Joel 2:1 in Oriya

Oriya Oriya Bible Joel Joel 2 Joel 2:1

Joel 2:1
ତୁମ୍ଭମାନେେ ସିୟୋନ ରେ ତୂରୀ ବଜାଅ। ଆମ୍ଭର ପବିତ୍ର ପର୍ବତ ଉପ ରେ ଗୋଟିଏ ବିପଦ ସଂକତେ କରି ପାଟି କର। ସମଗ୍ର ଦେଶବାସୀ ଭୟ ରେ କମ୍ପିତ ହବେ। ସଦାପ୍ରଭୁଙ୍କର ବିଶଷେ ଦିନ ଆସୁଛି। ସହେି ବିଶଷେ ଦିନଟି ଅତି ସନ୍ନିକଟ।

Joel 2Joel 2:2

Joel 2:1 in Other Translations

King James Version (KJV)
Blow ye the trumpet in Zion, and sound an alarm in my holy mountain: let all the inhabitants of the land tremble: for the day of the LORD cometh, for it is nigh at hand;

American Standard Version (ASV)
Blow ye the trumpet in Zion, and sound an alarm in my holy mountain; let all the inhabitants of the land tremble: for the day of Jehovah cometh, for it is nigh at hand;

Bible in Basic English (BBE)
Let the horn be sounded in Zion, and a war-cry in my holy mountain; let all the people of the land be troubled: for the day of the Lord is coming;

Darby English Bible (DBY)
Blow the trumpet in Zion, and sound an alarm in my holy mountain; let all the inhabitants of the land tremble: for the day of Jehovah cometh, for it is at hand;

World English Bible (WEB)
Blow you the trumpet in Zion, And sound an alarm in my holy mountain! Let all the inhabitants of the land tremble, For the day of Yahweh comes, For it is close at hand:

Young's Literal Translation (YLT)
Blow ye a trumpet in Zion, And shout ye in My holy hill, Tremble do all inhabitants of the earth, For coming is the day of Jehovah, for `it is' near!

Blow
תִּקְע֨וּtiqʿûteek-OO
ye
the
trumpet
שׁוֹפָ֜רšôpārshoh-FAHR
in
Zion,
בְּצִיּ֗וֹןbĕṣiyyônbeh-TSEE-yone
alarm
an
sound
and
וְהָרִ֙יעוּ֙wĕhārîʿûveh-ha-REE-OO
in
my
holy
בְּהַ֣רbĕharbeh-HAHR
mountain:
קָדְשִׁ֔יqodšîkode-SHEE
let
all
יִרְגְּז֕וּyirgĕzûyeer-ɡeh-ZOO
inhabitants
the
כֹּ֖לkōlkole
of
the
land
יֹשְׁבֵ֣יyōšĕbêyoh-sheh-VAY
tremble:
הָאָ֑רֶץhāʾāreṣha-AH-rets
for
כִּֽיkee
the
day
בָ֥אbāʾva
Lord
the
of
יוֹםyômyome
cometh,
יְהוָ֖הyĕhwâyeh-VA
for
כִּ֥יkee
it
is
nigh
at
hand;
קָרֽוֹב׃qārôbka-ROVE

Cross Reference

Obadiah 1:15
ସବୁଦେଶ ପ୍ରତି ସଦାପ୍ରଭୁଙ୍କ ଦିନ ଆସି ଯାଉଛି। ତୁମ୍ଭମାନେେ ଯେଉଁସବୁ ମନ୍ଦକାର୍ୟ୍ଯ କରିଥିଲ, ତାହା ତୁମ୍ଭମାନଙ୍କ ପକ୍ଷ ରେ ଘଟିବ। ସହେି ଏକା ପ୍ରକାର ମନ୍ଦ ଜିନିଷ ତୁମ୍ଭମାନଙ୍କ ମୁଣ୍ତ ଉପରକୁ ଫରେି ଆସିବ।

Joel 2:15
ସିୟୋନ ରେ ତୂରୀ ବଜାଅ। ମହାସଭା ପାଇଁ ଆହ୍ବାନ କର। ପ୍ରଭୁଙ୍କ ପାଇଁ ଉପବାସ କରିବାକୁ ଆହ୍ବାନ କର।

Joel 1:15
ଦୁଃଖ କର, କାରଣ ସଦାପ୍ରଭୁଙ୍କ ସମୟ ଅତି ନିକଟ। ସହେି ସମୟରେ ସର୍ବଶକ୍ତିମାନ ପରମେଶ୍ବରଙ୍କ ନିକଟରୁ ଦଣ୍ତ ପ୍ରଳଯ ତୁଲ୍ଯ ଆସିବ।

Jeremiah 4:5
ତୁମ୍ଭମାନେେ ଯିହୁଦାର ଲୋକମାନଙ୍କୁ ଏହି ବାର୍ତ୍ତା ଦିଅ ଓ ୟିରୁଶାଲମ ରେ ଏହିକଥା ପ୍ରଚାର କର। 'ସମଗ୍ର ଦେଶ ରେ ତୂରୀ ବଜାଅ' ଓ ଉଚ୍ଚସ୍ବର ରେ ଚିତ୍କାର କର, 'ତୁମ୍ଭମାନେେ ଏକତ୍ରୀତ ହୁଅ। ଆଉ କୁହ, ଆସ ସୁଦୃଢ଼ ନଗରକୁ ପଳାଇବା।'

Zephaniah 1:16
ଏହା ୟୁଦ୍ଧ ସମୟ ପରି ଏକ ସମୟ ହବେ, ଯେତବେେଳେ ଲୋକମାନେ ପ୍ରତିରକ୍ଷା ଦୁର୍ଗ ଓ ସୁରକ୍ଷିତ ନଗରୀ ରେ ତୂରୀର ଓ ୟୁଦ୍ଧର କାନ୍ଦଣା ଶୁଣିବେ।

Amos 3:6
ଯଦି ନଗର ରେ ତୂରୀ ବାଜି ଉଠିବ ତବେେ ଲୋକମାନେ ଭୟ ରେ ଥରହର ହବେେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ୟ୍ଯନ୍ତ ନଗର ମଧିଅରେ କୌଣସି ଅସୁବିଧା ଘଟିବ ନାହିଁ।

Numbers 10:5
ଯଦି ତୁମ୍ଭମାନେେ ତୂରୀକୁ ଅଧା ବଜାଅ, ପୂର୍ବ ଦିଗସ୍ଥିତ ଛୀଉଣୀର ଲୋକମାନେ ୟାତ୍ରା କରିବା ଉଚିତ୍।

Jeremiah 5:22
ନିଶ୍ଚିତଭାବରେ ତୁମ୍ଭମାନେେ ଆମ୍ଭକୁ ଭୟ କରିବାର କାରଣ ଅଛି, ସଦାପ୍ରଭୁ କହନ୍ତି। ହଁ, ତୁମ୍ଭମାନେେ ଆମ୍ଭ ସମ୍ମୁଖ ରେ ଭୟ ରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ର ରେ ଢ଼େଉ ଉେଠ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘାରେ ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।

Hosea 5:8
ଗିବିଯା ରେ ଶିଙ୍ଗା ବଜାଅ। ରାମା ରେ ତୂରୀ ବଜାଅ। ବୈଥ-ଆବନ ରେ ସତର୍କ କରିଦିଅ। ହେ ବିନ୍ଯାମୀନ, ତୁମ୍ଭର ପଛ ରେ ଶତୃଗଣ ଅଛନ୍ତି।

Joel 3:17
ତା'ପ ରେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ଆମ୍ଭେ ପବିତ୍ର ପର୍ବତ ସିଯୋନ ରେ ବାସ କରିବା। ୟିରୁଶାଲମ ଗୋଟିଏ ପବିତ୍ର ସ୍ଥାନ ରେ ପରିଣତ ହବେ। ବିଦେଶୀଯମାନେ ଆଉ ଏହି ନଗର ରେ ପ୍ରବେଶ କରିପାରିବେ ନାହିଁ।

Amos 8:2
ସଦାପ୍ରଭୁ ମାେତେ ପଚାରିଲେ, ହେ ଆମାଷେ, ତୁମ୍ଭେ କ'ଣ ଦେଖୁଛ?

Zephaniah 1:14
ସଦାପ୍ରଭୁଙ୍କର ସହେି ବିଶଷେ ଦିବସ ଖୁବ୍ ଶୀଘ୍ର ଆସୁଛି। ସହେିଦିନ ଅତି ସନ୍ନିକଟ। ବିଗ୍ଭରର ସହେି ବିଶଷେ ଦିବସ ରେ ଲୋକମାନେ ଏକ ଅତି ଦୁଃଖପୂର୍ଣ୍ଣ ଶଦ୍ଦ ଶୁଣିବେ। ଏପରିକି ଶକ୍ତିଶାଳୀ ସୈନ୍ଯମାନେ ଚିତ୍କାର କରି ଉଠିବେ।

Zephaniah 3:11
ତା'ପ ରେ ହେ ୟିରୁଶାଲମ, ତୁମ୍ଭର ଲୋକମାନେ ଆମ୍ଭ ବିରୁଦ୍ଧ ରେ କରିଥିବା ଅପରାଧ ଲାଗି ଆଉ ଲଜ୍ଜିତ ହବେେ ନାହିଁ। ଏହି କାରଣ ବଶତଃ ଆମ୍ଭେ ସମସ୍ତ ଅନ୍ୟଥା ଲୋକଙ୍କୁ ୟିରୁଶାଲମରୁ ତଡି ଦଇେଛୁ। ଆମ୍ଭର ପବିତ୍ର ପର୍ବତ ରେ ଆଉ କୌଣସି ଦାମ୍ଭିକ ଲୋକ କବେେ ହେଲେ ରହିବେ ନାହିଁ।

Zechariah 8:3
ସଦାପ୍ରଭୁ ପୁଣି କୁହନ୍ତି, ଆମ୍ଭେ ସିୟୋନକୁ ଫରେି ଆସିଛୁ ଏବଂ ୟିରୁଶାଲମ ମଧିଅରେ ବାସ କରିବା। ୟିରୁଶାଲମ 'ସତ୍ଯର ନଗରୀ' ବୋଲି କୁହାୟିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର ବୋଲି କୁହାୟିବ।

Malachi 4:1
ସହେିଦିନ ଆସୁଅଛି ୟାହିକି ଉହ୍ନଇେ ପରି ଜଳିବ। ସହେି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦ କାର୍ୟ୍ଯ କରୁଥିବା ଲୋକମାନେ ନଡାପରି ଜଳିଯିବେ। ସହେି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ଯ ଛାଡିବ ନାହିଁ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ।

1 Thessalonians 5:2
କାରଣ ଏହା ତୁମ୍ଭେ ଭଲ ଭାବେ ଜାଣ ଯେ, ଜଣେ ଚୋର ରାତି ରେ ଆସିବା ଭଳି, ପ୍ରଭୁଙ୍କର ପୁନରାଗମନ ଦିନଟି ଆଶ୍ଚର୍ୟ୍ଯଜନକ ହବେ।

James 5:8
ଚାଷୀ ଯେପରି ନିଜ କ୍ଷତରେ ମୂଲ୍ଯବାନ ଶସ୍ଯ ବଢ଼ି ଉଠିବାକୁ ର୍ଧୈୟ୍ଯର ସହିତ ଆଶାରଖି, ଆରମ୍ଭ ଓ ଶଷେ ବର୍ଷା ପଡ଼ିବା ପର୍ୟ୍ଯନ୍ତ ର୍ଧୈୟ୍ଯର ସହିତ ଅପେକ୍ଷା କରେ, ତୁମ୍ଭମାନେେ ସହେିଭଳି ର୍ଧୈୟ୍ଯଶୀଳ ହବୋ ଉଚିତ୍। ନିଜର ଆଶା ଛାଡ଼ି ଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି।

1 Peter 4:7
ସବୁ ବିଷୟ ସମାପ୍ତ ହବୋର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂୟତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବା ରେ ସାହାୟ୍ଯ କରିବ।

Hosea 8:1
ତୂରୀ ବାଦନ କରି ଲୋକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପ ରେ ବାଜପକ୍ଷୀ ପରି ଜଗି ରୁହ। ଇଶ୍ରାୟେଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। ସମାନେେ ଆମ୍ଭ ବ୍ଯବସ୍ଥା ବିଷଯକୁ ଅମାନ୍ଯ କରିଛନ୍ତି।

Daniel 9:20
ମୁଁ ସହେିସବୁ କଥା ପରମେଶ୍ବରଙ୍କୁ ପ୍ରାର୍ଥନା ରେ ନିବଦନେ କରୁଥିଲି। ମାରେ ପାପ ଓ ଇଶ୍ରାୟେଲ ଲୋକଙ୍କର ପାପ ସ୍ବୀକାର କରୁଥିଲି। ଆଉ ମାରେ ପରମେଶ୍ବରଙ୍କ ପବିତ୍ର ପର୍ବତ ନିମନ୍ତେ ମାରେ ପରମେଶ୍ବର ସଦାପଭୁଙ୍କ ଛାମୁ ରେ ମାରେ ନିବଦନେ ଉତ୍ସର୍ଗ କରୁଥିଲି।

Daniel 9:16
ହେ ସଦାପ୍ରଭୁ, ବିନଯ କରୁଅଛୁ, ତୁମ୍ଭର ସମସ୍ତ ଧାର୍ମିକତା ଅନୁୟାଯୀ ତୁମ୍ଭର ନଗର ୟିରୁଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କୋରଧ ଓ କୋପ ନିବୃତ୍ତ ହେଉ। ତୁମ୍ଭର କୋରଧ ନ୍ଯାଯୋଚିତ। ମାତ୍ର ଆମ୍ଭ ଚତୁର୍ଦ୍ଦିଗସ୍ଥ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରୁଛନ୍ତି ଓ ଉପହାସ କରୁଛନ୍ତି। କାରଣ ଆମ୍ଭମାନେେ ଓ ଆମ୍ଭ ପୂର୍ବପୁରୁଷଗଣ ପାପ କରିଛନ୍ତି।

Numbers 10:3
ସମାନେେ ଯେତବେେଳେ ଦୁଇଟି ତୁରୀ ବଜାଇବେ ସମସ୍ତ ଲୋକମାନେ ସମାଗମ ତମ୍ବୁ ରେ ତୁମ୍ଭ ନିକଟରେ ଏକତ୍ରୀତ ହବୋ ଉଚିତ୍।

1 Chronicles 15:28
ଏହିପରି, ଇଶ୍ରାୟେଲର ସମସ୍ତ ଲୋକ ନିଯମସିନ୍ଦୁକକୁ ନଇେଆସିଲେ। ସମାନେେ ଉଚ୍ଚସ୍ବର କଲେ, ସମାନେେ ମେଣ୍ଢା ଶିଙ୍ଗରୁ ନିର୍ମିତ ବାଦ୍ଯ ଓ ତୂରୀ ବଜାଇଲେ, ଆହୁରି ମଧ୍ଯ ସମାନେେ ଗିନି, ସାରଙ୍ଗ ଓ ବୀଣା ବଜାଇଲେ।

Ezra 9:3
ଯେତବେେଳେ ମୁଁ ଏହିକଥା ଶୁଣିଲି ମୁଁ ମାରେ ବସ୍ତ୍ର ଓ ଗ୍ଭଗୋ ଚିରି ନିଜ ମସ୍ତକ ଓ ଦାଢିର କେଶ କ୍ଷୌରକରି ଚିନ୍ତିତ ହାଇେ ବସିଲି।

Psalm 87:1
ପରମେଶ୍ବର ୟିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।

Psalm 119:120
ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ। ମୁଁ ତୁମ୍ଭର ବ୍ଯବସ୍ଥାକୁ ଭୟ କରେ ଓ ସମ୍ମାନ କରେ।

Isaiah 2:12
ସଦାପ୍ରଭୁଙ୍କର ଏକ ସ୍ଥିରକୃତ ଦିନ ଆସିବ। ସହେିଦିନ ସଦାପ୍ରଭୁ ଅହଙ୍କାରୀ ଓ ଗର୍ବିତ ଲୋକଙ୍କୁ ଦଣ୍ଡ ଦବେେ। ସେତବେେଳେ ସହେି ଗର୍ବିତ ଲୋକମାନେ ନିଜକୁ ବଡ଼ ମନେ କରିବେ ନାହିଁ।

Isaiah 66:2
ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଛୁ। ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ। ମାତ୍ର ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ଯ ରେ ଥରହର ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟି ଦବୋ।

Isaiah 66:5
ତୁମ୍ଭେ ଯେଉଁଦିନ ସଦାପ୍ରଭୁଙ୍କ ବାକ୍ଯ ରେ କମ୍ପିତ ହେଉଅଛ, ତାଙ୍କର ବାକ୍ଯ ଶୁଣ। ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ଆମ୍ଭର ନାମ ସକାେଶ ତୁମ୍ଭମାନଙ୍କୁ ଦୂର କରନ୍ତି ; ସମାନେେ କହି ଅଛନ୍ତି, 'ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖିପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ବିତ ହୁଅନ୍ତୁ,' ମାତ୍ର ସମାନେେ ଲଜ୍ଜିତ ହବେେ।

Jeremiah 16:7
ମୃତ ବ୍ଯକ୍ତିଙ୍କ ଦୁଃଖ ରେ ଶାେକ କରୁଥିବା ଲୋକମାନଙ୍କୁ ସାନ୍ତ୍ବନା ଦବୋକୁ କହେି ଖାଦ୍ୟ ଆଣିବେ ନାହିଁ। ପିତାମାତାଙ୍କ ମୃତ୍ଯୁ ରେ ବିଳାପ କରୁଥିବା ପୁତ୍ରମାନଙ୍କୁ ପାନ କରିବା ନିମନ୍ତେ ସାନ୍ତ୍ବନା ସୂଚକ ପାତ୍ର କହେି ଦବେେ ନାହିଁ।

Jeremiah 16:10
ହେ ଯିରିମିୟ, ତୁମ୍ଭେ ଯେତବେେଳେ ଯିହୁଦାବାସୀଙ୍କୁ ଏସବୁ କଥା ଜଣାଇବ, ସମାନେେ ସେତବେେଳେ ତୁମ୍ଭକୁ ପଚାରିବେ, 'ସଦାପ୍ରଭୁ କାହିଁକି ଆମ୍ଭ ବିରୁଦ୍ଧ ରେ ଏହି ମହା ଅମଙ୍ଗଳ କଥା କହିଅଛନ୍ତି ? ଆମ୍ଭମାନେେ କି ଅପରାଧ କରିଅଛୁ ? ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କ ବିରୁଦ୍ଧ ରେ କି ପାପ କରିଅଛୁ ?

Ezekiel 7:5
ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ଦେଖ, ଗୋଟିଏ ପ ରେ ଗୋଟିଏ ଅମଙ୍ଗଳ ଆସୁଅଛି।

Ezekiel 7:10
ଦେଖ, ସହେିଦିନ ଆସୁଅଛି। ତୁମ୍ଭର ଶଷେ ବିଚାରାଜ୍ଞା ନିର୍ଗତ ହେଲା, ୟଷ୍ଟି ଅଙ୍କୁରିତ ଓ ପୁଷ୍ପିତ ହେଉଅଛି। ଅହଙ୍କାର ଅଙ୍କୁରିତ ହାଇେଅଛି।

Ezekiel 7:12
ସମୟ ଆସିଅଛି, ସହେିଦିନ ନିକଟବର୍ତ୍ତୀ ହେଉଅଛି। କ୍ ରତାେ ଆନନ୍ଦ ନ କରୁ ଓ ବିକ୍ ରତାେ ଶାେକ ନ କରୁ। କାରଣ ଭୟଙ୍କର ଦଣ୍ଡ ଜନଗହଳି ମଧିଅରେ ଥିବା ପ୍ରେତ୍ୟକକଙ୍କ ଉପ ରେ ଆସିୟାଇଛି।

Ezekiel 12:23
ଏଣୁ ସହେି ପୁରୁଷମାନଙ୍କୁ କୁହ, ସଦାପ୍ରଭୁ ସମାନଙ୍କେର ପ୍ରଭୁ କହନ୍ତି। ଆମ୍ଭେ ସହେି ପ୍ରବାଦ ବନ୍ଦ କରିବା ଓ ଏହା ଇଶ୍ରାୟେଲର ଲୋକମାନଙ୍କ ଦ୍ବାରା ବ୍ଯବହାର ହବେ ନାହିଁ। କିନ୍ତୁ ସମାନେେ କହିବେ, ପ୍ରେତ୍ୟକକ ଦର୍ଶନ ସଫଳତା ସନ୍ନିକଟ ହବୋର ସମୟ ପାଖଇେ ଆସୁଅଛି।

Ezekiel 33:3
ଆଉ ସେ ଯଦି ଦେଶ ବିରୁଦ୍ଧ ରେ ଖଡ୍ଗ ଆଣିବାର ଦେଖେ, ତବେେ ସେ ତୂରୀ ବଜାଇ ଲୋକମାନଙ୍କୁ ସଚତନେ କରାଏ।

Ezekiel 33:6
'କିନ୍ତୁ ସେ ପ୍ରହରୀ ଯଦି ଖଡ୍ଗ ଆସିବାର ଦେଖି ତୂରୀ ନ ବଜାଏ ଓ ଲୋକମାନେ ସଚତନେ ନ ହୁଅନ୍ତି ଆଉ ଖଡ୍ଗ ଆସି ସମାନଙ୍କେ ମଧ୍ଯରୁ କୌଣସି ଲୋକକୁ ହତ୍ଯା କରେ, ତବେେ ନିଜ ପାପ ଯୋଗୁଁ ହତ୍ଯା ହେଲା। କିନ୍ତୁ ମୁଁ ତାହାର ରକ୍ତର ପ୍ରତିଶୋଧ ସହେି ପ୍ରହରୀ ଉପ ରେ ନବେି।'

Daniel 6:26
ମୁଁ ଆଦେଶ ଦଲେି ଯେ, ମାରେରାଜ୍ଯସ୍ଥ ସମୁଦାଯ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ବରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍।

Philippians 2:12
ମାେ ପ୍ରିୟ ମିତ୍ରଗଣ! ତୁମ୍ଭମାନେେ ସର୍ବଦା ପରମେଶ୍ବରଙ୍କ ବାଧ୍ଯ ହାଇେଛ। ମୁଁ ତୁମ୍ଭ ସହିତ ଥିଲା ବେଳେ ତୁମ୍ଭମାନେେ ପରମେଶ୍ବରଙ୍କ ବାଧ୍ଯ ହାଇେଛ। ମୁଁ ତୁମ୍ଭ ସହିତ ନ ଥିଲା ବେଳେ ମଧ୍ଯ ତୁମ୍ଭେ ତାହାଙ୍କ ବାଧ୍ଯ ହବୋ ଅଧିକ ଗୁରୁତ୍ତ୍ବପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହବୋ ଆବଶ୍ଯକ ଯେ ମାେ ସାହାୟ୍ଯ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ବରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର।