Joel 1

fullscreen5 ହେ ମଦ୍ଯପଗଣ, ଉଠ ଓ ରୋଦନ କର। ତୁମ୍ଭେ ସମସ୍ତେ ଯେଉଁମାନେ ମଦ୍ଯପାନ କରିଛ, କ୍ରନ୍ଦନ କର। କାରଣ ତୁମ୍ଭର ସହେି ମଧୁର ଦ୍ରାକ୍ଷାରସ ଶଷେ ହାଇେଛି। ତୁମ୍ଭମାନେେ ଆଉ ତା'ର ସ୍ବାଦ ପାଇବ ନାହିଁ।

fullscreen6 ଆମ୍ଭ ଦେଶକୁ ଆକ୍ରମଣ କରିବାକୁ, ଏକ ବିରାଟ ଶକ୍ତିଶାଳୀ ଜାତି ଆସିଲା। ସମାନଙ୍କେର ସଂଖ୍ଯା ଅଗଣିତ ଥିଲା। ସମାନଙ୍କେର ଦାନ୍ତଗୁଡିକ ସିଂହର ଦନ୍ତଠାରୁ ତୀକ୍ଷ୍ଣ ଥିଲା ଏବଂ ସମାନଙ୍କେର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ଯ।

fullscreen7 ସମାନେେ ଆମ୍ଭର ଦ୍ରାକ୍ଷାଲତାକୁ ନଷ୍ଟ କରିଛନ୍ତି, ଏହାର ସୁନ୍ଦର ଦ୍ରାକ୍ଷାଗୁଡିକ ଶୁଖି ନଷ୍ଟ ହାଇୟୋଇଛି। ସମାନେେ ମାରେ ଡିମିରି ବୃକ୍ଷର ବକ୍କଳ ଛଡାଇ ଫିଙ୍ଗି ଦଇେଛନ୍ତି।

fullscreen8 ଗୋଟିଏ କୁଆଁରୀକନ୍ଯା ପରି କାନ୍ଦ ଏବଂ ଦୁଃଖ କର ଯେପରି ତା'ର ବର ମରିଛି। ସେ ତା'ର ବିବାହ ପୋଷାକ ଖାଲିେ ଦେଉ ଏବଂ ଶୋକରେ ଚଟ ବସ୍ତ୍ର ପରିଧାନ କରୁ।

fullscreen9 ସଦାପ୍ରଭୁଙ୍କର ଯାଜକ ଓ ପରିଗ୍ଭଳକଗଣ ରୋଦନ କର। କାରଣ ସଦାପ୍ରଭୁଙ୍କ ମନ୍ଦିରର ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଆଉ ରହିବ ନାହିଁ।

fullscreen10 ଶସ୍ଯ କ୍ଷେତ୍ର ଧ୍ବଂସ ହାଇେଛି, ଏପରିକି ଭୂମି ମଧ୍ଯ କାନ୍ଦୁଛି। କାରଣ ଶସ୍ଯସବୁ ନଷ୍ଟ ହାଇେଛି ଏବଂ ନୂତନ ଦ୍ରାକ୍ଷାଲତା ଶୁଖି ୟାଇଛି। ଅଲିଭ ତଲେ ଶଷେ ହାଇୟୋଇଛି।

fullscreen11 ହେ କୃଷକଗଣ, ଦୁଃଖ କର। ଉଚ୍ଚ ସ୍ବର ରେ କ୍ରନ୍ଦନ କର। ଦ୍ରାକ୍ଷା କୃଷିକାରୀଗଣ, ତୁମ୍ଭମାନେେ ମଧ୍ଯ ରୋଦନ କର। କାରଣ ତୁମ୍ଭର କ୍ଷତେ ରେ ଗହମ ଓ ବାର୍ଲି ଅମଳ ସମ୍ପୂର୍ଣ୍ଣ ଧ୍ବଂସ ହାଇେଛି।

fullscreen12 ଦ୍ରାକ୍ଷାଲତାଗୁଡିକ ଶୁଷ୍କ ହାଇେଛନ୍ତି ଓ ଡିମିରି ବୃକ୍ଷ ମରି ୟାଇଛି। ସମସ୍ତ ଡାଳିମ୍ବ, ତାଳ ଓ ସେଓ ବୃକ୍ଷଗୁଡିକ ଶୁଖି ୟାଇଛି। ଲୋକମାନଙ୍କର ସମସ୍ତ ସୁଖ ମରିୟାଇଛି।

fullscreen13 ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ବର ରେ ବିଳାପ କର। ହେ ୟଜ୍ଞବଦେୀର ପରିଗ୍ଭଳକ ଗଣ, ତୁମ୍ଭମାନେେ ଚଟ ବସ୍ତ୍ର ପରିଧାନ କରି ରାତ୍ରିୟାପନ କର। କାରଣ ପରମେଶ୍ବରଙ୍କ ମନ୍ଦିର ରେ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ମିଳିବ ନାହିଁ।

5 Awake, ye drunkards, and weep; and howl, all ye drinkers of wine, because of the new wine; for it is cut off from your mouth.

6 For a nation is come up upon my land, strong, and without number, whose teeth are the teeth of a lion, and he hath the cheek teeth of a great lion.

7 He hath laid my vine waste, and barked my fig tree: he hath made it clean bare, and cast it away; the branches thereof are made white.

8 Lament like a virgin girded with sackcloth for the husband of her youth.

9 The meat offering and the drink offering is cut off from the house of the Lord; the priests, the Lord’s ministers, mourn.

10 The field is wasted, the land mourneth; for the corn is wasted: the new wine is dried up, the oil languisheth.

11 Be ye ashamed, O ye husbandmen; howl, O ye vinedressers, for the wheat and for the barley; because the harvest of the field is perished.

12 The vine is dried up, and the fig tree languisheth; the pomegranate tree, the palm tree also, and the apple tree, even all the trees of the field, are withered: because joy is withered away from the sons of men.

13 Gird yourselves, and lament, ye priests: howl, ye ministers of the altar: come, lie all night in sackcloth, ye ministers of my God: for the meat offering and the drink offering is withholden from the house of your God.

Joel 1 in Tamil and English

5 ହେ ମଦ୍ଯପଗଣ, ଉଠ ଓ ରୋଦନ କର। ତୁମ୍ଭେ ସମସ୍ତେ ଯେଉଁମାନେ ମଦ୍ଯପାନ କରିଛ, କ୍ରନ୍ଦନ କର। କାରଣ ତୁମ୍ଭର ସହେି ମଧୁର ଦ୍ରାକ୍ଷାରସ ଶଷେ ହାଇେଛି। ତୁମ୍ଭମାନେେ ଆଉ ତା'ର ସ୍ବାଦ ପାଇବ ନାହିଁ।
Awake, ye drunkards, and weep; and howl, all ye drinkers of wine, because of the new wine; for it is cut off from your mouth.

6 ଆମ୍ଭ ଦେଶକୁ ଆକ୍ରମଣ କରିବାକୁ, ଏକ ବିରାଟ ଶକ୍ତିଶାଳୀ ଜାତି ଆସିଲା। ସମାନଙ୍କେର ସଂଖ୍ଯା ଅଗଣିତ ଥିଲା। ସମାନଙ୍କେର ଦାନ୍ତଗୁଡିକ ସିଂହର ଦନ୍ତଠାରୁ ତୀକ୍ଷ୍ଣ ଥିଲା ଏବଂ ସମାନଙ୍କେର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ଯ।
For a nation is come up upon my land, strong, and without number, whose teeth are the teeth of a lion, and he hath the cheek teeth of a great lion.

7 ସମାନେେ ଆମ୍ଭର ଦ୍ରାକ୍ଷାଲତାକୁ ନଷ୍ଟ କରିଛନ୍ତି, ଏହାର ସୁନ୍ଦର ଦ୍ରାକ୍ଷାଗୁଡିକ ଶୁଖି ନଷ୍ଟ ହାଇୟୋଇଛି। ସମାନେେ ମାରେ ଡିମିରି ବୃକ୍ଷର ବକ୍କଳ ଛଡାଇ ଫିଙ୍ଗି ଦଇେଛନ୍ତି।
He hath laid my vine waste, and barked my fig tree: he hath made it clean bare, and cast it away; the branches thereof are made white.

8 ଗୋଟିଏ କୁଆଁରୀକନ୍ଯା ପରି କାନ୍ଦ ଏବଂ ଦୁଃଖ କର ଯେପରି ତା'ର ବର ମରିଛି। ସେ ତା'ର ବିବାହ ପୋଷାକ ଖାଲିେ ଦେଉ ଏବଂ ଶୋକରେ ଚଟ ବସ୍ତ୍ର ପରିଧାନ କରୁ।
Lament like a virgin girded with sackcloth for the husband of her youth.

9 ସଦାପ୍ରଭୁଙ୍କର ଯାଜକ ଓ ପରିଗ୍ଭଳକଗଣ ରୋଦନ କର। କାରଣ ସଦାପ୍ରଭୁଙ୍କ ମନ୍ଦିରର ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଆଉ ରହିବ ନାହିଁ।
The meat offering and the drink offering is cut off from the house of the Lord; the priests, the Lord’s ministers, mourn.

10 ଶସ୍ଯ କ୍ଷେତ୍ର ଧ୍ବଂସ ହାଇେଛି, ଏପରିକି ଭୂମି ମଧ୍ଯ କାନ୍ଦୁଛି। କାରଣ ଶସ୍ଯସବୁ ନଷ୍ଟ ହାଇେଛି ଏବଂ ନୂତନ ଦ୍ରାକ୍ଷାଲତା ଶୁଖି ୟାଇଛି। ଅଲିଭ ତଲେ ଶଷେ ହାଇୟୋଇଛି।
The field is wasted, the land mourneth; for the corn is wasted: the new wine is dried up, the oil languisheth.

11 ହେ କୃଷକଗଣ, ଦୁଃଖ କର। ଉଚ୍ଚ ସ୍ବର ରେ କ୍ରନ୍ଦନ କର। ଦ୍ରାକ୍ଷା କୃଷିକାରୀଗଣ, ତୁମ୍ଭମାନେେ ମଧ୍ଯ ରୋଦନ କର। କାରଣ ତୁମ୍ଭର କ୍ଷତେ ରେ ଗହମ ଓ ବାର୍ଲି ଅମଳ ସମ୍ପୂର୍ଣ୍ଣ ଧ୍ବଂସ ହାଇେଛି।
Be ye ashamed, O ye husbandmen; howl, O ye vinedressers, for the wheat and for the barley; because the harvest of the field is perished.

12 ଦ୍ରାକ୍ଷାଲତାଗୁଡିକ ଶୁଷ୍କ ହାଇେଛନ୍ତି ଓ ଡିମିରି ବୃକ୍ଷ ମରି ୟାଇଛି। ସମସ୍ତ ଡାଳିମ୍ବ, ତାଳ ଓ ସେଓ ବୃକ୍ଷଗୁଡିକ ଶୁଖି ୟାଇଛି। ଲୋକମାନଙ୍କର ସମସ୍ତ ସୁଖ ମରିୟାଇଛି।
The vine is dried up, and the fig tree languisheth; the pomegranate tree, the palm tree also, and the apple tree, even all the trees of the field, are withered: because joy is withered away from the sons of men.

13 ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ବର ରେ ବିଳାପ କର। ହେ ୟଜ୍ଞବଦେୀର ପରିଗ୍ଭଳକ ଗଣ, ତୁମ୍ଭମାନେେ ଚଟ ବସ୍ତ୍ର ପରିଧାନ କରି ରାତ୍ରିୟାପନ କର। କାରଣ ପରମେଶ୍ବରଙ୍କ ମନ୍ଦିର ରେ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ମିଳିବ ନାହିଁ।
Gird yourselves, and lament, ye priests: howl, ye ministers of the altar: come, lie all night in sackcloth, ye ministers of my God: for the meat offering and the drink offering is withholden from the house of your God.