John 1
29 ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, ଏହି ଦେଖ, ପରମେଶ୍ବରଙ୍କର ମଷେଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି।
30 ମୁଁ ଆଗରୁ ଏହି ବ୍ଯକ୍ତିଙ୍କ ବିଷୟ ରେ କହିଥିଲି। ମୁଁ କହିଥିଲି, 'ମାେ ପରେ ଜଣେ ବ୍ଯକ୍ତି ଆସୁଛନ୍ତି, ସେ ମାଠାରୁେ ଶ୍ ରେଷ୍ଠ। ସେ ମାେ ପୂର୍ବରୁ ବାସ କରୁଥିଲେ। ସେ ସର୍ବଦା ରହିଛନ୍ତି।'
31 ମୁଁ ନିଜେ ମଧ୍ଯ ତାହାଙ୍କୁ ଜାଣି ନଥିଲି। କିନ୍ତୁ ଇଶ୍ରାୟେଲ ଯେପରି ଜାଣିପାରବ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଏଥିନିମନ୍ତେ ମୁଁ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ କରିବା ପାଇଁ ଆସିଅଛି।
32 ତା'ପରେ ଯୋହନ କହିଲେ, ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ଯ ଜାଣି ନଥିଲି। କିନ୍ତୁ ପରମେଶ୍ବର ମାେତେ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ ଦବୋ ପାଇଁ ପଠଇେଥିଲେ। ଏବଂ ପରମେଶ୍ବର ମାେତେ କହିଥିଲେ, 'ତୁମ୍ଭେ ପବିତ୍ର ଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ଯକ୍ତିଙ୍କ ଉପରେ ସ୍ଥିର ହାଇେ ରହିବା ଦେଖିବ, ସହେି ବ୍ଯକ୍ତି ଯକେି ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିଜିତ ଦବେେ।
33 ଯୋହନ କହିଲେ, ଏସବୁ ଘଟିବାର ମୁଁ ଦେଖିଛି। ସ୍ବର୍ଗରୁ ଆତ୍ମା ଅବତରଣ କରିବାର ମୁଁ ଦେଖିଲି। ସହେି ଆତ୍ମା ଗୋଟିଏ କପୋତ ପରି ଦଖାେ ଯାଉଥିଲେ ଓ ଯୀଶୁଙ୍କ ଉପରେ ବସି ରହିଥିବାର ମୁଁ ଦେଖିଲି।
34 ତେଣୁ ମୁଁ ଲୋକମାନଙ୍କୁ ଏହା କ ହେ: ' ସେ (ଯୀଶୁ) ପରମେଶ୍ବରଙ୍କର ପୁତ୍ର।'
29 The next day John seeth Jesus coming unto him, and saith, Behold the Lamb of God, which taketh away the sin of the world.
30 This is he of whom I said, After me cometh a man which is preferred before me: for he was before me.
31 And I knew him not: but that he should be made manifest to Israel, therefore am I come baptizing with water.
32 And John bare record, saying, I saw the Spirit descending from heaven like a dove, and it abode upon him.
33 And I knew him not: but he that sent me to baptize with water, the same said unto me, Upon whom thou shalt see the Spirit descending, and remaining on him, the same is he which baptizeth with the Holy Ghost.
34 And I saw, and bare record that this is the Son of God.
John 1 in Tamil and English
29 ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, ଏହି ଦେଖ, ପରମେଶ୍ବରଙ୍କର ମଷେଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି।
The next day John seeth Jesus coming unto him, and saith, Behold the Lamb of God, which taketh away the sin of the world.
30 ମୁଁ ଆଗରୁ ଏହି ବ୍ଯକ୍ତିଙ୍କ ବିଷୟ ରେ କହିଥିଲି। ମୁଁ କହିଥିଲି, 'ମାେ ପରେ ଜଣେ ବ୍ଯକ୍ତି ଆସୁଛନ୍ତି, ସେ ମାଠାରୁେ ଶ୍ ରେଷ୍ଠ। ସେ ମାେ ପୂର୍ବରୁ ବାସ କରୁଥିଲେ। ସେ ସର୍ବଦା ରହିଛନ୍ତି।'
This is he of whom I said, After me cometh a man which is preferred before me: for he was before me.
31 ମୁଁ ନିଜେ ମଧ୍ଯ ତାହାଙ୍କୁ ଜାଣି ନଥିଲି। କିନ୍ତୁ ଇଶ୍ରାୟେଲ ଯେପରି ଜାଣିପାରବ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଏଥିନିମନ୍ତେ ମୁଁ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ କରିବା ପାଇଁ ଆସିଅଛି।
And I knew him not: but that he should be made manifest to Israel, therefore am I come baptizing with water.
32 ତା'ପରେ ଯୋହନ କହିଲେ, ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ଯ ଜାଣି ନଥିଲି। କିନ୍ତୁ ପରମେଶ୍ବର ମାେତେ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ ଦବୋ ପାଇଁ ପଠଇେଥିଲେ। ଏବଂ ପରମେଶ୍ବର ମାେତେ କହିଥିଲେ, 'ତୁମ୍ଭେ ପବିତ୍ର ଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ଯକ୍ତିଙ୍କ ଉପରେ ସ୍ଥିର ହାଇେ ରହିବା ଦେଖିବ, ସହେି ବ୍ଯକ୍ତି ଯକେି ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିଜିତ ଦବେେ।
And John bare record, saying, I saw the Spirit descending from heaven like a dove, and it abode upon him.
33 ଯୋହନ କହିଲେ, ଏସବୁ ଘଟିବାର ମୁଁ ଦେଖିଛି। ସ୍ବର୍ଗରୁ ଆତ୍ମା ଅବତରଣ କରିବାର ମୁଁ ଦେଖିଲି। ସହେି ଆତ୍ମା ଗୋଟିଏ କପୋତ ପରି ଦଖାେ ଯାଉଥିଲେ ଓ ଯୀଶୁଙ୍କ ଉପରେ ବସି ରହିଥିବାର ମୁଁ ଦେଖିଲି।
And I knew him not: but he that sent me to baptize with water, the same said unto me, Upon whom thou shalt see the Spirit descending, and remaining on him, the same is he which baptizeth with the Holy Ghost.
34 ତେଣୁ ମୁଁ ଲୋକମାନଙ୍କୁ ଏହା କ ହେ: ' ସେ (ଯୀଶୁ) ପରମେଶ୍ବରଙ୍କର ପୁତ୍ର।'
And I saw, and bare record that this is the Son of God.