Job 5 - WEB (Oriya)
1 "Call now; is there any who will answer you? To which of the holy ones will you turn?ଆୟୁବ, ତୁମ୍ଭେ ତାଙ୍କୁ ଡାକ, ଯଦି ତୁମ୍ଭେ ଚାହୁଁଛ, କିନ୍ତୁ କହେି ତୁମ୍ଭକୁ ଉତ୍ତର ଦବୋକୁ ଏଠା ରେ ନାହିଁ। ତୁମ୍ଭେ ସ୍ବର୍ଗଦୂତମାନଙ୍କୁ ବଦଳାଇ ପାରିବ ନାହିଁ।
2 For resentment kills the foolish man, And jealousy kills the simple.ଜଣେ ନିର୍ବୋଧ ଲୋକର ରାଗ ହିଁ ତାକୁ ହତ୍ଯା କରେ ଓ କୋରଧ ନୀରିହ ଲୋକକୁ ବଧ କରେ।
3 I have seen the foolish taking root, But suddenly I cursed his habitation.ମୁଁ ଜଣେ ଏପରି ନିର୍ବୋଧ ଲୋକକୁ ଦେଖିଛି ୟିଏ ଭାବୁଥିଲା ଯେ ସେ ସୁରକ୍ଷିତ, କିନ୍ତୁ ହଠାତ୍ ସେ ଅଭିଶପ୍ତ ହେଲା।
4 His children are far from safety, They are crushed in the gate. Neither is there any to deliver them,ତା'ର ସନ୍ତାନମାନଙ୍କୁ ସାହାୟ୍ଯ କରିବାକୁ କହେି ନ ଥିଲେ। ସମାନଙ୍କେୁ ଦରବାର ରେ କହେି ପକ୍ଷସମର୍ଥନ କଲନୋହିଁ।
5 Whose harvest the hungry eats up, And take it even out of the thorns; The snare gapes for their substance.କ୍ଷୁଧାର୍ତ୍ତ ଲୋକେ ସମାନଙ୍କେର ଶସ୍ଯସବୁ ଖାଇଦଇେଛନ୍ତି। ସହେି କ୍ଷୁଧାର୍ତ୍ତ ଲୋକେ ମଧ୍ଯ କଣ୍ଟା ମଧ୍ଯରୁ ଶସ୍ଯକଣାକୁ ନଇୟୋଇଛନ୍ତି। ଲୋଭୀ ଲୋକ ସମାନଙ୍କେର ସବୁକିଛି ଲୁଟି ନଇେଛନ୍ତି।
6 For affliction doesn't come forth from the dust, Neither does trouble spring out of the ground;ଦୁଃସମୟ ଧୂଳିରୁ ଉତ୍ପନ୍ନ ହୁଏ ନାହିଁ, କଷ୍ଟ ଭୂମିରୁ ଉତ୍ପନ୍ନ ହୁଏ ନାହିଁ।
7 But man is born to trouble, As the sparks fly upward.କିନ୍ତୁ ମଣିଷ ଜନ୍ମ ହାଇେଛି କଷ୍ଟ ସହିବା ଲାଗି ଯେପରି ନିଶ୍ଚଯ ଅଗ୍ନିକଣିକା ଅଗ୍ନିରୁ ଉପରକୁ ଉଡ଼ିବୁଲେ।
8 "But as for me, I would seek God, To God would I commit my cause;କିନ୍ତୁ ଆୟୁବ ମୁଁ ଯଦି ତୁମ୍ଭ ଜାଗା ରେ ଥାନ୍ତି ନିଶ୍ଚଯ ପରମେଶ୍ବରଙ୍କୁ ଡ଼ାକି ନିଜର ସମସ୍ତ ଦୁଃଖ ତାଙ୍କୁ ଜଣାନ୍ତି।
9 Who does great things that can't be fathomed, Marvelous things without number;ଲୋକେ ପରମେଶ୍ବରଙ୍କ ଆଶ୍ଚର୍ୟ୍ଯକର୍ମକୁ ବୁଝିପାରନ୍ତି ନାହିଁ କି ତାଙ୍କର ଅଲୌକିକ କାର୍ୟ୍ଯର ମଧ୍ଯ ଅନ୍ତ ନାହିଁ।
10 Who gives rain on the earth, And sends waters on the fields;ପରମେଶ୍ବର ପୃଥିବୀ ରେ ବର୍ଷ କରାନ୍ତି ଓ ଶସ୍ଯ କ୍ଷେତ୍ରକୁ ଜଳ ପ୍ରଦାନ କରନ୍ତି।
11 So that he sets up on high those who are low, Those who mourn are exalted to safety.ପରମେଶ୍ବର ନମ୍ର ଲୋକକୁ ଉପରକୁ ଉଠାନ୍ତି ଏବଂ ଯେଉଁମାନେ ଅତି ଦୁଃଖି ସମାନଙ୍କେୁ ଖୁସି କରାନ୍ତି।
12 He frustrates the devices of the crafty, So that their hands can't perform their enterprise.ପରମେଶ୍ବର ମନ୍ଦ ଓ ଚତୁର ଲୋକର କାମନାକୁ ବ୍ଯର୍ଥ କରନ୍ତି ଏବଂ ସମାନଙ୍କେୁ ସଫଳତା ଦିଅନ୍ତି ନାହିଁ।
13 He takes the wise in their own craftiness; The counsel of the cunning is carried headlong.ପରମେଶ୍ବର ଚତୁର ଲୋକମାନଙ୍କୁ ମଧ୍ଯ ତାଙ୍କ ଫାନ୍ଦ ରେ ଧରନ୍ତି, ସମାନଙ୍କେର ଚତୁର ଯୋଜନା ସଫଳ କରାନ୍ତି ନାହିଁ।
14 They meet with darkness in the day-time, And grope at noonday as in the night.ସହେି ଚତୁର ଲୋକମାନେ ଦିନ ବେଳେ ଝୁଣ୍ଟି ପଡ଼ନ୍ତି, ଯେପରି କି ତାହା ଅନ୍ଧକାର, ମଧ୍ଯାହ୍ନ ରେ ମଧ୍ଯ ସମାନେେ ଏପରି ଲୋକପରି ରାସ୍ତା ଅଣ୍ଡାଳି ହୁଅନ୍ତି, ଯେପରି କି ତାହା ମଧ୍ଯରାତ୍ରୀ।
15 But he saves from the sword of their mouth, Even the needy from the hand of the mighty.ପରମେଶ୍ବର ଗରିବ ଲୋକମାନଙ୍କୁ ସହେି ଚତୁର ଲୋକଙ୍କର କଟୁବାକ୍ଯର ରକ୍ଷା କରନ୍ତି। ସେ ଗରିବ ଲୋକଙ୍କୁ ପରାକ୍ରମୀ ଲୋକ କବଳରୁ ଉଦ୍ଧାର କରନ୍ତି।
16 So the poor has hope, And injustice shuts her mouth.ସେଥିପାଇଁ ଗରିବ ଲୋକଙ୍କ ପାଇଁ ଭରସା ଅଛି ଓ ଅନ୍ଯାଯକାରୀ ନିଶ୍ଚଯ ନୀରବ ରହିବ।
17 "Behold, happy is the man whom God corrects: Therefore do not despise the chastening of the Almighty.ଯେଉଁ ମନୁଷ୍ଯକୁ ପରମେଶ୍ବର ସଂ ଶାଧେନ କରନ୍ତି, ସେ ଭାଗ୍ଯବାନ। ତେଣୁ ସହେି ସର୍ବଶକ୍ତିମାନ ପରମେଶ୍ବର ଯେତବେେଳେ ତୁମ୍ଭକୁ ଦଣ୍ଡ ଦିଅନ୍ତି, ତାଙ୍କ ବିରୁଦ୍ଧ ରେ ଅଭିଯୋଗ କରନାହିଁ।
18 For he wounds, and binds up; He injures, and his hands make whole.ପରମେଶ୍ବରଙ୍କ ଦଣ୍ଡ ରେ ଯେଉଁ କ୍ଷତ ହୁଏ ପୁଣି ସେ ନିଜେ ସମାନଙ୍କେର କ୍ଷତ ରେ ପଟି ବାନ୍ଧନ୍ତି। ପରମେଶ୍ବର ହୁଏତ ଜଣକୁ ଆଘାତ କରନ୍ତି କିନ୍ତୁ ତାଙ୍କ ହାତ ସୁସ୍ଥତା ମଧ୍ଯ ଆଣେ।
19 He will deliver you in six troubles; Yes, in seven there shall no evil touch you.ସେ ତୁମ୍ଭକୁ ବିପଦରୁ ଉଦ୍ଧାର କରିପାରିବେ। ହଁ, ଦରକାର ପଡ଼ିଲେ ବିନା ଆଘାତ ରେ ସାତାଟେି ଦୁର୍ବିପାକରୁ ରକ୍ଷା କରିପାରିବେ।
20 In famine he will redeem you from death; In war, from the power of the sword.ଦୁର୍ଭିକ୍ଷ ସମୟରେ ପରମେଶ୍ବର ତୁମ୍ଭକୁ ମୃତ୍ଯୁ ମୁଖରୁ ରକ୍ଷା କରିପାରିବେ। ୟୁଦ୍ଧ ସମୟରେ ତୁମ୍ଭକୁ ଖଡ୍ଗ ମୁଖରୁ ବଞ୍ଚାଇ ପାରିବେ।
21 You shall be hidden from the scourge of the tongue, Neither shall you be afraid of destruction when it comes.ପରମେଶ୍ବର ତୁମ୍ଭକୁ ଲୋକଙ୍କ ଜିହ୍ବାର ଅନିଷ୍ଟକର ବାକ୍ଯରୁ ଉଦ୍ଧାର କରି ପାରିବେ। ପରମେଶ୍ବର ତୁମ୍ଭକୁ ରକ୍ଷା କରିବେ, ତେଣୁ ଯେତବେେଳେ ବିପଦ ଆସୁଛି, ତୁମ୍ଭେ ଭୟଭୀତ ହୁଅ ନାହିଁ।
22 At destruction and famine you shall laugh, Neither shall you be afraid of the animals of the earth.ବିନାଶ ଓ ଦୁର୍ଭିକ୍ଷ ପ୍ରତି ତୁମ୍ଭେ ହସିପାର। ତୁମ୍ଭେ ବଣୁଆ ହିଂସ୍ର ଜନ୍ତୁକୁ ଭୟ କର ନାହିଁ।
23 For you shall be in league with the stones of the field. The animals of the field shall be at peace with you.ତୁମ୍ଭର ପରମେଶ୍ବରଙ୍କ ସହିତ ଚୁକ୍ତି ହାଇେଛି। ତେଣୁ କ୍ଷତରେ ପଥର ଏପରିକି ବଣର ହିଂସ୍ର ଜନ୍ତୁ ମଧ୍ଯ ତୁମ୍ଭ ସହିତ ଶାନ୍ତି ରେ ରହିବେ।
24 You shall know that your tent is in peace. You shall visit your fold, and shall miss nothing.ତୁମ୍ଭେ ଶାନ୍ତି ରେ ରହିପାରିବ କାରଣ ତୁମ୍ଭର ତମ୍ବୁ ସୁରକ୍ଷିତ ଅଛି। ତୁମ୍ଭେ ତୁମ୍ଭର ସମ୍ପତ୍ତିକୁ ଗଣିପାରିବ ଏବଂ ଦେଖିବ କିଛି ହଜିୟାଇ ନାହିଁ।
25 You shall know also that your seed shall be great, Your offspring as the grass of the earth.ତୁମ୍ଭର ଅନକେ ସନ୍ତାନସନ୍ତତି ହବେେ, ଏତେ ଅଧିକ ଯେପରି କି ପୃଥିବୀ ଉପରେ ଘାସର ଝାଡ଼ ପରି।
26 You shall come to your grave in a full age, Like a shock of grain comes in its season.ତୁମ୍ଭେ ଗହମ କ୍ଷେତ୍ର ରେ ଗହମ ସଦୃଶ ୟିଏ ଅମଳ ସମୟ ପର୍ୟ୍ଯନ୍ତ ବୃଦ୍ଧି ପାଇବ। ହଁ ତୁମ୍ଭେ ଅତ୍ଯଧିକ ବୃଦ୍ଧି ହେଲା ପର୍ୟ୍ଯନ୍ତ ବଞ୍ଚି ରହିବ।
27 Look this, we have searched it, so it is; Hear it, and know it for your good."ଆୟୁବ, ଦେଖ ଆମ୍ଭମାନେେ ଏସବୁ ଜିନିଷ ଅନୁସନ୍ଧାନ କରି ସମାନଙ୍କେୁ ଜାଣିଛୁ ଏବଂ ଏସବୁ ସତ୍ଯ ବୋଲି ମଧ୍ଯ ଜାଣିଛୁ। ତେଣୁ ଆମ୍ଭ କଥା ଶୁଣ ଏବଂ ସଗେୁଡ଼ିକ ଆପଣା ମଙ୍ଗଳ ନିମନ୍ତେ ଶିକ୍ଷା କର।
Oriya Bible