Job 39 - BBE (Oriya)
1 Do you go after food for the she-lion, or get meat so that the young lions may have enough,ଆୟୁବ ତୁମ୍ଭେ ଜାଣିଛ କି କେତବେେଳେ ପାହାଡ଼ୀ ଛଳେି ଜନ୍ମଗ୍ରହଣ କରେ। ତୁମ୍ଭେ କବେେ ଦେଖିଛ କି ମା ହରିଣକୁ ତା'ର ଛୁଆ ଦବୋର।
2 When they are stretched out in their holes, and are waiting in the brushwood?ତୁମ୍ଭେ ଏକଥା ଜାଣିଛ କି କେତେ ମାସ ପାହାଡ଼ୀ ଛଳେି ଓ ହରିଣ ଶାବକର ଗର୍ଭମାସ ଧାରଣର କ୍ଷମତା? ତୁମ୍ଭେ ଜାଣ କି କେତବେେଳେ ସମାନଙ୍କେ ଜନ୍ମ ହବୋର ଉପୟୁକ୍ତ ସମୟ।
3 Who gives in the evening the meat he is searching for, when his young ones are crying to God; when the young lions with loud noise go wandering after their food?ସହେି ପଶୁମାନେ ପଡ଼ିରହି ଗର୍ଭ ୟନ୍ତ୍ରଣା ଭୋଗକରି ତା'ର ପିଲାମାନଙ୍କୁ ଜନ୍ମ ଦିଅନ୍ତି।
4 Have you knowledge of the rock-goats? or do you see the roes giving birth to their young?ସହେି ପଶୁ ଛୁଆମାନେ କ୍ଷତେ ରେ ବଡ଼ ସବଳ ହାଇୟୋନ୍ତି। ତା'ପରେ ସମାନେେ ମା'କୁ ଛାଡ଼ି ଚାଲିୟାଆନ୍ତି, ଆଉ ଫରନ୍େତି ନାହିଁ।
5 Is the number of their months fixed by you? or is the time when they give birth ordered by you?ଆୟୁବ, କିଏ ବଣୁଆ ଗଧକୁ ଛାଡ଼ି ଦିଅନ୍ତି ? ସେ ସମାନଙ୍କେର ଦଉଡ଼ିସବୁ ଫିଟାନ୍ତି ଏବଂ ସମାନଙ୍କେୁ ଛାଡ଼ି ଦିଅନ୍ତି।
6 They are bent down, they give birth to their young, they let loose the fruit of their body.ମୁଁ ସହେି ବଣୁଆ ଗଧ ପାଇଁ ମରୁଭୂମିକୁ ତା'ର ବାସସ୍ଥାନ କରିଛି। ମୁଁ ସହେି ଲୁଣିଆ ସ୍ଥାନକୁ ସମାନଙ୍କେ ବ୍ଯବହାର ପାଇଁ ଛାଡ଼ି ଦଇେଛି।
7 Their young ones are strong, living in the open country; they go out and do not come back again.ବଣୁଆ ଗଧମାନେ ନଗରର କୋଳାହଳକୁ ତୁଚ୍ଛ କରନ୍ତି। କହେି ବ୍ଯକ୍ତି ସମାନଙ୍କେୁ ନିଯନ୍ତ୍ରଣ କରିପାରିବେ ନାହିଁ।
8 Who has let the ass of the fields go free? or made loose the bands of the loud-voiced beast?ବଣୁଆ ଗଧମାନେ ପାହାଡ଼ ରେ ବାସ କରନ୍ତି, ତାହା ସମାନଙ୍କେ ଚରିବା ସ୍ଥାନ। ସହେି ସ୍ଥାନ ରେ ସମାନେେ ତାଙ୍କର ଖାଦ୍ୟ ଅନୁସନ୍ଧାନ କରନ୍ତି।
9 To whom I have given the waste land for a heritage, and the salt land as a living-place.ଆୟୁବ, ଗୋଟିଏ ବଣୁଆ ଷଣ୍ଢ ତୁମ୍ଭ କଥା ରେ ରାଜି ହାଇେ ତୁମ୍ଭ କାମ କରିବ କି ? ସେ ତୁମ୍ଭ ଗୁହାଳ ରେ ରହିବ କି ?
10 He makes sport of the noise of the town; the voice of the driver does not come to his ears;ଗୋଟିଏ ବଣୁଆ ଷଣ୍ଢକୁ ଦଉଡ଼ି ରେ ବାନ୍ଧି ଦବେ କି ? ୟଦ୍ଦ୍ବାରା ତୁମ୍ଭେ ଆପଣା ଭୂମି ଚାଷ କରିବ।
11 He goes looking for his grass-lands in the mountains, searching out every green thing.ବଣୁଆ ଷଣ୍ଢ ଅତି ବଳଶାଳୀ। ତୁମ୍ଭେ କ'ଣ ତା' ଉପରେ ନିର୍ଭର କରିପାରିବ ତୁମ୍ଭ କାମ କରିବା ପାଇଁ ?
12 Will the ox of the mountains be your servant? or is his night's resting-place by your food-store?ତୁମ୍ଭେ ତା' ଉପରେ ନିର୍ଭର କରିପାରିବ କି ? ତୁମ୍ଭର ଶସ୍ଯ ଅମଳ କରିବା ପାଇଁ ଶସ୍ଯସବୁ ଖଳାକୁ ଆଣିବାକୁ ?
13 Will he be pulling your plough with cords, turning up the valleys after you?ଓଟ ପକ୍ଷୀ ଉତ୍ତଜେନା ରେ ଡ଼ଣୋ ହଲାଏ କିନ୍ତୁ ଏହା ଉଡ଼ିପାରିବ ନାହିଁ। ଏହାର ଡ଼ଣୋ ବଗ ପରି ନୁହେଁ।
14 Will you put your faith in him, because his strength is great? will you give the fruit of your work into his care?ଓଟ ପକ୍ଷୀ ଭୂମିରେ ଅଣ୍ଡା ଦିଏ ଏବଂ ସମାନେେ ବାଲି ରେ ଉଷ୍ଣ ହୁଅନ୍ତି।
15 Will you be looking for him to come back, and get in your seed to the crushing-floor?ଓଟ ପକ୍ଷୀ ଭୁଲିୟାଏ ହୁଏତ ତା'ର ଅଣ୍ଡା ଉପରେ କିଏ ଚଢ଼ିୟିବ କିମ୍ବା କୌଣସି ବଣୁଆ ଜନ୍ତୁ ତା'ର ଅଣ୍ଡାକୁ ଭାଙ୍ଗି ଦବେେ।
16 Is the wing of the ostrich feeble, or is it because she has no feathers,ଓଟପକ୍ଷୀ ତା'ର ଶାବକମାନଙ୍କୁ ଛାଡ଼ିକି ୟାଏ। ସେ ତା'ର ଶାବକମାନଙ୍କୁ ନିଜର ଛୁଆପରି ବ୍ଯବହାର କରେ ନାହିଁ। ତା'ର ଛୁଆ ମରିଗଲେ ସେ ଖାତିର କରେ ନାହିଁ ଯେପରି ସମସ୍ତ କାମ କିଛି ହେଲା ନାହିଁ।
17 That she puts her eggs on the earth, warming them in the dust,କାହିଁକି ? କାରଣ ମୁଁ ସହେି ଓଟପକ୍ଷୀକୁ ଜ୍ଞାନ ଦଇେ ନାହିଁ। ସହେି ଓଟ ପକ୍ଷୀ ନିର୍ବୋଧ। ମୁଁ ମଧ୍ଯ ତାକୁ ସପରେି କରିଛି।
18 Without a thought that they may be crushed by the foot, and broken by the beasts of the field?କିନ୍ତୁ ସହେି ଓଟପକ୍ଷୀ ଠିଆ ହୁଏ ଦୌଡ଼ିବାକୁ ଆରମ୍ଭ କରେ। ସେ ଘୋଡ଼ା ଓ ତା'ର ସବାରୀକୁ ଦେଖି ହସି ପଳାଏ। କାରଣ ସେ କୌଣସି ଘାଡ଼ୋଠାରୁ ଅଧିକ ବଗେ ରେ ଦୌଡ଼ିପା ରେ ନାହିଁ।
19 She is cruel to her young ones, as if they were not hers; her work is to no purpose; she has no fear.ଆୟୁବ ତୁମ୍ଭେ ସହେି ଘାଡ଼ୋକୁ ଶକ୍ତି ଦଇେଛ କି ? ତୁମ୍ଭେ ଘୋଡ଼ାର ବକରେେ ବଳା ଲଗାଇଛ କି ?
20 For God has taken wisdom from her mind, and given her no measure of knowledge.ତୁମ୍ଭେ ସହେି ଘାଡ଼ୋକୁ ପତଙ୍ଗପରି କୁଦିବାର ଶକ୍ତି ଦଇେଅଛ କି ? ସହେି ଘାଡ଼ୋ ଲୋକ ଦେଖିଲେ ବଡ଼ ପାଟି ରେ ରବ କରେ।
21 When she is shaking her wings on high, she makes sport of the horse and of him who is seated on him.ଘୋଡ଼ାଟି ଶକ୍ତିଶାଳୀ ଥିବାରୁ ଖୁସିଥାଏ। ସେ ଭୂମିରେ ତା'ର ଖୁରା ଦ୍ବାରା ରାମ୍ପୁଡ଼ି ପକାଏ। ସେ ୟୁଦ୍ଧ କ୍ଷେତ୍ର ରେ ଖୁବ ୟୋର ରେ ଦୌଡ଼ିପା ରେ।
22 Do you give strength to the horse? is it by your hand that his neck is clothed with power?ଘାଡ଼ୋ ଭୟ ରେ ହ ସେ। ସେ ଭୟଭୀତ ନୁହେଁ, ସେ ୟୁଦ୍ଧ ଭୂମିରୁ ପଳାଯନ କରିବ ନାହିଁ।
23 Is it through you that he is shaking like a locust, in the pride of his loud-sounding breath?ଯୋଦ୍ଧା ଘୋଡ଼ା ପିଠି ରେ ବସି ତୂଣିର ବାନ୍ଧି ଥାଏ। ବର୍ଚ୍ଛା, ଢ଼ାଲ ଆଦି ଅସ୍ତ୍ରଶସ୍ତ୍ର ସୂର୍ୟ୍ଯ କିରଣ ରେ ଝଲମଲ କରୁଥାଏ।
24 He is stamping with joy in the valley; he makes sport of fear.ଘୋଡ଼ା ଅତ୍ଯଧିକ ଉତ୍ତଜେିତ ହୁଏ। ସେ ଭୂମି ଉପରେ ଖୁବ୍ ୟୋର ରେ ଦୌଡ଼େ। ସେ ତୂରୀ ଶବ୍ଦ ଶୁଣି ସ୍ଥିର ହାଇେ ଠିଆ ହାଇେ ରହିପା ରେ ନାହିଁ।
25 In his strength he goes out against the arms of war, turning not away from the sword.ଯେତବେେଳେ ତୂରୀ ଆଦି ବାଦ୍ଯ ଶୁଣେ ଘୋଡ଼ା ମଧ୍ଯ ପାଟିକରେ 'ହୁ ରେ !' ସେ ଦୂରରୁ ୟୁଦ୍ଧର ବାସନା ଓ ସନୋପତିମାନଙ୍କର ହୁଙ୍କାର ଜାଣିପା ରେ।
26 The bow is sounding against him; he sees the shining point of spear and arrow.ଆୟୁବ, ତୁମ୍ଭେ ଉତ୍କ୍ରୋଶ ପକ୍ଷୀକୁ ଉଡ଼ାଇବା ଶିଖାଇଛ କି ? ତାକୁ ତା'ର ଡ଼ଣୋ କିପରି ମଲୋଇ ଦକ୍ଷିଣ ଦିଗକୁ ଉଡ଼ିବାକୁ ଶିଖାଇଚ କି ?
27 Shaking with passion, he is biting the earth; he is not able to keep quiet at the sound of the horn;ତୁମ୍ଭେ ସହେି ବ୍ଯକ୍ତି କି ୟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଖୁବ୍ ଉଚ୍ଚ ରେ ଉଡ଼ିବା ପାଇଁ କହିଛି। ତୁମ୍ଭେ ତାକୁ ଉଚ୍ଚ ପର୍ବତ ରେ ବସା ବାନ୍ଧିବାକୁ କହିଛ କି ?
28 When it comes to his ears he says, Aha! He is smelling the fight from far off, and hearing the thunder of the captains, and the war-cries.ଉତ୍କ୍ରୋଶ ପକ୍ଷୀ ପର୍ବତର ଢ଼ାଲୁତଟ ରେ ବାସ କରେ। ପର୍ବତର ଢ଼ାଲୁତଟ ହେଉଛି ତା'ର ଦୁର୍ଗ।
29 Is it through your knowledge that the hawk takes his flight, stretching out his wings to the south?ଉତ୍କ୍ରୋଶ ପକ୍ଷୀ ତା'ର ଶିକାରକୁ ଦୂର ବସାରୁ ଦେଖିପା ରେ। ସେ ବହୁତ ଦୂରରୁ ତା' ଖାଦ୍ୟ ଦେଖିପା ରେ।
30 Or is it by your orders that the eagle goes up, and makes his resting-place on high?ଉତ୍କ୍ରୋଶ ପକ୍ଷୀ ଏକତ୍ରୀତ ହୁଅନ୍ତି, ଯେଉଁଠା ରେ ଶବସବୁ ଥାଏ। ଏବଂ ତା'ର ଛୁଆମାନେ ମଧ୍ଯ ରକ୍ତ ଶୋଷନ୍ତି।
31 On the rock is his house, and on the mountain-top his strong place.
32 From there he is watching for food; his eye sees it far off.
33 His young have blood for their drink, and where the dead bodies are, there is he to be seen.
34 ...
35 Will he who is protesting give teaching to the Ruler of all? Let him who has arguments to put forward against God give an answer.
36 And Job said in answer to the Lord,
37 Truly, I am of no value; what answer may I give to you? I will put my hand on my mouth.
38 I have said once, and even twice, what was in my mind, but I will not do so again.
Oriya Bible