Jeremiah 1

fullscreen11 ଏହାପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା, ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ ?

fullscreen12 ସଦାପ୍ରଭୁ ମାେତେ କହିଲେ, ତୁମ୍ଭେ ଠିକ୍ ଦେଖୁଅଛ କାରଣ ଆମ୍ଭେ ଦେଖୁଅଛୁ ଯେ, ଆମ୍ଭର ବାକ୍ଯ ସଫଳ କରାୟାଇଛି।

fullscreen13 ପୁଣି ଦ୍ବିତୀୟ ଥର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ତାହା ହେଲା, ହେ ଯିରିମିୟ, ତୁମ୍ଭେ କ'ଣ ଦେଖୁଅଛ ?

fullscreen14 ତା'ପ ରେ ସଦାପ୍ରଭୁ ମାେତେ କହିଲେ, ଉତ୍ତର ଦିଗରୁ ଏହି ଦେଶବାସୀଙ୍କ ପ୍ରତି ଏକ ଭୟଙ୍କର ବିପତ୍ତି ମାଡ଼ି ଆସିବ।

fullscreen15 ସଦାପ୍ରଭୁ ପୁଣି କହିଲେ, ଏହା ହବେ କାରଣ ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ଯ ସମୂହର ସମୁଦାଯ ଗୋଷ୍ଠୀକୁ ଡ଼ାକିବା। ତେଣୁ ସମାନେେ ଆସି ୟିରୁଶାଲମ ନଗର ଦ୍ବାରର ପ୍ରବେଶ ସ୍ଥାନ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖ ରେ ନିଜ ନିଜ ସିଂହାସନ ସ୍ଥାପନ କରିବେ।

fullscreen16 ଆଉ ଆମ୍ଭେ ଆପଣା ଲୋକମାନଙ୍କ ବିରୁଦ୍ଧ ରେ ଆମ୍ଭର ବିଚାର ପ୍ରକାଶ କରିବା କାରଣ ସମାନେେ ଦୁଷ୍ଟ ପ୍ରକୃତିର ଲୋକ। ସମାନେେ ଆମ୍ଭକୁ ପରିତ୍ଯାଗ କରିଛନ୍ତି, ସମାନେେ ଅନ୍ୟ ଦବେତାମାନଙ୍କ ନିକଟରେ ଧୂପ ଉତ୍ସର୍ଗ କରିଛନ୍ତି ଓ ଆପଣା ହସ୍ତକୃତ ପ୍ରତିମାଗୁଡ଼ିକ ନିକଟରେ ପ୍ରଣାମ କରିଛନ୍ତି।

fullscreen17 ଏଣୁ ତୁମ୍ଭ ବିଷଯ ରେ ଆମ୍ଭେ କହିଅଛୁ, ହେ ଯିରିମିୟ, ତୁମ୍ଭେ ଅଣ୍ଟାଭିଡ଼ି ଛିଡ଼ା ହୁଅ। ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁଅଛୁ, ତାହା ସମାନଙ୍କେୁ କୁହ। ସମାନଙ୍କେ ପାଇଁ ଉଦବିଗ୍ନ ହୁଅ ନାହିଁ। ତୁମ୍ଭେ ସମାନଙ୍କେ ପାଇଁ ଭୟଭୀତ ହେଲେ ଆମ୍ଭେ ସମାନଙ୍କେ ସାକ୍ଷାତ ରେ ତୁମ୍ଭକୁ ଉଦବିଗ୍ନ କରିବା।

fullscreen18 କାରଣ ଦେଖ, ଆଜି ତୁମ୍ଭକୁ ଆମ୍ଭେ ସମଗ୍ର ଦେଶ, ଯିହୁଦାର ରାଜଗଣ, ତହିଁର ଅଧିପତିଗଣ, ତହିଁର ଯାଜକଗଣ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧ ରେ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ବରୂପ କଲୁ।

11 Moreover the word of the Lord came unto me, saying, Jeremiah, what seest thou? And I said, I see a rod of an almond tree.

12 Then said the Lord unto me, Thou hast well seen: for I will hasten my word to perform it.

13 And the word of the Lord came unto me the second time, saying, What seest thou? And I said, I see a seething pot; and the face thereof is toward the north.

14 Then the Lord said unto me, Out of the north an evil shall break forth upon all the inhabitants of the land.

15 For, lo, I will call all the families of the kingdoms of the north, saith the Lord; and they shall come, and they shall set every one his throne at the entering of the gates of Jerusalem, and against all the walls thereof round about, and against all the cities of Judah.

16 And I will utter my judgments against them touching all their wickedness, who have forsaken me, and have burned incense unto other gods, and worshipped the works of their own hands.

17 Thou therefore gird up thy loins, and arise, and speak unto them all that I command thee: be not dismayed at their faces, lest I confound thee before them.

18 For, behold, I have made thee this day a defenced city, and an iron pillar, and brasen walls against the whole land, against the kings of Judah, against the princes thereof, against the priests thereof, and against the people of the land.

Jeremiah 1 in Tamil and English

11 ଏହାପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା, ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ ?
Moreover the word of the Lord came unto me, saying, Jeremiah, what seest thou? And I said, I see a rod of an almond tree.

12 ସଦାପ୍ରଭୁ ମାେତେ କହିଲେ, ତୁମ୍ଭେ ଠିକ୍ ଦେଖୁଅଛ କାରଣ ଆମ୍ଭେ ଦେଖୁଅଛୁ ଯେ, ଆମ୍ଭର ବାକ୍ଯ ସଫଳ କରାୟାଇଛି।
Then said the Lord unto me, Thou hast well seen: for I will hasten my word to perform it.

13 ପୁଣି ଦ୍ବିତୀୟ ଥର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ତାହା ହେଲା, ହେ ଯିରିମିୟ, ତୁମ୍ଭେ କ'ଣ ଦେଖୁଅଛ ?
And the word of the Lord came unto me the second time, saying, What seest thou? And I said, I see a seething pot; and the face thereof is toward the north.

14 ତା'ପ ରେ ସଦାପ୍ରଭୁ ମାେତେ କହିଲେ, ଉତ୍ତର ଦିଗରୁ ଏହି ଦେଶବାସୀଙ୍କ ପ୍ରତି ଏକ ଭୟଙ୍କର ବିପତ୍ତି ମାଡ଼ି ଆସିବ।
Then the Lord said unto me, Out of the north an evil shall break forth upon all the inhabitants of the land.

15 ସଦାପ୍ରଭୁ ପୁଣି କହିଲେ, ଏହା ହବେ କାରଣ ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ଯ ସମୂହର ସମୁଦାଯ ଗୋଷ୍ଠୀକୁ ଡ଼ାକିବା। ତେଣୁ ସମାନେେ ଆସି ୟିରୁଶାଲମ ନଗର ଦ୍ବାରର ପ୍ରବେଶ ସ୍ଥାନ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖ ରେ ନିଜ ନିଜ ସିଂହାସନ ସ୍ଥାପନ କରିବେ।
For, lo, I will call all the families of the kingdoms of the north, saith the Lord; and they shall come, and they shall set every one his throne at the entering of the gates of Jerusalem, and against all the walls thereof round about, and against all the cities of Judah.

16 ଆଉ ଆମ୍ଭେ ଆପଣା ଲୋକମାନଙ୍କ ବିରୁଦ୍ଧ ରେ ଆମ୍ଭର ବିଚାର ପ୍ରକାଶ କରିବା କାରଣ ସମାନେେ ଦୁଷ୍ଟ ପ୍ରକୃତିର ଲୋକ। ସମାନେେ ଆମ୍ଭକୁ ପରିତ୍ଯାଗ କରିଛନ୍ତି, ସମାନେେ ଅନ୍ୟ ଦବେତାମାନଙ୍କ ନିକଟରେ ଧୂପ ଉତ୍ସର୍ଗ କରିଛନ୍ତି ଓ ଆପଣା ହସ୍ତକୃତ ପ୍ରତିମାଗୁଡ଼ିକ ନିକଟରେ ପ୍ରଣାମ କରିଛନ୍ତି।
And I will utter my judgments against them touching all their wickedness, who have forsaken me, and have burned incense unto other gods, and worshipped the works of their own hands.

17 ଏଣୁ ତୁମ୍ଭ ବିଷଯ ରେ ଆମ୍ଭେ କହିଅଛୁ, ହେ ଯିରିମିୟ, ତୁମ୍ଭେ ଅଣ୍ଟାଭିଡ଼ି ଛିଡ଼ା ହୁଅ। ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁଅଛୁ, ତାହା ସମାନଙ୍କେୁ କୁହ। ସମାନଙ୍କେ ପାଇଁ ଉଦବିଗ୍ନ ହୁଅ ନାହିଁ। ତୁମ୍ଭେ ସମାନଙ୍କେ ପାଇଁ ଭୟଭୀତ ହେଲେ ଆମ୍ଭେ ସମାନଙ୍କେ ସାକ୍ଷାତ ରେ ତୁମ୍ଭକୁ ଉଦବିଗ୍ନ କରିବା।
Thou therefore gird up thy loins, and arise, and speak unto them all that I command thee: be not dismayed at their faces, lest I confound thee before them.

18 କାରଣ ଦେଖ, ଆଜି ତୁମ୍ଭକୁ ଆମ୍ଭେ ସମଗ୍ର ଦେଶ, ଯିହୁଦାର ରାଜଗଣ, ତହିଁର ଅଧିପତିଗଣ, ତହିଁର ଯାଜକଗଣ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧ ରେ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ବରୂପ କଲୁ।
For, behold, I have made thee this day a defenced city, and an iron pillar, and brasen walls against the whole land, against the kings of Judah, against the princes thereof, against the priests thereof, and against the people of the land.