Isaiah 9

fullscreen8 ମାରେସଦାପ୍ରଭୁ ଯାକୁବଙ୍କ ପାଖକୁ ଏକ ବାର୍ତ୍ତା ପ୍ ରରଣେ କଲେ। ସହେି ବାର୍ତ୍ତା ଇଶ୍ରାୟେଲ ବିରୁଦ୍ଧ ରେ କାର୍ୟ୍ଯ କରିବ।

fullscreen9 ତାହାପ ରେ ଇଫ୍ରଯିମର ପ୍ରେତ୍ୟକକ ଲୋକ ଓ ଏପରିକି ଶମରିଯାର ପ୍ରାଚୀନଗଣ ଜାଣିବେ ଯେ ପରମେଶ୍ବର ସମାନଙ୍କେୁ ଦଣ୍ଡ ଦେଲେ।

fullscreen10 ଏହି ଇଟାସବୁ ପଡ଼ିୟିବ, ମାତ୍ର ଆମ୍ଭମାନେେ ପୁନର୍ବାର ଶକ୍ତ ପଥର ରେ ତାହାକୁ ତିଆରି କରିବୁ। ଡ଼ିମ୍ବିରି ବୃକ୍ଷଗୁଡ଼ିକରେ କଟା ହେଲାପ ରେ ଆମ୍ଭମାନେେ ସଠାେ ରେ ଏରସ ବୃକ୍ଷ ଲଗାଇବୁ। ଆଉ ଏହି ନୂତନ ବୃକ୍ଷଗୁଡ଼ିକ ବିରାଟ ଓ ଶକ୍ତିଶାଳୀ ହବେ।'

fullscreen11 ତେଣୁ ସଦାପ୍ରଭୁ ଇଶ୍ରାୟେଲ ବିରୁଦ୍ଧ ରେ ଲଢ଼ିବାକୁ ଏକ ଗୋଷ୍ଠୀ ପ୍ରସ୍ତୁତ କରିବେ। ସଦାପ୍ରଭୁ ଉତ୍ସୀନର ବିପକ୍ଷଗଣଙ୍କୁ ତାଙ୍କ ବିରୁଦ୍ଧ ରେ ପଠାଇବେ।

fullscreen12 ତା'ପ ରେ ସଦାପ୍ରଭୁ ଅରାମୀଯମାନଙ୍କୁ ପୂର୍ବଦିଗରୁ ଓ ପଲେଷ୍ଟୀୟମାନଙ୍କୁ ପଶ୍ଚିମଦିଗରୁ ଅଣାଇବେ। ସହେି ଶତ୍ରୁଗଣ ଏକତ୍ରୀତ ଇଶ୍ରାୟେଲ ବାହିନୀକୁ ପରାଜିତ କରିବେ। ତଥାପି ସଦାପ୍ରଭୁ ଇଶ୍ରାୟେଲ ଉପ ରେ କୋରଧିତ ହବେେ ଓ ତା'ର ଲୋକମାନଙ୍କୁ ଦଣ୍ଡ ଦବୋକୁ ପ୍ରସ୍ତୁତ ରହିବେ।

fullscreen13 ପରମେଶ୍ବର ଦଣ୍ଡ ଦେଲେ ମଧ୍ଯ ସମାନେେ ପାପ କରିବାରୁ ନିବୃତ୍ତ ହବେ ନାହିଁ। ସମାନେେ ତାଙ୍କ ନିକଟକୁ ଫରେିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ।

fullscreen14 ତେଣୁ ସଦାପ୍ରଭୁ ଇଶ୍ରାୟେଲର ମସ୍ତକ ଓ ଲାଞ୍ଜ ଛଦନେ କରିବେ। ଆଉମଧ୍ଯ ତାଳବୃକ୍ଷର ଡ଼ାଳ ବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନ ରେ କାଟି ପକାଇବେ।

fullscreen15 ଏଠା ରେ ମସ୍ତକ ପ୍ରାଚୀନ ତଥା ସମ୍ଭ୍ରାନ୍ତମାନଙ୍କୁ ବୁଝାଉଛି ଓ ଲାଞ୍ଜ ମିଥ୍ଯାବାଦୀ ଭବିଷ୍ଯଦ୍ବକ୍ତାଙ୍କୁ ବୁଝାଉଛି।

fullscreen16 ପଥପ୍ରଦର୍ଶକଗଣ ଲୋକମାନଙ୍କୁ ଭୁଲ୍ ବାଟରେ ପରିଚାଳିତ କରନ୍ତି। ଆଉ ସମାନଙ୍କେୁ ଅନୁସରଣ କରୁଥିବା ବ୍ଯକ୍ତିଗଣ ବିନଷ୍ଟ ହବେ।

fullscreen17 ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖ ରେ ୟୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ୟୁବକ ମାନଙ୍କ ଉପ ରେ ସୁଖୀ ନୁହଁନ୍ତି। ଆଉମଧ୍ଯ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସମାନେେ ମିଥ୍ଯା କୁହନ୍ତି। ତେଣୁ ସଦାପ୍ରଭୁ ସମାନଙ୍କେ ଉପ ରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।

fullscreen18 ଭ୍ରଷ୍ଟାଚାର ଜ୍ବଳନ୍ତ ଅଗ୍ନିତୁଲ୍ଯ। ପ୍ରଥମେ ସେ ଅନାବନା ଘାସ ଓ କଣ୍ଟାବୃକ୍ଷକୁ ଜାଳି ଦିଏ। ତା'ପ ରେ ସେ ଅଗ୍ନି ବୃଦ୍ଧିପାଇ ବଡ଼ ବୁଦା ଓ ଅରଣ୍ଯକୁ ଜାଳିଦିଏ। ଶଷେ ରେ ସେ ଅଗ୍ନି ବିରାଟ ରୂପ ଧାରଣ କରେ ଓ ଘନ ମେଘତୁଲ୍ଯ ଧୂମ ହାଇେ ଉପରକୁ ଉେଠ।

fullscreen19 ସର୍ବଶକ୍ତିମାନ ସଦାପ୍ରଭୁ ଏତେ କ୍ରୋଧିତ ହୁଅନ୍ତି ଯେ ସମଗ୍ର ଦେଶ ଅଗ୍ନି ରେ ଦଗ୍ଧୀଭୂତ ହୁଏ ଓ ସମସ୍ତ ଲୋକ ଭସ୍ମିଭୂତ ହୁଅନ୍ତି। କୌଣସି ବ୍ଯକ୍ତି ତା'ର ଭାଇକୁ ସାହାୟ୍ଯ କରନ୍ତି ନାହିଁ।

fullscreen20 ଲୋକମାନେ ଦକ୍ଷିଣ ହସ୍ତ ରେ ଚଞ୍ଚଳ ଚଞ୍ଚଳ ଗିଳି ପକାଇବେ, ମାତ୍ର କ୍ଷୁଧିତ ହବେେ। ବାମ ହସ୍ତ ରେ ଯାହା ଭୋଜନ କରିବେ ସେଥି ରେ ତୃପ୍ତ ହବେେ ନାହିଁ। ତା'ପ ରେ ସମାନେେ ନିଜ ପିଲାମାନଙ୍କ ମାଂସ ଭକ୍ଷଣ କରିବେ।

8 The Lord sent a word into Jacob, and it hath lighted upon Israel.

9 And all the people shall know, even Ephraim and the inhabitant of Samaria, that say in the pride and stoutness of heart,

10 The bricks are fallen down, but we will build with hewn stones: the sycomores are cut down, but we will change them into cedars.

11 Therefore the Lord shall set up the adversaries of Rezin against him, and join his enemies together;

12 The Syrians before, and the Philistines behind; and they shall devour Israel with open mouth. For all this his anger is not turned away, but his hand is stretched out still.

13 For the people turneth not unto him that smiteth them, neither do they seek the Lord of hosts.

14 Therefore the Lord will cut off from Israel head and tail, branch and rush, in one day.

15 The ancient and honourable, he is the head; and the prophet that teacheth lies, he is the tail.

16 For the leaders of this people cause them to err; and they that are led of them are destroyed.

17 Therefore the Lord shall have no joy in their young men, neither shall have mercy on their fatherless and widows: for every one is an hypocrite and an evildoer, and every mouth speaketh folly. For all this his anger is not turned away, but his hand is stretched out still.

18 For wickedness burneth as the fire: it shall devour the briers and thorns, and shall kindle in the thickets of the forest, and they shall mount up like the lifting up of smoke.

19 Through the wrath of the Lord of hosts is the land darkened, and the people shall be as the fuel of the fire: no man shall spare his brother.

20 And he shall snatch on the right hand, and be hungry; and he shall eat on the left hand, and they shall not be satisfied: they shall eat every man the flesh of his own arm:

Isaiah 9 in Tamil and English

8 ମାରେସଦାପ୍ରଭୁ ଯାକୁବଙ୍କ ପାଖକୁ ଏକ ବାର୍ତ୍ତା ପ୍ ରରଣେ କଲେ। ସହେି ବାର୍ତ୍ତା ଇଶ୍ରାୟେଲ ବିରୁଦ୍ଧ ରେ କାର୍ୟ୍ଯ କରିବ।
The Lord sent a word into Jacob, and it hath lighted upon Israel.

9 ତାହାପ ରେ ଇଫ୍ରଯିମର ପ୍ରେତ୍ୟକକ ଲୋକ ଓ ଏପରିକି ଶମରିଯାର ପ୍ରାଚୀନଗଣ ଜାଣିବେ ଯେ ପରମେଶ୍ବର ସମାନଙ୍କେୁ ଦଣ୍ଡ ଦେଲେ।
And all the people shall know, even Ephraim and the inhabitant of Samaria, that say in the pride and stoutness of heart,

10 ଏହି ଇଟାସବୁ ପଡ଼ିୟିବ, ମାତ୍ର ଆମ୍ଭମାନେେ ପୁନର୍ବାର ଶକ୍ତ ପଥର ରେ ତାହାକୁ ତିଆରି କରିବୁ। ଡ଼ିମ୍ବିରି ବୃକ୍ଷଗୁଡ଼ିକରେ କଟା ହେଲାପ ରେ ଆମ୍ଭମାନେେ ସଠାେ ରେ ଏରସ ବୃକ୍ଷ ଲଗାଇବୁ। ଆଉ ଏହି ନୂତନ ବୃକ୍ଷଗୁଡ଼ିକ ବିରାଟ ଓ ଶକ୍ତିଶାଳୀ ହବେ।'
The bricks are fallen down, but we will build with hewn stones: the sycomores are cut down, but we will change them into cedars.

11 ତେଣୁ ସଦାପ୍ରଭୁ ଇଶ୍ରାୟେଲ ବିରୁଦ୍ଧ ରେ ଲଢ଼ିବାକୁ ଏକ ଗୋଷ୍ଠୀ ପ୍ରସ୍ତୁତ କରିବେ। ସଦାପ୍ରଭୁ ଉତ୍ସୀନର ବିପକ୍ଷଗଣଙ୍କୁ ତାଙ୍କ ବିରୁଦ୍ଧ ରେ ପଠାଇବେ।
Therefore the Lord shall set up the adversaries of Rezin against him, and join his enemies together;

12 ତା'ପ ରେ ସଦାପ୍ରଭୁ ଅରାମୀଯମାନଙ୍କୁ ପୂର୍ବଦିଗରୁ ଓ ପଲେଷ୍ଟୀୟମାନଙ୍କୁ ପଶ୍ଚିମଦିଗରୁ ଅଣାଇବେ। ସହେି ଶତ୍ରୁଗଣ ଏକତ୍ରୀତ ଇଶ୍ରାୟେଲ ବାହିନୀକୁ ପରାଜିତ କରିବେ। ତଥାପି ସଦାପ୍ରଭୁ ଇଶ୍ରାୟେଲ ଉପ ରେ କୋରଧିତ ହବେେ ଓ ତା'ର ଲୋକମାନଙ୍କୁ ଦଣ୍ଡ ଦବୋକୁ ପ୍ରସ୍ତୁତ ରହିବେ।
The Syrians before, and the Philistines behind; and they shall devour Israel with open mouth. For all this his anger is not turned away, but his hand is stretched out still.

13 ପରମେଶ୍ବର ଦଣ୍ଡ ଦେଲେ ମଧ୍ଯ ସମାନେେ ପାପ କରିବାରୁ ନିବୃତ୍ତ ହବେ ନାହିଁ। ସମାନେେ ତାଙ୍କ ନିକଟକୁ ଫରେିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ।
For the people turneth not unto him that smiteth them, neither do they seek the Lord of hosts.

14 ତେଣୁ ସଦାପ୍ରଭୁ ଇଶ୍ରାୟେଲର ମସ୍ତକ ଓ ଲାଞ୍ଜ ଛଦନେ କରିବେ। ଆଉମଧ୍ଯ ତାଳବୃକ୍ଷର ଡ଼ାଳ ବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନ ରେ କାଟି ପକାଇବେ।
Therefore the Lord will cut off from Israel head and tail, branch and rush, in one day.

15 ଏଠା ରେ ମସ୍ତକ ପ୍ରାଚୀନ ତଥା ସମ୍ଭ୍ରାନ୍ତମାନଙ୍କୁ ବୁଝାଉଛି ଓ ଲାଞ୍ଜ ମିଥ୍ଯାବାଦୀ ଭବିଷ୍ଯଦ୍ବକ୍ତାଙ୍କୁ ବୁଝାଉଛି।
The ancient and honourable, he is the head; and the prophet that teacheth lies, he is the tail.

16 ପଥପ୍ରଦର୍ଶକଗଣ ଲୋକମାନଙ୍କୁ ଭୁଲ୍ ବାଟରେ ପରିଚାଳିତ କରନ୍ତି। ଆଉ ସମାନଙ୍କେୁ ଅନୁସରଣ କରୁଥିବା ବ୍ଯକ୍ତିଗଣ ବିନଷ୍ଟ ହବେ।
For the leaders of this people cause them to err; and they that are led of them are destroyed.

17 ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖ ରେ ୟୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ୟୁବକ ମାନଙ୍କ ଉପ ରେ ସୁଖୀ ନୁହଁନ୍ତି। ଆଉମଧ୍ଯ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସମାନେେ ମିଥ୍ଯା କୁହନ୍ତି। ତେଣୁ ସଦାପ୍ରଭୁ ସମାନଙ୍କେ ଉପ ରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।
Therefore the Lord shall have no joy in their young men, neither shall have mercy on their fatherless and widows: for every one is an hypocrite and an evildoer, and every mouth speaketh folly. For all this his anger is not turned away, but his hand is stretched out still.

18 ଭ୍ରଷ୍ଟାଚାର ଜ୍ବଳନ୍ତ ଅଗ୍ନିତୁଲ୍ଯ। ପ୍ରଥମେ ସେ ଅନାବନା ଘାସ ଓ କଣ୍ଟାବୃକ୍ଷକୁ ଜାଳି ଦିଏ। ତା'ପ ରେ ସେ ଅଗ୍ନି ବୃଦ୍ଧିପାଇ ବଡ଼ ବୁଦା ଓ ଅରଣ୍ଯକୁ ଜାଳିଦିଏ। ଶଷେ ରେ ସେ ଅଗ୍ନି ବିରାଟ ରୂପ ଧାରଣ କରେ ଓ ଘନ ମେଘତୁଲ୍ଯ ଧୂମ ହାଇେ ଉପରକୁ ଉେଠ।
For wickedness burneth as the fire: it shall devour the briers and thorns, and shall kindle in the thickets of the forest, and they shall mount up like the lifting up of smoke.

19 ସର୍ବଶକ୍ତିମାନ ସଦାପ୍ରଭୁ ଏତେ କ୍ରୋଧିତ ହୁଅନ୍ତି ଯେ ସମଗ୍ର ଦେଶ ଅଗ୍ନି ରେ ଦଗ୍ଧୀଭୂତ ହୁଏ ଓ ସମସ୍ତ ଲୋକ ଭସ୍ମିଭୂତ ହୁଅନ୍ତି। କୌଣସି ବ୍ଯକ୍ତି ତା'ର ଭାଇକୁ ସାହାୟ୍ଯ କରନ୍ତି ନାହିଁ।
Through the wrath of the Lord of hosts is the land darkened, and the people shall be as the fuel of the fire: no man shall spare his brother.

20 ଲୋକମାନେ ଦକ୍ଷିଣ ହସ୍ତ ରେ ଚଞ୍ଚଳ ଚଞ୍ଚଳ ଗିଳି ପକାଇବେ, ମାତ୍ର କ୍ଷୁଧିତ ହବେେ। ବାମ ହସ୍ତ ରେ ଯାହା ଭୋଜନ କରିବେ ସେଥି ରେ ତୃପ୍ତ ହବେେ ନାହିଁ। ତା'ପ ରେ ସମାନେେ ନିଜ ପିଲାମାନଙ୍କ ମାଂସ ଭକ୍ଷଣ କରିବେ।
And he shall snatch on the right hand, and be hungry; and he shall eat on the left hand, and they shall not be satisfied: they shall eat every man the flesh of his own arm: