Job 38:4 in Oriya

Oriya Oriya Bible Job Job 38 Job 38:4

Job 38:4
ଆୟୁବ, ତୁମ୍ଭେ କେଉଁଠା ରେ ଥିଲ, ଯେତବେେଳେ ମୁଁ ଏ ପୃଥିବୀକୁ ସୃଷ୍ଟି କଲି ? ଯଦି ତୁମ୍ଭେ ଏତେ ବୁଦ୍ଧିମାନ ମାେତେ ଉତ୍ତର ଦିଅ।

Job 38:3Job 38Job 38:5

Job 38:4 in Other Translations

King James Version (KJV)
Where wast thou when I laid the foundations of the earth? declare, if thou hast understanding.

American Standard Version (ASV)
Where wast thou when I laid the foundations of the earth? Declare, if thou hast understanding.

Bible in Basic English (BBE)
Where were you when I put the earth on its base? Say, if you have knowledge.

Darby English Bible (DBY)
Where wast thou when I founded the earth? Declare, if thou hast understanding.

Webster's Bible (WBT)
Where wast thou when I laid the foundations of the earth? declare, if thou hast understanding.

World English Bible (WEB)
"Where were you when I laid the foundations of the earth? Declare, if you have understanding.

Young's Literal Translation (YLT)
Where wast thou when I founded earth? Declare, if thou hast known understanding.

Where
אֵיפֹ֣הʾêpōay-FOH
wast
הָ֭יִיתָhāyîtāHA-yee-ta
thou
when
I
laid
the
foundations
בְּיָסְדִיbĕyosdîbeh-yose-DEE
earth?
the
of
אָ֑רֶץʾāreṣAH-rets
declare,
הַ֝גֵּ֗דhaggēdHA-ɡADE
if
אִםʾimeem
thou
hast
יָדַ֥עְתָּyādaʿtāya-DA-ta
understanding.
בִינָֽה׃bînâvee-NA

Cross Reference

Psalm 104:5
ହେ ପରମେଶ୍ବର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଛ ୟେ ତାହା ମୂଳରୁ କବେେ ଧକ୍କା ହବେ ନାହିଁ।

Proverbs 30:4
କିଏ କବେେ ସ୍ବର୍ଗକୁ ୟାଇଛି ଏବଂ ତଳକୁ ଫରେି ଆସିଛି ? କୌଣସି ଲୋକ ତା'ର ମୁଷ୍ଟି ରେ ବାଯୁକୁ ଏକତ୍ର କରି ନାହିଁ। କୌଣସି ଲୋକ କପଡ଼ା ରେ ସମସ୍ତ ଜଳକୁ ବାନ୍ଧି ନାହିଁ। କୌଣସି ଲୋକ ପୃଥିବୀର ସବୁ ସୀମା ନିରୂପଣ କରି ନାହିଁ। ଯଦି କୌଣସି ଲୋକ ଏହା କରିଛି, ସେ କିଏ ? ତାଙ୍କର ପୁତ୍ରର ନାମ କ'ଣ ?

Hebrews 1:10
ପରମେଶ୍ବର ଏହା ମଧ୍ଯ କହନ୍ତି :

Hebrews 1:2
କିନ୍ତୁ ଏହି ଶଷେ ସମୟରେ ପରମେଶ୍ବର ଆପଣା ପୁତ୍ରଙ୍କ ଦ୍ବାରା ଆମ୍ଭମାନଙ୍କୁ ପୁନର୍ବାର କଥା କହିଅଛନ୍ତି। ସେ ନିଜ ପୁତ୍ରଙ୍କ ଦ୍ବାରା ସାରା ବିଶ୍ବ ସୃଷ୍ଟି କଲେ। ସେ ନିଜ ପୁତ୍ରଙ୍କୁ ସମସ୍ତ ବିଷୟର ଉତ୍ତରାଧିକାରୀ କରିବା ନିମନ୍ତେ ମନୋନୀତ କରିଛନ୍ତି। ସହେି ପୁତ୍ର ପରମେଶ୍ବରଙ୍କ ମହିମା ପ୍ରକାଶ କରନ୍ତି।

Genesis 1:1
ଆରମ୍ଭରେ ପରମେଶ୍ବର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।

Psalm 102:25
ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ। ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।

Proverbs 8:22
ସଦାପ୍ରଭୁ ନିଜ ଗତିର ଆରମ୍ଭ ରେ, ତାଙ୍କ କର୍ମ ସକଳର ପୂର୍ବ ରେ ମାେତେ ଅଧିକାର କରିଥିଲେ।

Proverbs 8:29
ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଜଳସମୁହ ଯେପରି ତାଙ୍କର ଆଜ୍ଞା ଲଙ୍ଘନ କରି ନ ପା ରେ, ଯେଉଁ ସମୟରେ ଜଗତର ମୂଳଦୁଆସବୁ ତିଆରି କଲେ।