ବରଙ୍କ ପୁତ୍ର। ଆପଣ ଇଶ୍ରାୟେଲର ରାଜା।
50 ଯୀଶୁ ନିଥନିଯଲଙ୍କେୁ କହିଲେ, ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମ୍ବିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମାେତେ ବିଶ୍ବାସ କରୁଛ। କିନ୍ତୁ ତୁମ୍ଭେ ତା'ଠାରୁ ଆହୁରି ଶ୍ ରେଷ୍ଠତର ବିଷୟ ଦେଖିବ।
35 Again the next day after John stood, and two of his disciples;
36 And looking upon Jesus as he walked, he saith, Behold the Lamb of God!
37 And the two disciples heard him speak, and they followed Jesus.
38 Then Jesus turned, and saw them following, and saith unto them, What seek ye? They said unto him, Rabbi, (which is to say, being interpreted, Master,) where dwellest thou?
39 He saith unto them, Come and see. They came and saw where he dwelt, and abode with him that day: for it was about the tenth hour.
40 One of the two which heard John speak, and followed him, was Andrew, Simon Peter’s brother.
41 He first findeth his own brother Simon, and saith unto him, We have found the Messias, which is, being interpreted, the Christ.
42 And he brought him to Jesus. And when Jesus beheld him, he said, Thou art Simon the son of Jona: thou shalt be called Cephas, which is by interpretation, A stone.
43 The day following Jesus would go forth into Galilee, and findeth Philip, and saith unto him, Follow me.
44 Now Philip was of Bethsaida, the city of Andrew and Peter.
45 Philip findeth Nathanael, and saith unto him, We have found him, of whom Moses in the law, and the prophets, did write, Jesus of Nazareth, the son of Joseph.
46 And Nathanael said unto him, Can there any good thing come out of Nazareth? Philip saith unto him, Come and see.
47 Jesus saw Nathanael coming to him, and saith of him, Behold an Israelite indeed, in whom is no guile!
48 Nathanael saith unto him, Whence knowest thou me? Jesus answered and said unto him, Before that Philip called thee, when thou wast under the fig tree, I saw thee.
49 Nathanael answered and saith unto him, Rabbi, thou art the Son of God; thou art the King of Israel.
50 Jesus answered and said unto him, Because I said unto thee, I saw thee under the fig tree, believest thou? thou shalt see greater things than these.
John 1 in Tamil and English
35 ତହିଁ ଆରଦିନ ଯୋହନ ପୁଣି ସଠାେରେ ଥିଲେ। ତାଙ୍କ ସହିତ ତାହାଙ୍କର ଦୁଇ ଜଣ ଶିଷ୍ଯ ଥିଲେ।
Again the next day after John stood, and two of his disciples;
36 ସେତବେେଳେ ଯୋହନ ଯୀଶୁଙ୍କୁ ୟିବାର ଦେଖିଲେ। ସେ କହିଲେ, ଦେଖ, ପରମେଶ୍ବରଙ୍କର ମଷେଶାବକ।
And looking upon Jesus as he walked, he saith, Behold the Lamb of God!
37 ସହେି ଦୁଇଜଣ ଶିଷ୍ଯ ଯୋହନଙ୍କ କଥା ଶୁଣିଲେ, ତେଣୁ ସମାନେେ ଯୀଶୁଙ୍କ ଅନୁସରଣ କଲେ।
And the two disciples heard him speak, and they followed Jesus.
38 ଯୀଶୁ ବୁଲି ପଡି ଦେଖିଲେ ଯେ, ସହେି ଦୁଇ ଜଣ ବ୍ଯକ୍ତି ତାହାଙ୍କ ଅନୁସରଣ କରୁଛନ୍ତି। ସେ ପଚାରିଲେ, ତୁମ୍ଭମାନେେ କ'ଣ ଚାହଁ?
Then Jesus turned, and saw them following, and saith unto them, What seek ye? They said unto him, Rabbi, (which is to say, being interpreted, Master,) where dwellest thou?
39 ଯୀଶୁ ସମାନଙ୍କେୁ କହିଲେ, ମାେ ସହିତ ଆସ, ତୁମ୍ଭମାନେେ ଦେଖିବ। ତେଣୁ ସହେି ଦୁଇ ଜଣ ଯୀଶୁଙ୍କ ସହିତ ଗଲେ। ସମାନେେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେ ଦିନ ସମାନେେ ଯୀଶୁଙ୍କ ସିହତ ରହିଲେ। ସେତବେେଳେ ସମୟ ପ୍ରାୟ ଚାରିଘଣ୍ଟା ହାଇେଥିଲା ା
He saith unto them, Come and see. They came and saw where he dwelt, and abode with him that day: for it was about the tenth hour.
40 ଏହି ଦୁଇ ଜଣ ଲୋକ ଯୋହନଙ୍କଠାରୁ ଯୀଶୁଙ୍କ ବିଷୟ ରେ ଶୁଣି ତାହାଙ୍କର ଅନୁସରଣ କରିଥିଲେ, ସେ ଦୁଇ ଜଣଙ୍କ ମଧ୍ଯରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ଶିମାନେ ପିତରଙ୍କର ଭାଇ ଥିଲେ।
One of the two which heard John speak, and followed him, was Andrew, Simon Peter’s brother.
41 ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମାନଙ୍କେ ପାଖକୁ ଗଲେ। ସେ ଶିମାନଙ୍କେୁ କହିଲେ, ଆମ୍ଭେ ମଶୀହଙ୍କୁ ଭଟେିଛୁ। (ମଶୀହ ଅର୍ଥାତ୍ ଖ୍ରୀଷ୍ଟ।)
He first findeth his own brother Simon, and saith unto him, We have found the Messias, which is, being interpreted, the Christ.
42 ତା'ପରେ ଆନ୍ଦ୍ରିୟ ଶିମାନଙ୍କେୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମାନେ। ତୁମ୍ଭକୁ କଫୋ ନାମ ରେ ଡକା ହବେ। (କଫୋ ଅର୍ଥାତ୍ ପିତର।)
And he brought him to Jesus. And when Jesus beheld him, he said, Thou art Simon the son of Jona: thou shalt be called Cephas, which is by interpretation, A stone.
43 ତା'ପରଦିନ ଯୀଶୁ ଗାଲୀଲୀକୁ ୟିବା ପାଇଁ ସ୍ଥିର କଲେ। ସେ ଫିଲିପ୍ପଙ୍କୁ ଦେଖି କହିଲେ, ମାରେ ଅନୁସରଣ କର।
The day following Jesus would go forth into Galilee, and findeth Philip, and saith unto him, Follow me.
44 ଫିଲିପ୍ପ ମଧ୍ଯ ଆନ୍ଦ୍ରିୟ ଓ ପିତରଙ୍କ ପରି ବେଥ୍ସାଇଦା ସହରର ଲୋକ ଥିଲେ।
Now Philip was of Bethsaida, the city of Andrew and Peter.
45 ଫିଲିପ୍ପ ନିଥନିଯଲଙ୍କେର ଦଖାେ ପାଇ କହିଲେ, ମାଶାେ ବ୍ଯବସ୍ଥା ରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମାଶାେ ଜଣେ ବ୍ଯକ୍ତିଙ୍କ ଆଗମନ ବିଷୟ ରେ ଲେଖିଥିଲେ। ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ତାହାଙ୍କ ବିଷୟ ରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭଟେିଛୁ। ତାହାଙ୍କ ନାମ ଯୀଶୁ। ସେ ୟୋ ସଫଙ୍କେର ପୁତ୍ର। ସେ ନାଜରିତରୁ ଆସିଛନ୍ତି।
Philip findeth Nathanael, and saith unto him, We have found him, of whom Moses in the law, and the prophets, did write, Jesus of Nazareth, the son of Joseph.
46 ନିଥନିଯଲେ ଫିଲିପ୍ପଙ୍କୁ କହିଲେ, ନାଜରିତ, ନାଜରିତରୁ କ'ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହାଇପୋ ରେ?
And Nathanael said unto him, Can there any good thing come out of Nazareth? Philip saith unto him, Come and see.
47 ଯୀଶୁ ନିଥନିଯଲଙ୍କେୁ ତାହାଙ୍କ ଆଡେ ଆସିବାର ଦେଖିଲେ। ସେ କହିଲେ, ଏହି ଲୋକ ପ୍ରକୃତ ରେ ପରମେଶ୍ବରଙ୍କର ଜଣେ ବ୍ଯକ୍ତି। ତାହାଙ୍କଠା ରେ କୌଣସି ଅସାଧୁତା ନାହିଁ।
Jesus saw Nathanael coming to him, and saith of him, Behold an Israelite indeed, in whom is no guile!
48 ନିଥନିଯଲେ ତାହାଙ୍କୁ ପଚାରିଲେ, ଆପଣ ମାେତେ କିପରି ଜାଣିଲେ?
Nathanael saith unto him, Whence knowest thou me? Jesus answered and said unto him, Before that Philip called thee, when thou wast under the fig tree, I saw thee.
49 ତା'ପରେ ନିଥନିଯଲେ ଯୀଶୁଙ୍କୁ କହିଲେ, ହେ ଗୁରୁ, ଆପଣ ପରମେଶ୍ବରଙ୍କ ପୁତ୍ର। ଆପଣ ଇଶ୍ରାୟେଲର ରାଜା।
Nathanael answered and saith unto him, Rabbi, thou art the Son of God; thou art the King of Israel.
50 ଯୀଶୁ ନିଥନିଯଲଙ୍କେୁ କହିଲେ, ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମ୍ବିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମାେତେ ବିଶ୍ବାସ କରୁଛ। କିନ୍ତୁ ତୁମ୍ଭେ ତା'ଠାରୁ ଆହୁରି ଶ୍ ରେଷ୍ଠତର ବିଷୟ ଦେଖିବ।
Jesus answered and said unto him, Because I said unto thee, I saw thee under the fig tree, believest thou? thou shalt see greater things than these.