Bible

Isaiah 7 - WEB (Oriya)

1 It happened in the days of Ahaz the son of Jotham, the son of Uzziah, king of Judah, that Rezin the king of Syria, and Pekah the son of Remaliah, king of Israel, went up to Jerusalem to war against it, but could not prevail against it.ସଯାଥମଙ୍କ ପୁତ୍ର ଆହସ, ଉଷିୟଙ୍କ ପୁତ୍ରସଯାଥମ, ଅରାମର ରାଜା ଉତ୍ସୀନ ଓ ପଲକହ ଇଶ୍ରାଲୟଲର ରାଜା ରମଲୀଯଙ୍କର ପୁତ୍ର ଥିଲଲ। ଯିହୁଦାସର ଆହସ ରାଜତ୍ବ କରୁଥିବା ସମୟଲର ଉତ୍ସୀନ ଓ ପଲକହ ତାଙ୍କ ସହିତ ସଂଗ୍ରାମ କରିବାକୁ ୟିରୁଶାଲମକୁ ୟାଇଥିଲଲ। ମାତ୍ରସସମାଲନସସହି ନଗରୀକୁ ପରାସ୍ତ କରିପାରିଲଲ ନାହିଁ।

2 It was told the house of David, saying, "Syria is allied with Ephraim." His heart trembled, and the heart of his people, as the trees of the forest tremble with the wind.ଅନନ୍ତର ଦାଉଦ ବଂଶକୁ ଏକ ବାର୍ତ୍ତା ପଠାଗଲା।ସସହି ବାର୍ତ୍ତାଟିସହଲା, "ଅରାମ ଓ ଇଶ୍ରାଲୟଲ ସୈନ୍ଯମାଲନ ଏକତ୍ରୀତସହାଇଛନ୍ତି ଏବଂସସମାଲନ ଏକତ୍ର ଶିବିର ସ୍ଥାପନ କରିଛନ୍ତି।

3 Then Yahweh said to Isaiah, "Go out now to meet Ahaz, you, and Shearjashub your son, at the end of the conduit of the upper pool, on the highway of the fuller's field.ତା'ପସର ସଦାପ୍ରଭୁ ଯିଶାଇୟଙ୍କୁ କହିଲଲ, ତୁମ୍ଲଭ ଓ ତୁମ୍ଭର ପୁତ୍ର ଶାର-ୟାଶୂବ ୟିବ ଓ ଆହସଙ୍କ ସହିତ ଆଲୋଚନା କରିବ। ରଜକ କ୍ଷଲତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀସର ନାଳ ମୁଣ୍ଡସର ଆହସଙ୍କୁ ଭଲଟିବ।

4 Tell him, 'Be careful, and keep calm. Don't be afraid, neither let your heart be faint because of these two tails of smoking firebrands, for the fierce anger of Rezin and Syria, and of the son of Remaliah. ଆହସଙ୍କୁ କୁହ, ସାବଧାନ ଓ ସୁସ୍ଥିର ହୁଅ। ଭୟଭୀତ ହୁଅ ନାହିଁ।ସସହି ଦୁଇବ୍ଯକ୍ତି ଉତ୍ସୀନ ଓ ରମଲିଯର ପୁତ୍ରକୁ ଭୟ କରନାହିଁ।ସସ ଦୁଇଜଣ ଦୁଇଟି ନିଆଁଖୁଣ୍ଟା ସଦୃଶ। ଅତୀତସରସସମାଲନ ଜ୍ବଳନ୍ତ ଅଗ୍ନି ସଦୃଶ ଥିଲଲ। ମାତ୍ର ବର୍ତ୍ତମାନସସମାଲନ କଲବଳ ଧୂମ ସଦୃଶ। ଉତ୍ସୀନ, ଅରାମ ଓ ରମଲିଯର ପୁତ୍ରରସକାରଧକୁ ଭୟ କର ନାହିଁ।

5 Because Syria, Ephraim, and the son of Remaliah, have plotted evil against you, saying,ଅରାମ, ଇଫ୍ରଯିମ ଏବଂ ରମଲୀଯଙ୍କର ପୁତ୍ର ଏକତ୍ରସହାଇ ତୁମ୍ଭ ବିରୁଦ୍ଧସର ଷଡୟନ୍ତ୍ର କରୁଛନ୍ତି।ସସମାଲନ କହିଲଲ,

6 "Let's go up against Judah, and tear it apart, and let's divide it among ourselves, and set up a king in the midst of it, even the son of Tabeel."ଆମ୍ଲଭମାଲନ ୟାଇ ଯିହୁଦା ବିରୁଦ୍ଧସର ଲଢ଼ିବା। ଆମ୍ଭମାନଙ୍କ ପାଇଁ ଯିହୁଦାକୁ ଭାଗ ଭାଗ କରିବା। ଆମ୍ଲଭମାଲନ ଟାବଲଲର ପୁତ୍ରକୁ ଯିହୁଦାର ନୂଆ ରାଜାରୂଲପ ସ୍ଥାପନ କରିବା।

7 This is what the Lord Yahweh says: "It shall not stand, neither shall it happen."ସମାରପ୍ରଭୁ ସଦାପ୍ରଭୁ କୁହନ୍ତି, ତାଙ୍କର କୁମନ୍ତ୍ରଣା ସଫଳସହବ ନାହିଁ। କାରଣ ଏହା ଆଦୌ ଘଟିବ ନାହିଁ।

8 For the head of Syria is Damascus, and the head of Damascus is Rezin; and within sixty-five years Ephraim shall be broken in pieces, so that it shall not be a people;ସଯଲତଲବଲଳ ଉତ୍ସୀନ ଦମ୍ମଲଶକର ରାଜାସହଲବ ଏହା ଘଟିବ ନାହିଁ। କାରଣ ପଞ୍ଚଷଠି ବର୍ଷ ମଧିଅଲର ଇଫ୍ରଯିମ ଇଶ୍ରାଲୟଲ ଏପରି ଖଣ୍ଡ ବିଖଣ୍ଡିତସହବସଯ ତାହା ଏକସଗାଷ୍ଠୀସହାଇ ରହିବ ନାହିଁ।

9 and the head of Ephraim is Samaria, and the head of Samaria is Remaliah's son. If you will not believe, surely you shall not be established.'"ଶମରିଯାସଯଲତଲବଲଳ ଇଫ୍ରଯିମର ରାଜଧାନୀ ଓ ରମଲୀଯର ପୁତ୍ର ଶମରିଯାର ରାଜାସସଲତଲବଲଳସସମାନଙ୍କର କୁମନ୍ତ୍ରଣା ସଫଳସହବ ନାହିଁ। ତୁମ୍ଲଭ ଯଦି ଦୃଢ଼ ଭାବଲର ରହିପାରିବ ନାହିଁ, ତୁମ୍ଲଭ ଅଗ୍ରସରସହାଇପାରିବ ନାହିଁ।

10 Yahweh spoke again to Ahaz, saying,ତା'ପସର ସଦାପ୍ରଭୁ ଆହସଙ୍କୁ କହି ଚାଲିଲଲ।

11 "Ask a sign of Yahweh your God; ask it either in the depth, or in the height above."ସସ କହିଲଲ, ଏ ଗୁଡ଼ିକ ସତ୍ଯସବାଲି ତୁମ୍ଲଭ ନିଜକୁ ପ୍ରମାଣ କରିବାକୁ ଏକ ଚିହ୍ନ ମାଗ।ସସହି ଚିହ୍ନ ଅଧୋଲଲାକରୁସହଉ କିମ୍ବା ଉର୍ଦ୍ଧଲଲାକରୁସହଉ ସଦାପ୍ରଭୁଙ୍କୁସସହି ଚିହ୍ନ ମାଗ।'

12 But Ahaz said, "I will not ask, neither will I tempt Yahweh."ମାତ୍ର ଆହସ କହିଲଲ, ମୁଁ ପ୍ରମାଣ ସ୍ବରୂପ ଚିହ୍ନ ମାଗିବି ନାହିଁ। କାରଣ ମୁଁ ସଦାପ୍ରଭୁଙ୍କୁ ପରୀକ୍ଷା କରିବାକୁ ଚାସହଁ ନାହିଁ।'

13 He said, "Listen now, house of David: Is it not enough for you to try the patience of men, that you will try the patience of my God also?ତା'ପସର ଯିଶାଇୟ କହିଲଲ, ସହ ଦାଉଦଙ୍କର ବଂଶ! ସାବଧାନସହାଇ ଶୁଣ। ତୁମ୍ଲଭମାଲନ ତୁଚ୍ଛମାନବର ର୍ଧୈୟ୍ଯକୁ ପରୀକ୍ଷା କରିଛସବାଲିସମାର ପ୍ରଭୁ ପରଲମଶ୍ବରଙ୍କ ର୍ଧୈୟ୍ଯକୁ ପରୀକ୍ଷା କରିପାରିବ ନାହିଁ।

14 Therefore the Lord himself will give you a sign. Behold, the virgin will conceive, and bear a son, and shall call his name Immanuel.{"Immanuel" means "God with us."}ମାତ୍ରସମାର ପ୍ରଭୁ ପରଲମଶ୍ବର ଏକ ଚିହ୍ନସଦଖାଇଲବ।

15 He shall eat butter and honey when he knows to refuse the evil, and choose the good.ଇମ୍ମାନୁଯଲଲ ଲହୁଣୀ ଓ ମହୁ ଖାଇବ।ସତଣୁସସ ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ତ୍ଯାଗ କରିବା ଜାଣିବ।

16 For before the child knows to refuse the evil, and choose the good, the land whose two kings you abhor shall be forsaken.ବାଳକଟି ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ଅଗ୍ରାହ୍ଯ କରିବା ଜାଣିବା ପୂର୍ବରୁ ତୁମ୍ଲଭମାଲନ ଇଫ୍ରଯିମକୁ ଓ ଅରାମକୁ ତ୍ଯାଗ କରିବା।

17 Yahweh will bring on you, on your people, and on your father's house, days that have not come, from the day that Ephraim departed from Judah; even the king of Assyria.ମାତ୍ର ତୁମ୍ଲଭମାଲନ ସଦାପ୍ରଭୁଙ୍କୁ ଭୟ କରିବ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଏକ ଦୁଃଖ ସମୟ ଆଣିଲବ।ସସହି ଦୁଃସମୟ ତୁମ୍ଭସଲାକମାନଙ୍କ ପାଇଁ ଆସିବ ଓ ତୁମ୍ଭ ପିତୃବଂଶ ପାଇଁ ଆସିବ। ପରଲମଶ୍ବର କ'ଣ କରିଲବ ?ସସ ଅଶୂରର ରାଜାଙ୍କୁ ତୁମ୍ଭ ବିରୁଦ୍ଧସର ଲଢ଼ିବାକୁ ଆଣିଲବ।

18 It will happen in that day that Yahweh will whistle for the fly that is in the uttermost part of the rivers of Egypt, and for the bee that is in the land of Assyria.ସସହି ସମୟଲର ସଦାପ୍ରଭୁ ମକ୍ଷିକାକୁ ଆହ୍ବାନସଦଲବ।ସସହି ମକ୍ଷିକା ମିଶରସର ନଦୀ ନିକଟଲର ଅଛି। ବର୍ତ୍ତମାନ ମଧୁମକ୍ଷିକା ଅଶୂରସଦଶସର ଅଛନ୍ତି ଏହି ଶତ୍ରୁଗଣ ତୁମ୍ଭ ରାଜ୍ଯକୁ ଆସିଲବ।

19 They shall come, and shall all rest in the desolate valleys, in the clefts of the rocks, on all thorn-hedges, and on all pastures.ସସହି ଶତ୍ରୁଗଣ ଗହ୍ବରମାନଙ୍କର, ପର୍ବତର ଗୁମ୍ଫାମାନଙ୍କସର କଣ୍ଟାବୁଦାମାନଙ୍କସର ଓ ଚରାଭୂମି ମାନଙ୍କସର ବାସ କରିଲବ।

20 In that day the Lord will shave with a razor that is hired in the parts beyond the River, even with the king of Assyria, the head and the hair of the feet; and it shall also consume the beard.ସଦାପ୍ରଭୁ ଯିହୁଦାକୁ ଦଣ୍ଡସଦବାକୁ ଅଶୂରକୁ ବ୍ଯବହାର କରିଲବ। ଅଶୂର ଭଡ଼ାଟିଆ ଏବଂ କ୍ଷୁର ସଦୃଶ ବ୍ଯବହୃତସହବ। ଯିହୁଦାର ମସ୍ତକ ଓ ପଦକୁ କ୍ଷୌର ସଦାପ୍ରଭୁଙ୍କ ଦ୍ବାରାସହବ। ସଦାପ୍ରଭୁ ଯିହୁଦାର ଦାଢ଼ି କ୍ଷୌର କରିଲବ।

21 It shall happen in that day that a man shall keep alive a young cow, and two sheep;ସସହି ସମୟଲରସକହି ଜଲଣ ବ୍ଯକ୍ତିସଗାଟିଏ ଗାଈ ଓ ଦୁଇସଗାଟିସମଷ ପାଳିବଲ।

22 and it shall happen, that because of the abundance of milk which they shall give he shall eat butter: for everyone will eat butter and honey that is left in the midst of the land.ସସହି ଗାଈର ପ୍ରଚୁର ଦୁଗ୍ଧସରସସ ଦଧି ଖାଇବଲ ଓସସସଦଶର ପ୍ରଲତ୍ୟକକସଲାକ ଦଧି ଓ ମଧୁ ଭକ୍ଷଣ କରିଲବ।

23 It will happen in that day that every place where there were a thousand vines at a thousand silver shekels, shall be for briers and thorns.ସସହି ଭୂମିଲର କ୍ଷଲତମାନଙ୍କସର ଏକ ହଜାର ଦ୍ରାକ୍ଷାଲତାସହବ। ପ୍ରଲତ୍ୟକକ ଦ୍ରାକ୍ଷାଲତାର ମୂଲ୍ଯ 1,000ସର ୗପ୍ୟ ମୁଦ୍ରାସହବ। ମାତ୍ରସସହି କ୍ଷଲତ ଅନାବନା ଘାସ ଓ କଣ୍ଟକ ପୂର୍ଣ୍ଣସହବ।

24 People will go there with arrows and with bow, because all the land will be briers and thorns.ସସହି ଭୂମି ବଣସହାଇଯିବ ଏବଂ ତାହା କଲବଳ ଶିକାରସଯାଗ୍ଯସହବ।

25 All the hills that were cultivated with the hoe, you shall not come there for fear of briers and thorns; but it shall be for the sending forth of oxen, and for the treading of sheep."ଦିନ ଥିଲାସଲାକମାଲନସସଠାସର କାର୍ୟ୍ଯରତ ରହୁଥିଲଲ ଓ ପାହାଡ଼ ଉପସର ଖାଦ୍ୟ ଉତ୍ପାଦନ କରୁଥିଲଲ। ମାତ୍ରସସଦିନସଲାକମାଲନ ଆଉସସଠାକୁ ଯିଲବ ନାହିଁ।ସସହି ସ୍ଥାନ ଅନାବନା ଘାସ ଓ କଣ୍ଟକଲର ପୂର୍ଣ୍ଣସହବ। କଲବଳ ମଲଣ୍ଢା ଓସଗାରୁପଲମାନଙ୍କରସସ ଚରାଭୂଇଁସହବ।'

Oriya Bible