Isaiah 66:5 ତୁମ୍ଭେ ଯେଉଁଦିନ ସଦାପ୍ରଭୁଙ୍କ ବାକ୍ଯ ରେ କମ୍ପିତ ହେଉଅଛ, ତାଙ୍କର ବାକ୍ଯ ଶୁଣ। ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ଆମ୍ଭର ନାମ ସକାେଶ ତୁମ୍ଭମାନଙ୍କୁ ଦୂର କରନ୍ତି ; ସମାନେେ କହି ଅଛନ୍ତି, 'ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖିପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ବିତ ହୁଅନ୍ତୁ,' ମାତ୍ର ସମାନେେ ଲଜ୍ଜିତ ହବେେ।
Isaiah 66:5 in Other Translations
King James Version (KJV) Hear the word of the LORD, ye that tremble at his word; Your brethren that hated you, that cast you out for my name's sake, said, Let the LORD be glorified: but he shall appear to your joy, and they shall be ashamed.
American Standard Version (ASV) Hear the word of Jehovah, ye that tremble at his word: Your brethren that hate you, that cast you out for my name's sake, have said, Let Jehovah be glorified, that we may see your joy; but it is they that shall be put to shame.
Bible in Basic English (BBE) Give ear to the word of the Lord, you who are in fear at his word: your countrymen, hating you, and driving you out because of my name, have said, Let the Lord's glory be made clear, so that we may see your joy; but they will be put to shame.
Darby English Bible (DBY) Hear the word of Jehovah, ye that tremble at his word: Your brethren that hated you, that cast you out for my name's sake, said, Let Jehovah be glorified, and let us see your joy! but they shall be ashamed.
World English Bible (WEB) Hear the word of Yahweh, you who tremble at his word: Your brothers who hate you, who cast you out for my name's sake, have said, Let Yahweh be glorified, that we may see your joy; but it is those who shall be disappointed.
Young's Literal Translation (YLT) Hear a word of Jehovah, Ye who are trembling unto His word, Said have your brethren who are hating you, Who are driving you out, for My name's sake: `Honoured is Jehovah, and we look on your joy,' But they are ashamed.
Read Full Chapter :
Isaiah 66
Cross Reference
ଗୀତସଂହିତା 38:20
ମାରେ ଶତ୍ରୁମାନେ ମାେ ପ୍ରତି ମନ୍ଦ ଆଚରଣ କରନ୍ତି। କିନ୍ତୁ ମୁଁ ସମାନଙ୍କେ ପ୍ରତି ଉତ୍ତମ ବ୍ଯବହାର କଲେ। ମୁଁ ସବୁବେଳେ ଉତ୍ତମ କାର୍ୟ୍ଯ କରିବାକୁ ଚେଷ୍ଟା କରେ। କିନ୍ତୁ ସହେି ଲୋକମାନେ ତଥାପି ମାେ ବିରୁଦ୍ଧରେ ୟାଆନ୍ତି।
ଯିଶାଇୟ 66:2
ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଛୁ। ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ। ମାତ୍ର ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ଯ ରେ ଥରହର ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟି ଦବୋ।
ମାଥିଉଲିଖିତ ସୁସମାଚାର 5:10
ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ୟ୍ଯ କରି କଷ୍ଟ ସହୁଥିବା ଲୋକମାନେ ଧନ୍ଯ; କାରଣ ସ୍ବର୍ଗରାଜ୍ଯ ସହେିମାନଙ୍କର।
ଯିଶାଇୟ 5:19
ସସହିସଲାକମାଲନ କୁହନ୍ତି, "ଆମ୍ଲଭମାଲନ ଇଚ୍ଛା କରୁଛୁସଯ ପରଲମଶ୍ବର ତାଙ୍କରସଯାଜନାମୂଳକ କାର୍ୟ୍ଯ ତ୍ବରାନ୍ବିତ କରନ୍ତୁ। ତା'ପସର ଆମ୍ଲଭମାଲନ କ'ଣ ଘଟିବ ଜାଣିବୁ। ଆମ୍ଲଭମାଲନ ଆଶା କରୁ ପରଲମଶ୍ବରଙ୍କ ଇଚ୍ଛା ତୁରନ୍ତ ଘଟୁ। ତାହାସହଲଲ ତାଙ୍କର ଇଚ୍ଛା କ'ଣ ଆମ୍ଲଭମାଲନ ଜାଣିପାରିବୁ।
ଯୋହନଲିଖିତ ସୁସମାଚାର 9:34
ଯିହୂଦୀମାନେ ଉତ୍ତର ଦେଲେ, ତୁମ୍ଭେ ତ ସମ୍ପୂର୍ଣ୍ଣ ପାପରୁ ଜନ୍ମ ହାଇେଛ। ତୁମ୍ଭେ କ'ଣ ଆମ୍ଭକୁ ଶିକ୍ଷା ଦବୋ ପାଇଁ ଚେଷ୍ଟା କରୁଛ? ଏହା କହି ସମାନେେ ତାକୁ ଜବରଦସ୍ତ ତଡି ଦେଲେ।
ଯୋହନଲିଖିତ ସୁସମାଚାର 15:18
ଯଦି ତୁମ୍ଭକୁ ଜଗତ ଘୃଣା କରେ, ତବେେ ମନରେଖ, ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବରୁ ଜଗତ ମାେତେ ଘୃଣା କରିଛି।
ମାଥିଉଲିଖିତ ସୁସମାଚାର 10:22
ମାରେ ଅନୁଗାମୀ ହାଇେଥିବା ୟୋଗୁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁଲୋକ ଶଷେ ପର୍ୟ୍ଯନ୍ତ ଦୃଢଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ।
ଯୋହନଲିଖିତ ସୁସମାଚାର 16:2
ତୁମ୍ଭମାନଙ୍କୁ ଲୋକମାନେ ସମାନଙ୍କେର ସମାଜଗୃହଗୁଡିକରୁ ବାହାର କରି ଦବେେ। ହଁ, ଏପରି ସମୟ ଆସୁଛି ଯେତବେେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ବାରା ସମାନେେ ପରମେଶ୍ବରଙ୍କ ସବୋ କରୁଛନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:33
ଯୀଶୁଙ୍କୁ ସ୍ବର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଇଶ୍ବରଙ୍କର ଡ଼ାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବୁତ୍ରଆତ୍ମା ଦଇେଛନ୍ତି। ଇଶ୍ବର ଏହି ପବିତ୍ରଆତ୍ମା ଦବୋ ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ର ଆତ୍ମାଙ୍କୁ ଢ଼ାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭମାନେେ ଏହା ଦେଖୁଅଛ ଓ ଶୁଣୁଅଛ।
ରେରିତମାନଙ୍କ କାର୍ଯ୍ୟର ବିବରଣ 26:9
ମୁଁ ଯେତବେେଳେ ଫାରୂଶୀ ଥିଲି, ସେତବେେଳେ ମୁଁ ମଧ୍ଯ ନାଜରିତୀୟ ଯୀଶୁଙ୍କ ବିରୁଦ୍ଧ ରେ ଅନକେ କାର୍ୟ୍ଯ କରିବି ବୋଲି ଭାବୁଥିଲି।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:15
ସେ ଯିହୂଦୀମାନେ ପ୍ରଭୁ ଯୀଶୁଙ୍କୁ ମାରି ଦେଲେ। ସମାନେେ ଭବିଷ୍ଯଦ୍ ବକ୍ତାମାନଙ୍କୁ ମଧ୍ଯ ମାରି ଦେଲେ। ସହେି ଯିହୂଦୀମାନେ ଆମ୍ଭକୁ ସହେି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ଯ କଲେ। ପରମେଶ୍ବର ସମାନଙ୍କେଠା ରେ ସନ୍ତୁଷ୍ଟ ନୁହଁନ୍ତି। ସମାନେେ ସମଗ୍ର ମାନବ ଜାତିର ବିରୋଧୀ।
ହିତୋପଦେଶ 13:13
ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯକୁ ତୁଚ୍ଛ ମନେ କରେ, ସେ ନିଜର ବିନାଶ କରେ। ମାତ୍ର ଯେ ଆଜ୍ଞାକୁ ଭୟ କରେ, ସେ ପୁରସ୍କାର ପ୍ରାପ୍ତ ହବେ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:13
ଓକିଲ ଜୀନା ଓ ଆପଲ୍ଲ ସଠାରୁେ ଆସୁଛନ୍ତି। ସମାନଙ୍କେ ଆସିବା ଯାତ୍ରା ପାଇଁ ତୁମ୍ଭେ ଯଥାସାଧ୍ଯ ସାହାୟ୍ଯ କର। ତୁମ୍ଭେ ସତର୍କ ହୁଅ ଯେ ସମାନଙ୍କେର କୌଣସି ଅଭାବ ନ ଘଟୁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:28
ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନକେ ଲୋକଙ୍କର ପାପ ଦୂର କରିପାରିବେ। ଖ୍ରୀଷ୍ଟ ଦ୍ବିତୀୟଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସମାନଙ୍କେର ମୁକ୍ତି ପାଇଁ ଆସିବେ।
ପିତରଙ୍କ ପ୍ରଥମ ପତ୍ 4:12
ମାେ ମିତ୍ରଗଣ, ତୁମ୍ଭମାନେେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ୟ୍ଯ ମନକରେ ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ବାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ୟ୍ଯ କଥା ଘଟୁଛି।
ଯୋହନଙ୍କ ପ୍ରଥମ ପତ୍ର 3:13
ଭାଇ ଓ ଭଉଣୀମାନେ, ଯଦି ଜଗତ ତୁମ୍ଭକୁ ଘୃଣା କରେ, ତବେେ ଆଶ୍ଚର୍ୟ୍ଯ ହୁଅ ନାହିଁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:6
ଯାହା ଠିକ୍ ପରମେଶ୍ବର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ବର ସମାନଙ୍କେୁ କଷ୍ଟ ଦବେେ।
ପରମଗୀତ 1:6
ମାେତେ ଦେଖ ନାହିଁ କାରଣ ସୂର୍ୟ୍ଯ ମାେତେ କଳା କରିଅଛି। ମାରେ ମାତାର ସନ୍ତାନଗଣ ମାେ ଉପ ରେ ରାଗିଥିଲେ। ସମାନେେ ମାେତେ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କଲେ। ମାତ୍ର ମୁଁ ମାରେ ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନଇେ ପାରିଲି ନାହିଁ।
ଯିଶାଇୟ 60:15
ତୁମ୍ଭେ ପରିତ୍ଯକ୍ତା ଓ ଘୃଣିତା ହାଇେଥିବାରୁ କହେି ତୁମ୍ଭ ମଧ୍ଯ ଦଇେ ୟାତାଯାତ କଲେ ନାହିଁ। ତା' ପରିବର୍ତେ ଆମ୍ଭେ ତୁମ୍ଭକୁ ଅନନ୍ତକାଳସ୍ଥାଯୀ ଗୌରବ ଓ ଅନକେ ପୁରୁଷାନୁକ୍ରମେ ଆନନ୍ଦସ୍ବରୂପ କରିବା।
ଯିରିମିୟ 36:16
ସେତବେେଳେ ସହେି ଅଧିପତିଗଣ ସବୁକଥା ଶୁଣି ଭୟଭୀତ ହେଲେ ଓ ପରସ୍ପର ମୁହଁକୁ ଅନାଇଲେ। ସମାନେେ ବାରୂକକୁ କହିଲେ, ଆମ୍ଭମାନେେ ନିଶ୍ଚିତଭାବରେ ନଳାକାର ପୁସ୍ତକ ଲିଖିତ ଏହିସବୁ ବାକ୍ଯ ରାଜା ଯିହାୟୋଦାରକୀମ୍ଙ୍କୁ ଜଣାଇବୁ।
ଯିରିମିୟ 36:23
ଅନନ୍ତର ୟିହୁଦି ପୁସ୍ତକରୁ ତନିଚାରି ପତ୍ର ପାଠ କଲାପ ରେ ରାଜା ଏକ କ୍ଷୁଦ୍ର ଛୁରୀ ରେ ତାହାକୁ କାଟି ଅଗ୍ନିପାତ୍ର ରେ ଥିବା ଅଗ୍ନି ରେ ତାହା ପକାଇ ଦେଲେ। ଶଷେ ରେ ସହେି ପାତ୍ର ଅଗ୍ନି ରେ ସମସ୍ତ ପୁସ୍ତକ ଭସ୍ମସାତ୍ ହେଲା।
ଲୂକଲିଖିତ ସୁସମାଚାର 6:22
ମନୁଷ୍ଯମାନଙ୍କ ୟୋଗୁଁ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ସମାନେେ ତୁମ୍ଭମାନଙ୍କୁ ଘୃଣା କରିବେ। ତୁମ୍ଭମାନଙ୍କୁ ଅପମାନ ଦବେେ, ତୁମ୍ଭମାନଙ୍କ ବିଷୟ ରେ ମନ୍ଦ କଥା କହି ତୁମ୍ଭମାନଙ୍କୁ ଅଗ୍ରାହ୍ଯ କରି ଦବେେ, ଯେତବେେଳେ ଏହା ଘଟିବ, ତୁମ୍ଭେ ଧନ୍ଯ ହବେ।
ଲୂକଲିଖିତ ସୁସମାଚାର 13:17
ଯୀଶୁ ଏକଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସମାନେେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ ମାନ କଲେ, ତାକୁ ଦେଖି ସବୁ ଲୋକ ଖୁସି ହେଲେ।