Bible

Isaiah 7 - DBY (Oriya)

1 And it came to pass in the days of Ahaz, the son of Jotham, the son of Uzziah, king of Judah, [that] Rezin the king of Syria, and Pekah the son of Remaliah, king of Israel, came up to Jerusalem to make war against it, but they were not able to fight against it.ସଯାଥମଙ୍କ ପୁତ୍ର ଆହସ, ଉଷିୟଙ୍କ ପୁତ୍ରସଯାଥମ, ଅରାମର ରାଜା ଉତ୍ସୀନ ଓ ପଲକହ ଇଶ୍ରାଲୟଲର ରାଜା ରମଲୀଯଙ୍କର ପୁତ୍ର ଥିଲଲ। ଯିହୁଦାସର ଆହସ ରାଜତ୍ବ କରୁଥିବା ସମୟଲର ଉତ୍ସୀନ ଓ ପଲକହ ତାଙ୍କ ସହିତ ସଂଗ୍ରାମ କରିବାକୁ ୟିରୁଶାଲମକୁ ୟାଇଥିଲଲ। ମାତ୍ରସସମାଲନସସହି ନଗରୀକୁ ପରାସ୍ତ କରିପାରିଲଲ ନାହିଁ।

2 And it was told the house of David saying, Syria is allied with Ephraim. Then his heart and the heart of his people shook, as the trees of the forest are shaken with the wind.ଅନନ୍ତର ଦାଉଦ ବଂଶକୁ ଏକ ବାର୍ତ୍ତା ପଠାଗଲା।ସସହି ବାର୍ତ୍ତାଟିସହଲା, "ଅରାମ ଓ ଇଶ୍ରାଲୟଲ ସୈନ୍ଯମାଲନ ଏକତ୍ରୀତସହାଇଛନ୍ତି ଏବଂସସମାଲନ ଏକତ୍ର ଶିବିର ସ୍ଥାପନ କରିଛନ୍ତି।

3 And Jehovah said to Isaiah, Go out now to meet Ahaz, thou and thy son Shear-jashub, at the end of the aqueduct of the upper pool, on the highway of the fuller's field;ତା'ପସର ସଦାପ୍ରଭୁ ଯିଶାଇୟଙ୍କୁ କହିଲଲ, ତୁମ୍ଲଭ ଓ ତୁମ୍ଭର ପୁତ୍ର ଶାର-ୟାଶୂବ ୟିବ ଓ ଆହସଙ୍କ ସହିତ ଆଲୋଚନା କରିବ। ରଜକ କ୍ଷଲତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀସର ନାଳ ମୁଣ୍ଡସର ଆହସଙ୍କୁ ଭଲଟିବ।

4 and thou shalt say unto him, Take heed and be quiet; fear not, and let not thy heart faint before these two ends of smoking firebrands, because of the fierce anger of Rezin and Syria, and of the son of Remaliah. ଆହସଙ୍କୁ କୁହ, ସାବଧାନ ଓ ସୁସ୍ଥିର ହୁଅ। ଭୟଭୀତ ହୁଅ ନାହିଁ।ସସହି ଦୁଇବ୍ଯକ୍ତି ଉତ୍ସୀନ ଓ ରମଲିଯର ପୁତ୍ରକୁ ଭୟ କରନାହିଁ।ସସ ଦୁଇଜଣ ଦୁଇଟି ନିଆଁଖୁଣ୍ଟା ସଦୃଶ। ଅତୀତସରସସମାଲନ ଜ୍ବଳନ୍ତ ଅଗ୍ନି ସଦୃଶ ଥିଲଲ। ମାତ୍ର ବର୍ତ୍ତମାନସସମାଲନ କଲବଳ ଧୂମ ସଦୃଶ। ଉତ୍ସୀନ, ଅରାମ ଓ ରମଲିଯର ପୁତ୍ରରସକାରଧକୁ ଭୟ କର ନାହିଁ।

5 Inasmuch as Syria hath taken evil counsel against thee, Ephraim [also] and the son of Remaliah, saying,ଅରାମ, ଇଫ୍ରଯିମ ଏବଂ ରମଲୀଯଙ୍କର ପୁତ୍ର ଏକତ୍ରସହାଇ ତୁମ୍ଭ ବିରୁଦ୍ଧସର ଷଡୟନ୍ତ୍ର କରୁଛନ୍ତି।ସସମାଲନ କହିଲଲ,

6 Let us go up against Judah, and harass it, and make a breach therein for us, and set up a king therein -- the son of Tabeal;ଆମ୍ଲଭମାଲନ ୟାଇ ଯିହୁଦା ବିରୁଦ୍ଧସର ଲଢ଼ିବା। ଆମ୍ଭମାନଙ୍କ ପାଇଁ ଯିହୁଦାକୁ ଭାଗ ଭାଗ କରିବା। ଆମ୍ଲଭମାଲନ ଟାବଲଲର ପୁତ୍ରକୁ ଯିହୁଦାର ନୂଆ ରାଜାରୂଲପ ସ୍ଥାପନ କରିବା।

7 thus saith the Lord Jehovah: It shall not stand, nor come to pass;ସମାରପ୍ରଭୁ ସଦାପ୍ରଭୁ କୁହନ୍ତି, ତାଙ୍କର କୁମନ୍ତ୍ରଣା ସଫଳସହବ ନାହିଁ। କାରଣ ଏହା ଆଦୌ ଘଟିବ ନାହିଁ।

8 for the head of Syria is Damascus, and the head of Damascus is Rezin; and within sixty-five years shall Ephraim be broken, so as to be no [more a] people;ସଯଲତଲବଲଳ ଉତ୍ସୀନ ଦମ୍ମଲଶକର ରାଜାସହଲବ ଏହା ଘଟିବ ନାହିଁ। କାରଣ ପଞ୍ଚଷଠି ବର୍ଷ ମଧିଅଲର ଇଫ୍ରଯିମ ଇଶ୍ରାଲୟଲ ଏପରି ଖଣ୍ଡ ବିଖଣ୍ଡିତସହବସଯ ତାହା ଏକସଗାଷ୍ଠୀସହାଇ ରହିବ ନାହିଁ।

9 and the head of Ephraim is Samaria, and the head of Samaria is Remaliah's son. If ye believe not, surely ye shall not be established.ଶମରିଯାସଯଲତଲବଲଳ ଇଫ୍ରଯିମର ରାଜଧାନୀ ଓ ରମଲୀଯର ପୁତ୍ର ଶମରିଯାର ରାଜାସସଲତଲବଲଳସସମାନଙ୍କର କୁମନ୍ତ୍ରଣା ସଫଳସହବ ନାହିଁ। ତୁମ୍ଲଭ ଯଦି ଦୃଢ଼ ଭାବଲର ରହିପାରିବ ନାହିଁ, ତୁମ୍ଲଭ ଅଗ୍ରସରସହାଇପାରିବ ନାହିଁ।

10 And Jehovah spoke again to Ahaz, saying,ତା'ପସର ସଦାପ୍ରଭୁ ଆହସଙ୍କୁ କହି ଚାଲିଲଲ।

11 Ask for thee a sign from Jehovah thy God; ask for it in the deep, or in the height above.ସସ କହିଲଲ, ଏ ଗୁଡ଼ିକ ସତ୍ଯସବାଲି ତୁମ୍ଲଭ ନିଜକୁ ପ୍ରମାଣ କରିବାକୁ ଏକ ଚିହ୍ନ ମାଗ।ସସହି ଚିହ୍ନ ଅଧୋଲଲାକରୁସହଉ କିମ୍ବା ଉର୍ଦ୍ଧଲଲାକରୁସହଉ ସଦାପ୍ରଭୁଙ୍କୁସସହି ଚିହ୍ନ ମାଗ।'

12 And Ahaz said, I will not ask, and will not tempt Jehovah.ମାତ୍ର ଆହସ କହିଲଲ, ମୁଁ ପ୍ରମାଣ ସ୍ବରୂପ ଚିହ୍ନ ମାଗିବି ନାହିଁ। କାରଣ ମୁଁ ସଦାପ୍ରଭୁଙ୍କୁ ପରୀକ୍ଷା କରିବାକୁ ଚାସହଁ ନାହିଁ।'

13 And he said, Hear then, house of David: Is it a small matter for you to weary men, that ye weary also my God?ତା'ପସର ଯିଶାଇୟ କହିଲଲ, ସହ ଦାଉଦଙ୍କର ବଂଶ! ସାବଧାନସହାଇ ଶୁଣ। ତୁମ୍ଲଭମାଲନ ତୁଚ୍ଛମାନବର ର୍ଧୈୟ୍ଯକୁ ପରୀକ୍ଷା କରିଛସବାଲିସମାର ପ୍ରଭୁ ପରଲମଶ୍ବରଙ୍କ ର୍ଧୈୟ୍ଯକୁ ପରୀକ୍ଷା କରିପାରିବ ନାହିଁ।

14 Therefore will the Lord himself give you a sign: Behold, the virgin shall conceive and shall bring forth a son, and call his name Immanuel.ମାତ୍ରସମାର ପ୍ରଭୁ ପରଲମଶ୍ବର ଏକ ଚିହ୍ନସଦଖାଇଲବ।

15 Butter and honey shall he eat, that he may know to refuse the evil, and to choose the good.ଇମ୍ମାନୁଯଲଲ ଲହୁଣୀ ଓ ମହୁ ଖାଇବ।ସତଣୁସସ ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ତ୍ଯାଗ କରିବା ଜାଣିବ।

16 For before the child knoweth to refuse the evil and to choose the good, the land whose two kings thou fearest shall be forsaken.ବାଳକଟି ଭଲକୁ ଗ୍ରହଣ କରିବା ଓ ମନ୍ଦକୁ ଅଗ୍ରାହ୍ଯ କରିବା ଜାଣିବା ପୂର୍ବରୁ ତୁମ୍ଲଭମାଲନ ଇଫ୍ରଯିମକୁ ଓ ଅରାମକୁ ତ୍ଯାଗ କରିବା।

17 Jehovah will bring upon thee, and upon thy people, and upon thy father's house, days which have not come since the day when Ephraim turned away from Judah -- [even] the king of Assyria.ମାତ୍ର ତୁମ୍ଲଭମାଲନ ସଦାପ୍ରଭୁଙ୍କୁ ଭୟ କରିବ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଏକ ଦୁଃଖ ସମୟ ଆଣିଲବ।ସସହି ଦୁଃସମୟ ତୁମ୍ଭସଲାକମାନଙ୍କ ପାଇଁ ଆସିବ ଓ ତୁମ୍ଭ ପିତୃବଂଶ ପାଇଁ ଆସିବ। ପରଲମଶ୍ବର କ'ଣ କରିଲବ ?ସସ ଅଶୂରର ରାଜାଙ୍କୁ ତୁମ୍ଭ ବିରୁଦ୍ଧସର ଲଢ଼ିବାକୁ ଆଣିଲବ।

18 And it shall come to pass in that day, that Jehovah will hiss for the fly which is at the extremity of the streams of Egypt, and for the bee which is in the land of Assyria;ସସହି ସମୟଲର ସଦାପ୍ରଭୁ ମକ୍ଷିକାକୁ ଆହ୍ବାନସଦଲବ।ସସହି ମକ୍ଷିକା ମିଶରସର ନଦୀ ନିକଟଲର ଅଛି। ବର୍ତ୍ତମାନ ମଧୁମକ୍ଷିକା ଅଶୂରସଦଶସର ଅଛନ୍ତି ଏହି ଶତ୍ରୁଗଣ ତୁମ୍ଭ ରାଜ୍ଯକୁ ଆସିଲବ।

19 and they shall come and settle all of them in the desolate valleys, and in the holes of the rocks, and on all thorn-bushes, and on all the pastures.ସସହି ଶତ୍ରୁଗଣ ଗହ୍ବରମାନଙ୍କର, ପର୍ବତର ଗୁମ୍ଫାମାନଙ୍କସର କଣ୍ଟାବୁଦାମାନଙ୍କସର ଓ ଚରାଭୂମି ମାନଙ୍କସର ବାସ କରିଲବ।

20 In that day will the Lord, with a razor which is hired beyond the river, with the king of Assyria, shave the head and the hair of the feet, yea, the beard also will it take away.ସଦାପ୍ରଭୁ ଯିହୁଦାକୁ ଦଣ୍ଡସଦବାକୁ ଅଶୂରକୁ ବ୍ଯବହାର କରିଲବ। ଅଶୂର ଭଡ଼ାଟିଆ ଏବଂ କ୍ଷୁର ସଦୃଶ ବ୍ଯବହୃତସହବ। ଯିହୁଦାର ମସ୍ତକ ଓ ପଦକୁ କ୍ଷୌର ସଦାପ୍ରଭୁଙ୍କ ଦ୍ବାରାସହବ। ସଦାପ୍ରଭୁ ଯିହୁଦାର ଦାଢ଼ି କ୍ଷୌର କରିଲବ।

21 And it shall come to pass in that day, [that] a man shall nourish a young cow and two sheep,ସସହି ସମୟଲରସକହି ଜଲଣ ବ୍ଯକ୍ତିସଗାଟିଏ ଗାଈ ଓ ଦୁଇସଗାଟିସମଷ ପାଳିବଲ।

22 and it shall come to pass, from the abundance of milk they shall give, [that] he shall eat butter; for every one that remaineth in the midst of the land shall eat butter and honey.ସସହି ଗାଈର ପ୍ରଚୁର ଦୁଗ୍ଧସରସସ ଦଧି ଖାଇବଲ ଓସସସଦଶର ପ୍ରଲତ୍ୟକକସଲାକ ଦଧି ଓ ମଧୁ ଭକ୍ଷଣ କରିଲବ।

23 And it shall come to pass in that day, [that] every place, where there were a thousand vines at a thousand silver pieces, shall become briars and thorns:ସସହି ଭୂମିଲର କ୍ଷଲତମାନଙ୍କସର ଏକ ହଜାର ଦ୍ରାକ୍ଷାଲତାସହବ। ପ୍ରଲତ୍ୟକକ ଦ୍ରାକ୍ଷାଲତାର ମୂଲ୍ଯ 1,000ସର ୗପ୍ୟ ମୁଦ୍ରାସହବ। ମାତ୍ରସସହି କ୍ଷଲତ ଅନାବନା ଘାସ ଓ କଣ୍ଟକ ପୂର୍ଣ୍ଣସହବ।

24 with arrows and with the bow shall they come thither, for the whole land shall become briars and thorns.ସସହି ଭୂମି ବଣସହାଇଯିବ ଏବଂ ତାହା କଲବଳ ଶିକାରସଯାଗ୍ଯସହବ।

25 And all mountains that have been dug up with the hoe -- thither will they not come, from fear of briars and thorns; and they shall be for the sending forth of oxen, and for the treading of small cattle.ଦିନ ଥିଲାସଲାକମାଲନସସଠାସର କାର୍ୟ୍ଯରତ ରହୁଥିଲଲ ଓ ପାହାଡ଼ ଉପସର ଖାଦ୍ୟ ଉତ୍ପାଦନ କରୁଥିଲଲ। ମାତ୍ରସସଦିନସଲାକମାଲନ ଆଉସସଠାକୁ ଯିଲବ ନାହିଁ।ସସହି ସ୍ଥାନ ଅନାବନା ଘାସ ଓ କଣ୍ଟକଲର ପୂର୍ଣ୍ଣସହବ। କଲବଳ ମଲଣ୍ଢା ଓସଗାରୁପଲମାନଙ୍କରସସ ଚରାଭୂଇଁସହବ।'

Oriya Bible