Job 14 - WEB (Oriya)
1 "Man, who is born of a woman, Is of few days, and full of trouble.ଆମ୍ଭମାନେେ ସମସ୍ତେ ମନୁଷ୍ଯ। ଆମ୍ଭର ଜୀବନ ଅଳ୍ପାଯୁ ତଥା ନାନା ବିପଦ ରେ ପୂର୍ଣ୍ଣ।
2 He comes forth like a flower, and is cut down. He also flees like a shadow, and doesn't continue.ମଣିଷର ଜୀବନ ଫୁଲ ସଦୃଶ। ସେ ଖୁବ୍ ଶୀଘ୍ର ବଢ଼ିୟାଏ ଓ ଶଷେର ମରିୟାଏ। ମଣିଷର ଜୀବନ ଛାଯା ତୁଲ୍ଯ ଏଠା ରେ ଖୁବ୍ କମ ସମୟ ପାଇଁ। ଘଡ଼ିକେ ଦଖାୟୋଏ ପୁଣି ଅଦୃଶ୍ଯ ହାଇୟୋଏ।
3 Do you open your eyes on such a one, And bring me into judgment with you?ଏହା ସତ୍ଯ, କିନ୍ତୁ ପରମେଶ୍ବର ତୁମ୍ଭେ କ'ଣ ଜଣେ ବ୍ଯକ୍ତିକୁ ଦେଖିବ ? ତୁମ୍ଭେ କ'ଣ ମାେ ସହିତ ବିଚାରସ୍ଥଳକୁ ଆସିବ ଏବଂ ଆମ୍ଭେ ଦୁଇଜଣ ନିଜ ନିଜର ୟୁକ୍ତି ଉପସ୍ଥାପନା କରିବା।
4 Who can bring a clean thing out of an unclean? Not one.'ଅପରିଷ୍କାର ବସ୍ତୁରୁ କିଏ ପରିଷ୍କାର ବସ୍ତୁ ଉତ୍ପନ୍ନ କରିପା ରେ। ନା, କହେି ଜଣେ ମନୁଷ୍ଯ କରି ପାରିବ ନାହିଁ।
5 Seeing his days are determined, The number of his months is with you, And you have appointed his bounds that he can't pass;ମଣିଷର ଜୀବନର ଏକ ନିର୍ଦ୍ଦିଷ୍ଟ ସୀମା ଅଛି। ହେ ପରମେଶ୍ବର, ତୁମ୍ଭେ ନିର୍ଣ୍ଣଯ କର ଜଣେ ମନୁଷ୍ଯ କେତେ ଦିନ ବଞ୍ଚିବ। ତୁମ୍ଭେ ମଣିଷ ପାଇଁ ସହେି ସୀମା ନିର୍ଦ୍ଦିଷ୍ଟ କରିଛ। ଏହା କ'ଣ କହେି ବଦଳାଇ ପା ରେ ?
6 Look away from him, that he may rest, Until he shall accomplish, as a hireling, his day.ତେଣୁ ହେ ପରମେଶ୍ବର ଆମ୍ଭକୁ ନିରୀକ୍ଷଣ କରିବା ବନ୍ଦ କର। ଆମ୍ଭର କ୍ଷଣିକ ଜୀବନ ଆମ୍ଭକୁ ଏକୁଟିଆ ଉପଭୋଗ କରିବା ପାଇଁ ଦିଅ। ଯେପରି ଦିନ ମଜୁରିଆ କାମ ଶଷେ ପରେ ତା'ର ମଜୁରିକୁ ଉପ ଭୋଗ କରିଥାଏ।
7 "For there is hope for a tree, If it is cut down, that it will sprout again, That the tender branch of it will not cease.ଗୋଟିଏ ଗଛ ପାଇଁ ମଧ୍ଯ ଆଶା ଅଛି। ଯଦି ଥରେ ଏହା କଟା ହାଇୟୋଏ, ଏହା ମଧ୍ଯ ପୁଣି ବଞ୍ଚିପା ରେ। ପୁଣି ଡ଼ାଳପତ୍ର ମଲେି ଶାଖା ବୃଦ୍ଧି କରିପା ରେ।
8 Though the root of it grows old in the earth, And the stock of it dies in the ground;ଯଦିଓ ତାହାର ଚରେ ଭୂମି ତଳେ ଜୀର୍ଣ୍ଣ ହାଇୟୋଏ ଏବଂ ତାହାର କର୍ତ୍ତିତ ମୂଳଟି ଭୂମିରେ ମରିୟାଏ।
9 Yet through the scent of water it will bud, And put forth boughs like a plant.କିନ୍ତୁ ପାଣିର ବନ୍ଧ ପାଇବା ମାତ୍ ରେ ଏହା ତାହାର ଶାଖା ଗୋଟିଏ ୟୁବା ବୃକ୍ଷପରି ବଢ଼ାଇପା ରେ।
10 But man dies, and is laid low. Yes, man gives up the spirit, and where is he?କିନ୍ତୁ ମଣିଷ ଯେତବେେଳେ ମରିୟାଏ। ସେ ସମସ୍ତ ଶକ୍ତି ହରାଇ ଦିଏ। ସପରେି ଶଷେ ନିଶ୍ବାସ ନିଏ ଏବଂ ତା'ପରେ ସେ କେଉଁଠା ରେ ?
11 As the waters fail from the sea, And the river wastes and dries up,ହ୍ରଦରୁ ପାଣି ଶୂନ୍ଯ ହାଇୟୋଏ ଏବଂ ଜଳ ପ୍ରପାତର ପ୍ରବାହ ବନ୍ଦ ହାଇୟୋଏ ଏବଂ ଶୁଖିୟାଏ।
12 So man lies down and doesn't rise; Until the heavens are no more, they shall not awake, Nor be roused out of their sleep.ଠିକ୍ ସହେିପରି, ମଣିଷ ଶାଇେପଡ଼େ ଏବଂ ଆଉ ଉେଠ ନାହିଁ। ଯେପର୍ୟ୍ଯନ୍ତ ସ୍ବର୍ଗ ଅଛି, ମୃତ ଲୋକ କବେେ ସହେି ନିଦ୍ରାରୁ ଉଠିବେ ନାହିଁ।
13 "Oh that you would hide me in Sheol, That you would keep me secret, until your wrath is past, That you would appoint me a set time, and remember me!ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ପାତାଳ ରେ ଲୁଚାଇ ରଖନ୍ତ। ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ଲୁଚାଇ ରଖନ୍ତ, ଯେ ପର୍ୟ୍ଯନ୍ତ ତୁମ୍ଭର ରାଗ ଶାନ୍ତ ନ ହାଇେଛି। ତା'ପରେ ତୁମ୍ଭେ ମାେତେ ମନକରେିବା ପାଇଁ ଗୋଟେ ସମୟ ଠିକ୍ କରିବ।
14 If a man dies, shall he live again? All the days of my warfare would I wait, Until my release should come.ମନୁଷ୍ଯ ମଲେ କ'ଣ ପୁଣି ଆଉ ବଞ୍ଚିବ ? ମୁଁ ନିଶ୍ଚଯ ଅପେକ୍ଷା କରିବି ଯେତଦେିନ ପର୍ୟ୍ଯନ୍ତ ମୁଁ ମୁକ୍ତ ନ ହାଇେଛି।
15 You would call, and I would answer you. You would have a desire to the work of your hands.ହେ ପରମେଶ୍ବର, ତୁମ୍ଭେ ମାେତେ ଡ଼ାକିବ ଏବଂ ମୁଁ ତୁମ୍ଭକୁ ଉତ୍ତର ଦବେି। ତା'ପରେ ତୁମ୍ଭେ ଯେଉଁ ମଣିଷକୁ ତିଆରି କରିଛ, ସେ ତୁମ୍ଭ ପାଇଁ ମୁଖ୍ଯ ହବେ।
16 But now you number my steps. Don't you watch over my sin?ତୁମ୍ଭେ ତଥାପି ମାରେ ପ୍ରତିଟି ପଦକ୍ଷପକେୁ ନିରୀକ୍ଷଣ କରୁଛ, କିନ୍ତୁ ତୁମ୍ଭେ ମାରେ ପାପଗୁଡ଼ିକୁ ମନେ ପକାଇବ ନାହିଁ।
17 My disobedience is sealed up in a bag. You fasten up my iniquity.ତୁମ୍ଭେ ମାରେ ସମସ୍ତ ପାପକୁ ଏକ ଥଳି ରେ ବାନ୍ଧି ଦଇେ ନିଜର ମାହେର ଦଇେ ବାହାରକୁ ଫିଙ୍ଗି ଦବେ।
18 "But the mountain falling comes to nothing; The rock is removed out of its place;ପର୍ବତ ସବୁ ଭାଙ୍ଗିପଡ଼ି ଚୂନା ହାଇୟୋଆନ୍ତେ, ବଡ଼ ପଥର ଖଣ୍ଡମାନ ଭାଙ୍ଗି ଚୂନା ହାଇେ ବିଛାଡ଼ି ହାଇେ ପଡ଼ନ୍ତେ।
19 The waters wear the stones; The torrents of it wash away the dust of the earth: So you destroy the hope of man.ପଥର ଉପରେ ପାଣି ବହି ତାକୁ କ୍ଷଯ କରିଦିଏ। ବନ୍ଯା ଭୂମିରୁ ସବୁ ପଟୁମାଟି ପାଣି ରେ ପୋଛି ନିଏ। ସହେିଭଳି ହେ ପରମେଶ୍ବର ତୁମ୍ଭେ ବ୍ଯକ୍ତିର ସମସ୍ତ ଆଶାକୁ ଧୂଳିସାତ କର।
20 You forever prevail against him, and he passes; You change his face, and send him away.ତୁମ୍ଭେ ତାକୁ ସଂପୂର୍ଣ୍ଣ ପରାସ୍ତ କର ଏବଂ ତାକୁ ଛାଡ଼ି ଦିଅ। ତୁମ୍ଭେ ତାକୁ ଦୁଃଖି କରାଅ ଏବଂ ତାକୁ ମରଣ ସ୍ଥାନକୁ ପଠାଇଦିଅ।
21 His sons come to honor, and he doesn't know it; They are brought low, but he doesn't perceive it of them.ଯଦି ତା'ର ସନ୍ତାନଗଣ ସମ୍ମାନିତ ହୁଅନ୍ତି, ସେ ଆଦୌ ଜାଣେ ନାହିଁ। ଯଦି ତା'ର ସନ୍ତାନଗଣ ହତାଦର ହୁଅନ୍ତି, ସେ ତାହା ଦେଖିପା ରେ ନାହିଁ।
22 But his flesh on him has pain; His soul within him mourns."ସହେି ବ୍ଯକ୍ତି କବଳେ ନିଜ ଶରୀର ରେ ୟନ୍ତ୍ରଣାକୁ ଅନୁଭବ କରିପା ରେ ଏବଂ କବଳେ ନିଜ ପାଇଁ ଶାେକ କରେ।
Oriya Bible