Bible

James 1 - DBY (Oriya)

1 James, bondman of God and of [the] Lord Jesus Christ, to the twelve tribes which [are] in the dispersion, greeting.ମୁଁ ପରମେଶ୍ବର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଯାକୁବ, ସାରା ପୃଥିବୀ ରେ ବ୍ଯାପି ହାଇେ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।

2 Count it all joy, my brethren, when ye fall into various temptations,ମାେ ଭାଇ ଓ ଭଉଣୀମାନେ, ତୁମ୍ଭମାନେେ ଅନକେ ପ୍ରକାରର ଅସୁବିଧାର ସମ୍ମୁଖୀନ ହବେ। କିନ୍ତୁ ଏପରି ହେଲା ବେଳେ ତୁମ୍ଭମାନେେ ଅଧିକ ଖୁସି ହବୋ ଉଚିତ୍।

3 knowing that the proving of your faith works endurance.କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ବାସକୁ ପରୀକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ର୍ଧୈୟ୍ଯ ଜନ୍ମାଏ।

4 But let endurance have [its] perfect work, that ye may be perfect and complete, lacking in nothing.ତୁମ୍ଭ କାମଗୁଡ଼ିକରେ ତୁମ୍ଭର ର୍ଧୈୟ୍ଯକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହବୋକୁ ଦିଅ। ତବେେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହବେ। ତୁମ୍ଭର ପ୍ରେତ୍ୟକକ ଆବଶ୍ଯକ ବିଷୟ ତୁମ୍ଭେ ପାଇବ।

5 But if any one of you lack wisdom, let him ask of God, who gives to all freely and reproaches not, and it shall be given to him:କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।

6 but let him ask in faith, nothing doubting. For he that doubts is like a wave of the sea driven by the wind and tossed about;କିନ୍ତୁ ତୁମ୍ଭେ ଯେତବେେଳେ ପରମେଶ୍ବରଙ୍କୁ ମାଗିଥାଅ, ସେତବେେଳେ ତୁମ୍ଭକୁ ବିଶ୍ବାସ କରିବାକୁ ପଡ଼ିବ। ପରମେଶ୍ବରଙ୍କୁ ସନ୍ଦହେ କର ନାହିଁ। ସନ୍ଦହେୀ ଲୋକ ସମୁଦ୍ରର ଢ଼େଉ ଭଳି। ପବନ ଢ଼େଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦହେୀ ଲୋକ ସହେି ଢ଼େଉ ଭଳି।

7 for let not that man think that he shall receive anything from the Lord;ସନ୍ଦହେୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟ ରେ ନିଷ୍ପତ୍ତି ନଇେପା ରେ ନାହିଁ।

8 [he is] a double-minded man, unstable in all his ways.ସଭେଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ ନୁହେଁ।

9 But let the brother of low degree glory in his elevation,ଯଦି ଜଣେ ବିଶ୍ବାସୀ ଗରିବ ହାଇେଥାଏ, ତବେେ ପରମେଶ୍ବର ତାହାକୁ ଆତ୍ମିକ ଭାବେ ଧନୀ କରିଥିବାରୁ, ସେ ଗର୍ବ କରିବା ଉଚିତ।

10 and the rich in his humiliation, because as [the] grass's flower he will pass away.ସହେିପରି ଜଣେ ଧନୀ ବିଶ୍ବାସୀ ଯେ ଆତ୍ମିକ ଭାବରେ ଗରିବ, ତାହା ପରମେଶ୍ବର ତାହାକୁ ଦଖାଇେ ଦଇେଥିବାରୁ, ସେ ଗର୍ବ କରିବା ଉଚିତ। ଧନୀଲୋକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିୟିବ।

11 For the sun has risen with its burning heat, and has withered the grass, and its flower has fallen, and the comeliness of its look has perished: thus the rich also shall wither in his goings.ସୂର୍ୟ୍ଯ ଉଦୟ ହାଇେ ଅଧିକ ଉତ୍ତପ୍ତ କରେ। ସୂର୍ୟ୍ଯର ଉତ୍ତାପ ଚାରା ଗଛଟିକୁ ଶୁଖଇେ ଦିଏ। ଫୁଲ ଝଡ଼ି ଯାଏ। ସହେି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏବେ ତାହା ମୃତ ହେଲା। ଧନୀଲୋକର କଥା ମଧ୍ଯ ଠିକ୍ ସହେିଭଳି। ସେ ତାହାର ବ୍ଯବସାୟ ଲାଗି ଯୋଜନା କରୁଥିବା ବେଳେ ମରିୟିବ।

12 Blessed [is the] man who endures temptation; for, having been proved, he shall receive the crown of life, which He has promised to them that love him.ଯେଉଁ ବ୍ଯକ୍ତି ପରୀକ୍ଷିତ ହାଇେ ଦୃଢ଼ ରହି ପା ରେ, ସେ ଖୁସି ହବୋ କଥା। କାରଣ, ସେ ତାହାର ବିଶ୍ବାସକୁ ଦୃଢ଼ ବୋଲି ପ୍ରମାଣିତ କରି ସାରିଲା ପରେ, ପରମେଶ୍ବର ତାହାକୁ ଅନନ୍ତ ଜୀବନର ପୁରସ୍କାର ଦବେେ। ପରମେଶ୍ବରଙ୍କୁ ପ୍ ରମେ କରୁଥିବା ସବୁ ଲୋକଙ୍କୁ ପରମେଶ୍ବର ଏହି ପ୍ରତିଜ୍ଞା ଦଇେଛନ୍ତି।

13 Let no man, being tempted, say, I am tempted of God. For God cannot be tempted by evil things, and himself tempts no one.ଯେତବେେଳେ ଜଣେ ବ୍ଯକ୍ତି ପରୀକ୍ଷିତ ହୁଏ, ସେ କହିବା ଉଚିତ ନୁହେଁ ଯେ, ପରମେଶ୍ବର ମାେତେ ପରୀକ୍ଷା କରୁଛନ୍ତି। କାରଣ ମନ୍ଦତା ପରମେଶ୍ବରଙ୍କୁ ପରୀକ୍ଷା କରିପା ରେ ନାହିଁ। ଏବଂ ପରମେଶ୍ବର ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ।

14 But every one is tempted, drawn away, and enticed by his own lust;ପ୍ରେତ୍ୟକକ ବ୍ଯକ୍ତି ତା'ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରେଖ।

15 then lust, having conceived, gives birth to sin; but sin fully completed brings forth death.ଏହି ଇଚ୍ଛା ହିଁ ପାପକୁ ଜାତ କରେ। ଏହି ପାପ ବଢ଼ି ମୃତ୍ଯୁକୁ ଜନ୍ମ ଦିଏ।

16 Do not err, my beloved brethren.ମାେ ଭାଇ ଓ ଭଉଣୀମାନେ ! ଏହି ବିଷୟ ରେ କୌଣସି ପ୍ରକାର ମୂର୍ଖାମୀ ରେ ପଡ଼ ନାହିଁ।

17 Every good gift and every perfect gift comes down from above, from the Father of lights, with whom is no variation nor shadow of turning.ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।

18 According to his own will begat he us by the word of truth, that we should be a certain first-fruits of *his* creatures.ସତ୍ଯ ବାକ୍ଯ ଦ୍ବାରା ସେ ଆମ୍ଭକୁ ଜୀବନ ଦାନ ଦବୋ ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ଯରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ବପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।

19 So that, my beloved brethren, let every man be swift to hear, slow to speak, slow to wrath;ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।

20 for man's wrath does not work God's righteousness.କାରଣ ଜଣେ ମଣିଷର କୋରଧ ତାହାକୁ ପରମେଶ୍ବରଙ୍କ ଇଚ୍ଛାନୁମାଦେିତ ଧାର୍ମିକ ଜୀବନ କାଟିବାକୁ ସାହାୟ୍ଯ କରେ ନାହିଁ।

21 Wherefore, laying aside all filthiness and abounding of wickedness, accept with meekness the implanted word, which is able to save your souls.ତେଣୁ ତୁମ୍ଭମାନଙ୍କ ଜୀବନରୁ ପ୍ରେତ୍ୟକକ ମନ୍ଦ ବିଷୟ ଓ ମନ୍ଦ କର୍ମକୁ କାଢ଼ି ପକାଅ। ତୁମ୍ଭର ହୃଦୟ ରେ ବୁଣା ଯାଇଥିବା ପରମେଶ୍ବରଙ୍କ ଶିକ୍ଷାଗୁଡ଼ିକୁ ନମ୍ରତାର ସହିତ ଗ୍ରହଣ କର। ଏହି ଶିକ୍ଷା ତୁମ୍ଭର ଆତ୍ମାକୁ ରକ୍ଷା କରିପାରିବ।

22 But be ye doers of [the] word and not hearers only, beguiling yourselves.ପରମେଶ୍ବରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କବଳେ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ୟ୍ଯ ରେ ଦଖାଇବୋ ଦରକାର। କବଳେ ବସି ରହି ଶୁଣିବା ଦ୍ବାରା ତୁମ୍ଭେ ପ୍ରକୃତ ରେ ନିଜକୁ ଠକୁଛ।

23 For if any man be a hearer of [the] word and not a doer, *he* is like to a man considering his natural face in a mirror:ଯଦି ଜଣେ ପରମେଶ୍ବରଙ୍କ ଶିକ୍ଷାକୁ କବଳେ ଶୁଣେ ଓ କିଛି କରେ ନାହିଁ, ସେ ଲୋକ ଦର୍ପଣ ରେ ନିଜ ମୁହଁ ଦେଖିଲା ଭଳି ଅଟେ।

24 for he has considered himself and is gone away, and straightway he has forgotten what he was like.ସେ ଦର୍ପଣ ରେ ନିଜକୁ ଦେଖେ ଓ ଦୂ ରଇେ ଚାଲିଯାଏ ଓ ଶୀଘ୍ର ଭୁଲିଯାଏ ଯେ, ସେ କିପରି ଦିଶୁଥିଲା।

25 But *he* that fixes his view on [the] perfect law, that of liberty, and abides in [it], being not a forgetful hearer but a doer of [the] work, *he* shall be blessed in his doing.କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକା ରେ ପରମେଶ୍ବରଙ୍କ ସିଦ୍ଧ ବ୍ଯବସ୍ଥାକୁ ଅଧ୍ଯୟନ କରେ ଯାହା ମନୁଷ୍ଯମାନଙ୍କୁ ସ୍ବାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ଯୟନ କରୁଥାଏ। ସେ ପରମେଶ୍ବରଙ୍କ ଶିକ୍ଷାକୁ ଶୁଣେ ଓ ସହେି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା'ପରେ ସେ ପରମେଶ୍ବରଙ୍କ ସହେି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ବାରା ସେ ସୁଖୀ ହୁଏ।

26 If any one think himself to be religious, not bridling his tongue, but deceiving his heart, this man's religion is vain.ଜଣେ ଲୋକ ଭାବିପା ରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁ ସବୁ କଥା କହିବା ଉଚିତ ନୁହେଁ, ତାହା କହିବା ଦ୍ବାରା ସେ ନିଜକୁ ଠକେ। ତେଣୁ ତା'ର 'ଧର୍ମର କିଛି ମୂଲ୍ଯ ରହେ ନାହିଁ।

27 Pure and undefiled religion before God and the Father is this: to visit orphans and widows in their affliction, to keep oneself unspotted from the world.ପରମେଶ୍ବର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା : ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନବୋ ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ବର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।

Oriya Bible