James 4

fullscreen13 ତୁମ୍ଭ ଭିତ ରେ କହେି କହେି କୁହନ୍ତି, ଆମ୍ଭେ ଆଜି ବା କାଲି କୌଣସି ସହରକୁ ୟିବୁ। ଆମ୍ଭେ ସଠାେରେ ବର୍ଷେ ରହିବୁ ଓ ବ୍ଯବସାୟ କରି ଧନ ଅର୍ଜନ କରିବୁ। ଶୁଣ ! ଏହି ବିଷୟ ରେ ଚିନ୍ତା କର :

fullscreen14 ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କଣ ଘଟିବ ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ଯ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖିପାରିବ, ତାପରେ ସେ ଚାଲିଯାଏ।

fullscreen15 ଅତଏବ ତୁମ୍ଭେ କହିବା ଉଚିତ : ଯଦି ପରମେଶ୍ବରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।

fullscreen16 କିନ୍ତୁ ଏବେ ତୁମ୍ଭେ ଅହଂକାର କରି ଗର୍ବ କରୁଛ। ଏହିପ୍ରକାର ଅହଂକାର କରିବା ଅନୁଚିତ ଅଟେ।

13 Go to now, ye that say, To day or to morrow we will go into such a city, and continue there a year, and buy and sell, and get gain:

14 Whereas ye know not what shall be on the morrow. For what is your life? It is even a vapour, that appeareth for a little time, and then vanisheth away.

15 For that ye ought to say, If the Lord will, we shall live, and do this, or that.

16 But now ye rejoice in your boastings: all such rejoicing is evil.

James 4 in Tamil and English

13 ତୁମ୍ଭ ଭିତ ରେ କହେି କହେି କୁହନ୍ତି, ଆମ୍ଭେ ଆଜି ବା କାଲି କୌଣସି ସହରକୁ ୟିବୁ। ଆମ୍ଭେ ସଠାେରେ ବର୍ଷେ ରହିବୁ ଓ ବ୍ଯବସାୟ କରି ଧନ ଅର୍ଜନ କରିବୁ। ଶୁଣ ! ଏହି ବିଷୟ ରେ ଚିନ୍ତା କର :
Go to now, ye that say, To day or to morrow we will go into such a city, and continue there a year, and buy and sell, and get gain:

14 ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କଣ ଘଟିବ ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ଯ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖିପାରିବ, ତାପରେ ସେ ଚାଲିଯାଏ।
Whereas ye know not what shall be on the morrow. For what is your life? It is even a vapour, that appeareth for a little time, and then vanisheth away.

15 ଅତଏବ ତୁମ୍ଭେ କହିବା ଉଚିତ : ଯଦି ପରମେଶ୍ବରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।
For that ye ought to say, If the Lord will, we shall live, and do this, or that.

16 କିନ୍ତୁ ଏବେ ତୁମ୍ଭେ ଅହଂକାର କରି ଗର୍ବ କରୁଛ। ଏହିପ୍ରକାର ଅହଂକାର କରିବା ଅନୁଚିତ ଅଟେ।
But now ye rejoice in your boastings: all such rejoicing is evil.