Isaiah 65:6 ଦେଖ, ଆମ୍ଭ ସମ୍ମୁଖ ରେ ଏହା ଲିଖିତ ଅଛି, ଆମ୍ଭେ ନୀରବ ରହିବା ନାହିଁ, ମାତ୍ର ପ୍ରତିଫଳ ଦବୋ, ହଁ ଆମ୍ଭେ ସମାନଙ୍କେ କୋଳ ରେ ପ୍ରତିଫଳ ଦବୋ।
Isaiah 65:6 in Other Translations
King James Version (KJV) Behold, it is written before me: I will not keep silence, but will recompense, even recompense into their bosom,
American Standard Version (ASV) Behold, it is written before me: I will not keep silence, but will recompense, yea, I will recompense into their bosom,
Bible in Basic English (BBE) See, it is recorded before me, says the Lord: I will not keep back my hand, till I have sent punishment,
Darby English Bible (DBY) Behold, it is written before me: I will not keep silence, but will recompense, even recompense into their bosom,
World English Bible (WEB) Behold, it is written before me: I will not keep silence, but will recompense, yes, I will recompense into their bosom,
Young's Literal Translation (YLT) Lo, it is written before Me: `I am not silent, but have recompensed; And I have recompensed into their bosom,
Read Full Chapter :
Isaiah 65
Cross Reference
ଗୀତସଂହିତା 50:3
ଆମ୍ଭର ପରମେଶ୍ବର ଆସୁଛନ୍ତି ଓ ସେ କବେେ ନୀରବରେ ରହିପାରିବେ ନାହିଁ। ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସଠାେରେ ଏକ ବିରାଟ ଝଡ଼ ତାଙ୍କ ଚାରିପାଖରେ ଘୂରି ବୁଲୁଛି।
ଯିରିମିୟ 16:18
ଆମ୍ଭେ ସମାନଙ୍କେର ପାପ ଓ ଅଧର୍ମର ଦୁଇଗୁଣ ପ୍ରତିଫଳ ଦବୋ। କାରଣ ସମାନେେ ନିଜ ନିଜର ଘୃଣ୍ଯବସ୍ତୁ ସ୍ବରୂପ ଶବ ରେ ଆମ୍ଭର ଦେଶକୁ 'ଅପବିତ୍ର' କରିଅଛନ୍ତି। ସମାନେେ ଆମ୍ଭ ଦେଶକୁ 'ଅଶୁଚି' କରିଅଛନ୍ତି ଓ ନିଜର ଘୃଣ୍ଯକର୍ମ ରେ ଆମ୍ଭର ଦେଶକୁ ପରିପୂର୍ଣ୍ଣ କରିଅଛନ୍ତି।
ଗୀତସଂହିତା 79:12
ହେ ପରମେଶ୍ବର, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଛନ୍ତି, ସମାନଙ୍କେୁ ସାତଗୁଣ ପ୍ରତିଫଳ ଦଣ୍ଡ ଦିଅ।
ଗୀତସଂହିତା 50:21
ଅତୀତରେ, ତୁମ୍ଭେ ମନ୍ଦକାର୍ୟ୍ଯ କଲ। ମୁଁ ଚୁପ୍ ରହିଲି। ତୁମ୍ଭେ ଭାବି ନଇେଛ ମୁଁ ମଧ୍ଯ ତୁମ୍ଭମାନଙ୍କ ପରି। ମୁଁ ଆଉ ନୀରବରେ ରହିପାରିବି ନାହିଁ। ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।
ଯିଶାଇୟ 42:14
ଦୀର୍ଘକାଳ ଧରି ମୁଁ ନୀରବ ରହି ଆସୁଅଛି। ମୁଁ ତଥାପି ନୀରବ ଅଛି। ମାତ୍ର ବର୍ତ୍ତମାନ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଚିତ୍କାର କରିବୁ। ଆମ୍ଭେ ଦୀର୍ଘ ନିଃଶ୍ବାସ ଏବଂ ଆକାଂକ୍ଷା ହବେୁ।
ଯିଶାଇୟ 64:12
ହେ ସଦାପ୍ରଭୁ, ଏସବୁ ହେଲାପ ରେ ମଧ୍ଯ ତୁମ୍ଭେ କ'ଣ ନିଜକୁ ଆମ୍ଭଠାରୁ କ୍ଷାନ୍ତ କରି ରଖିବ ? ତୁମ୍ଭେ କ'ଣ ନୀରବ ରହି ଆମ୍ଭମାନଙ୍କୁ କ୍ଲେଶ ଦଇେ ଚାଲିବ ?
ମଲାଖୀ 3:16
ଯେଉଁମାନେ ପରମେଶ୍ବରଙ୍କୁ ଭୟ କରନ୍ତି ନିଜନିଜ ମଧିଅରେ କଥାବାର୍ତ୍ତା ହେଲେ ଏବଂ ସଦାପ୍ରଭୁ ସମାନଙ୍କେ କଥାବାର୍ତ୍ତା ଶୁଣିଲେ। ସେ ଗୋଟିଏ ପୁସ୍ତକରେ ସହେିମାନଙ୍କର ନାମ ଲେଖିଲେ, ଯେଉଁମାନେ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ ସହେି ଲୋକମାନଙ୍କର ଯେଉଁମାନେ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି।
ଯାତ୍ରା ପୁସ୍ତକ 17:14
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଏହି ୟୁଦ୍ଧର ବିବରଣୀ ଲେଖ। ଏହିକଥା ଏକ ପୁସ୍ତକରେ ଲେଖ। ଯାହାଫଳ ରେ ଲୋକମାନେ ମନରେଖି ପାରିବେ ଏଠା ରେ ଯାହାସବୁ ଘଟିଥିଲା। ଏବଂ ଯିହାଶୂେୟଙ୍କ ପାଖ ରେ ସହେି ପୁସ୍ତକ ପଢ। ମୁଁ ସମ୍ପୂର୍ଣ୍ଣଭାବରେ ଅମାଲକେୀଯମାନଙ୍କୁ ଏହି ପୃଥିବୀରୁ ଧ୍ବଂସ କରିବି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:12
ମୁଁ ବଡ଼ଠାରୁ ସାନ ପର୍ୟ୍ଯନ୍ତ ମୃତବ୍ଯକ୍ତିଙ୍କୁ ସିଂହାସନ ସାମନା ରେ ଠିଆ ହବୋର ଦେଖିଲି। ଜୀବନ ପୁସ୍ତକ ଖାେଲାଥିଲା। ସଠାେରେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ଯ ଖାେଲାଥିଲା। ମୃତ ଲୋକମାନଙ୍କର ନିଜନିଜ କର୍ମ ଅନୁସାରେ ବିଚାର ହେଲା। ସହେି ପୁସ୍ତକଗୁଡ଼ିକରେ ଏସବୁ ବିଷୟ ଲଖାଯାେଇଥିଲା।
ଦିତୀୟ ବିବରଣ 32:34
ସଦାପ୍ରଭୁ କକ୍ସ୍ଟହନ୍ତି, 'ଆମ୍ଭେ ଏହାକକ୍ସ୍ଟ ସଞ୍ଚିତ ରଖିଛକ୍ସ୍ଟ। ଆମ୍ଭେ ଏହାକକ୍ସ୍ଟ କ'ଣ ଭଣ୍ତାର ରେ ସାଇତି ରଖି ନାହକ୍ସ୍ଟଁ।
ଗୀତସଂହିତା 56:8
ତୁମ୍ଭେ ନିଶ୍ଚଯ ମାରେ ଦୁଃଖର ହିସାବ ରଖିଥିବି। ତୁମ୍ଭେ ନିଶ୍ଚିତଭାବରେ ଜାଣିଥିବ ୟେ, ମୁଁ କେତେ କ୍ରନ୍ଦନ କଲି। ନିଶ୍ଚିତରେ ତୁମ୍ଭେ ମାରେ ସମସ୍ତ ଅଶ୍ରୁଜଳରେ ହିସାବ ରଖିଛ।
ଯିହିଜିକଲ 11:21
ତା'ପ ରେ ପରମେଶ୍ବର କହିଲେ, କିନ୍ତୁ ଯେଉଁମାନଙ୍କର ହୃଦଯ ଘୃଣ୍ଯ ଓ କଳୁଷିତ ମୂର୍ତ୍ତିଗୁଡ଼ିକୁ ଅନୁସରଣ କରେ, ଆମ୍ଭେ ସମାନଙ୍କେୁ ସମାନଙ୍କେର କୁକର୍ମ ଅନୁସାରେ ଦଣ୍ଡିତ କରିବା। ସଦାପ୍ରଭୁ ମାରେ ପ୍ରଭୁ ଏହା କହିଛନ୍ତି।
ଯିହିଜିକଲ 22:31
ଏଣୁ ଆମ୍ଭେ ସମାନଙ୍କେ ଉପ ରେ ଆପଣା କୋରଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନି ରେ ସମାନଙ୍କେୁ ସଂହାର କରିଅଛୁ। ସମାନଙ୍କେର ନିଜ କର୍ମର ଫଳ ସମାନେେ ନିଜେ ଭୋଗିଛନ୍ତି। ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି
ଯୋୟେଲ 3:4
ଏପରିକି, ହେ ସୋର, ସୀଦୋନ ଓ ପଲେଷ୍ଟୀୟର ସକଳ ଅଞ୍ଚଳ, ତୁମ୍ଭମାନେେ ଆମ୍ଭ ପ୍ରତି କିଛି ନୁହଁ। ଆମ୍ଭେ କିଛି କଲେ ତୁମ୍ଭମାନେେ ଆମ୍ଭଙ୍କୁ ଦଣ୍ତ ଦଇେ ପାରିବ କି? କିନ୍ତୁ ଆମ୍ଭେ ଖୁବ୍ ଶୀଘ୍ର ତୁମ୍ଭମାନଙ୍କୁ ଦଣ୍ତ ଦବୋ।