Job 42:17
ଏବଂ ଆୟୁବ ଦୀର୍ଘ ଓ ପୂର୍ଣ୍ଣ ଜୀବନ ବିତାଇବା ପରେ ବୃଦ୍ଧାବସ୍ଥା ରେ ମୃତ୍ଯୁବରଣ କଲା।
Job 42:17 in Other Translations
King James Version (KJV)
So Job died, being old and full of days.
American Standard Version (ASV)
So Job died, being old and full of days.
Bible in Basic English (BBE)
And Job came to his end, old and full of days.
Darby English Bible (DBY)
And Job died, old and full of days.
Webster's Bible (WBT)
So Job died, being old and full of days.
World English Bible (WEB)
So Job died, being old and full of days.
Young's Literal Translation (YLT)
and Job dieth, aged and satisfied `with' days.
| So Job | וַיָּ֣מָת | wayyāmot | va-YA-mote |
| died, | אִיּ֔וֹב | ʾiyyôb | EE-yove |
| being old | זָקֵ֖ן | zāqēn | za-KANE |
| and full | וּשְׂבַ֥ע | ûśĕbaʿ | oo-seh-VA |
| of days. | יָמִֽים׃ | yāmîm | ya-MEEM |
Cross Reference
Genesis 25:8
ଏହାପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ଯୁବରଣ କଲେ। ସେ ଅନକେ ବର୍ଷ ପର୍ୟ୍ଯନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ।
Genesis 15:15
ତଥାପି ତୁମ୍ଭ ନିମନ୍ତେ, ତୁମ୍ଭେ ଶାନ୍ତି ରେ ମରିବ ଏବଂ ତୁମ୍ଭର ପୂର୍ବପୁରୁଷଙ୍କ ସହିତ ମିଳିତ ହବେ ଏବଂ ତୁମ୍ଭେ ବହୁତ ବୃଦ୍ଧ ବଯସ ରେ କବର ପା୍ରପ୍ତ ହବେ।
Job 5:26
ତୁମ୍ଭେ ଗହମ କ୍ଷେତ୍ର ରେ ଗହମ ସଦୃଶ ୟିଏ ଅମଳ ସମୟ ପର୍ୟ୍ଯନ୍ତ ବୃଦ୍ଧି ପାଇବ। ହଁ ତୁମ୍ଭେ ଅତ୍ଯଧିକ ବୃଦ୍ଧି ହେଲା ପର୍ୟ୍ଯନ୍ତ ବଞ୍ଚି ରହିବ।
Deuteronomy 6:2
ଏହା ଏପରି ଅଟେ ଯେ, ତୁମ୍ଭମାନେେ ତୁମ୍ଭମାନଙ୍କର ସନ୍ତାନଗଣ ଏବଂ ନାତିନାତକ୍ସ୍ଟଣୀଗଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ତୁମ୍ଭମାନେେ ବଞ୍ଚିଥିବା ପର୍ୟ୍ଯନ୍ତ ଭୟ କରିବା ପାଇଁ ଏବଂ ତାଙ୍କର ସମସ୍ତ ଆଜ୍ଞା ଓ ନିଯମ ପାଳନ କରିବା ପାଇଁ ମୁ ଯାହା ତୁମ୍ଭମାନଙ୍କୁ ଦେଉଛି, ସେଥିପାଇଁ ଦୀର୍ଘଜିବୀ ହବେ।
Psalm 91:16
ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାଯୁ କରିବା ଏବଂ ଆମ୍ଭେ ସମାନଙ୍କେୁ ରକ୍ଷା କରିବା।
Proverbs 3:16
ସହେିଲୋକ ଡାହାଣ ହସ୍ତ ରେ ଦୀର୍ଘାଯୁ ଏବଂ ବାମ ହସ୍ତ ରେ ଧନ ଓ ସମ୍ମାନ ଧାରଣ କରିଛି।