Isaiah 64:1 ତୁମ୍ଭେ ଯଦି ଆକାଶକୁ ବିଦୀର୍ଣ୍ଣ କରି ପୃଥିବୀକୁ ଆସନ୍ତ, ତବେେ ସବୁ କିଛି ପରିବର୍ତ୍ତନ ହୁଅନ୍ତା ଓ ପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ପ୍ରବାହିତ ହୁଅନ୍ତେ।
Isaiah 64:1 in Other Translations
King James Version (KJV) Oh that thou wouldest rend the heavens, that thou wouldest come down, that the mountains might flow down at thy presence,
American Standard Version (ASV) Oh that thou wouldest rend the heavens, that thou wouldest come down, that the mountains might quake at thy presence,
Bible in Basic English (BBE) O let the heavens be broken open and come down, so that the mountains may be shaking before you, As when fire puts the brushwood in flames, or as when water is boiling from the heat of the fire: to make your name feared by your haters, so that the nations may be shaking before you;
Darby English Bible (DBY) Oh, that thou wouldest rend the heavens, that thou wouldest come down, -- that the mountains might flow down at thy presence,
World English Bible (WEB) Oh that you would tear the heavens, that you would come down, that the mountains might quake at your presence,
Young's Literal Translation (YLT) Didst Thou not rend the heavens? Thou didst come down, From thy presence did mountains flow,
Read Full Chapter :
Isaiah 64
Cross Reference
ମୀଖା 1:3
ଦେଖ, ସଦାପ୍ରଭୁ ତାଙ୍କ ସ୍ଥାନରୁ ବାହାରି ଆସୁଛନ୍ତି। ସେ ଏହି ଭୂମିର ଉଚ୍ଚସ୍ଥାନମାନଙ୍କ ରେ ବିଚରଣ କରିବାକୁ ଓହ୍ଲାଇ ଆସୁଛନ୍ତି।
ଗୀତସଂହିତା 68:8
ସୀନଯ ପରମେଶ୍ବରଙ୍କର ! ଇସ୍ରାଯଲରେ ପରମେଶ୍ବର! ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।
ଆମୋଷ 9:13
ସଦାପ୍ରଭୁ ପୁଣି କୁହନ୍ତି, ସମୟ ଆସୁଛି ଯେତବେେଳେ ପ୍ରଚୁର ଅମଳ ହବେ ଏବଂ ତାହା ଶସ୍ଯ ଲଗାଇବା ସମୟ ପର୍ୟ୍ଯନ୍ତ ମଧ୍ଯ କ୍ଷେତ୍ର ରେ ଥିବ। ଏତେ ଦ୍ରାକ୍ଷାଫଳ ହବେ ଯେ, ନୂତନ ଦ୍ରାକ୍ଷାଲତା ଲଗାଇବା ସମୟ ପୂର୍ବରୁ ତଥାପି ଦ୍ରାକ୍ଷାରସ ପ୍ରସ୍ତୁତ ହାଇେ ପାରିବ ନାହିଁ। ଏବଂ ମଧୁର ଦ୍ରାକ୍ଷାରସ ପର୍ବତରୁ ବହିବ।
ମାର୍କଲିଖିତ ସୁସମାଚାର 1:10
ଯୀଶୁ ଜଳରୁ ବାହାରି ଆସୁଥିବା ସମୟରେ ସ୍ବର୍ଗ ଖୋଲା ଥିବାର ଦେଖିଲେ। ସେ ଦେଖିଲେ ଯେ ପବିତ୍ରଆତ୍ମା ତାହାଙ୍କ ଉପରକୁ କପୋତ ଭଳି ଓହ୍ଲାଇ ଆସୁଛନ୍ତି।
ଗୀତସଂହିତା 18:7
ସତେିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା। ସ୍ବର୍ଗରାଜ୍ଯର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କୋର୍ଧିତ ହେଲେ।
ଗୀତସଂହିତା 46:6
ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ଯମାନେ ଭୟରେ କମ୍ପି ଉଠନ୍ତି। ସହେି ରାଜ୍ଯସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହବେ।
ଗୀତସଂହିତା 114:4
ପର୍ବତଗଣ ମଷେପରି ଡ଼ଇେଁଲେ। ମଷେ ଛୁଆପରି ଉପପର୍ବତଗଣ ଡ଼ିଆଁ ମାରିଲେ।
ଗୀତସଂହିତା 144:5
ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ। ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସମାନେେ ଧୂମ ନିର୍ଗତ କରିବେ।
ଯିଶାଇୟ 63:15
ବର୍ତ୍ତମାନ ସ୍ବର୍ଗ ଉପରୁ ଦେଖ, ତୁମ୍ଭ ପବିତ୍ରତା ଓ ତୁମ୍ଭ ପରାକ୍ରମର ବସତି ସ୍ଥାନରୁ ଦେଖ, ତୁମ୍ଭର ଶାଶ୍ବତ ପ୍ ରମେ କାହିଁ ? ତୁମ୍ଭର କୋହ ଓ ଦୟା କାହିଁ।
ଯାତ୍ରା ପୁସ୍ତକ 3:8
ଏଥି ନିମନ୍ତେ ଆମ୍ଭେ ସମାନଙ୍କେୁ ମିଶରୀଯମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ଯକୁ ୟିବି। ଆମ୍ଭେ ସମାନଙ୍କେୁ ସେ ଭୂମିରୁ ଏକ ଉତ୍ତମ ଭୂମିକୁ ନଇୟିବୋ, ଯେଉଁଠା ରେ ପ୍ରଚୁର ପରିମାଣ ରେ ଦୁଗ୍ଧ ଓ ମହୁର ବନ୍ଯା ଛୁଟୁଥିବ। ସଠାେରେ ସମାନଙ୍କେ ପାଇଁ କୌଣସି ଅସୁବିଧ ହବେନାହିଁ। ତୁମ୍ଭେ ସଠାେରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ଯମାନ ମିଳିବ। ବହୁଦେଶୀଯ ଲୋକମାନେ ସଠାେରେ ବାସ କରୁଥିବେ। କିଣାନୀଯ, ହିତ୍ତୀଯ, ଇମାରେୀୟ, ପିରିଷୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ଯେଉଁ ସ୍ଥାନ ରେ ବାସ କରନ୍ତି ତୁମ୍ଭମାନେେ ସହେିଠା ରେ ବାସ କରିବ।
ନାହୂମ 1:5
ସଦାପ୍ରଭୁ ଆସିବେ ଏବଂ ପର୍ବତଗୁଡିକ ଭୟ ରେ ଥରିବେ ଏବଂ ପାହାଡଗୁଡିକ ତରଳି ଯିବେ। ସଦାପ୍ରଭୁଙ୍କ ଆଗମନ ରେ ପୃଥିବୀ ମଧ୍ଯ ଭୟ ରେ ଥରିବ। ବିଶ୍ବର ସମସ୍ତ ବ୍ଯକ୍ତି ଭୟ ରେ ଥରିବେ।
ହବକକୂକ 3:1
ଭବିଷ୍ଯଦ୍ବକ୍ତା ହବକୂକ୍ଙ୍କର ଶିଗିଯୋନତ୍ ପ୍ରାର୍ଥନା:
ପିତରଙ୍କ ଦିତୀୟ ପତ୍ର 3:10
କିନ୍ତୁ ଚୋର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରେତ୍ୟକକଙ୍କୁ ଆଶ୍ଚର୍ୟ୍ଯ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ଯ ହାଇୟିବେ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନି ରେ ଧ୍ବଂସ ହାଇଯେିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳି ୟିବ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:11
ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ଯକ୍ତିଙ୍କୁ ସହେି ସିଂହାସନ ରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଚାଲିଗଲେ ଓ ଉଭଇେ ଗଲେ।
ଆମୋଷ 9:5
ମାରେପ୍ରଭୁ ସଦାପ୍ରଭୁ ସର୍ବଶକ୍ତିମାନ ପୃଥିବୀକୁ ସ୍ପର୍ଶ କରିବେ ଏବଂ ତାହା ତରଳି ୟିବ। ତତ୍ପ ରେ ସଠାେ ରେ ବାସ କରୁଥିବା ସମସ୍ତ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶରର ନୀଳନଦୀ ପରି ସହେି ଭୂମିର ଉତ୍ଥାନ ପତନ ଘଟିବ।
ଯାତ୍ରା ପୁସ୍ତକ 19:11
ଏବଂ ତୃତୀୟ ଦିନ ପାଇଁ ପ୍ରସ୍ତୁତ ହାଇେ ରହିବେ କାରଣ ଏହି ଦିନ ଆମ୍ଭେ ସୀନଯ ପର୍ବତ ଉପରକୁ ଓହ୍ଲାଇ ଆସିବୁ। ଏବଂ ସମସ୍ତ ଲୋକେ ମାେତେ ଦେଖି ପାରିବେ।
ଯାତ୍ରା ପୁସ୍ତକ 19:18
ସୀନଯ ପର୍ବତ ଧୂଆଁ ରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୁଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନ ରେ ପର୍ବତ ରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା।
ବିଚାରକର୍ତାମାନଙ୍କ ବିବରଣ 5:4
ହେ ସଦାପ୍ରଭୁ, ତୁମ୍ଭେ ପ୍ରଥମେ ସଯେୀରରକ୍ସ୍ଟ ବାହାରିଲା ବେଳେ, ତୁମ୍ଭେ ଇଦୋମ କ୍ଷେତ୍ରରକ୍ସ୍ଟ ୟାତ୍ରା କଲା ବେଳେ ପୃଥିବୀ କଐିଲା। ଆକାଶ ବିନ୍ଦକ୍ସ୍ଟ ପାତ କଲା ମେଘମାଳା ଜଳପାତ କଲା।